ସ୍ୱାସ୍ଥ
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ମେଡ଼ିସିନରେ ୩ ସ୍ନାୟୁ ବିଜ୍ଞାନୀଙ୍କୁ ନୋବେଲ
Published On
By Samaya Live News
ନୂଆଦିଲ୍ଲୀ : ମେଡିସିନରେ ୩ ବିଶେଷଜ୍ଞଙ୍କୁ ନୋବେଲ ପୁରସ୍କାର- ୨୦୨୬ ପ୍ରଦାନ । ସ୍ନାୟୁ ବିଜ୍ଞାନୀ କାର୍ଲ ଡାଇସୋରଥ ଓ ତାଙ୍କ ୨ ସହଯୋଗୀଙ୍କୁ ନୋବେଲ । ଜର୍ମାନ ସହଯୋଗୀ ପିଟର ହେଗେମେନ ଓ ଜର୍ଜ ନାଗେଲଙ୍କୁ ନୋବେଲ । ଏହି ତିନି ବୈଜ୍ଞାନିକଙ୍କୁ 'ଲାଇଟ୍-ଗେଟେଡ୍ ଆୟନ ଚ୍ୟାନେଲ୍ ଏବଂ ଅପ୍ଟୋଜେନେଟିକ୍ସ' (light-gated ion channels... ଋଷରେ ନ୍ୟୁମୋନିକ୍ ପ୍ଲେଗ ଆତଙ୍କ, ରିସର୍ଚ୍ଚରଙ୍କ ମୃତ୍ୟୁ ପରେ ବଢ଼ିଲା ସନ୍ଦେହ
Published On
By Samaya Live News
ନୂଆଦିଲ୍ଲୀ : ରୁଷିଆର ସାଇବେରିଆନ୍ ଅଞ୍ଚଳରେ ପ୍ଲେଗ ଆତଙ୍କ ! ନ୍ୟୁମୋନିକ୍ ପ୍ଲେଗ୍ରେ ଜଣେ ୨୮ ବର୍ଷୀୟା ମହିଳା ଲ୍ୟାବ୍ ଟେକ୍ନିସିଆନ୍ଙ୍କ ମୃତ୍ୟୁ ପରେ ସନ୍ଦେହ ଅଧିକ ଘନୀଭୂତ ହୋଇଛି । ମୃତକଙ୍କ ନାମ ଡାରିଆ ସିପିଲୋଭା । ଶେଲେଖଭରେ ଥିବା ଆଣ୍ଟି-ପ୍ଲେଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଏହି ଘଟଣା ଘଟିଛି ଘଟିଛି । ସତର୍କତାମୂଳକ ପଦକ୍ଷେପ... ସଜନାପତ୍ରର ସ୍ବାସ୍ଥ୍ୟ ଉପକାରୀତା
Published On
By Ipsita
ଭାରତୀୟ ରୋଷେଇ ଗୃହରେ ସାଧାରଣତଃ ପନିପରିବା ଭାବେ ବ୍ୟବହୃତ ହେଉଥିବା 'ସଜନା' ନିଜର ପୋଷଣଗୁଣ ପାଇଁ ବିଶ୍ୱବ୍ୟାପୀ 'ସୁପରଫୁଡ୍' ଭାବେ ପରିଚିତ। ବିଶ୍ୱର ସବୁଠାରୁ ଅଧିକ ସଜନା ଉତ୍ପାଦନକାରୀ ଦେଶ ଭାରତରେ (ବାର୍ଷିକ ୧୦ରୁ ୧୩ ଲକ୍ଷ ଟନ୍) ଏହା ସହଜରେ ବୃଦ୍ଧି ପାଉଥିବା ବେଳେ, ଫିଲିପାଇନ୍ସ, ଶ୍ରୀଲଙ୍କା, ମାଲେସିଆ, ଇଣ୍ଡୋନେସିଆ ଓ ତାଇୱାନ୍ ଭଳି... ହାଇଟେକ୍ ମେଡିକାଲରେ ବିଶ୍ବ ଫାର୍ମାସି ଦିବସ ପାଳିତ
Published On
By Samaya Live News
ଭୁବନେଶ୍ବର : ହାଇଟେକ୍ ମେଡିକାଲ୍ କଲେଜ ଓ ହସପିଟାଲ ପରିସରରେ, ହାଇଟେକ୍ ଫାର୍ମାସି କଲେଜ୍ ଦ୍ବାରା ଭରପୁର ପ୍ରେକ୍ଷାଳୟରେ ବିଶ୍ବ ଫାର୍ମାସି ଦିବସ ମହାସମାରୋହରେ ପାଳିତ ହୋଇଛି । ଚଳିତବର୍ଷର ଥିମ୍ ରହିଛି, ସଶକ୍ତ ଫାର୍ମାସି ସୁନିଶ୍ଚିତ ଭବିଷ୍ୟତ ସ୍ବାସ୍ଥ୍ୟସେବା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର... ମଧୁମେହ
