ପୁଣି ଏକ ବଡ ପ୍ରୋଜେକ୍ଟରେ

ପୁଣି ଏକ ବଡ ପ୍ରୋଜେକ୍ଟରେ
Ipsita Picture
By: Ipsita

 

Read More ନୂଆ ଯୋଡି

ଖୁବଶୀଘ୍ର ବବି ଦେୱଲଙ୍କୁ ଏକ ବଡ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ନିକଟରେ ଆରିୟନ ଖାନଙ୍କ ନିର୍ଦ୍ଦେଶନାରେ ରିଲିଜ ବ୍ୟାଡସ ଅଫ ବଲିଉଡରେ ବବିଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହାପରେ ବର୍ତ୍ତମାନ ବବି ନିଜର ନୂଆ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ହେବାକୁ ଯାଉଛନ୍ତି । ଏହି ପ୍ରୋଜେକ୍ଟରେ ବବିଙ୍କ ସହିତ ଆହାନ ପାଣ୍ଡେଙ୍କୁ ଦେଖିବାକୁ ମିଳିବ । ଆହାନଙ୍କ ସହିତ ଏଥିରେ ଲିଡ ରୋଲରେ ଶରଭରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ବବିଙ୍କ ଚରିତ୍ରକୁ ନେଇ ସେଭଳି କିଛି ତଥ୍ୟ ନଥିଲେ ବି ତାଙ୍କ ଫ୍ୟାନମାନେ ତାଙ୍କୁ ଏକ ବଡ ପ୍ରୋଜେକ୍ଟରେ ଦେଖିବାକୁ ଆଶାୟୀ ଅଛନ୍ତି । ସେହିଭଳି ସୂଚନା ଅନୁସାରେ ବବିଙ୍କୁ ଏକ ନିଆରା ଚରିତ୍ରରେ ଏଥିରେ ଦେଖିବାକୁ ମିଳିବ, ଯାହା ତାଙ୍କର ଅଭିନୟର ଅଭିଜ୍ଞତାକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବ ।

Read More ହ୍ୟୁମାନ ସାଗରଙ୍କ ୨ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା

Related Posts

ନୂଆ ଯୋଡି

ନୂଆ ଯୋଡି