Bollywood
ମନୋରଞ୍ଜନ 

ପ୍ରଥମ ପସନ୍ଦ ଥିଲେ ତମନ୍ନା

ପ୍ରଥମ ପସନ୍ଦ ଥିଲେ ତମନ୍ନା ନିକଟରେ ଚର୍ଚ୍ଚାରେ ଥିବା ଫିଲ୍ମ ଧୁରନ୍ଧରର ଗୀତ ଶରାରତ ପାଇଁ ପ୍ରଥମ ପସନ୍ଦ ଥିଲେ ଅଭିନେତ୍ରୀ ତମନ୍ନା ଭାଟିଆ । ହେଲେ ତମନ୍ନାଙ୍କୁ ନିର୍ଦ୍ଦେଶକ ଆଦିତ୍ୟ ଧର ରିଜେକଫ କରିଥିବାନେଇ ଏବେ ଚର୍ଚ୍ଚା ହୋଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ହେଉଥିବାବେଳେ ଖବରକୁ ଖଣ୍ଡନ କରିଛନ୍ତି କୋରିଓଗ୍ରାଫର ବିଜୟ ଗାଙ୍ଗୁଲି । ତମନ୍ନାଙ୍କୁ...
Read More...
ମନୋରଞ୍ଜନ 

ଅନେକ ରହିଛନ୍ତି ତାଲିକାରେ

ଅନେକ ରହିଛନ୍ତି ତାଲିକାରେ    ବଲିଉଡରେ ଖଳନାୟକ ଭୂମିକାର ଚାର୍ମ ଯେପରି ଖୁବ ନିଆରା । ଅନେକ ବଡବଡ ହିରୋ ଏହି ଚାର୍ମରେ ଭାଗ ହୋଇ ନିଜର ଭର୍ସାଟାଇଲ ଅଭିନୟ ଦର୍ଶକଙ୍କ ପାଖରେ ପହଞ୍ଚାଇଛନ୍ତି । ଏହି ତାଲିକାରେ ସାମିଲ ଅଛନ୍ତି ଆର ମାଧବନ, ଅକ୍ଷୟ କୁମାର, ବିବେକ ଓବରାୟ , ଅର୍ଜୁନ କପୁର, ରିତେଶ ଦେଶମୁଖ, ଜନଆବ୍ରାହମଙ୍କ ଭଳି ଅନେକ...
Read More...
ମନୋରଞ୍ଜନ 

ସୈଫ ଅଲ୍ଲୀ ଖାନ

ସୈଫ ଅଲ୍ଲୀ ଖାନ    ନବେଦଶକର କ୍ୟୁଟ, ଡ୍ୟାସିଂ ହିରୋ ଭାବେ ସୈଫ ଅଲ୍ଲୀ ଖାନଙ୍କର ରହିଥିଲା ନିଆରା ପରିଚୟ । ଅନେକ ହିଟ ଫିଲ୍ମରେ ତାଙ୍କୁ ହିରୋଭାବେ ଦର୍ଶକ ଦେଖିବା ସହିତ ଖୁବ ଭଲପାଇବା ମଧ୍ୟ ଦେଇଛନ୍ତି । କିନ୍ତୁ ସମୟ ବଦଳିବା ସହିତ ସୈଫଙ୍କ ପସନ୍ଦ ମଧ୍ୟ ବଦଳିଥିଲା । ସେ ନିଜ ଅଭିନୟରେ ପରିବର୍ତ୍ତନ ଆଣି ଦର୍ଶକଙ୍କ...
Read More...
ମନୋରଞ୍ଜନ 

ଅଭିଷେକ ବଚ୍ଚନ

ଅଭିଷେକ ବଚ୍ଚନ    ବଲିଉଡକୁ ଅନେକ ହିଟ ଫିଲ୍ମ ଭେଟି ଦେଇଥିବା ଅଭିଷେକ ବଚ୍ଚନଙ୍କୁ ଦେଖିବାକୁ ମିଳିବ ଏକ ନୂଆ ରୂପରେ । ଖୁବଶୀଘ୍ର ଅଭିଷେକଙ୍କୁ ଖଳନାୟକ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । ଖବରଟି ଭାଇରାଲ ହେବାପରେ ଅଭିଷେକଙ୍କ ଫ୍ୟାନ ଖୁବ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ତାଙ୍କୁ ସ୍କ୍ରିନରେ ଦେଖିବାକୁ । ସୂଚନା ଅନୁସାରେ ଅଭିଷେକଙ୍କୁ ଆଗକୁ...
Read More...
ମନୋରଞ୍ଜନ 

