ନୂଆ ଯୋଡି

ନୂଆ ଯୋଡି
Ipsita Picture
By: Ipsita

ଖୁବଶୀଘ୍ର ଦର୍ଶକ ସୈଫ ଅଲ୍ଲୀ ଖାନ୍ ଓ ପୁଲକିତ ଶର୍ମାଙ୍କୁ ଏକାଠି ପରଦାରେ ଦେଖିବାକୁ ପାଇବେ । ତେବେ ଫିଲ୍ମଟିର ଟାଇଟଲ ଏପର୍ଯ୍ୟନ୍ତ ଠିକ ହୋଇନାହିଁ, କିନ୍ତୁ ଫିଲ୍ମର ନିର୍ଦ୍ଦେଶନା ରମେଶ ତଉରାନିଙ୍କ ଝିଅ ସ୍ନେହା ତଉରାନି ଦେଉଥିବା ଜଣା ପଡିଛି । ସ୍ନେହା ପୂର୍ବରୁ ଅନେକ ଫିଲ୍ମରେ କାମ କରିଛନ୍ତି ତେଣୁ ତାଙ୍କର ଏହି ପ୍ରୋଜେକ୍ଟଟି ଭଲ ହେବାନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

Read More ବିବାଦରେ ରଶ୍ମିକା

08964

Read More ସାହସୀ ରସିକା

ସେହିଭଳି ଏହି ପ୍ରୋଜେକ୍ଟରେ ଦର୍ଶକପାଇଁ ଆଉ ଏକ ଆକର୍ଷଣ ପୁଲକିତ ଓ ସୈଫ । ଏହି ଯୋଡିକୁ ଦର୍ଶକ ପସନ୍ଦ କରିବେ ବୋଲି ଟିମ ଆଶା ରଖିଛି । ସେହିଭଳି ଫିଲ୍ମଟିର କାହାଣୀ ଭାରତୀୟ ଦର୍ଶକଙ୍କ ପସନ୍ଦକୁ ରଖି ନିର୍ମାଣ କରାଯାଇଛି ବୋଲି ସୂଚନା ରହିଛି । ତେଣୁ ଫିଲ୍ମଟି ଭଲ ସଫଳତା ପାଇବ ବୋଲି ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଛି ।

Read More ପୁଣି ଏକ ବଡ ପ୍ରୋଜେକ୍ଟରେ

Tags: Bollywood

Related Posts