ଫିଟନେସ୍
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ସୁରକ୍ଷିତ ରହିବା ପାଇଁ ଟିପ୍ସ
Published On
By Ipsita
ସୋସିଆଲ ଫିଟନେସ୍ ବା ବଣ୍ଡିଂ ଡ୍ରିଲ୍ସର ଅନେକ ଲାଭଥିଲେ ମଧ୍ୟ ଏହି ସମୟରେ ନିରାପତ୍ତା ଏବଂ ଗୋପନୀୟତା ରକ୍ଷା କରିବା ଅତ୍ୟନ୍ତ ଜରୁରୀ। ଏହି ସମୟରେ କିଛି ଟିପ୍ସକୁ ଆପଣାଇଲେ ଏହାର ଲାଭ ଉଠାଇବା ସହିତ ଆପଣ ସୁରକ୍ଷିତ ଭାବେ ଏହି ପ୍ରକ୍ରିୟାର ଲାଭ ଉଠାଇପାରିବେ ।
_ ସାର୍ବଜନୀନ ସ୍ଥାନ ଚୟନ କରନ୍ତୁ
ଯଦି... ଆୟୋଜନ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ
Published On
By Ipsita
ଆଜିକାଲି ସୋସିଆଲ ଫିଟନେସକୁ ରକ୍ଷା କରିବାପାଇଁ ବିଭିନ୍ନ ସ୍ଥାନରେ ବୟସ୍କ ଓ ଯୁବଗୋଷ୍ଠୀଙ୍କୁ ଏକାଠି କରି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିରେ ସମସ୍ତଙ୍କୁ ଏକାଠି କରି ବିଭିନ୍ନ ପ୍ରକାର ଛୋଟବଡ ଖେଳ ହେଉ କିମ୍ବା ବ୍ୟାୟାମ ଆଦିର ଆୟୋଜନ ହେଉଛି । ଆସନ୍ତୁ ଜାଣିବା ସେହିଭଳି କିଛି କାର୍ଯ୍ୟକ୍ରମ ସମ୍ପର୍କରେ
_... ଭାରତରେ ବି ରହିଛି କ୍ରେଜ
Published On
By Ipsita
ଭାରତରେ 'ସୋସିଆଲ ଫିଟନେସ'ର କ୍ରେଜ୍ ଏବେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବିଶେଷ କରି ମେଟ୍ରୋ ସହରଗୁଡ଼ିକରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ଲୋକମାନେ ଏହାକୁ ଖୁବ ସହଜରେ ଗ୍ରହଣ କରିବା ସହିତ ନିଜ ଜୀବନରେ ଉପଯୋଗ ମଧ୍ୟ କରୁଛନ୍ତି ।
ମେଟ୍ରୋ ସହରରେ ନୂଆ ଟ୍ରେଣ୍ଡ
ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ... ପ୍ରଭାବ
Published On
By Ipsita
ବଣ୍ଡିଂ-ଡ୍ରିଲ୍ସ ବା ସାମାଜିକ ସମ୍ପର୍କ ସୃଦୃଢ଼ କରିବାର ଅଭ୍ୟାସ ଉଭୟ ଯୁବପିଢ଼ି ଏବଂ ବୟସ୍କଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଉଭୟଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣୁଥିବା ଦେଖିବାକୁ ମିଳିଛି । ସମସ୍ତେ ଏହି ଲାଇଫଷ୍ଟାଇଲକୁ ଆପଣାଇ ମାନସିକ ଶାନ୍ତି ଆଣିବା ସହିତ ଏକ ସୁସ୍ଥ ଜୀବନ ବଞ୍ଚୁଛନ୍ତି ।
ଯୁବପିଢ଼ି
_ ଡିଜିଟାଲ୍ ଆସକ୍ତିରୁ... ସୋସିଆଲ ଫିଟନେସ
Published On
By Ipsita
ସାଧାରଣତଃ ଆମେ ଜାଣିଛେ ଜୀବନରେ ଆମର ଦୁଇଟି ଫିଟନେସର ଆବଶ୍ୟକତା ରହିଛି, ଫିଜିକାଲ ଫିଟନେସ ଓ ମେଣ୍ଟାଲ ଫିଟନେସ, ଅର୍ଥାତ ଶାରିରୀକ ସୁସ୍ଥତା ଓ ମାନସିକ ସୁସ୍ଥତା । ହେଲେ ବର୍ତ୍ତମାନ ଆଉ ଏକ ନୂଆ ଫିଟନେସ ଲୋକଙ୍କ ଭିତରେ ଖୁବ ଭାଇରାଲ ହେବାରେ ଲାଗିଛି । ବିଶେଷକରି ବୟସ୍କଙ୍କ ଭିତରେ ଏହି ଟ୍ରେଣ୍ଡ ଖୁବ... ବଣ୍ଡିଂ ଡ୍ରିଲ୍
Published On
By Ipsita
ଆଜିକାଲି ଫିଟ ରହିବା ପାଇଁ ସମସ୍ତେ ଚାହୁଁଛନ୍ତି ଏବଂ ଏଥିପାଇଁ ପରିଶ୍ରମ ମଧ୍ୟ କରୁଛନ୍ତି । ହେଲେ ନିକଟରେ ବୟସ୍କଙ୍କ ମଧ୍ୟରେ ଏକ ନୂଆ ଟ୍ରେଣ୍ଡ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଟ୍ରେଣ୍ଡରେ ଝାଳ ବୁହାଇ ନୁହେଁ ବରଂ ଲୋକଙ୍କ ସହିତ କଥାହୋଇ ଫିଟ ରହୁଛନ୍ତି । ଏହି ନୂଆ ଟ୍ରେଣ୍ଡର ନାଁ... ୫୦ ବର୍ଷ ପରେ ବଦଳାନ୍ତୁ ଖାଦ୍ୟଅଭ୍ୟାସ
Published On
By Ipsita
୫୦ ବର୍ଷ ବୟସ ପରେ ଶରୀରରେ ଅନେକ ଜୈବିକ ପରିବର୍ତ୍ତନ ଦେଖାଦେଇଥାଏ, ଯେପରିକି ହାଡ଼ ଦୁର୍ବଳ ହେବା, ମାଂସପେଶୀ କମିଯିବା ଏବଂ ହଜମ ପ୍ରକ୍ରିୟା ଧୀର ହେବା। ଏହି ସମୟରେ ନିଜକୁ ସୁସ୍ଥ ଏବଂ ଶକ୍ତିଶାଳୀ ରଖିବା ପାଇଁ ସଠିକ୍ ଖାଦ୍ୟପେୟ ଅତ୍ୟନ୍ତ ଜରୁରୀ। ତେଣୁ ଡାକ୍ତରଙ୍କ ପରାମର୍ଶରେ ନିଜ ଖାଦ୍ୟପେୟରେ ପରିବର୍ତ୍ତନ କରନ୍ତୁ ।... ବୟସ କମାଇବ ବ୍ୟାୟାମ
Published On
By Ipsita
ବର୍ତ୍ତମାନ ଏକ ଅଭିନବ ବୈଜ୍ଞାନିକ ଅନୁସନ୍ଧାନ ଜରିଆରେ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ଧୀମା କରିବା ସହ ବୟସ ସମ୍ବନ୍ଧୀୟ ରୋଗଗୁଡ଼ିକୁ ରୋକିବା ପାଇଁ ଏକ ନୂତନ ପ୍ରୟାସ କରାଯାଉଛି । ଯେଉଁଥିରେ ନିୟମିତ ଶାରୀରିକ ବ୍ୟାୟାମକୁ ସାମିଲ କରାଯାଇଛି । ଏହି ଅଧ୍ୟୟନରେ କିଭଳି ବ୍ୟାୟମ କରିବା ଦ୍ବାରା ବୟସ୍କ ବ୍ୟକ୍ତିମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିରୋଗ... ଅନିଦ୍ରା ଦୂର କରିବ ଯୋଗ