ପ୍ଲାଷ୍ଟିକ ସର୍ଜରୀ ନେଇ ଚର୍ଚ୍ଚା

ପ୍ଲାଷ୍ଟିକ ସର୍ଜରୀ ନେଇ ଚର୍ଚ୍ଚା    ଅନେକ ସମୟରେ ଅଭିନେତ୍ରୀଙ୍କ ପ୍ଲାଷ୍ଟିକ ସର୍ଜରୀ ନେଇ ଖୁବ ଆଲୋଚନା ହୋଇଥାଏ । ନିକଟରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ପ୍ଲାଷ୍ଟିକ ସର୍ଜରୀ ନେଇ ଆଲୋଚନା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଜଣେ ୟୁଜର ରକୁଲ ପ୍ଲାଷ୍ଟିକ ସର୍ଜରୀ କରିଥିବା ନେଇ ଦାବି କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣେ କସମେଟିକ ସର୍ଜନ ବୋଲି...
Read More...
ମନୋରଞ୍ଜନ 

ଚରିତ୍ରଟି  ଥିଲା ଖୁବ ସ୍ବତନ୍ତ୍ର

ଚରିତ୍ରଟି  ଥିଲା ଖୁବ ସ୍ବତନ୍ତ୍ର    ନିକଟରେ ଅଭିନେତ୍ରୀ କଲ୍ୟାଣି ପ୍ରିୟଦର୍ଶନଙ୍କୁ ଏକ ସୁପରହିରୋ ଫିଲ୍ମ ଲୋଖା ଚାପ୍ଟର ୧ରେ ଦେଖିବାକୁ ମିଳିଛି । ଏହି ଚରିତ୍ରଟି ଖୁବ ହଟକେ ଥିଲାବୋଲି ନିକଟରେ ଏକ ସାକ୍ଷାତକାରରେ କଲ୍ୟାଣି ପ୍ରକାଶ କରିଛନ୍ତି । ତେବେ ଏହି ଫିଲ୍ମଟି କରିବାବେଳେ କଲ୍ୟାଣି ଖୁବ ନର୍ଭସ ଥିବା ଜଣାପଡିଛି । ଫିଲ୍ମର ଗୁରୁ ଦାୟିତ୍ବ ତାଙ୍କ କାନ୍ଧ...
Read More...
ମନୋରଞ୍ଜନ 

ନୂଆପ୍ରୋଜେକ୍ଟକୁ ନେଇ ଉତ୍ସାହିତ

ନୂଆପ୍ରୋଜେକ୍ଟକୁ ନେଇ ଉତ୍ସାହିତ ଅଭିନେତ୍ରୀ ମୃଣାଳ ନିଜର ନୂଆ ପ୍ରୋଜେକ୍ଟକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ତାଙ୍କର ଆଗକୁ ରିଲିଜ ହେବାକୁ ଯାଉଛି ଫିଲ୍ମ ଡାଇକୋଟା । ଫିଲ୍ମଟି ଏକ ଆକସନ ଥ୍ରିଲର । ଏହାସହିତ ଏଥିରେ ରୋମାଣ୍ଟିକ ଛୁଙ୍କ ମଧ୍ୟ ଦର୍ଶକ ପାଇବେ । ଫିଲ୍ମଟି ସମ୍ପର୍କରେ ଘୋଷଣା ହେବା ଦିନଠାରୁ ଦର୍ଶକ ଖୁବ ଉତ୍ସାହିତ ଅଛନ୍ତି...
Read More...
ମନୋରଞ୍ଜନ 

୨୩ ବର୍ଷ ପରେ ବିବାହ

୨୩ ବର୍ଷ ପରେ ବିବାହ    ନିକଟରେ ବିବାହକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଅଶ୍ଲେଶା ଶାୱନ୍ତ । ୨୩ ବର୍ଷର ଦୀର୍ଘ ପ୍ରେମ ସମ୍ପର୍କ ପରେ ଅଭିନେତ୍ରୀ ନିଜର ପ୍ରେମିକ ସନ୍ଦିପ ବାସୱାନଙ୍କ ସହିତ ବିବାହ କରିଛନ୍ତି । ସେଲିବ୍ରେଟିମାନଙ୍କର ବିବାହ ସବୁବେଳେ ଖୁବ ଚର୍ଚ୍ଚାରେ ରହିଥାଏ । ହେଲେ ନିକଟରେ ଜଣେ ଟେଲି ଅଭିନେତା ଓ ଅଭିନେତ୍ରୀଙ୍କ ବିବାହ...
Read More...
ମନୋରଞ୍ଜନ 

