ବାଣିଜ୍ୟ
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ରେପୋ ବଢ଼ାଇଲା ଆରବିଆଇ
Published On
By Samaya Live News
ଭୁବନେଶ୍ୱର : ବୃଦ୍ଧି ପାଇଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହାର ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ (୦.୨୫%) ବୃଦ୍ଧି କରିଛି। ଏହି ନିଷ୍ପତ୍ତି ପରେ ବର୍ତ୍ତମାନର ରେପୋ ରେଟ୍ ୫.୨୫ ପ୍ରତିଶତରୁ ବଢ଼ି ୫.୫୦ ପ୍ରତିଶତରେ ପହଞ୍ଚିଛି। ପଶ୍ଚିମ ଏସିଆ ବିବାଦ ଯୋଗୁଁ... ଆଜି ବ୍ୟବସାୟୀଙ୍କ ନୋ ୟୁପିଆଇ ଡେ '
Published On
By Samaya Live News
ଭୁବନେଶ୍ୱର : ଆଜି ଗାନ୍ଧୀ ଜୟନ୍ତୀ । ଏହି ଦିନଟିକୁ ବ୍ୟବସାୟୀ ମାନେ ପାଳନ କରୁଛନ୍ତି NO QR CODE ବା NO UPI ଦିବସ । QR CODE କୁ କଳା କପଡା ଘୋଡାଇ ରଖିବା ସହ ବ୍ୟବସାୟୀ ମାନେ ଆଜି ଗୋଟିଏ ଦିନ ପାଇଁ ୟୁପିଆଇ ମାଧ୍ୟମରେ କୌଣସି ଟ୍ରାଞ୍ଜାକ୍ସନ କରିବେ ନାହିଁ... ପୁରୀରେ ନିର୍ମାଣ ହେବ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ
Published On
By Samaya Live News
ଭୁବନେଶ୍ୱର : ପୁରୀରେ ନିର୍ମାଣ ହେବାକୁ ଯାଉଛି ଏକ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ । ପୁରୀ ଜିଲ୍ଲାର ସିପସରୁବାଲି ମୌଜାରେ, ପ୍ରସ୍ତାବିତ ପୁରୀ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏହି ଟର୍ମିନାଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କର ପ୍ରସ୍ତାବ ରହିଛି ।ଏହି ଉଦ୍ଦେଶ୍ୟରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ (PPA) ଏବଂ ଓଡ଼ିଶା ମାରିଟାଇମ୍ ବୋର୍ଡ (OMB)... ପାଖରେ ରଖନ୍ତୁ ନଗଦ, ଅକ୍ଟୋବର ୨ 'ନୋ ୟୁପିଆଇ ଡେ'
Published On
By Samaya Live News
ନୂଆଦିଲ୍ଲୀ : ଦେଶର ବିଭିନ୍ନ ବ୍ୟବସାୟୀ ସଂଗଠନ ପକ୍ଷରୁ ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ) କୁ 'ନୋ ୟୁପିଆଇ ଡେ' (No UPI Day) ଭାବେ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବାକୁ ଥିବା ନୂତନ ୟୁପିଆଇ ଚାର୍ଜ ବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ବିରୋଧରେ ଏହି ପ୍ରତିବାଦ... ଖାଇବା ଅନୁପଯୋଗୀ କଟକ ପନିର, ମିଶୁଛି ମଇଦା ଓ ଡିଟରଜେଣ୍ଟ
Published On
By Samaya Live News
ଭୁବନେଶ୍ୱର : କଟକ ସହରରେ ଅପମିଶ୍ରିତ ପନିର ବିକ୍ରି ନେଇ ଚାଲିଥିବା ଚଢ଼ଉରେ ଜବତ ହୋଇଥିବା ପନିର ନମୁନାକୁ ନେଇ ଆସିଛି ଚାଞ୍ଚଲ୍ୟକର ଟେଷ୍ଟ ରିପୋର୍ଟ । ମଣିଷ ଖାଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ ବୋଲି ରିପୋର୍ଟରେ ଖୁଲାସା ହୋଇଛି । ଗତ ଅଗଷ୍ଟ ମାସରେ କଟକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜବତ... ଆସନ୍ତା ରବିବାର ଖୋଲା ରହିବ ବ୍ୟାଙ୍କ
Published On
By Samaya Live News
ଭୁବନେଶ୍ୱର : ଆସନ୍ତା ୨୭ ତାରିଖ ରବିବାର ଦିନ ଦେଶର ସମସ୍ତ ସରକାରୀ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଖୋଲା ରହିବ । ବ୍ୟାଙ୍କ ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ... ଓଡିଶା ଉପକୂଳ ସମୁଦ୍ରଗର୍ଭ ରୁ ପ୍ରାକୃତିକ ଗ୍ୟାସ୍ ସନ୍ଧାନ ପାଇଲା ONGC
