ବିଶ୍ବ
ବିଶ୍ବ 

କେମିଷ୍ଟ୍ରିରେ ୨ଜଣଙ୍କୁ ନୋବେଲ

କେମିଷ୍ଟ୍ରିରେ ୨ଜଣଙ୍କୁ ନୋବେଲ ନୂଆଦିଲ୍ଲୀ : ରସାୟନ ବିଜ୍ଞାନ (କେମିଷ୍ଟ୍ରି) ରେ ମିଳିତ ଭାବରେ ୨ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର -୨୦୨୬ ।  ୨ ଜଣ ବୈଜ୍ଞାନିକ ହେଲେ ଫ୍ରାନ୍ସର ହେନ୍ରି ବି. କାଗାନ୍ ଏବଂ ଜାପାନର କେନସୋ ସୋଆଇ । ରୟାଲ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯାଇଛି ।...
Read More...
ବିଶ୍ବ  ସ୍ୱାସ୍ଥ 

ମେଡ଼ିସିନରେ ୩ ସ୍ନାୟୁ ବିଜ୍ଞାନୀଙ୍କୁ ନୋବେଲ

ମେଡ଼ିସିନରେ ୩ ସ୍ନାୟୁ ବିଜ୍ଞାନୀଙ୍କୁ ନୋବେଲ ନୂଆଦିଲ୍ଲୀ : ମେଡିସିନରେ ୩ ବିଶେଷଜ୍ଞଙ୍କୁ ନୋବେଲ ପୁରସ୍କାର- ୨୦୨୬ ପ୍ରଦାନ । ସ୍ନାୟୁ ବିଜ୍ଞାନୀ କାର୍ଲ ଡାଇସୋରଥ ଓ ତାଙ୍କ ୨ ସହଯୋଗୀଙ୍କୁ ନୋବେଲ । ଜର୍ମାନ ସହଯୋଗୀ ପିଟର ହେଗେମେନ ଓ ଜର୍ଜ ନାଗେଲଙ୍କୁ ନୋବେଲ । ଏହି ତିନି ବୈଜ୍ଞାନିକଙ୍କୁ 'ଲାଇଟ୍-ଗେଟେଡ୍ ଆୟନ ଚ୍ୟାନେଲ୍ ଏବଂ ଅପ୍ଟୋଜେନେଟିକ୍ସ' (light-gated ion channels...
Read More...
ବିଶ୍ବ  ସ୍ୱାସ୍ଥ 

ଋଷରେ ନ୍ୟୁମୋନିକ୍ ପ୍ଲେଗ ଆତଙ୍କ, ରିସର୍ଚ୍ଚରଙ୍କ ମୃତ୍ୟୁ ପରେ ବଢ଼ିଲା ସନ୍ଦେହ

ଋଷରେ ନ୍ୟୁମୋନିକ୍ ପ୍ଲେଗ ଆତଙ୍କ, ରିସର୍ଚ୍ଚରଙ୍କ  ମୃତ୍ୟୁ ପରେ ବଢ଼ିଲା ସନ୍ଦେହ ନୂଆଦିଲ୍ଲୀ : ରୁଷିଆର ସାଇବେରିଆନ୍ ଅଞ୍ଚଳରେ ପ୍ଲେଗ ଆତଙ୍କ ! ନ୍ୟୁମୋନିକ୍ ପ୍ଲେଗ୍‌ରେ ଜଣେ ୨୮ ବର୍ଷୀୟା ମହିଳା ଲ୍ୟାବ୍ ଟେକ୍ନିସିଆନ୍‌ଙ୍କ ମୃତ୍ୟୁ ପରେ ସନ୍ଦେହ ଅଧିକ ଘନୀଭୂତ ହୋଇଛି । ମୃତକଙ୍କ ନାମ ଡାରିଆ ସିପିଲୋଭା । ଶେଲେଖଭରେ ଥିବା ଆଣ୍ଟି-ପ୍ଲେଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଏହି ଘଟଣା ଘଟିଛି ଘଟିଛି । ସତର୍କତାମୂଳକ ପଦକ୍ଷେପ...
Read More...
ବିଶ୍ବ 

ତ୍ରାହି ତ୍ରାହି ଡାକୁଛି ପାକିସ୍ତାନ!