Published On
By Ipsita
ଆଜିକାଲିର ଜୀବନଶୈଳୀ ଆମର ଅନେକ ରୋଗର କାରଣ ସାଜୁଛି । ଏହି କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ସେହି ରୋଗର ତାଲିକାରେ ମଧୁମେହ ସବୁଠାରୁ ଆଗରେ ରହିଛି । ବର୍ତ୍ତମାନ ମଧୁମେହ ବା ଡାଇବେଟିସ୍ ରୋଗ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ଲୋକଙ୍କ ମନରେ ଚିନ୍ତା ମଧ୍ୟ... ଗର୍ଭପାତର କେତେ ଦିନ ପରେ ଆପଣ ପୁନର୍ବାର ଗର୍ଭଧାରଣ ପାଇଁ ଚେଷ୍ଟା କରିପାରିବେ?
Published On
By Samaya Live News
ଭୁବନେଶ୍ୱର: ଗର୍ଭନଷ୍ଟ ହେବା ପରେ, ପରବର୍ତୀ ଗର୍ଭଧାରଣ ପାଇଁ ଯୋଜନା କରିବା କେତେ ସମୟ ଅପେକ୍ଷା କରିବାକୁ ହେବ ତାହା ସ୍ଥିର କରିବାଠାରୁ ଅଧିକ କିଛି ଅନ୍ତର୍ଭୁକ୍ତ ରହିଥାଏ। ଜଣେ ଡାକ୍ତର ଆପଣଙ୍କ ଶରୀର ସୁସ୍ଥ ହୋଇଛି କି ନାହିଁ ବିଚାର କରନ୍ତି, ପୂର୍ବ ଗର୍ଭନଷ୍ଟର ବିବରଣୀ ଯାଂଚ କରନ୍ତି ଏବଂ ଭବିଷ୍ୟତର ଗର୍ଭଧାରଣ ଉପରେ... ଖାଇବା ଅନୁପଯୋଗୀ କଟକ ପନିର, ମିଶୁଛି ମଇଦା ଓ ଡିଟରଜେଣ୍ଟ
Published On
By Samaya Live News
ଭୁବନେଶ୍ୱର : କଟକ ସହରରେ ଅପମିଶ୍ରିତ ପନିର ବିକ୍ରି ନେଇ ଚାଲିଥିବା ଚଢ଼ଉରେ ଜବତ ହୋଇଥିବା ପନିର ନମୁନାକୁ ନେଇ ଆସିଛି ଚାଞ୍ଚଲ୍ୟକର ଟେଷ୍ଟ ରିପୋର୍ଟ । ମଣିଷ ଖାଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ ବୋଲି ରିପୋର୍ଟରେ ଖୁଲାସା ହୋଇଛି । ଗତ ଅଗଷ୍ଟ ମାସରେ କଟକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜବତ... ଡାକ୍ତରୀ ପାଠ୍ୟକ୍ରମରେ ଆଉ ୫୦୦ ନୂଆ ପିଜି ଆସନ ବୃଦ୍ଧି କରାଯିବ - ସ୍ୱାସ୍ଥ୍ୟମନ୍ତ୍ରୀ
Published On
By Samaya Live News
ଭୁବନେଶ୍ବର : ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମାହାଳିଙ୍ଗଙ୍କ ବଡ଼ ଘୋଷଣା । ରାଜ୍ୟରେ ବୃଦ୍ଧି ପାଇବ ଡାକ୍ତରୀ ପିଜି ଆସନ । ଆସନ୍ତା ଦୁଇ ବର୍ଷ ଭିତରେ ଡାକ୍ତରୀ ପାଠ୍ୟକ୍ରମରେ ଆଉ ୫୦୨ ଟି ନୂଆ ପିଜି ଆସନ ବୃଦ୍ଧି କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରାଯାଇଥିବା ବେଳେ ଏବେ ପ୍ରକ୍ରିୟା ଆରମ୍ଭ... ଅଣଦେଖା କରନ୍ତୁୁନି ପିଠି ଯନ୍ତ୍ରଣା
