Samaya Live Desk
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read...
ନେପାଳରେ ଆକସ୍ମିକ ବନ୍ୟା: ୧୦ ନିଖୋଜ, ