ଖେଳ
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କ୍ୟାପଟେନ ପଦ ଛାଡିଲେ ହରମନପ୍ରୀତ
Published On
By Samaya Live News
ନୂଆଦିଲ୍ଲୀ : କ୍ରିକେଟ ଦୁନିଆରୁ ଆସିଲା ବଡ଼ ଖବର । ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦ ଛାଡିଲେ ହରମନପ୍ରୀତ କୌର । ସେ ସମସ୍ତ ଫର୍ମାଟରୁ (ଟେଷ୍ଟ, ଦିନିକିଆ ଏବଂ ଟି-୨୦) ଅଧିନାୟକ ପଦ ଛାଡ଼ିଥିବାନେଇ ମଙ୍ଗଳବାର ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ତାଙ୍କ ସ୍ଥାନରେ ପରବର୍ତ୍ତୀ ଅଧିନାୟକ... ଏସିଆନ ଗେମ୍ସ -୨୦୨୬ , କ୍ରିକେଟରେ ଟିମ ଇଣ୍ଡିଆର ସ୍ୱର୍ଣ୍ଣିମ ବିଜୟ
Published On
By Samaya Live News
ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ । ଲଗାତାର ୨ୟ ଥର ପାଇଁ ଜିତିଲା ସ୍ବର୍ଣ୍ଣ । ଟି-୨୦ କ୍ରିକେଟ ଫାଇନାଲରେ ପାକିସ୍ତାନକୁ ୧୯ ରନରେ ହରାଇ ସ୍ବର୍ଣ୍ଣ ପଦକ ହାତେଇଛି ଟିମ୍ ଇଣ୍ଡିଆ । ଏହା ସହିତ ଭାରତୀୟ କ୍ରିକେଟ୍ ଏହି ଟୁର୍ନାମେଣ୍ଟରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ଡବଲ୍... ସ୍ବର୍ଣ୍ଣ ବିଜେତା ମହିଳା ହକି ଟିମ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Published On
By Samaya Live News
ଭୁବନେଶ୍ୱର : ସୁନା ଝିଅଙ୍କ ପାଇଁ ପୁରସ୍କାର ଘୋଷଣା । ଦୀର୍ଘ ୪୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ୨୦୨୬ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଟିମ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହିଳା ହକି ଦଳ ସ୍ୱର୍ଣ୍ଣ ଜିତିବା ସହ ସିଧାସଳଖ... ଏସିଆନ ଗେମ୍ସ : ବକ୍ସିଂରେ ସ୍ବର୍ଣ୍ଣ ,ନୌଚାଳନାରେ ବ୍ରୋଞ୍ଜ
Published On
By Samaya Live News
ନୂଆଦିଲ୍ଲୀ : ଏସିଆନ ଗେମ୍ସ ରେ ପୁଣି ଚମକିଲା ଭାରତ । ମହିଳା ବକ୍ସିଂରେ ସ୍ବର୍ଣ୍ଣ ସହିତ ମହିଳା ନୌଚାଳନାରେ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ବ୍ରୋଞ୍ଜ ଜିତି ଗୌରବ ଆଣିଛନ୍ତି ।
ଭାରତର ତାରକା ମହିଳା ବକ୍ସର ଲଭଲିନା ବୋର୍ଗୋହେନ୍ ୭୫ କିଗ୍ରା ବର୍ଗର ଫାଇନାଲରେ ଚୀନର ବାଓ ଜିୟୀଙ୍କୁ ୫-୦ ରେ... ସବିତାଙ୍କ ରେକର୍ଡ
Published On
By Ipsita
ଗୋଲକିପର ସବିତା ପୁନିଆ ନିକଟରେ ଭାରତୀୟ ମହିଳା ହକିର ପୂର୍ବତନ ଫରୱାର୍ଡ ଖେଳାଳି ଭାନ୍ଦାନା କାତାରିଆଙ୍କ ୩୨୦ଟି ସିନିୟର ଅନ୍ତର୍ଜାତୀୟ ମ୍ୟାଚ୍ର ରେକର୍ଡ ଭାଙ୍ଗି ଇତିହାସରେ ସବୁଠାରୁ ଅଧିକ ମ୍ୟାଚ୍ ଖେଳିଥିବା (ମୋଷ୍ଟ୍-କ୍ୟାପ୍ଡ୍) ଭାରତୀୟ ମହିଳା ହକି ଖେଳାଳି ହେବାର ଗୌରବ ହାସଲ କରିଛନ୍ତି । ଯାହାପରେ ତାଙ୍କୁ ନେଇ... ସୁଟିଂ ରେ ଭାରତକୁ ରୌପ୍ୟ
Published On
By Samaya Live News
ନୂଆଦିଲ୍ଲୀ : ଏସିଆନ୍ସ ଗେମ୍ସ ସୁଟିଂ ରେ ଭାରତ ଜିତିଛି ରୌପ୍ୟ ପଦକ । ଜାପାନର ଆଇଚି-ନାଗୋୟାଠାରେ ଚାଲିଥିବା ଏସିଆନ ଗେମ୍ସ -୨୦୨୬ ର ନବମ ଦିନରେ ଭାରତୀୟ ମହିଳା ସୁଟର ଇଶା ସିଂ ୨୫ମିଟର ପିସ୍ତଲ ସୁଟିଂରେ ରୌପ୍ୟ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି ।
ସେ ଫାଇନାଲରେ ଚୀନର ଜିଆରୁଇଜୁଆନ... ଵୃଦ୍ଧାଶ୍ରମ ରେ କ୍ରିକେଟର ବିନୋଦ କାମ୍ବଲି !
Published On
By Samaya Live News
ମୁମ୍ବାଇ : ଷ୍ଟାର କ୍ରିକେଟର ରୁ ଵୃଦ୍ଧାଶ୍ରମ ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟି ସତ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଆନ୍ତର୍ଜାତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିନୋଦ କାମ୍ବଲି ବୃଦ୍ଧାଶ୍ରମରେ ରହୁଥିବାର ଏକ ଭାବ ବିହ୍ଵଳ ଭିଡିଓ ସାମ୍ନାକୁ ଆସିବା ପରେ କ୍ରିକେଟ ପ୍ରେମୀଙ୍କ ମନରେ ଶକ୍ତ ଆଘାତ ଲାଗିଛି ।... ଏସିଆନ ଗେମ୍ସ ରେ ଭାରତକୁ ମିଳିଲା ୩ଟି ସ୍ବର୍ଣ୍ଣ
Published On
By Samaya Live News
ନୂଆଦିଲ୍ଲୀ : ଏସିଆନ ଗେମ୍ସରେ ଭାରତର ସଫଳତା । ଲଗାତାର ତୃତୀୟ ଥର ପାଇଁ ସ୍ବର୍ଣ୍ଣ ବିଜେତା ହୋଇଛି ଭାରତ । ଜାପାନର ଆଇଚି-ନାଗୋୟାରେ ଚାଲିଥିବା ୨୦୨୬ ଏସିଆନ୍ ଗେମ୍ସ-ରେ ଭାରତୀୟ ମହିଳା କବାଡି ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି ।
ଶନିବାର ଅନୁଷ୍ଠିତ ଏକ ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା କବାଡି... ଓଡ଼ିଶା ଟି - ଟ୍ୱେଣ୍ଟି ଲିଗ୍ -୨୦୨୬ ସିଏମ୍ ଟ୍ରଫି ପାଇଁ ଦେବାଶିଷ ମହାନ୍ତି ଓ ସୁରେଶ ରୈନା ବ୍ରାଣ୍ଡ ଆମ୍ବାସଡର
Published On
By Samaya Live News
କଟକ : ଓଡ଼ିଶା ଟି - ଟ୍ୱେଣ୍ଟି ଲିଗ୍ -୨୦୨୬ ସିଏମ୍ ଟ୍ରଫି ପାଇଁ ବ୍ରାଣ୍ଡ ଆମ୍ବାସଡର ଭାବେ ଦୁଇ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା ଓ ଦେବାଶିଷ ମହାନ୍ତିଙ୍କୁ ଘୋଷଣା କରାଯାଇଛି । ଆସନ୍ତା ସେପ୍ଟେମ୍ବର ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ କଟକର ବାରବାଟୀ ଷ୍ଟାଡିୟମରେ ଏହି ଟି-୨୦ ଲିଗ୍ ଅନୁଷ୍ଠିତ ହେବ... କ୍ରିକେଟ ଛାଡି RBIରେ କଣ କରୁଛନ୍ତି ଇଶାନ କିଶାନ?
Published On
By Samaya Live News
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟକିପର୍ ବ୍ୟାଟର ଇଶାନ କିଶାନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ହଠାତ୍ ଭାଇରାଲ୍ ହୋଇଛି। ବେକରେ ଜଈଓର ପରିଚୟପତ୍ର, ଅଫିସରେ କର୍ମଚାରୀଙ୍କ ସହ ଫଟୋ—ଏହି ଦୃଶ୍ୟ ଦେଖି ଅନେକେ କହୁଛନ୍ତି, "ଇଶାନ କିଶାନ କଣ କ୍ରିକେଟ୍ ଛାଡ଼ି ସରକାରୀ ଚାକିରି କରିବା ଆରମ୍ଭ କରିଦେଲେ?" ତେବେ ଏହି ଭାଇରାଲ୍... ବ୍ରିଜ ଭୂଷଣ ଦୋଷମୁକ୍ତ
Published On
By Samaya Live News
ନୂଆଦିଲ୍ଲୀ : ଯୌନ ନିର୍ଯାତନା ମାମଲାରୁ ମୁକ୍ତ ହେଲେ ବ୍ରିଜ ଭୂଷଣ ଶରଣ ସିଂ । ସୋମବାର ଦିନ ଦିଲ୍ଲୀର ଏକ କୋର୍ଟ ରୁ ପୂର୍ବତନ ବିଜେପି ସାଂସଦ ତଥା କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହ ଏବଂ ଅନ୍ୟତମ ଅଭିଯୁକ୍ତ ବିନୋଦ ତୋମରଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ସେମାନଙ୍କ... ଟିମ ଇଣ୍ଡିଆରେ ବଡ ପରିବର୍ତ୍ତନ, ରାହାଣେଙ୍କ ପରେ କାହା ପାଳି !
Published On
By Samaya Live News
ନୂଆଦିଲ୍ଲୀ : ଟିମ ଇଣ୍ଡିଆରେ ଆଉ ଏକ ପିଢିର ଅଧ୍ୟାୟ ଶେଷ ହେବାକୁ ଯାଉଛିା ଅଜିଙ୍କ୍ୟ ରାହାଣେଙ୍କ ଅବସର ପରେ ଏବେ ଚର୍ଚ୍ଚା ହେଉଛି ଆଉ ୫ ଜଣ ଖେଳାଳି ମଧ୍ୟ ଟିମ ଇଣ୍ଡିଆରୁ ଖୁବ ଶୀଘ୍ର ବିଦାୟ ନେବାକୁ ଯାଉଛନ୍ତିା ଯଦି ଏହା ସତ ହୁଏ, ତେବେ ଟିମ୍ ଇଣ୍ଡିଆର ଏକ ଯୁଗର ଅନ୍ତ... 