ତ୍ରାହି ତ୍ରାହି ଡାକୁଛି ପାକିସ୍ତାନ! ପାକିସ୍ତାନରେ ଏବେ ଚାରିଆଡ଼େ ଇନ୍ଧନ ସଙ୍କଟର ଚାପ । ପେଟ୍ରୋଲ-ଡିଜେଲ ଦରର ବୃଦ୍ଧି ହୁହୁ ହୋଇ ବଢୁଛି , ଆଉ ଏହାର ସିଧା ପ୍ରଭାବ ପଡ଼ୁଛି ସାଧାରଣ ଲୋକଙ୍କ ଜୀବନ ଉପରେ। ଇନ୍ଧନ ଖର୍ଚ୍ଚ କମାଇବା ପାଇଁ ସରକାର ଏବେ କାର୍ୟ୍ୟଦିନ କମାଇବା, ଗାଡ଼ି ଚଳାଚଳ ଉପରେ କଟକଣା ଏବଂ ଅନଲାଇନ୍ ପାଠପଢ଼ା ଭଳି ପଦକ୍ଷେପ...
Read More...
ବିଶ୍ବ 

କାର୍ଗୋ ବିମାନ ଦୁର୍ଘଟଣା , ୫ ମୃତ, ୫ ଜଣ ଆହତ

କାର୍ଗୋ ବିମାନ ଦୁର୍ଘଟଣା , ୫ ମୃତ, ୫ ଜଣ ଆହତ ଆମେରିକା : ରନୱେରୁ ବାହାରିଗଲା କାର୍ଗୋ ବିମାନ । ଆମେରିକାର ଫ୍ଲୋରିଡା ସ୍ଥିତ ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମାଜନ ପ୍ରାଇମ ଏୟାରର କାର୍ଗୋ ବିମାନ ରନୱେରୁ ବାହାରି ଯିବା ଫଳରେ ଏଥିରେ ନିଆଁ ଲାଗିଯାଇଥିଲା । ଫଳରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଆହତ ହୋଇଛନ୍ତି । ୩୨ ବର୍ଷ ପୁରୁଣା...
Read More...
ବିଶ୍ବ 

ଶକ୍ତିଶାଳୀ ଭୂ-କମ୍ପରେ ଥରିଲା ଜାପାନ , ସୁନାମି ସତର୍କ

ଶକ୍ତିଶାଳୀ ଭୂ-କମ୍ପରେ ଥରିଲା ଜାପାନ , ସୁନାମି ସତର୍କ ନୂଆଦିଲ୍ଲୀ : ଜାପାନରେ ଶକ୍ତିଶାଳୀ ଭୂକମ୍ପ । ଆଜି ଜାପାନର କ୍ୟୁଶୁ ଅଞ୍ଚଳର କୁମାମୋଟୋ ପ୍ରଦେଶରେ ୭.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ସମୁଦ୍ରରେ ୧ ମିଟର ଉଚ୍ଚା ସୁନାମି ଲହରୀର ଆଶଙ୍କା ଦେଖା ଦେଇଥିଲା । ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଦୋହଲିଯାଇଛି ପୁରା ଜାପାନ । ପାଣିପାଗ ସଂସ୍ଥା ସୁନାମି...
Read More...
ବିଶ୍ବ  ରାଜନୀତି 

ରାଜରାସ୍ତାକୁ ଓଲ୍ଲାଇଲେ ଜେନ-ଜେଡ଼,ବିପଦରେ ବାଲେନ ସରକାରଙ୍କ ଭବିଷ୍ୟତ

 ରାଜରାସ୍ତାକୁ ଓଲ୍ଲାଇଲେ ଜେନ-ଜେଡ଼,ବିପଦରେ ବାଲେନ ସରକାରଙ୍କ ଭବିଷ୍ୟତ ନେପାଳରେ ପୁଣି ଆରମ୍ଭ ହେଲା ଜେନ-ଜେଡ଼ ହିଂସା । ନେପାଳରେ ଯୁବ ପ୍ରଧାନମନ୍ତ୍ରୀ ଵାଲେନ ଶାହଙ୍କ ବିରୋଧରେ ତେଜୁଛି ଜେନ-ଜେଡ଼ ଙ୍କ ଆକ୍ରୋଶ । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଜେନ-ଜେଡ଼ ରାଜରାସ୍ତାକୁ ଓହ୍ଲାଇଛନ୍ତି । କିନ୍ତୁ କାହିଁକି ଜେନ-ଜେଡ଼ ମାନେ ରାଜରାସ୍ତାକୁ ଓଲ୍ଲାଉଛନ୍ତି ତାର କାରଣ ଖୋଜିଲେ ଜଣାପଡୁଛି ଜେନ-ଜେଡ ମାନେ ପ୍ରତି କଥାରେ ସରକାରଙ୍କୁ ଚ୍ୟାଲେଞ୍ଜ...
Read More...
ବିଶ୍ବ  ରାଜନୀତି 

ବିଶ୍ୱ ବଜାରରେ ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ବ୍ୟାରେଲ ପିଛା ୭୮ ଡଲାର ପାର