Published On
By Ipsita
ଅନିଦ୍ରା ବା ଇନସୋମନିଆ ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଆଜିକାଲି ଏଭଳି ଅନେକ ଲୋକ ରହୁଛନ୍ତି ଯେଉଁମାନେ ଏହି ରୋଗର ଶିକାର ହେଉଛନ୍ତି । ତେବେ ଶୋଇବା ପୂର୍ବରୁ ମନକୁ ଶାନ୍ତ କରିବା ଏବଂ ଶରୀରରୁ ଥକାପଣ ଦୂର କରିବାଦ୍ବାରା ଏହି ରୋଗରୁ ମୁକ୍ତି ମିଳିବ, ଯେଉଁଥିରେ ଯୋଗ ସହାୟକ ହୋଇପାରିବ... ବଜ୍ରାସନ
Published On
By Ipsita
ପ୍ରଥମେ ଚଟାଣରେ ଏକ ଯୋଗ ମ୍ୟାଟ୍ ପକାଇ ଦୁଇ ଗୋଡ଼କୁ ଆଗକୁ ପ୍ରସାରିତ କରି ବସନ୍ତୁ। ଏବେ ବାମ ଗୋଡ଼କୁ ଆଣ୍ଠୁରୁ ଭାଙ୍ଗି ବାମ ଜଙ୍ଘ ତଳେ ଏବଂ ଡାହାଣ ଗୋଡ଼କୁ ଭାଙ୍ଗି ଡାହାଣ ଜଙ୍ଘ ତଳେ ରଖନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ ପାଦର ଦୁଇ ବୁଢ଼ା ଆଙ୍ଗୁଠି ପରସ୍ପରକୁ ସ୍ପର୍ଶ କରୁଥିବ ଏବଂ... ଓଏମଏଡି ଡାଏଟ୍
Published On
By Ipsita
ଆଜିକାଲି ଅନେକ ଡାଏଟ୍ ସମସ୍ତେ ଫଲୋ କରୁଛନ୍ତି, ସେଥିରୁ ଗୋଟିଏ ହେଲା ଓଏମଏଡି । ଯହାରର ଅର୍ଥ ହେଉଛି ଦିନକୁ ମାତ୍ର ଥରେ ଖାଇବା। ଏହା 'ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ୍' ର ଏକ କଠୋର ରୂପ, ଯାହା ଓଜନ କମାଇବା ପାଇଁ ବର୍ତ୍ତମାନ ସମଗ୍ର ବିଶ୍ୱରେ ଅତ୍ୟନ୍ତ ଲୋକପ୍ରିୟ ହେବାରେ ଲାଗିଛି। ଏହି ଡାଏଟ୍ ପ୍ଲାନରେ ଜଣେ... ଦଣ୍ଡାସନ
Published On
By Ipsita
ନୂଆବର୍ଷର ଆରମ୍ଭ ଏକ ସୁସ୍ଥ ସକାଳରୁ କରନ୍ତୁ । ଏହା ଆମ ଉଭୟ ମନ ଓ ଶରୀରପାଇଁ ଖୁବ ଭଲ ହୋଇଥାଏ । ତେଣୁ ନୂଆବର୍ଷର ସକାଳ ଗୋଟିଏ ଯୋଗରୁ ଆରମ୍ଭ କରନ୍ତୁ । ତେବେ ଆପଣ ଚାହିଁଲେ ନିଜ ପସନ୍ଦ ଅନୁଯାୟୀ କୌଣସି ଆସନ କରିପାରିବେ । ଭାରତରେ ଯୋଗର ମହତ୍ତ୍ୱ ଖୁବ ଅଧିକ... 
