ଅପରାଧ
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ପୁଅ , ଝିଅ ସହ ମିଶି ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
Published On
By Samaya Live News
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ମାଲପାଟଣା ଗାଁ ରେ ଚାଞ୍ଚଲ୍ୟ । ନାବାଳକ ପୁଅ ଝିଅ ସହ ମିଶି ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ସ୍ୱାମୀ ଶୋଇଥିବାବେଳେ ତଣ୍ଟି ଉପରେ ଚଢି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ନିରଞ୍ଜନ ସାହୁ।... ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା
Published On
By Samaya Live News
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜିବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପୁଣି ଥରେ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା । ଜେଲ ଭିତରେ ଥାଇ ସାକ୍ଷୀଙ୍କୁ ଧମକ ଚମକ ତଥା ପ୍ରଲୋଭିତ କରିବା ଅଭିଯୋଗରେ ଗୋଶାଣୀ ନୂଆଗାଁ ଥାନାରେ ହାଜର ହୋଇଛନ୍ତି ବିକ୍ରମ । ସେପ୍ଟେମ୍ବର ୧ରେ ବିକ୍ରମ ପଣ୍ଡାଙ୍କୁ... ଶୁଭଶ୍ରୀ ମୃତ୍ୟୁ ଘଟଣା, ଶୁଦ୍ଧି ହେଲେ ପରିବାର
Published On
By Samaya Live News
ରାଜନଗର: କେନ୍ଦ୍ରାପଡ଼ା ରାଜନଗର ଶୁଭଶ୍ରୀ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ । ଏହି ଘଟଣାରେ ଏକ ନୂଆ ମୋଡ଼ ଆସିଛି । ଶୁଭଶ୍ରୀ ନିଖୋଜ ଥିବା ନେଇ ଥାନାରେ ଏତଲା ଦେବାର ଦିନଟିଏ ପରେ ଶୁଦ୍ଧି ହୋଇଛନ୍ତି ପରିବାର । ଏହି ସନ୍ଦେହଜନକ ଘଟଣାର ବର୍ତ୍ତମାନ ସୁଦ୍ଧା ମୃତଦେହ ମିଳି ନଥିବାବେଳେ ପରିବାର ଲୋକେ ବ୍ରାହ୍ମଣ... ଅଶାନ୍ତ ଗଞ୍ଜାମ, ସୋରଡ଼ାରେ ଗଡ଼ିଲା ମୁଣ୍ଡ
Published On
By Samaya Live News
ଗଞ୍ଜାମ : ଯୁବକଙ୍କୁ ମରଣାସ୍ତ୍ରରେ ହାଣି ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ଭାବେ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ୫୯ ନମ୍ବର ଜାତୀୟ ରାଜପଥର ତତାବାଲି ନିକଟରେ ସ୍ପଷ୍ଟ ଦିବାଲୋକରେ ୨ ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିବା ସୂଚନା... ଗୁଣି ସନ୍ଦେହରେ ପିଟି ପିଟି ମାରିବା ପରେ ବୃଦ୍ଧଙ୍କୁ ଜାଳି ଦେଲେ
Published On
By Samaya Live News
ମୋହନା : ଗୁଣି ସନ୍ଦେହରେ ବର୍ବର କାଣ୍ଡ । ଜଣେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଜାଳି ଦେଇଛନ୍ତି ଲୋକେ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରମା (ବା ନେରାମା) ଗ୍ରାମରେ । ମୃତକ ହେଲେ ଗାଁର ରାମଚନ୍ଦ୍ର ମଳିକ... ତତଲା ତାୱା ରେ ପିଟି ସ୍ତ୍ରୀ ହତ୍ୟା
Published On
By Samaya Live News