ନୂଆ ଯୋଡି

ନୂଆ ଯୋଡି ଖୁବଶୀଘ୍ର ଦର୍ଶକ ସୈଫ ଅଲ୍ଲୀ ଖାନ୍ ଓ ପୁଲକିତ ଶର୍ମାଙ୍କୁ ଏକାଠି ପରଦାରେ ଦେଖିବାକୁ ପାଇବେ । ତେବେ ଫିଲ୍ମଟିର ଟାଇଟଲ ଏପର୍ଯ୍ୟନ୍ତ ଠିକ ହୋଇନାହିଁ, କିନ୍ତୁ ଫିଲ୍ମର ନିର୍ଦ୍ଦେଶନା ରମେଶ ତଉରାନିଙ୍କ ଝିଅ ସ୍ନେହା ତଉରାନି ଦେଉଥିବା ଜଣା ପଡିଛି । ସ୍ନେହା ପୂର୍ବରୁ ଅନେକ ଫିଲ୍ମରେ କାମ କରିଛନ୍ତି ତେଣୁ ତାଙ୍କର ଏହି...
Read More...
ମନୋରଞ୍ଜନ 

ପୁଣି ଏକ ବଡ ପ୍ରୋଜେକ୍ଟରେ

ପୁଣି ଏକ ବଡ ପ୍ରୋଜେକ୍ଟରେ    ଖୁବଶୀଘ୍ର ବବି ଦେୱଲଙ୍କୁ ଏକ ବଡ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ନିକଟରେ ଆରିୟନ ଖାନଙ୍କ ନିର୍ଦ୍ଦେଶନାରେ ରିଲିଜ ବ୍ୟାଡସ ଅଫ ବଲିଉଡରେ ବବିଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହାପରେ ବର୍ତ୍ତମାନ ବବି ନିଜର ନୂଆ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ହେବାକୁ ଯାଉଛନ୍ତି । ଏହି ପ୍ରୋଜେକ୍ଟରେ ବବିଙ୍କ ସହିତ ଆହାନ ପାଣ୍ଡେଙ୍କୁ...
Read More...
ମନୋରଞ୍ଜନ 

ନୋରାଙ୍କ ପ୍ରେମରେ ପାଗଳ ଟେରେନ୍ସ

ନୋରାଙ୍କ ପ୍ରେମରେ ପାଗଳ ଟେରେନ୍ସ ନୂଆଦିଲ୍ଳୀ: ମଇ୦୫: ବଲିଉଡ୍ ଇଣ୍ଟଷ୍ଟ୍ରୀର ହଟ୍ ଗର୍ଲ ନୋରା ଫତେହି । ନୋରା ତାଙ୍କ ଡ୍ୟାନ୍ସ ପାଇଁ ସବୁଆଡେ ବେଶ୍‌ ଚର୍ଚ୍ଚାରେ । ସେ ନିଜ ଫ୍ୟାଶନ୍ ସେନ୍ସ ପାଇଁ ବି ଜଣାଶୁଣା । ତାଙ୍କର ଏହି ବୋଲ୍ଡନେସ୍କୁ ନେଇ ଇଣ୍ଡଷ୍ଟ୍ରୀରେ ସବୁବେଳେ ଚର୍ଚ୍ଚା ଲାଗି ରୁହେ । କିନ୍ତୁ ବର୍ତ୍ତମାନ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କୋରିଓଗ୍ରାଫର ଟେରେନ୍ସ ଲୁଇସ୍ ଏବଂ ଅଭିନେତ୍ରୀ ନୋରା ଫତେହି ଦୁହେଁ ଦୁହିଙ୍କ […]
Read More...
ମନୋରଞ୍ଜନ 

ବଲିଉଡକୁ ନୂଆ ଏକ ବାୟୋପିକ ନେଇ ଆସୁଛନ୍ତି ତାପସୀ

ବଲିଉଡକୁ ନୂଆ ଏକ ବାୟୋପିକ ନେଇ ଆସୁଛନ୍ତି ତାପସୀ ମୁମ୍ବାଇ: ଅପ୍ରେଲ ୩୦: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଅଭିନୀତ ’ସାବାସ୍ ମିଟ୍ଠୁ’ର ରିଲିଜ ତାରିଖ ପ୍ରକାଶ ପାଇଛି। ଫିଲ୍ମର ପୋଷ୍ଟର ଶେୟାର କରି ଅଭିନେତ୍ରୀ ତାପସୀ ପନ୍ନୁ କହିଛନ୍ତି ଯେ ଏହା ଜୁଲାଇ ମାସରେ ରିଲିଜ ହେବାକୁ ଯାଉଛି। ତେବେ ’ସାବାସ୍ ମିଟ୍ଠୁ’ ଭାରତୀୟ କ୍ରିକେଟର ମିତାଲି ରାଜଙ୍କ କ୍ୟାରିୟର ବିଷୟରେ କହିବ। ବଡ ପରଦାରେ ସମସ୍ତଙ୍କୁ କୁହାଯିବ ଯେ ସେ କିପରି ଏକ ଆନ୍ତର୍ଜାତୀୟ ଖେଳାଳି ଭାବରେ ନିଜ କ୍ୟାରିୟରରେ ସଫଳତାର ଶିଖରରେ ପହଞ୍ଚିଛନ୍ତି। […]
Read More...

Advertisement