Published On
By Ipsita
ପିଠି ଯନ୍ତ୍ରଣା ଏକ ଅତ୍ୟନ୍ତ ସାଧାରଣ ସମସ୍ୟା, ଯାହାକୁ ଅଧିକାଂଶ ଲୋକ କ୍ଲାନ୍ତି, କିମ୍ବା ବୟସ ବୃଦ୍ଧିର କାରଣ ବୋଲି ଭାବିଥାନ୍ତି । ମାତ୍ର ଏହି ପୀଡ଼ା ଯଦି ବାରମ୍ବାର ହୁଏ ଏବଂ କେତେକ ମାସ ଧରି ରହେ, ତେବେ ଏହା ‘ଆଙ୍କିଲୋସିଂ ସ୍ପୋଣ୍ଡିଲାଇଟିସ୍’ ବା ଏଏସ ହୋଇପାରେ... ସ୍କ୍ରବ ଟାଇଫସ କୁ ନେଇ ଭୟଭୀତ ହୁଅନ୍ତୁ ନାହିଁ - ମନ୍ତ୍ରୀ
Published On
By Samaya Live News
ଭୁବନେଶ୍ୱର : ରାଜ୍ୟରେ ସୁନ୍ଦରଗଡ଼ ଏବଂ ଅନୁଗୁଳରେ ଚିନ୍ତା ବଢ଼ାଇଛି ସ୍କ୍ରବ ଟାଇଫସ ସଂକ୍ରମଣ। ସେହିପରି ରାୟଗଡା ଆଦି ସ୍ଥାନରୁ ଜଣ୍ଡିସ ସହିତ ଡାଇରିଆ ଆତଙ୍କ ଦେଖାଦେଇଛି । ଏଭଳି ଜଟିଳ ପରିସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍କ୍ରବ୍ ଟାଇଫସକୁ ନେଇ ସାଧାରଣ ଜନତା ଆତଙ୍କିତ ନ ହେବାକୁ ସେ ଆଶ୍ୱାସନା... ମସ୍ତିଷ୍କ କ୍ଲାନ୍ତି
Published On
By Ipsita
ବେଳେବେଳେ ଦିନସାରା କୌଣସି ଶାରିରୀକ ପରିଶ୍ରମ ନକରି ମଧ୍ୟ ଥକ୍କା ଲାଗିଥାଏ । ଦିନସାରା କେବଳ ଡେସ୍କରେ ବସି, ସୋଫାରେ ଶୋଇ କିମ୍ବା ଲାପଟପ୍ରେ କାମ କରି ଅତ୍ୟନ୍ତ କ୍ଲାନ୍ତ ଅନୁଭବ ହୋଇଥାଏ । ତେବେ ସୂଚନା ଅନୁସାରେ କ୍ଲାନ୍ତି କେବଳ ଶାରୀରିକ କାମ ଯୋଗୁଁ ହୋଇନଥାଏ । ନିରନ୍ତର ଚିନ୍ତା, ନିଷ୍ପତ୍ତି... ସ୍କ୍ରବ୍ ଟାଇଫସ୍ କୁ ନେଇ ସ୍ୱାସ୍ଥ୍ୟ ବିଭାଗ ତତ୍ପର
Published On
By Samaya Live News
ଭୁବନେଶ୍ବର : ନୂଆ ସଙ୍କଟ ରୂପେ ଉଭା ହୋଇଛି ସ୍କ୍ରବ ଟାଇଫସ୍ । ରାଜ୍ୟରେ ବଢୁଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଂକ ସଂଖ୍ୟା । ନିୟନ୍ତ୍ରଣ ପାଇଁ ନିଆଯାଉଛି ପଦକ୍ଷେପ । ସ୍କ୍ରବ୍ ଟାଇଫସ୍ ଚିହ୍ନଟ ସ୍ଥାନକୁ ଯିବେ ଡାକ୍ତରୀ ଟିମ୍ । ସ୍କ୍ରବ୍ ଟାଇଫସ୍ ମାମଲାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି... 
