Feature
Feature 

ବିଶ୍ୱ କପା ଦିବସ

ବିଶ୍ୱ କପା ଦିବସ    ପ୍ରତିବର୍ଷ ଅକ୍ଟୋବର ୭ ତାରିଖରେ ସମଗ୍ର ବିଶ୍ୱରେ 'ବିଶ୍ୱ କପା ଦିବସ' ପାଳନ କରାଯାଇଥାଏ ।  କୃଷି ଓ ବସ୍ତ୍ର ଶିଳ୍ପରେ 'ଧଳା ସୁନା' ଭାବେ ପରିଚିତ କପାର ଗୁରୁତ୍ୱ ଏବଂ ଏହା ସହ ଜଡ଼ିତ କୋଟି କୋଟି ଚାଷୀ ଓ ଶ୍ରମିକଙ୍କ ଅବଦାନକୁ ଚିହ୍ନଟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ୨୦୧୯...
Read More...
Feature 

ପାର୍କରୁ ମିଳିଲା ୯କୋଟିର ହୀରା

ପାର୍କରୁ ମିଳିଲା ୯କୋଟିର ହୀରା    ଆମେରିକାର ଆରକାନସାସ ସ୍ଥିତ 'କ୍ରାଟର ଅଫ୍ ଡାଇମଣ୍ଡସ ଷ୍ଟେଟ ପାର୍କ'ରେ ଜଣେ ବ୍ୟକ୍ତି ମାତ୍ର ୧୫ ଡଲାର (ପ୍ରାୟ ୧,୪୦୦ ଟଙ୍କା) ପ୍ରବେଶ ଫି' ଦେଇ ୬.୦୩ କେରଟର ଏକ ଦାମୀ ହଳଦିଆ ହୀରା ପାଇବା ଘଟଣା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ନିୟୁତ ଡଲାର...
Read More...
Feature 

ପୋଷା କୁକୁରଙ୍କ ପାଇଁ ନବରାତ୍ର ଉତ୍ସବ

ପୋଷା କୁକୁରଙ୍କ ପାଇଁ ନବରାତ୍ର ଉତ୍ସବ    ନବରାତ୍ରି ଆରମ୍ଭ ପୂର୍ବରୁ ଅହମ୍ମଦାବାଦଠାରେ ପୋଷା କୁକୁରମାନଙ୍କ ପାଇଁ 'ପୱରାତ୍ରି'  ନାମକ ଏକ ସ୍ୱତନ୍ତ୍ର ଓ ଆକର୍ଷଣୀୟ ଉତ୍ସବର ଆୟୋଜନ କରାଯାଇଛି । ଏକ 'ଡଗ୍ ହୋଟେଲ' ପକ୍ଷରୁ ଆୟୋଜିତ ଏହି ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମରେ କୁକୁରମାନେ ଚନିୟା-ଚୋଲି ଓ ପାରମ୍ପରିକ ଗୁଜରାଟୀ ପୋଷାକ ପରିଧାନ କରି ଭାଗ ନେଇଛନ୍ତି । ସେମାନେ ଏଠାରେ ପେଟ୍-ଫ୍ରେଣ୍ଡଲି...
Read More...
Feature 

ରୋବଟଙ୍କ ଆତ୍ମହତ୍ୟା

ରୋବଟଙ୍କ ଆତ୍ମହତ୍ୟା    ଆମେରିକୀୟ ରୋବୋଟିକ୍ସ କମ୍ପାନୀ 'ଫିଗର ଏଆଇ' ନିଜର ପୁରୁଣା 'ଏଫ୍.୦୨' ମଡେଲ ରୋବୋଟଗୁଡ଼ିକୁ ସେବାରୁ ହଟାଇବା ପାଇଁ ଏକ ଅଜବ ପ୍ରକ୍ରିୟାର ଆରମ୍ଭ କରିଛି । ସୂଚନା ଅନୁସାରେ ତରଳ ନିଆଁ କୁଣ୍ଡକୁ ଡେଇଁ ନିଜକୁ ନଷ୍ଟ କରିବାକୁ ଉକ୍ତ ରୋବଟ ଗୁଡିକୁ ପ୍ରୋଗ୍ରାମିଂ କରାଯାଇଛି । କମ୍ପାନୀରେ ନୂତନ ପିଢ଼ିର 'ଏଫ୍.୦୩' ରୋବୋଟ୍ ସଂଖ୍ୟା...
Read More...
Feature 

