ଓଡ଼ିଶା
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ରାଜ୍ୟରୁ ବିଦାୟ ନେବ ମୌସୁମୀ
Published On
By Samaya Live News
ଭୁବନେଶ୍ୱର : ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବା ପାଇଁ ପାଗ ଅନୁକୂଳ ରହିଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରୁ ଏହା ସମ୍ପୂର୍ଣ୍ଣ ବିଦାୟ ନେଇପାରେ । ବର୍ତ୍ତମାନ ରାଜ୍ୟରୁ କେତେକ ସ୍ଥାନରୁ ମୌସୁମୀ ସମ୍ପୂର୍ଣ୍ଣ ବିଦାୟ ନେଇ ସାରିଲାଣି । ବିଶେଷକରି ସୁନ୍ଦରଗଡ଼... ପୁଅ , ଝିଅ ସହ ମିଶି ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
Published On
By Samaya Live News
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ମାଲପାଟଣା ଗାଁ ରେ ଚାଞ୍ଚଲ୍ୟ । ନାବାଳକ ପୁଅ ଝିଅ ସହ ମିଶି ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ସ୍ୱାମୀ ଶୋଇଥିବାବେଳେ ତଣ୍ଟି ଉପରେ ଚଢି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ନିରଞ୍ଜନ ସାହୁ।... ପୂଜା ପେଣ୍ଡାଲ ର ଗ୍ରାଉଣ୍ଡ ରେଣ୍ଟ ଛାଡ଼ କଲେ ମୁଖ୍ୟମନ୍ତ୍ରୀ
Published On
By Samaya Live News
ଭୁବନେଶ୍ୱର : ପୂଜା କମିଟି ଗୁଡ଼ିକ ପାଇଁ ବଡ଼ ଭେଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ପୂଜା ମଣ୍ଡପ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦେବାକୁ ପଡ଼ୁଥିବା ଗ୍ରାଉଣ୍ଡ ରେଣ୍ଟ (ପଡ଼ିଆ ଭଡ଼ା)କୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।... ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ପ୍ରାକ ନିର୍ବାଚନୀ ହିଂସା
Published On
By Samaya Live News
ଯାଜପୁର : ଯାଜପୁର ରୋଡ୍ ସ୍ଥିତ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବୋମାମାଡ଼ ହେବା ଫଳରେ ପ୍ରାକ ନିର୍ବାଚନୀ ହିଂସା ଦେଖାଦେଇଛି। ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର ଗୋଟିଏ ଦିନ ପରେ, ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କଲେଜ ପରିସରକୁ ଆସି ବୋମାମାଡ଼ କରିଥିଲେ।... ଓଡିଶା ବନ୍ଦ ସତ୍ତ୍ୱେ ଜାରି ରହିବ DElEd ପରୀକ୍ଷା
Published On
By Samaya Live News
ଭୁବନେଶ୍ୱର : ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ସତ୍ତ୍ୱେ D.El.Ed. (ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେଶନ) ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜାରି ରହିବ। ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡ଼ିଶା ଏହି ସୂଚନା ସ୍ପଷ୍ଟ କରିବା ସହ ପରୀକ୍ଷା ବାତିଲ କିମ୍ବା ଘୁଞ୍ଚିବା ନେଇ ହେଉଥିବା ଗୁଜବ ଉପରେ... ଏସସିବି ମେଡିକାଲ ରେ ମାନସିକ ରୋଗୀଙ୍କୁ ପିଟି ପିଟି ହତ୍ୟା - ରିପୋର୍ଟ
Published On
By Samaya Live News
କଟକ: ଏସସିବି ମେଡିକାଲରେ ରୋଗୀଙ୍କୁ ପିଟିପିଟି ହତ୍ୟା । ଆସିଲା ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ମାନସିକ ରୋଗ ବିଭାଗରେ ଚିକିତ୍ସାଧିନ ଥିବା ଯାଜପୁର ଅଞ୍ଚଳର ଶ୍ରୀକାନ୍ତ ଦାସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବୁଧବାର ଆସିଛି। ଅତ୍ୟଧିକ ମାଡ଼ ମରାଯାଇଥିବାରୁ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ତଥ୍ୟ ପାଇବା ପରେ... ଆଜି ଓଡିଶା ବନ୍ଦ, ଜନ ଜୀବନ ପ୍ରଭାବିତ
