କବିତା
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ
Published On
By Samaya Live
କଳାହାଣ୍ଡି/ମୟୁରଭଞ୍ଜ : ନାବାଳିକା ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ । ଭୋଗିବେ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ । ୩ଟି ଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ । କଳାହାଣ୍ଡି ପୋକ୍ସ କୋର୍ଟ ଗୋଟିଏ ମାମଲାର ବିଚାର କରି ୪ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହାସହ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା […]
ଆୟୁଷ୍ମାନ ଯୋଜନାରେ ସାମିଲ ହେବେ ସାଢେ ୩ କୋଟି ଲାଭାର୍ଥୀ
Published On
By Samaya Live
ଭୁବନେଶ୍ୱର : ଆୟୁଷ୍ମାନ ଭାରତ ଯୋଜନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ଖୁବ୍ ଶୀଘ୍ର ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବେ ସାଢେ ୩ କୋଟି ଲାଭାର୍ଥୀ । ଏ ଦିଗରେ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ରାଜ୍ୟରେ ପିଏଚ୍ସି ଓ ସିଏଚ୍ସିରେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଅଭାବ ରହିଛି । ତେଣୁ ସେଠାରେ କୁଶଳୀ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିବା ଜରୁରି […]
କୃଷିଭିତ୍ତିକ ପରବ ଅକ୍ଷୟ ତୃତୀୟା
Published On
By Samaya Live
ଆମ ଓଡ଼ିଶାରେ ଅକ୍ଷୟତୃତୀୟା କୃଷିଭିତ୍ତିକ ପରବ ଭୂମିକୁ ଜନନୀ ମଣି ପୁଜାକରୁ ଏଇତ ଆମର ଗରବ I ବୈଶାଖର ଶୁକ୍ଳ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ଆସେ ପିଠୋଉ ଚିତାରେ ହୁଳହୁଳି ଶବ୍ଦେ ଘରଟି ଆମର ହସେ I ନୂତନ ବର୍ଷର କୃଷି କର୍ମରସେ ପ୍ରଥମ ଶୁଭ ଦିନରେ ଚାଷୀ ନବବସ୍ତ୍ର ପରିଧାନ କରେ ସ୍ନାନ ସାରି ପ୍ରଭାତରେ I ଚିତା ଟୋକେଇରେ ଲଙ୍ଗଳ ଲୁହା ଓ ନୈବେଦ୍ୟ ସଜାଡି ନିଏ ଐଶନ୍ୟ କୋଣରେ ଭୂମି ପୂଜିବାକୁ […]
ଅକ୍ଷୟ ତୃତୀୟା
Published On
By Samaya Live
ଅକ୍ଷୟ ତୃତୀୟା ଆସିଛି ଆଜି ଘୋଷଯାତ୍ରା ପାଇଁ ରଥ ର୍ନିମାଣ ଅନୁକୂଳ ସାଜି ଅଖିମୁଠି ଅନୁକୂଳ ଚାଷ ଆରମ୍ଭ କରି ଆନଂଦେ ବସିଛି କୃଷକ ସବୁ ପାସୋରି ଚଂଦନ ଜାତ୍ରାର ଶୁଭ ଆରମ୍ଭ ଏ ତିଥି ଭଗବାନ ପର୍ଷୁରାମଂକ ଅର୍ବିଭାବ ଆଜି ଦିନରେ, ଭେଟିଲେ ସୁଦମା ବନ୍ଧୁ କୃଷ୍ଣ ସାଥିରେ କୃଷ୍ଣ ବଢାଇଲେ ଅକ୍ଷୟ ପାତ୍ର ଯୁଧିଷ୍ଠିରଂକ ହାତରେ ଅସୀମିତ ଭୋଜନ ପାଇଲେ ଏହି ପାତ୍ରରେ ମହର୍ଷି ବ୍ୟାସଦେବ ରଚିଲେ ମହାଭାରତ ଏହି ତିଥିରେ ଗଂଗା ମାତାଂକ […]