ଅସୁରକ୍ଷିତ ହେଉଛି ପୃଥିବୀ

ଅସୁରକ୍ଷିତ ହେଉଛି ପୃଥିବୀ    ମାନବ ସମାଜର ନିରାପଦ ଓ ସୁସ୍ଥ ଜୀବନଯାପନ ପାଇଁ ଉଦ୍ଦିଷ୍ଟ ପୃଥିବୀର ୯ଟି ସୁରକ୍ଷା ସୀମା ମଧ୍ୟରୁ ୭ଟି ସୀମାରେଖା ଅତିକ୍ରମ କରିସାରିଛି । 'ପୋଟ୍ସଡାମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ କ୍ଲାଇମେଟ୍ ଇମ୍ପାକ୍ଟ ରିସର୍ଚ୍ଚ'ର ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରକାଶିତ '୨୦୨୬ ପ୍ଲାନେଟାରୀ ହେଲ୍‌ଥ ଚେକ୍' ରିପୋର୍ଟରୁ ଏହି ଚିନ୍ତାଜନକ ତଥ୍ୟ...
Read More...
Feature 

ପୋକ ଧରିବା ପ୍ରତିଯୋଗିତା

ପୋକ ଧରିବା ପ୍ରତିଯୋଗିତା    ଚୀନ୍‌ର ବେଜିଂ ଚିଡ଼ିଆଖାନାରେ ପୋକମାନଙ୍କ  ବଂଶବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟଟକମାନଙ୍କୁ ନେଇ 'ପେଷ୍ଟ ୱାରିଅର୍ସ' ନାମକ ଏକ ଅନନ୍ୟ ପ୍ରତିଯୋଗିତା ଆରମ୍ଭ କରାଯାଇଛି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ ଗ୍ଲୋବ୍ସ, ଚପଷ୍ଟିକ୍‌ସ ଏବଂ କଣ୍ଟେନର ଦିଆଯାଉଛି । ଯାହା ମାଧ୍ୟମରେ ସେମାନେ ଗଛରୁ ପୋକ ସଂଗ୍ରହ କରୁଛନ୍ତି ।...
Read More...
Feature 

କୁକୁରକୁ କମାଣ୍ଡୋ ଟ୍ରେନିଂ

କୁକୁରକୁ କମାଣ୍ଡୋ ଟ୍ରେନିଂ    ସନ୍ଧାନ ଓ ଉଦ୍ଧାର ଅଭିଯାନ ପାଇଁ ମେକ୍ସିକୋର ନ୍ୟାସନାଲ ଗାର୍ଡ ଦ୍ୱାରା 'କମାଣ୍ଡୋ' ନାମକ ଏକ ୮ ଇଞ୍ଚ ବିଶିଷ୍ଟ ଚିହୁଆହୁଆ ପ୍ରଜାତିର କୁକୁରକୁ ସ୍ପେସାଲ କମାଣ୍ଡୋ ତାଲିମ ଦିଆଯାଉଛି । ପ୍ରାୟ ୩୫୦ଟି କୁକୁରକୁ ନେଇ ଗଠିତ ଏକ ସ୍ୱତନ୍ତ୍ର ୟୁନିଟ୍‌ରେ ଏହି ୭ କିଲୋଗ୍ରାମ ବିଶିଷ୍ଟ କୁକୁରଟି ସାମିଲ ରହିଛି...
Read More...
Feature 

ସିଙ୍ଗାପୁର ସରକାର ଦେଉଛନ୍ତି ଡେଟିଂ ସେବା

ସିଙ୍ଗାପୁର ସରକାର ଦେଉଛନ୍ତି ଡେଟିଂ ସେବା    ଦେଶରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନ୍ମହାରକୁ ଦୃଷ୍ଟିରେ ରଖି ସିଙ୍ଗାପୁର ସରକାର ନିଜ କର୍ମଚାରୀଙ୍କ ପାଇଁ 'ଫାର୍ଷ୍ଟଡେଟ୍' ନାମକ ଏକ ବିଶେଷ ଡେଟିଂ ସେବା ଆରମ୍ଭ କରିଛନ୍ତି । ସାଧାରଣ ଡେଟିଂ ଆପ୍ ଗୁଡ଼ିକ ଭଳି ଏଥିରେ ବହୁସଂଖ୍ୟକ ପ୍ରୋଫାଇଲ୍ ସ୍ୱାଇପ୍ କରିବାର ଆବଶ୍ୟକତା ନାହିଁ । ବରଂ ଏକ ଆଲଗୋରିଦମ୍ ବ୍ୟବହାରକାରୀଙ୍କ ପସନ୍ଦ,...
Read More...
Feature 

