କୃଷି
ଓଡ଼ିଶା  କୃଷି 

୨୦୨୬-୨୭ ଖରିଫ ଧାନ ସଂଗ୍ରହ ପାଇଁ ୭ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କ ପଞ୍ଜୀକରଣ

୨୦୨୬-୨୭ ଖରିଫ ଧାନ ସଂଗ୍ରହ ପାଇଁ ୭ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କ ପଞ୍ଜୀକରଣ ଭୁବନେଶ୍ବର :  ୨୦୨୬-୨୭ ଖରିଫ ଧାନ ସଂଗ୍ରହପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଲକ୍ଷ ୧୮ହଜାରରୁ ଅଧିକ ଚାଷୀ ନାମ ପଞ୍ଜୀକରଣ । ଗତକାଲି ଗୋଟିଏ ଦିନରେ ଗୋଟିଏ ଦିନରେ ୧ ଲକ୍ଷ ୨୦ ହଜାର ଚାଷୀ ପଞ୍ଜୀକରଣ କରିଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।...
Read More...
ଓଡ଼ିଶା  କୃଷି 

ଆଧାର କାର୍ଡ ଭଳି ଚାଷୀଙ୍କୁ ମିଳିବ ‘ଏଗ୍ରିଷ୍ଟାକ୍ ID’

ଆଧାର କାର୍ଡ ଭଳି ଚାଷୀଙ୍କୁ ମିଳିବ ‘ଏଗ୍ରିଷ୍ଟାକ୍ ID’ ଭୁବନେଶ୍ୱର: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର । ସ୍ୱତନ୍ତ୍ର ID  କାର୍ଡ ପ୍ରସ୍ତୁତ କରୁଛନ୍ତି ସରକାର । ଆଧାରକାର୍ଡ଼ ଭଳି ଚାଷୀ ଭାଇଙ୍କୁ ସରକାରଙ୍କ ପକ୍ଷରୁ ମିଳିବ ‘ଏଗ୍ରିଷ୍ଟାକ୍ ID’ (Agristack ID) । ଏହି ଆଇଡି ମାଧ୍ୟମରେ ଚାଷୀଙ୍କ କୃଷି ସମ୍ବନ୍ଧୀୟ ତଥ୍ୟ ସଂରକ୍ଷିତ ରହିବା ସହ ସରକାରୀ ଯୋଜନା ଓ ସୁବିଧା...
Read More...
ଓଡ଼ିଶା  କୃଷି 

ଧାନ କ୍ରୟ ପ୍ରକ୍ରିୟା ରୁ SHG ଙ୍କୁ ବାଦ

ଧାନ କ୍ରୟ ପ୍ରକ୍ରିୟା ରୁ SHG ଙ୍କୁ ବାଦ ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟାରୁ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଙ୍କୁ ବାଦ ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ଅନ୍ୟ କେତେକ ଜିଲ୍ଲାରେ SHG ଙ୍କୁ ବାଦ ଦିଆଯାଇଥିଲା । ତେବେ SHG ଙ୍କୁ ପ୍ୟାକ୍ସ ,ଲାଂପ୍ସ,ଓ ପାଣି ପଂଚାୟତ ବିଭାଗରେ ସାମିଲ କରାଯିବ ବୋଲି ସୂଚନା ମିଳିଛି ।...
Read More...
Feature  କୃଷି 

ଚାଷକୁ ନେଇ ନୂଆ ନିୟମ

ଚାଷକୁ ନେଇ ନୂଆ ନିୟମ    ଘାନା ସଂସଦରେ ପାରିତ ଏକ ନୂତନ ବିଲ୍ ଅନୁଯାୟୀ, କୃଷକମାନେ ସରକାରଙ୍କ ଅନୁମତି ବିନା କୋକୋ ବା ଚକୋଲେଟ୍ ଚାଷ ଛାଡିପାରିବେ ନାହିଁ ।  ଯଦି ସେମାନେ କୋକୋ ଛଡା ଅନ୍ୟ କୌଣସି ଫସଲ ଅମଳ କରନ୍ତି କିମ୍ବା ଜମିକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରନ୍ତି, ତେବେ ତାଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ...
Read More...
ଓଡ଼ିଶା  କୃଷି 