ପ୍ରସିଦ୍ଧ ଊର୍ଦ୍ଦୁ କବି ମୁନଓ୍ବର ରାଣାଙ୍କ ପରଲୋକ
Published On
By Samaya Live
ଲକ୍ଷ୍ନୌ: ପ୍ରସିଦ୍ଧ ଊର୍ଦ୍ଦୁ କବି ମୁନବ୍ବର ରାଣାଙ୍କ ପରଲୋକ । ଗତ ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଇ ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା I ତେବେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସେ ଦୀର୍ଘ ଦିନ ଧରି ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ I ମା’ଙ୍କୁ ନେଇ ଅନେକ କବିତା ଲେଖିଥିଲେ ମୁନଓ୍ବର I […]
ଜଳିଗଲା ଯାତ୍ରୀବାହୀ ବସ,ଅଳ୍ପକେ ବର୍ତିଲେ ଯାତ୍ରୀ
Published On
By Samaya Live
ବୋରିଗୁମ୍ମା : ନବରଙ୍ଗପୁର ୨୬ ନମ୍ବର ଜାତୀୟ ରାଜପଥରେ ଜଳିଗଲା ଯାତ୍ରୀବାହୀ ବସ I ଆଜି ସକାଳ ୬ ଟାବେଳେ ଏହି ଅଘଟଣ ଘଟିଛି I ଏଥିରୁ ଅଳ୍ପକେ ବର୍ତି ଯାଇଛନ୍ତି୪୦ ଜଣ ବସ ଯାତ୍ରୀ I ସୂଚନାନୁସାରେ,ହାଇଦ୍ରାବାଦରୁ ଗୁପ୍ତା ନାମକ ଏକ ଯାତ୍ରୀବାହୀ ବସ ସିନାପାଲି ଯାଉଥିଲା I ତେବେ ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ବସ ର ଚକା ଫାଟି ହଠାଥ୍ ନିଆଁ ଲାଗିଯାଇଥିଲା। ଏହାଦେଖି ଯାତ୍ରୀମାନେ ବସରୁ ତୁରନ୍ତ ଓହ୍ଲାଇଯାଇଥିଲେ । ଖବର ପାଇ […]
ପାହାନ୍ତି ପ୍ରେମର ଉଷ୍ମତା
Published On
By Samaya Live
ସତ କି ସ୍ୱପ୍ନ ମୁଁ ଜାଣିନି ହେଲେ ସପନ ରାଇଜେ ମନ ମୋ ଖୋଜୁଥାଏ ତାକୁ ବାହାନା ଲୋଡୁଥାଏ ତା ଓଠ ହସ ବଗିଚାରେ ନିଜକୁ ହଜେଇ ଦେବାକୁ ରାତିର ଗହମ ନିଦରେ ସେ ଆସି ପାଇନ୍ତରା ମାରେ ମୋ ମନ ଅଗଣାରେ ନିରବୀ ହୃଦୟ ମୋ ଶିହରୀ ଉଠଇ ତା ଶିଥିଳ ଅଶରିରୀ ସ୍ପର୍ଶରେ । ଫିକା ବାଦଲର ଆଢୁଆଳରେ ଲାଜର ଗହଣା ନାଇଁ କଣେଇ ଚାଉଁଥିବା ସେ ଜହ୍ନ ସେ ଚାହାଣିର ନିଶାଣ ସାଜି […]
ଆସିଲାଣି ସଞ୍ଜ
Published On
By Samaya Live
ଆକାଶର ରଙ୍ଗ ଧୂସର ଦିଶୁଛି ମଉଳିଗଲାଣି ଖରା ଫେରିଯିବା ପାଇଁ ଦିନ ସଜବାଜ ନୀରବି ଯାଉଚି ଧରା ମାଆ କହିଲେଣି ସଞ୍ଜ ନଇଁଲାଣି ସଅଳ ସାରିକି ଖେଳ କୁନା ମୁନା ରୁନା ଫେରି ଆସ ଘରେ ହେଲାଣି ପଢିବାବେଳ ତୁମ ଆଗେ ଲମ୍ବା ସମୟ ପଡିଛି ମୋ ପାଖେ ସମୟ ନାହିଁ ଘରର ପାଇଟି ସାରିଦେବି ସବୁ ସଞ୍ଜ ଚାଲିଯିବ ଧାଇଁ ନୀଡ଼ ଲେଉଟାଣି ପକ୍ଷୀ ଫେରିଲେଣି ଥଣ୍ଟରେ ଆହାର ଧରି ରାତି ଆସିଲାଣି ଚଷାପୁଅ ଫେରେ […]
