ସାହିତ୍ୟ
ଜିଲ୍ଲା  Feature  ଓଡ଼ିଶା  ସାହିତ୍ୟ 

ସମୟ ସ୍ରୋତରେ "ସମୟ'ର ସଫଳ ଯାତ୍ରା

ସମୟ ସ୍ରୋତରେ    ସ୍ରୋତର ଅନୁକୂଳ ଦିଗରେ କୁଟା, କାଠି, ପଥର ଆଦି ଭାସିଯାଏ । କିନ୍ତୁ ସ୍ରୋତର ପ୍ରତିକୂଳ ଦିଗରେ ସନ୍ତରଣ କରିବାରେ ସାର୍ଥକତା ଥାଏ । ସେମିତି ସମୟ ସୁଅର ପ୍ରତିକୂଳ ଦିଗରେ ବାରମ୍ବାର ସନ୍ତରଣ କରି ସୁନାମଧନ୍ୟ ରାଜନେତା ତଥା ସାମାଜିକ କର୍ମୀ ବସନ୍ତ କୁମାର ବିଶ୍ୱାଳ ଅନେକ କିଛି ନୂଆ କରିବାକୁ ସଂକଳ୍ପ ନେଇଥିଲେ...
Read More...
ଓଡ଼ିଶା  ସାହିତ୍ୟ 

ଆଜି ଦେବଶିଳ୍ପୀ ବିଶ୍ୱକର୍ମା ପୂଜା

ଆଜି ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ଆଜି ବ୍ୟବସାୟିକ ଅନୁଷ୍ଠାନରୁ ନେଇ କାରଖାନା ପର୍ଯ୍ୟନ୍ତ ସବୁଠି ଦେବ ଶିଳ୍ପୀ ଶ୍ରୀ ବିଶ୍ୱକର୍ମା ଦେବଙ୍କୁ କରାଯାଉଛି ଆବାହନ । ବଡରୁ ଛୋଟ କାରଖାନା ଠୁ ଆରମ୍ଭ କରି ଗ୍ୟାରେଜ୍, ଦୋକାନ ଓ ବିଭିନ୍ନ କାର୍ଯ୍ୟସ୍ଥଳରେ ଚାଲିଛି ପୂଜାର୍ଚ୍ଚନା । ଆଜି ଘରେ ଘରେ ଥିବା ସମସ୍ତ ଲୁହା ଯନ୍ତ୍ରପାତି ଠାରୁ ଗାଡି ସାଇକେଲ କୁ...
Read More...
Feature  ସାହିତ୍ୟ 

ସଦ୍‌ଭାବନା ଦିବସ

ସଦ୍‌ଭାବନା ଦିବସ    ସମଗ୍ର ଭାରତବର୍ଷରେ ପ୍ରତିବର୍ଷ ଅଗଷ୍ଟ ୨୦ ତାରିଖକୁ "ସଦ୍‌ଭାବନା ଦିବସ" ଭାବେ ପାଳନ କରାଯାଇଥାଏ । ଏହି ଦିବସ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ( ୨୦ ଅଗଷ୍ଟ ୧୯୪୪ – ୨୧ ମଇ ୧୯୯୧ )ଙ୍କ ଜନ୍ମଜୟନ୍ତୀ ସ୍ମୃତିରେ ଆୟୋଜିତ ହୋଇଥାଏ । "ସଦ୍‌ଭାବନା" ଶବ୍ଦର...
Read More...
ଓଡ଼ିଶା  ସାହିତ୍ୟ 

