ରାଜନୀତି
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ବିଜେଡି ର 'U TURN, ଓଡିଶା ବନ୍ଦକୁ ସମର୍ଥନ କରିବ ନାହିଁ ଦଳ
Published On
By Samaya Live News
ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ବନ୍ଦକୁ ନେଇ ରାଜ୍ୟ ରାଜନୀତିରେ ନୂଆ ମୋଡ଼ ଦେଖିବାକୁ ମିଳିଛି । ମାତ୍ର ଅଧ ଘଣ୍ଟା ମଧ୍ୟରେ ବଦଳିଲା ବିଜୁ ଜନତା ଦଳ ର ନିଷ୍ପତ୍ତି । ଆସନ୍ତା କାଲି କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରାକୁ ସମର୍ଥନ କରିବ ନାହିଁ ଦଳ । ଏନେଇ ସ୍ପଷ୍ଟ କରିଛନ୍ତି ବିଜେଡି... ସେବା କରୁ କରୁ ୨୫ବର୍ଷ - ମୋଦି
Published On
By Samaya Live News
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି । ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ।
ଆଜି ସାର୍ବଜନୀନ ଜୀବନରେ ୨୫... ଇଣ୍ଡିଆ ବ୍ଲକ ପ୍ରତିବାଦରେ ସାମିଲ ହେଲା ବିଜେଡି
Published On
By Samaya Live News
ଭୁବନେଶ୍ୱର : ନୂଆଦିଲ୍ଲୀ ଠାରେ ଇଣ୍ଡି-ମେଣ୍ଟ ପ୍ରତିବାଦ ରାଲି ରେ ବିଜେଡି ସାମିଲ । ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଅଫିସ ଅଭିମୁଖେ ପଦଯାତ୍ରା କରିବ INDIA ବ୍ଲକ୍ ର ସାଂସଦ । SIR ପ୍ରସଙ୍ଗରେ ସିଇସି ଜ୍ଞାନେଶ କୁମାରଙ୍କ ମନମୁଖୀ କାର୍ଯ୍ୟକୁ ନେଇ ତେଜୁଛି ଅସନ୍ତୋଷ । ସାରା ଦେଶରୁ ୧୩ କୋଟିରୁ... ୨ ଦିନିଆ ଓଡିଶା ଗସ୍ତରେ ଆସିଲେ ବିଜେପି ପ୍ରଭାରୀ
Published On
By Samaya Live News
ଭୁବନେଶ୍ୱର : ଆଜି ୨ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପିର ନୂତନ ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହ-ପ୍ରଭାରୀ ସ୍ୱଦେଶ ସିଂ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ପଦାଧିକାରୀ ଏବଂ ୩୭ ଟି ସାଙ୍ଗଠନିକ ଜିଲ୍ଲାର ପ୍ରଭାରୀମାନଙ୍କ ସହ ସାମ୍ପ୍ରତିକ ରାଜନୈତିକ ସ୍ଥିତି ଓ ସଂଗଠନ ବାବଦରେ ଆଲୋଚନା ହେବ ।... ବିଜେଡି ମିଡିଆ ସେଲ୍ ପୁନର୍ଗଠିତ
Published On
By Samaya Live News
ଭୁବନେଶ୍ୱର : ବିଜେଡି ମିଡିଆ ସେଲ୍କୁ ବ୍ୟାପକ ଭାବେ ପୁନର୍ଗଠିତ କରାଯାଇଛି । ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହାକୁ ପୁନର୍ଗଠନ କରାଯାଇଛି । ଏହି ନୂତନ ସାଙ୍ଗଠନିକ ପରିବର୍ତ୍ତନରେ ଦଳର ପୁରୁଖା ଓ ବରିଷ୍ଠ ନେତାମାନଙ୍କୁ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିସହିତ ଦଳ ପକ୍ଷରୁ ୧୦ ଜଣ ନୂଆ ଜାତୀୟ ମୁଖପାତ୍ରଙ୍କ... ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ୱାସ ଯାଏଁ ଲଢ଼ିବି - ନବୀନ
Published On
By Samaya Live News
ଭୁବନେଶ୍ୱର : ଏମଏମଡିଆର ବିଲ - ୨୦୨୬ ପ୍ରତ୍ୟାହାର ଦାବିରେ ଆଜି ଭୁବନେଶ୍ୱରର ଲୋୟର ପିଏମଜି ରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଛି ଏକ ବିଶାଳ ପ୍ରତିବାଦ ସଭା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସଭାସ୍ଥଳରେ ପହଞ୍ଚି ବିକ୍ଷୋଭରେ ସାମିଲ ହୋଇଛନ୍ତି । ଏମଏମଡିଆର ବିଲ୍ ପ୍ରତ୍ୟାହାର ନେଇ ବିଜେପି ବିରୋଧରେ ବର୍ଷିଲେ... ଭୁବନେଶ୍ୱରରେ ବିଜେଡି ର ବିଶାଳ ଗଣ ଧାରଣ