ସବୁଠାରେ ଅଛ ଲୁଚି
Published On
By Samaya Live
ତୁମେ ଅଛ ଫୁଲ ଫଳେ ନଦୀ ଝର ଜଳେ ଆସେ ଦିନ ରାତି ତୁମ କରୁଣାର ବଳେ ଆକାଶ ଛାତିରେ ତୁମେ ଖଞ୍ଜି ଅଛ ତାରା ଜହ୍ନରୁ ଖସେ ଆଲୋକ ଜୋଛନାର ଧାରା କଳାମେଘ କୋଳେ ତୁମେ ଢାଳିଦିଅ ପାଣି ଫଳରେ ମଧୁର ରସ ଦେଇଅଛ ଜାଣି ଫୁଲରେ ସୁବାସ ପୁଣି ଶିଶୁ ଓଠେ ହସ ଛବିଳ ସଂସାର ଗଢି କରିଅଛ ବଶ ତୁମରି ଆଦେଶେ ପକ୍ଷୀ ଉଡେ ପର ଝାଡ଼ି ଝରଣାଟି ଗୀତଗାଇ ଯାଏ ଦୂରେ […]
ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Published On
By Samaya Live
ପୁରୀ: ଜୁନ ୦୪: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଓ ବ୍ରଜରାଜନଗର ଉପନିର୍ବାଚନ ବାବଦରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ତର୍ଜମା କରାଯିବା ସହ ଶ୍ରୀମନ୍ଦିରର ଶ୍ରୀବୃଦ୍ଧି ପାଇଁ ସର୍ବସମ୍ମତି କ୍ରମେ ସବୁକିଛି କାର୍ଯ୍ୟ ହେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ହଜାର ବର୍ଷର ଶ୍ରୀମନ୍ଦିର ଐତିହ୍ୟ କିଭଳି ସୁରକ୍ଷିତ […]
ସ୍ୱତନ୍ତ୍ର ମୋ ଉତ୍କଳ ଭୂଇଁ
Published On
By Samaya Live
ଏଇ ଆମ ଓଡିଶା ଭାଷା ଆମର ଓଡ଼ିଆ ନାମରେ ମଧୁର ଅଛି ଲାଗେ ଭାରି ବଢିଆ । ଏଇ ଭାଷାରେ କେତେ ଯେ କବି ଉତ୍ପତ୍ତି ହୋଇ କାବ୍ୟ କବିତା ମହାପୁରାଣ ଅଛନ୍ତି ଲେଖି । । ଭାଷା କୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନ ନିମନ୍ତେ ମଧୁବାବୁ ଗୋପବନ୍ଧୁ ଦାସ ଆହ୍ୱାନ ଦେଲେ । ତାଙ୍କର ବାଣୀ ସାରା ରାଇଜେ ପ୍ରଚାର ହେଲା ଓଡିଆ ସବୁ ଏକତ୍ରିତ ଆନ୍ଦୋଳନ କରିଲେ ଭଲା । । ଆନ୍ଦୋଳନ […]
ପାହାଡି ଝରଣା
Published On
By Samaya Live
ସେଇ ଦୂର ପାହାଡି ଝରଣା ନେତ୍ର ଫଳକକୁ ଆହ୍ଲାଦ ଦିଏ ଦିଗନ୍ତ ବିସ୍ତାରିଥିବା ନୀଳ ଆକାଶ ବି ତା ଠୁ ଟିକେ କମ୍ ନୀଳ ଲାଗେ ବଂଶୀର ମଧୁର ମୂର୍ଚ୍ଛନାବି ଫିକାଲାଗେ ତା କଳକଳ ନାଦ ଠାରୁ କେଜାଣି କେଉଁଠୁ ନିର୍ଗତ ହୁଏ ସେ ମା କୋଳର ନିସ୍ୱାର୍ଥ ପ୍ରେମ ପରି ନିର୍ବିକାରେ ଝରିଯାଏ ତୃଷାର୍ତ୍ତର ତୃଷ୍ଣା ମେଣ୍ଟାଇବା ଅର୍ଥେ କିନ୍ତୁ ସତରେ ସେ କେଡେ ଏକା ? ମନର ଏକାକି ଭାବକୁ ନେଇ ଝରୁଥାଏ ସତେ […]