ଡକ୍ଟର ଆଶୁତୋଷ ପରିଡା ପାଇବେ ୪୭ ତମ ଶାରଳା ପୁରସ୍କାର

ଡକ୍ଟର ଆଶୁତୋଷ ପରିଡା ପାଇବେ ୪୭ ତମ ଶାରଳା ପୁରସ୍କାର ଭୁବନେଶ୍ୱର : ଚଳିତ ବର୍ଷର ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବେ ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା । ୨୦୨୪ ମସିହାରେ ପ୍ରଭା ପବ୍ଲିକେସନ୍‌ ଦ୍ୱାରା ପ୍ରକାଶିତ ତାଙ୍କର କବିତା ସଙ୍କଳନ ‘ବିଶ୍ୱାସ ଦେ’ ପୃଥ୍ବୀ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସେ  ୧୯୯୦ରେ କେନ୍ଦ୍ର ସାହିତ୍ୟ ଏକାଡେମୀ...
Read More...
Feature  ଓଡ଼ିଶା  ସାହିତ୍ୟ 

ଆଡପ ମଣ୍ଡପ

ଆଡପ ମଣ୍ଡପ    ରତ୍ନବେଦିରୁ ବିଦାୟନେଇ ପ୍ରଭୁ ବିଜେ କରନ୍ତି ଆଡପ ମଣ୍ଡପରେ, ଯାହାର ମହିମା ଅନନ୍ୟ । ଏହାର ମାହାତ୍ମ୍ୟ ଖୁବ ଅଧିକ । ବିଶ୍ବାସ ରହିଛି ଆଡପ ଦର୍ଶନକଲେ ଭକ୍ତଙ୍କର କୋଟି ପାପ କ୍ଷୟ ହୋଇଥାଏ । ସେଥିପାଇଁ ଆଡପ ଦର୍ଶନ ପାଇଁ ଲୋକଙ୍କ ଭିତରେ ରହିଥାଏ ଗଭୀର ଆକର୍ଷଣ । ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଶ୍ରୀକ୍ଷେତ୍ର...
Read More...
ଓଡ଼ିଶା  ସାହିତ୍ୟ 

କୈବଲ୍ୟ

କୈବଲ୍ୟ    ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ କୈବଲ୍ୟ ବୋଲି କୁହାଯାଏ । ଭକ୍ତମାନେ ଶ୍ରୀଜଗନ୍ନାଥଙ୍କଠାରେ ପରମାତ୍ମା ଭାବ ଧାରଣ କରି କୈବଲ୍ୟ ଗ୍ରହଣ କରିଥାନ୍ତି । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପାଇଲେ ସମସ୍ତ ପ୍ରକାର ଦୁଃଖ ଦୂର ହୋଇଯାଏ ବୋଲି କୋଟି କୋଟି ଜଗନ୍ନାଥ ଭକ୍ତ ବିଶ୍ୱାସ କରନ୍ତି । ଶ୍ରୀଜଗନ୍ନାଥଙ୍କ ଅନ୍ନଭୋଗ ବା ମହାପ୍ରସାଦକୁ ଭକ୍ତମାନେ କୈବଲ୍ୟ ରୂପେ...
Read More...
ଓଡ଼ିଶା  ସାହିତ୍ୟ 

ଦେବସ୍ନାନ ପୂର୍ଣ୍ଣିମା 

ଦେବସ୍ନାନ ପୂର୍ଣ୍ଣିମା     ପୃଥିବୀ ପ୍ରସିଦ୍ଧ ରଥଯାତ୍ରାର ଆଦ୍ୟପର୍ବ ଭାବେ ସ୍ନାନଯାତ୍ରାକୁ ବିବେଚନା କରାଯାଇଥାଏ । ଏହି ଦିନଠାରୁ ମହାପ୍ରଭୁଙ୍କର ରଥଯାତ୍ରାର ନୀତିକାନ୍ତି ଆରମ୍ଭ ହୋଇଥାଏ । ସ୍ନାନପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜିୟୁଙ୍କୁ ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳ ଦ୍ୱାରା ସ୍ନାନ କରାଯାଇଥାଏ । ଏହି ଦିନ ଠାକୁର ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦିଅନ୍ତି...
Read More...
ସାହିତ୍ୟ 