Published On
By Samaya Live News
ଭୁବନେଶ୍ୱର : ଏମଏମଡିଆର ପ୍ରତ୍ୟାହାର ଦାବିରେ ଆଜି ଭୁବନେଶ୍ୱର ଲୋୟର ପିଏମଜି ଠାରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଶାଳ ଗଣ ଧାରଣା ଓ ଜନସମାବେଶ ଆୟୋଜନ କରାଯାଇଛି । କେନ୍ଦ୍ର ସରକାରଙ୍କ ସଂଶୋଧିତ ଏମଏମଡିଆର (ଖଣି ଓ ଖଣିଜ ପଦାର୍ଥ ଉନ୍ନୟନ ଓ ନିୟମିତକରଣ) ଆଇନ, ୨୦୨୬ ବିରୋଧରେ ଏହି ତୀବ୍ର ପ୍ରତିବାଦ... ଏସଆଇଆର ଏବଂ ଏମଏମଡିଆର ପ୍ରସଙ୍ଗରେ ନବୀନଙ୍କ ପ୍ରତିକ୍ରିୟା
Published On
By Samaya Live News
ଭୁବନେଶ୍ୱର : ଏସଆଇଆର ଏବଂ ଏମଏମଡିଆର ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ତୀବ୍ର ପ୍ରତିକ୍ରିୟା । ଭାରତର ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି ନବୀନ । ସେ କହିଛନ୍ତି ଏସଆଇଆର ପ୍ରସଙ୍ଗରେ ପୁଣି ଥରେ ସମୀକ୍ଷା ହେବା ଦରକାର । ବିଜେଡି ଏସଆଇଆର... ଗୃହରେ ଅଚଳାବସ୍ଥା ଜାରି , ୪ଟା ଯାଏଁ ମୁଲତବୀ
Published On
By Samaya Live News
ଭୁବନେଶ୍ୱର : ଲଗାତାର ୪ର୍ଥ ଦିନରେ ବି ଅଚଳ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅଚଳାବସ୍ଥା ଜାରି ରହିଛି, ଯାହା ଫଳରେ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଆଜି ମାତ୍ର ୪ମିନିଟ ପାଇଁ ଚାଲିଥିଲା ପ୍ରଶ୍ନକାଳ । ଗତ ମଙ୍ଗବାର ଆରମ୍ଭ ହୋଇଥିଲା ମୌସୁମୀ... ଗୃହ ଚଳାଇ ଦେଉ ନାହାନ୍ତି ବିରୋଧୀ, ରାଗିଲେ ରାଜସ୍ବ ମନ୍ତ୍ରୀ
Published On
By Samaya Live News
ଭୁବନେଶ୍ୱର : ମୌସୁମୀ ଅଧିବେଶନ ର ଆଜି ୩ୟ ଦିନ । ମଙ୍ଗଳବାର ଅଧିବେଶନ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୩ଦିନ ଧରି ସ୍ୱାଭାବିକ ହୋଇ ପାରୁନାହିଁ ଗୃହ କାର୍ଯ୍ୟ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଧୋଇ ଯାଉଛି ପ୍ରଶ୍ନକାଳ । ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନଙ୍କ ନିରନ୍ତର ନାରାବାଜି ଓ ପ୍ରତିବାଦ... ହୃଦଘାତରେ କର୍ପୋରେଟରଙ୍କ ପରଲୋକ
Published On
By Samaya Live News
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (BMC)ର ୪ ନମ୍ବର ୱାର୍ଡର କର୍ପୋରେଟର ସୁକୁମାର ସାହୁଙ୍କର ହୃଦଘାତରେ ପରଲୋକ । ଆଜି ସକାଳ ୧୦ଟା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରି ସେ ତଳେ ପଡିଯାଇଥିଲେ । ଏହାପରେ ତାଙ୍କର ବାନ୍ତି ମଧ୍ୟ ହୋଇଥିଲା । ପରେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା... ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କୁ ନେଇ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ
Published On
By Samaya Live News
ଭୁବନେଶ୍ୱର : ଆଗାମୀ ପଞ୍ଚାୟତ ନିର୍ବାଚନରେ OBC/SEBC ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବିଚାର କରୁଛନ୍ତି ରାଜ୍ୟ ସରକାର । ଏନେଇ ଆଜି ଗୃହରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ପଞ୍ଚାୟତ ନିର୍ବାଚନରେ OBC/SEBC ବର୍ଗଙ୍କୁ ୨୭% ସଂରକ୍ଷଣ... 