Published On
By Samaya Live News
ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଓଏନଜିସି (ONGC)କୁ ମିଳିଛି ବଡ଼ ସଫଳତା । କେନ୍ଦ୍ର ସରକାରଙ୍କ ‘ସମୁଦ୍ର ମନ୍ଥନ’ ଅଭିଯାନରେ ଓଡ଼ିଶା ଉପକୂଳରେ ପ୍ରାକୃତିକ ଗ୍ୟାସ୍ ର ସନ୍ଧାନ ପାଇଛି ONGC । କୋଣାର୍କଠାରୁ ସମୁଦ୍ର ମଧ୍ୟରେ ପ୍ରାୟ ୪୩ କିଲୋମିଟର ଦୂର ମହାନଦୀ ଅଫ୍ ଶୋର ବେସିନର ଗଭୀର ଜଳ କୂପରେ ଗ୍ୟାସ୍ ମିଳିଛି... ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି
Published On
By Samaya Live News
ଭୁବନେଶ୍ୱର : ରାଜ୍ୟର ପୌରପରିଷଦ , ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମଗୁଡ଼ିକର ଆଗାମୀ ସାଧାରଣ ନିର୍ବାଚନ ପାଇଁ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସମ୍ପନ୍ନ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରାଯାଇଛି । ଏନେଇ ଆଜି ପୌର
ପୂର୍ବରୁ... ଦିଲ୍ଲୀର ଯଶୋଭୂମିରେ ଖୋଲିଲା ଓଡ଼ିଶା ପ୍ୟାଭିଲିଅନ୍
Published On
By Samaya Live News
ନୂଆଦିଲ୍ଲୀ: ଓଡ଼ିଶାକୁ ସେମି କଣ୍ଡକ୍ଟର ହବରେ ପରିଣତ କରାଯିବ । ଦିଲ୍ଲୀରେ ସେମିକନ ଇଣ୍ଡିଆ-୨୦୨୬ରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଶ୍ବସ୍ତରୀୟ କମ୍ପାନୀ ଇଣ୍ଟେଲ ଓ 3DGS ମଧ୍ୟରେ ଯେଉଁ ଏମଓୟୁ ସ୍ବାକ୍ଷର ହୋଇଛି, ତାହା ଜରିଆରେ ଓଡ଼ିଶାରେ ବ୍ୟାପକ ନିବେଶ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।... ଦୁଇ ବର୍ଷରେ ଓଡିଶାର ଶିଳ୍ପାୟନର ନୂଆ ଧାରା ସୃଷ୍ଟି ହୋଇଛି : ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ
Published On
By Samaya Live News
➢ପ୍ରକଳ୍ପ ଆସୁଛି, ନିବେଶ ହେଉଛି ଓ ନିଯୁକ୍ତି ସୃଷ୍ଟି ହୋଇଛି➢ବିଦେଶୀ ପୁଞ୍ଜିନିବେଶରେ ରାଜ୍ୟରେ ରେକର୍ଡ ସୃଷ୍ଟି ହୋଇଛି➢ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ➢ୟୁଏଇ ଗସ୍ତ ଓଡିଶାର ଶିଳ୍ପ ଜଗତ ପାଇଁ ଏକ ଐତିହାସିକ ଏବଂ ଅତ୍ୟନ୍ତ ସଫଳ ଅଧ୍ୟାୟ➢ଯୁବପିଢିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା... ୨୦୦୦ ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ୍ ହେଲା ଶୁଳ୍କ ଛାଡ଼
Published On
By Samaya Live News
ନୂଆଦିଲ୍ଲୀ : ୟୁପିଆଇ ପେମେଣ୍ଟ୍କୁ ନେଇ ଆସିଲା ବଡ଼ ଖବର । ୨ ହଜାର ଟଙ୍କା ପର୍ଯ୍ୟନ୍ତ ୟୁପିଆଇ କାରବାରରେ ଲାଗିବନି ଶୁଳ୍କ। ୟୁପିଆଇ ଓ ଭାରତୀୟ ଜାତୀୟ ପେମେଣ୍ଟ କର୍ପୋରେସନ୍ରେ ବର୍ତ୍ତମାନ ଲାଗୁଥିବା ନିୟମ ଅନୁସାରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ୟୁପିଆଇ କାରବାରରେ କୌଣସି ଶୁଳ୍କ ଲାଗିବ ନାହିଁ । ସେହିପରି ୟୁପିଆଇ... ଅକ୍ଟୋବର ୨ରୁ ଭୁବନେଶ୍ୱର - ବ୍ୟାଙ୍କକ ବିମାନ ସେବା ଆରମ୍ଭ
Published On
By Samaya Live News
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଥାଇଲାଣ୍ଡର ବ୍ୟାଙ୍କକ୍କୁ ପୁଣି ଆରମ୍ଭ ହେବ ବିମାନ ସେବା । ଆସନ୍ତା ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରୁ ବ୍ୟାଙ୍କକ୍କୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । କିଛି କାରଣରୁ ପୂର୍ବରୁ ଏହି ରୁଟ୍ରେ ବିମାନ ଉଡ଼ାଣ... 