ଝାନ୍ସୀ ରାଣୀ ଲକ୍ଷ୍ମୀବାଈ

ଝାନ୍ସୀ ରାଣୀ ଲକ୍ଷ୍ମୀବାଈ    ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସର ଅସୀମ ସାହସ, ବୀରତ୍ୱ ଓ ଦେଶପ୍ରେମର ଅନନ୍ୟ ପ୍ରତୀକ ହେଉଛନ୍ତି ଝାନ୍ସୀର ରାଣୀ ଲକ୍ଷ୍ମୀବାଈ । ୧୮୨୮ ମସିହା ନଭେମ୍ବର ୧୯ରେ ବାରାଣସୀର ଏକ ମରାଠା ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ଲକ୍ଷ୍ମୀବାଈଙ୍କ ପିଲାଦିନର ନାମ ‘ମଣିକର୍ଣ୍ଣିକା’ ଥିଲା ଏବଂ ସେ ଆଦରରେ ‘ମନୁ’ ...
Read More...
ସାହିତ୍ୟ 

ନନ୍ଦିନୀ ଶତପଥୀ

ନନ୍ଦିନୀ ଶତପଥୀ    ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ବିଶିଷ୍ଟ ଲେଖିକା ଭାବେ ଖୁବ ପରିଚିତା ଥିଲେ ନନ୍ଦିନୀ ଶତପଥୀ । ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ନନ୍ଦିନୀ ୧୯୩୧ ମସିହା ଜୁନ୍‌ ୯ ତାରିଖରେ କଟକ ସହରର ପିଠାପୁର ସାହିରେ...
Read More...
ଓଡ଼ିଶା  ସାହିତ୍ୟ 

ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ

ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ ଭୁବନେଶ୍ୱର :  ବିଶିଷ୍ଟ ଲେଖକ, କବି ତଥା ପୂର୍ବତନ ପ୍ରଶାସକ ଡ.ଜଗନ୍ନାଥ ପ୍ରସାଦ ଦାସଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଭାବରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ସାହିତ୍ୟ ସାଧନାରେ ନିଜକୁ ସାମିଲ କରିଥିଲେ । ସେ ଏକାଧାରରେ ଓଡ଼ିଆ...
Read More...
ସାହିତ୍ୟ 

ଜବାହରଲାଲ ନେହେରୁ

ଜବାହରଲାଲ ନେହେରୁ       ଭାରତର ସ୍ୱାଧୀନତା ସଂଗ୍ରାମର ଅଗ୍ରଗଣ୍ୟ ଜନନାୟକ ତଥା ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବଳିଷ୍ଠ ନେତୃତ୍ୱ ଓ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଆଜି ମଧ୍ୟ ସମଗ୍ର ରାଷ୍ଟ୍ର ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିଛି । ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ପ୍ରୟାଗରାଜ (ଆଲାହାବାଦ)ଠାରେ ଜନ୍ମଗ୍ରହଣ କରିଥିବା ଏହି...
Read More...
ସାହିତ୍ୟ 

ରବୀନ୍ଦ୍ରନାଥ ଠାକୁର

ରବୀନ୍ଦ୍ରନାଥ ଠାକୁର       ଭାରତୀୟ ସାହିତ୍ୟ ଏବଂ ସମାଜ ସଂସ୍କାର କ୍ଷେତ୍ରରେ ରବୀନ୍ଦ୍ରନାଥ ଠାକୁରଙ୍କ ଅବଦାନ ଅତୁଳନୀୟ । ସେ ୭ ମେ ୧୮୬୧ ମସିହାରେ କଲିକତାର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଠାକୁର । ତାଙ୍କର ସଫଳତାର ଫର୍ଦ୍ଦ ଖୁବ ଅଧିକ । ୧୯୧୩ ମସିହାରେ ନିଜର କବିତା ସଂକଳନ 'ଗୀତାଞ୍ଜଳି'...
Read More...