ପାଣିପାଗ
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ରାଜ୍ୟରୁ ବିଦାୟ ନେବ ମୌସୁମୀ
Published On
By Samaya Live News
ଭୁବନେଶ୍ୱର : ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବା ପାଇଁ ପାଗ ଅନୁକୂଳ ରହିଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରୁ ଏହା ସମ୍ପୂର୍ଣ୍ଣ ବିଦାୟ ନେଇପାରେ । ବର୍ତ୍ତମାନ ରାଜ୍ୟରୁ କେତେକ ସ୍ଥାନରୁ ମୌସୁମୀ ସମ୍ପୂର୍ଣ୍ଣ ବିଦାୟ ନେଇ ସାରିଲାଣି । ବିଶେଷକରି ସୁନ୍ଦରଗଡ଼... ଆସନ୍ତା ସପ୍ତାହରେ ପୁଣି ଏକ ଲଘୁଚାପ ସମ୍ଭାବନା
Published On
By Samaya Live News
ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆଜିଠାରୁ ପାଣିପାଗରେ ହେବ ବଡ଼ ପରିବର୍ତ୍ତନ । ପଶ୍ଚିମାଝଡ ପ୍ରଭାବରେ ଆଜିଠାରୁ ଆସନ୍ତା ୯ ତାରିଖ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏକ... ଦଶହରାରେ ଅବପାତ ! ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ସ୍ଥିତି
Published On
By Samaya Live News
ଭୁବନେଶ୍ୱର : ଅକ୍ଟାବରରେ ପୁଣି ଏକ ଅବପାତ । ବର୍ତ୍ତମାନ ୩୬ଡିଗ୍ରୀ ଡହଡହ ଖରାରେ ମୁଣ୍ଡ କାନ ଝାଇଁ ମାରୁଥିବାବେଳେ, ଦଶହରା ବେଳକୁ ଆସୁଛି ପୁଣି ଏକ ଅବପାତ ! ଏଥର ପୁଣି ବର୍ଷାରେ ଧୋଇ ଯାଇପାରେ ଦଶହରା । ୧୨ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ୧୩ତାରିଖ... ୧୨ ଘଣ୍ଟାରେ ପୁଣି ଅବପାତ ସମ୍ଭାବନା !
Published On
By Samaya Live News
ଭୁବନେଶ୍ୱର : ପୁଣି ସୃଷ୍ଟି ହେଲା ଅବପାତ । ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍ମାର ଉପକୂଳରେ ଏକ ସ୍ପଷ୍ଟ ଅବପାତ (Depression) ସୃଷ୍ଟି ହୋଇଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗ (IMD) ର ଆକଳନ ଅନୁଯାୟୀ, ଅବପାତ ଟି ଆଗାମୀ ୧୨ ଘଣ୍ଟା... ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ,ଖୋଲିଲା ଇନ୍ଦ୍ରାବତୀ ଡ୍ୟାମର ୫ଟି ଗେଟ୍
Published On
By Samaya Live News
ଭୁବନେଶ୍ୱର: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଉପରମୁହାଁ ଥିବା ବେଳେ ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀର ଜଳସ୍ତର ବଢୁଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ... ଦୁର୍ବଳ ହେଲା ଗଭୀର ଅବପାତ ,ରବିବାର ଯାଏଁ ପ୍ରବଳ ବର୍ଷା
Published On
By Samaya Live News
ଭୁବନେଶ୍ୱର : ଦୁର୍ବଳ ହେଉଛି ବଙ୍ଗୋପସାଗର ରେ ସୃଷ୍ଟ ଅଭିର ଅବପାତ । ଡିପ୍ରେସନ୍ ରୂପ ନେଇ ବର୍ତ୍ତମାନ ଏହା ନୂଆପଡ଼ା ନିକଟରେ କେନ୍ଦ୍ରୀଭୂତ ଅଛି । ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅବପାତଟି ସ୍ଥଳଭାଗ ଅତିକ୍ରମ କରିବା... ସ୍ଥଳଭାଗ ଅତିକ୍ରମ କଲା 'ଗଭୀର ଅବପାତ' ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା
Published On
By Samaya Live News
ଭୁବନେଶ୍ୱର : ସ୍ଥଳଭାଗ ଅତିକ୍ରମ କଲା ‘ଗଭୀର ଅବପାତ’। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ (Deep Depression) ଗତକାଲି (୨୩ ସେପ୍ଟେମ୍ବର ମଧ୍ୟରାତ୍ରି)ରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଥିବା କଳିଙ୍ଗପଟ୍ଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ରାତି ପ୍ରାୟ ୧୧:୩୦ ଟାରୁ ଆରମ୍ଭ ହୋଇ ପ୍ରାୟ ୩... ଗଭୀର ଅବପାତକୁ ନେଇ ଆକ୍ସନ ମୁଡ଼ରେ ସରକାର ,୧୦ ଜିଲ୍ଲା କଲେକ୍ଟରଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ଜରୁରୀ ବୈଠକ
Published On
By Samaya Live News
ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ଜନିତ ପ୍ରବଳ ବର୍ଷାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଅଞ୍ଚଳରେ ଭାରି ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଏହି ସିଷ୍ଟମ୍ ଆଜି ରାତି ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ... ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ, ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
Published On
By Samaya Live News
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଟି ଏବେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ (Deep Depression) ରୂପ ନେଇଛି । ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଏହି ସିଷ୍ଟମଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୭ କି.ମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ବିଶାଖାପାଟଣା ଓ ଗୋପାଳପୁର... ୨୩ ଓ ୨୪ ତାରିଖ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା
Published On
By Samaya Live News
ଭୁବନେଶ୍ବର : ବଙ୍ଗୋପସାଗରରେ ଧୀରେ ଧୀରେ ଘନୀଭୂତ ହେଉଛି ଅବପାତ। ଗତ ୬ ଘଣ୍ଟାରେ ୧୭ କିମି ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରୁଛି। ଗୋପାଳପୁର ଓ ପୁରୀ ଠାରୁ ସମାନ ୨୨୦ କିମି ଦୂର, ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଠାରୁ ୨୦୦ କି.ମି. ପୂର୍ବ-ଦକ୍ଷିଣପୂର୍ବ ଏବଂ ବିଶାଖାପାଟଣା ଠାରୁ ୨୯୦ କି.ମି. ପୂର୍ବରେ ରହିଛି ।... ଅବପାତ ରୂପ ନେଲା ଲଘୁଚାପ ,୫ ଦିନ ଧରି ଲାଗି ରହିବ ବର୍ଷା
Published On
By Samaya Live News
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତ (Depression)ର ରୂପ ନେଇଛି, ଯାହା ଫଳରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଅବପାତ୨୩ରେ ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା । ବଙ୍ଗୋପସାଗରରେ ସକ୍ରିୟ ଥିବା... ସମ୍ଭାବ୍ୟ ଲଘୁଚାପ ନେଇ ୩୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Published On
By Samaya Live News
ଭୁବନେଶ୍ୱର : ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ୨୦୨୬ର ପ୍ରଥମ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ। ଉତ୍ତର ଥାଇଲାଣ୍ଡ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଲୟ ଆଜି ଉତ୍ତର ଆଣ୍ଡାମାନ ସାଗରରେ ପ୍ରବେଶ କରିଛି। ଏହା ଘନୀଭୁତ ହୋଇ ଆଜି ସନ୍ଧ୍ୟା ସୁଦ୍ଧା... 