Published On
By Samaya Live News
ଭୁବନେଶ୍ୱର : କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆଜି ୧୨ଘଣ୍ଟିଆ ଓଡିଶା ବନ୍ଦ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମଏମଡିଆର ବିଲ୍ ପ୍ରତ୍ୟାହାର ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟ କଂଗ୍ରେସ ଓ ବାମ ଦଳ ପକ୍ଷରୁ ଅକ୍ଟାବର ୮ ତାରିଖ ସକାଳ... ପୋଖରୀରେ ବୁଡି ୨ଛାତ୍ରୀଙ୍କ ମୃତ୍ୟୁ
Published On
By Samaya Live News
କଲ୍ୟାଣସିଂହପୁର : ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ । ଏଭଳି ଅଭବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ବଡ଼ନାୟକଗୁଡ଼ା ଗ୍ରାମରେ ଇ ମୃତ ଦୁଇ ନାବାଳିକା ହେଲେ ପୂଜାରୀଗୁଡ଼ା ପଞ୍ଚାୟତ ବଡ଼ନାୟକଗୁଡ଼ା ଗାଁର ୧୨ ବର୍ଷୀୟ ନିଲୁ କାଡ୍ରାକା ୧୨ ବର୍ଷୀୟ କାମି ତିଆକା । ଦୁଇ... ଆସନ୍ତା ସପ୍ତାହରେ ପୁଣି ଏକ ଲଘୁଚାପ ସମ୍ଭାବନା
Published On
By Samaya Live News
ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନ ହେବ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆଜିଠାରୁ ପାଣିପାଗରେ ହେବ ବଡ଼ ପରିବର୍ତ୍ତନ । ପଶ୍ଚିମାଝଡ ପ୍ରଭାବରେ ଆଜିଠାରୁ ଆସନ୍ତା ୯ ତାରିଖ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏକ... ବନ୍ଦ କୁ ସମର୍ଥନ କରୁନି ଘରୋଇ ବସ ମାଲିକ ସଂଘ, ରାଜଧାନୀରେ ଗଡିବନି କୌଣସି ଅଟୋ
Published On
By Samaya Live News
ଭୁବନେଶ୍ୱର : ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା । ବାଣିଜ୍ୟ ଅନୁଷ୍ଠାନ ସହ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ଗାଡି ମଟର ବନ୍ଦ ରହିବ । ତେବେ ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ଓଡ଼ିଶା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଗୋଟେ ଦିନ ବସ୍ ବନ୍ଦ ହେଲେ ଲୋକ ନାହିଁନଥିବା ଅସୁବିଧାର... ଚିଲିକା ମଝିରେ ଫସିଲା ଡଙ୍ଗା
Published On
By Samaya Live News
ଭୁବନେଶ୍ବର: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିଲରେ ଦଙ୍ଗା । ଅସହାୟ ଭାବରେ ଦଙ୍ଗା ଭିତରେ ଫସି ରହିଛନ୍ତି ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ । ଆଜି ସକାଳ ପ୍ରାୟ ୭ଟା ବେଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟ ଚିଲିକା ହ୍ରଦରେ ଏହି ଅଘଟଣ ଘଟିଛି ।
ସୂଚନାନୁସାରେ, ଆଜି ସକାଳ ପ୍ରାୟ ୭ଟା ସମୟରେ... ବିଜେଡି ର 'U TURN, ଓଡିଶା ବନ୍ଦକୁ ସମର୍ଥନ କରିବ ନାହିଁ ଦଳ
Published On
By Samaya Live News
ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ବନ୍ଦକୁ ନେଇ ରାଜ୍ୟ ରାଜନୀତିରେ ନୂଆ ମୋଡ଼ ଦେଖିବାକୁ ମିଳିଛି । ମାତ୍ର ଅଧ ଘଣ୍ଟା ମଧ୍ୟରେ ବଦଳିଲା ବିଜୁ ଜନତା ଦଳ ର ନିଷ୍ପତ୍ତି । ଆସନ୍ତା କାଲି କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରାକୁ ସମର୍ଥନ କରିବ ନାହିଁ ଦଳ । ଏନେଇ ସ୍ପଷ୍ଟ କରିଛନ୍ତି ବିଜେଡି... 