୧୧ ଫୁଟ ଲମ୍ବ ଡାଇନୋସରର ଜୀବାଶ୍ମ ଠାବ

୧୧ ଫୁଟ ଲମ୍ବ ଡାଇନୋସରର ଜୀବାଶ୍ମ ଠାବ    ପଶ୍ଚିମ ଚୀନରେ ପ୍ରାୟ ୧୨୫ ନିୟୁତ ବର୍ଷ ପୁରୁଣା ‘କାୟରାସୋରସ୍ ଚାଙ୍ଗଲିଏନ୍‌ସିସ୍’ ନାମକ ଏକ ନୂତନ ଡାଇନୋସର ପ୍ରଜାତିର ସନ୍ଧାନ ମିଳିଛି । ଯାହା ନିଜର ବିଶାଳ ନଖ ଓ ଅଦ୍ଭୁତ ଶାରୀରିକ ଗଠନ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ‘ଜର୍ଣ୍ଣାଲ୍ ଅଫ୍ ସିଷ୍ଟମାଟିକ୍ ପାଲେଓଣ୍ଟୋଲୋଜି’...
Read More...
Feature 

ତରଳୁଛି ସ୍ୱିଜରଲ୍ୟାଣ୍ଡର ଆଲ୍ପାଇନ୍ ଗ୍ଲେସିଅର୍

ତରଳୁଛି ସ୍ୱିଜରଲ୍ୟାଣ୍ଡର ଆଲ୍ପାଇନ୍ ଗ୍ଲେସିଅର୍    ୟୁରୋପରେ କ୍ରମାଗତଭାବେ ବୃଦ୍ଧି ପାଉଥିବା ଭୟଙ୍କର ଗ୍ରୀଷ୍ମପ୍ରବାହ କାରଣରୁ ସ୍ୱିଜରଲ୍ୟାଣ୍ଡର ଆଲ୍ପାଇନ୍ ଗ୍ଲେସିଅର୍ ଗୁଡ଼ିକ ଦ୍ରୁତ ଗତିରେ ତରଳିବାରେ ଲାଗିଛନ୍ତି । ଯାହାଫଳରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ଦେଶ ନିଜର ପ୍ରାୟ ଏକ-ପଞ୍ଚମାଂଶ ବରଫ ହରାଇସାରିଛି । ‘ଗ୍ଲେସିଅର୍ ମନିଟରିଂ ଇନ୍ ସ୍ୱିଜରଲ୍ୟାଣ୍ଡ’ର ଗବେଷଣା ଅନୁଯାୟୀ, ୨୦୨୬ ମସିହାର...
Read More...
Feature 

ପେଙ୍ଗୁଇନକୁ ମେଜର ଜେନେରାଲ ପଦବୀ

ପେଙ୍ଗୁଇନକୁ ମେଜର ଜେନେରାଲ ପଦବୀ    ନରୱେର ଏକ ପେଙ୍ଗୁଇନ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ନରୱେର କିଙ୍ଗସ୍ ଗାର୍ଡ ବ୍ୟାଣ୍ଡ ଏବଂ ଡ୍ରିଲ୍ ଟିମ୍ ଏଡିନ୍‌ବର୍ଗ ଚିଡ଼ିଆଖାନା ଗସ୍ତ କରି ସେଠାରେ ରହୁଥିବା  ପେଙ୍ଗୁଇନ୍ ‘ସର ନିଲ୍ସ ଓଲାଭ’କୁ ମେଜର ଜେନେରାଲ ପଦବୀ ଏବଂ ‘ବାରନ୍ ଅଫ୍...
Read More...
Feature 

୭୫ କିଗ୍ରାର କୁକୁର

୭୫ କିଗ୍ରାର କୁକୁର    ରାଜନେତାଙ୍କ ବଦଳରେ ଦିଲ୍ଲୀର ସବୁଠାରୁ ମୋଟା କୁକୁର ଚୟନ କରିବା ପାଇଁ ଆୟୋଜିତ ‘ଫ୍ୟାଟ୍ ଡଗ୍ସ ଅଫ୍ ଦିଲ୍ଲୀ’ ପ୍ରତିଯୋଗିତାରେ ହାଉଜ୍ ଖାସର ‘ଗୋଲା’ ନାମ୍ନୀ ଏକ ମାଈ କୁକୁର ୬୬,୦୦୦ରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇଛ । ତେବେ ୭୫ କିଲୋଗ୍ରାମ ଓଜନର କୁକୁର ଗୋଲା ପ୍ରତିଯୋଗିତା...
Read More...