ଭୁବନେଶ୍ୱର : ରାଜଧାନୀ ନୟାପଲ୍ଲୀ ଅଞ୍ଚଳରୁ ଆସିଛି ଏକ ଚାଞ୍ଚଲ୍ୟ କର ଖବର । ନୃସଂସତା ର ସମସ୍ତ ସୀମା ଟପି ଗଲା ସ୍ୱାମୀ । ନିଜ ପତ୍ନୀଙ୍କୁ ତତଲା ତାୱାରେ ପିଟି ନିର୍ମମ ଭାବେ ହତ୍ୟା କରିଛି । ବୁଧୁବାର ସନ୍ଧ୍ୟାରେ ଭୁବନେଶ୍ୱରର ନୂଆପଲ୍ଲୀ ବ୍ରିଟ୍ କଲୋନୀ ଅଂଚଳରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା... ଜମୁଇ ଲଜ୍ଜା , ପୋଲିସ ଗୁଳିରେ ଅଭିଯୁକ୍ତ ଗୁରୁତର
Published On
By Samaya Live News
ମଦ୍ୟପ ସ୍ୱାମୀ ଆକ୍ରମଣରେ ସ୍ତ୍ରୀ ମୃତ
Published On
By Samaya Live News
ଚାନ୍ଦବାଲି : ପରିବାର ଉଜାଡି ଦେଲା ମଦ ନିଶା । ମଦ୍ୟପ ସ୍ୱାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପାଇକିରାପୁରରେ l ଅଭିଯୁକ୍ତ ମଦ୍ୟପ ସ୍ୱାମୀ ବିଜୟ ପତିଙ୍କୁ ଅଟକ ରଖିଛି ପୋଲିସ l
ଅଭିଯୋଗ ମୁତାବକ କସ୍ତୁରୀକଣ ଗାଁର ଦୁର୍ଯ୍ୟୋଧନ କରଣଙ୍କ ଝିଅ... ସାନ ଭାଇର ବୋମାମାଡରେ ବଡ଼ ଭାଇ ର ମୃତ୍ୟୁ
Published On
By Samaya Live News
ଖୋର୍ଦ୍ଧା : ସାନ ଭାଇର ବୋମା ମାଡ଼ରେ ବଡ଼ ଭାଇ ମୃତ ,ସାନ ଭାଇ ଗୁରୁତର । ଦୁଇଟି ବୋମାମାଡ଼ରେ ଥରି ଉଠିଥିଲା ସ୍ଥାନୀୟ ଅଞ୍ଚଳ । ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହେବା ପରେ ସାନ ଭାଇ ବୋମା ମାଡ଼ କରିଥିବା ସୂଚନା । ଘଟଣାରେ ବଡ଼ ଭାଇ ମୋହନ ପାଢ଼ୀଙ୍କ ମୃତ୍ୟୁ ହୋଇଥିବା... ଭିଜିଲାନ୍ସ ଜାଲ ରେ ପୋଲିସ ଏଏସଆଇ ଏବଂ ଅବକାରୀ ଅଧୀକ୍ଷକ
Published On
By Samaya Live News
ବ୍ରହ୍ମପୁର/ରାଉରକେଲା : ଲାଞ୍ଚୁଆ ସରକାରୀ କର୍ମଚାରୀ । ପ୍ରତି ଦିନ କେହି ନା କେହି ସରକାରୀ ବାବୁଙ୍କୁ ଧରୁଛି ଭିଜିଲାନ୍ସ । ତଥାପି କମୁ ନାହିଁ ଲାଞ୍ଚଖୋର ମନୋଭାବ । ମହିଳା ଅଧିକାରୀ ମାନେ ମଧ୍ୟ ମୋଟା ଅଙ୍କର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ି ଖବର ର ଶିରୋନାମା ପାଲଟୁଥିବା ଦେଖା ଯାଉଛି ।... ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା
Published On
By Samaya Live News
ଡୁଙ୍ଗୁରିପାଲି : ଅଜଣା ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ସମିତି ସଭ୍ୟଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଆଗଲପୁର ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଡୁଡୁକା ଗ୍ରାମର ଅଚ୍ୟୁତ ନାୟକ (୪୦) । ଚିନାଜୁରୀ କେନାଲ ନିକଟରେ ଟଙ୍କା... କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣାରେ ତଦନ୍ତ କରିବ ସିବିଆଇ
Published On
By Samaya Live News
ବ୍ରହ୍ମପୁର : ବ୍ରହ୍ମପୁର ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରିବ ସିବିଆଇ । ସନ୍ଦେହଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଜୁନ୍ ୫ ତାରିଖରେ ବ୍ରହ୍ମପୁର ବିଜିପୁର ପୋଲିସ କଲୋନିରୁ ଆଶୁତୋଷଙ୍କୁ ନିଆଁରେ ପୋଡିହୋଇ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ... 