ବିଶ୍ୱ ବଜାରରେ ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ବ୍ୟାରେଲ ପିଛା ୭୮ ଡଲାର ପାର  ନୂଆଦିଲ୍ଲୀ : ପୁଣି ଘନେଇଲା ମଧ୍ୟପ୍ରାଚ୍ୟ ଯୁଦ୍ଧ ଆଶଙ୍କା । ଆମେରିକା ଏବଂ ଇରାନ ମଧ୍ୟରେ ନୂଆ ଆକ୍ରମଣକୁ ନେଇ ପୁଣି ଥରେ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଛି ଇରାନ । ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବାଣିଜ୍ୟ ଓ ଅଶୋଧିତ ତୈଳ ବଜାର ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି । ଫଳରେ ଅଶୋଧିତ ତୈଳଦର...
Read More...
ବିଶ୍ବ  ରାଜନୀତି 

ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ 'ବିତାଙ୍ଗ ଆଦିପୁର୍ଣ୍ଣ' ପ୍ରଦାନ

ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ 'ବିତାଙ୍ଗ ଆଦିପୁର୍ଣ୍ଣ' ପ୍ରଦାନ ଜାକର୍ତ୍ତା : ଇଣ୍ଡୋନେସିଆ ଗସ୍ତର ପ୍ରଥମ ଦିନରେ ଆଜି ଜକାର୍ତ୍ତାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦୀଙ୍କୁ ସେଠାରେ ଅତ୍ୟନ୍ତ ଭବ୍ୟ ଓ ସ୍ୱାଗତ କରାଯାଇଥିଲା । ବିମାନବନ୍ଦରରେ ରାଷ୍ଟ୍ରପତି ପ୍ରବୋଭୋ ନିଜେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଲିଙ୍ଗନ କରି ଆନ୍ତରିକତାର ସହ ସ୍ୱାଗତ ଜଣାଇଥିଲେ । ଏହାପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ...
Read More...
ବିଶ୍ବ 

କିଭ୍‌ ସହର ଉପରେ ରୁଷ୍‌ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ , ୩୦ ମୃତ

କିଭ୍‌ ସହର ଉପରେ ରୁଷ୍‌ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ , ୩୦ ମୃତ କିଭ୍‌ : ୟୁକ୍ରେନ୍‌ର କିଭ୍‌ ସହର ଉପରେ ରୁଷ୍‌ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ । ଶତାଧିକ ଡ୍ରୋନ୍ ଓ ମିସାଇଲ୍ ମାଡ଼ରେ ଥରିଲା ୟୁକ୍ରେନ । ଆକ୍ରମଣରେ ୩୦ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ବେଳେ ୨୦ଟି ଘର କ୍ଷତିଗ୍ରସ୍ତ ହୋଇଛି...
Read More...
ବିଶ୍ବ  ଦେଶ- ବିଦେଶ 

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ଏହି ବିକଳ୍ପ ଇଚ୍ଛାଧୀନ

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ଏହି ବିକଳ୍ପ ଇଚ୍ଛାଧୀନ ନୂଆଦିଲ୍ଲୀ : ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ମୁଣ୍ଡ ଟେକିଛି ବିବାଦ । ହ୍ୱାଟ୍ସଆପ୍‌ର ଆଗାମୀ ୟୁଜରନେମ୍ ଫିଚରକୁ ନେଇ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି। ସମ୍ବାଦ ସରବରାହ ସଂସ୍ଥାର ସୂଚନା ଅନୁଯାୟୀ, ଏହି ଫିଚର ପରିଚୟ ଠକେଇ ଓ ସାଇବର ଅପରାଧର ବିପଦକୁ ବଢ଼ାଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ...
Read More...
ବିଶ୍ବ 

ଛୋଟ ଦ୍ୱୀପ, ବଡ ଜିଓ ପଲିଟିକ୍ସ

ଛୋଟ ଦ୍ୱୀପ, ବଡ ଜିଓ ପଲିଟିକ୍ସ     ବିଶ୍ୱ ମାନଚିତ୍ରରେ ଏକ ଏପରି ଛୋଟ ଦେଶ ଅଛି, ଯାହାର ଜନସଂଖ୍ୟା ଓ ଭୂମିକ୍ଷେତ୍ର ଅତ୍ୟନ୍ତ ସୀମିତ। କିନ୍ତୁ ଆଜି ସେହି ଦେଶକୁ ନେଇ ଭାରତ, ଚୀନ, ଆମେରିକା ଓ ବିଶ୍ୱର ବଡ଼ ବଡ଼ ଶକ୍ତିମାନ ଦେଶମାନଙ୍କ ମଧ୍ୟରେ ରଣନୈତିକ ଚର୍ଚ୍ଚା ଜୋର ଧରିଛି। ଶେଷରେ ଏହି ଛୋଟ ଦ୍ୱୀପ ରାଷ୍ଟ୍ରରେ ଏମିତି କ'ଣ ରହିଛି,...
Read More...