ଆଉ ୩ଦିନ ବଢ଼ିଲା ଧାନ କିଣା ଅବଧି

ଆଉ ୩ଦିନ ବଢ଼ିଲା ଧାନ କିଣା ଅବଧି ଭୁବନେଶ୍ୱର : ବୃଦ୍ଧି ହେଲା ରବି ଧାନ ସଂଗ୍ରହ ଅବଧି । ଜୁଲାଇ ୩ ତାରିଖ ଯାଏ ଅବଧି ବୃଦ୍ଧି କରିଛନ୍ତି  ସରକାର । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୂର୍ବରୁ ଜୁନ୍ ୩୦ ଯାଏଁ ଧାନ କିଣା ନେଇ ପୂର୍ବରୁ ନିଷ୍ପତ୍ତି ନେଇଥିଲା ବିଭାଗ । ଚାଷୀଙ୍କ...
Read More...
କୃଷି 

ସହଜ ହେଉଛି ମାଟି ପରୀକ୍ଷା

ସହଜ ହେଉଛି ମାଟି ପରୀକ୍ଷା    ଧୀରେଧୀରେ ଚାଷକୁ ନେଇ ବିଭିନ୍ନ ନୂଆନୂଆ ବୈଜ୍ଞାନିକ ପଦ୍ଧତି ଆସୁଛି, ଯାହା ଚାଷୀଙ୍କର ବିଭିନ୍ନ ପ୍ରକ୍ରିୟାକୁ ସରଳ କରୁଛି । ସେହିଭଳି ଏକ ଡିଭାଇସ ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟୁଛି, ଯାହା ଚାଷୀଙ୍କର ମାଟି ପରୀକ୍ଷାକୁ ଖୁବ ସହଜ କରୁଛି । ଆଜକୁ ପ୍ରାୟ ପାଞ୍ଚ ଦଶନ୍ଧି ପୂର୍ବେ ହେକ୍ଟର ପିଛା ପ୍ରାୟ ୨ ଟନ୍...
Read More...
କୃଷି 

ବରଫ ଜଳର ସଂରକ୍ଷଣ

ବରଫ ଜଳର ସଂରକ୍ଷଣ    ସମସ୍ତଙ୍କୁ ଆନନ୍ଦ ଦେଉଥିବା ବରଫ କିଛି ଅଞ୍ଚଳ ପାଇଁ କିନ୍ତୁ ଅଭିଶାପ ହୋଇଥାଏ । ଏହି ବରଫ କାରଣରୁ ସେମାନେ ନାହିଁ ନଥିବା ସମସ୍ୟାର ସାମନା କରିଥାଆନ୍ତି । ତେବେ ଲଦାଖରେ ଏହି ବରଫକୁ ବ୍ୟବହାର କରି ପାନୀୟ ଜଳ ପ୍ରସ୍ତୁତିର ନିଆରା ଉଦାହରଣ ଦେଖିବାକୁ ମିଳିଛି । ଫେବୃଆରୀ ମାସରେ ଯଦି ଆପଣ ଲଦାଖର...
Read More...
କୃଷି 

କୃଷକର ସାଥୀ ସ୍ମାର୍ଟ ବାଡ଼ି

କୃଷକର ସାଥୀ ସ୍ମାର୍ଟ ବାଡ଼ି    ଅନେକ ସମୟରେ ଛୋଟଛୋଟ ଉଦ୍ଭାବନ ଅନେକ ସୁବିଧା ପ୍ରଦାନ କରିଥାଏ । ସେହିଭଳି ଏକ ଉଦ୍ଭାବନ ବର୍ତ୍ତମାନ ସୋସିଆଲ ମିିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛି । ଚାଷୀଙ୍କ ପାଇଁ ଉଦ୍ଭାବନ ହୋଇଥିବା କିଷାନ ମିତ୍ର ଛଡି ବା ସ୍ମାର୍ଟ ବାଡି ବର୍ତ୍ତମାନ ସମସ୍ତ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି ।    ଅଧିକାଂଶ ଚାଷୀଙ୍କ ପାଇଁ କାମର...
Read More...
ରାଜନୀତି  ଦେଶ- ବିଦେଶ  କୃଷି 

ମୋଦୀ କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ବିଚାରଧାରା ଓ ଅନୁଷ୍ଠାନ: କେନ୍ଦ୍ର କୃଷି ମନ୍ତ୍ରୀ ଚୌହାନ

ମୋଦୀ କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ବିଚାରଧାରା ଓ ଅନୁଷ୍ଠାନ: କେନ୍ଦ୍ର କୃଷି ମନ୍ତ୍ରୀ ଚୌହାନ ନୂଆଦିଲ୍ଲୀ, ୨୩/୩ (ପିଟିଆଇ): ସାର୍ବଜନୀନ ଜୀବନରେ କୌଣସି ସରକାରର ମୁଖ୍ୟ ହୋଇ ରହିବାରେ ମୋଦୀଙ୍କ ରେକର୍ଡ ସ୍ଥାପନକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜସିଂ ଚୌହାନ। ଲଗାତାର  ଭାରତ ବର୍ଷର କୋଣ ଅନୁକୋଣରୁ ତାଙ୍କ ପ୍ରତି ଜନତାଙ୍କ ଶ୍ରଦ୍ଧା ଓ ଭଲ ପାଇବା ହେତୁ ସେ ସରକାରର ମୁଖ୍ୟ ହେବାରେ ୮୯୩୧ ଦିନ ପୂରଣ କରିଛନ୍ତି। ଶ୍ରୀ...
Read More...
ଓଡ଼ିଶା  କୃଷି 

ଭାରତୀୟ ଜନତା ପାର୍ଟି ,କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ନାମ ଘୋଷଣା

ଭାରତୀୟ ଜନତା ପାର୍ଟି ,କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ନାମ ଘୋଷଣା ମିଡିଆ ସଂଯୋଜକ ଏବଂ ସାମାଜିକ ଗଣମାଧ୍ୟମ ସଂଯୋଜକ ଏବଂ ଜିଲ୍ଲା ସଭାପତି ନାମ ତାଲିକା ଘୋଷଣା ଭୁବନେଶ୍ୱର : ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ ଆଜି କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ମିଡିଆ ସଂଯୋଜକ, ଗଣମାଧ୍ୟମ ସଂଯୋଜକ ଏବଂ ଜିଲ୍ଲା ସଭାପତି ନାମ ତାଲିକା ଘୋଷଣା କରିଛନ୍ତି ।...
Read More...
କୃଷି 

ବର୍ଜ୍ୟରୁ ବ୍ୟବହାରଯୋଗ୍ୟ

ବର୍ଜ୍ୟରୁ ବ୍ୟବହାରଯୋଗ୍ୟ    ଅନେକ ସମୟରେ ଛୋଟଛୋଟ ଷ୍ଟାର୍ଟଅପ ପରିବେଶ ପାଇଁ ଖୁବ ଉପକାରୀ ପ୍ରୋଜେକ୍ଟ ଲଞ୍ଚ କରିଥାଆନ୍ତି । ସେହିଭଳି ଏକ ପ୍ରୋଜେକ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଆବର୍ଜନାକୁ ଉପଯୋଗ କରି ଏକ ଅନୁଷ୍ଠାନ ପ୍ରସ୍ତୁତି କରୁଛି ବ୍ୟବହାର ଉପଯୋଗୀ ସାମଗ୍ରୀ । ତାମିଲନାଡୁର ପର୍ଯ୍ୟଟନସ୍ଥଳୀ ଭେଲିଙ୍ଗିରି ପାହାଡ଼କୁ ଯାଉଥିବା ଶ୍ରଦ୍ଧାଳୁମାନେ...
Read More...
କୃଷି 

ଚାଷ ଦେଇଛି ପରିଚୟ

ଚାଷ ଦେଇଛି ପରିଚୟ    ଆଜିର ମହିଳା କାହାଠାରୁ କମ ନୁହେଁ, ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ତାଳ ଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରିବାରେ ସେମାନେ ସମର୍ଥ । ସେହିଭଳି ଏକ କାହାଣୀ ହେଲା ଝାରଖଣ୍ଡର ବାସନ୍ତୀ ଦେବୀଙ୍କର । ଆଧୁନିକ କୃଷି ପ୍ରଣାଳୀକୁ ଆପଣେଇ ସେ କିପରି ଜଣେ ସଫଳ ଉଦ୍ୟୋଗୀ ଭାବେ ଉଭା ହୋଇଛନ୍ତି, ତାହା...
Read More...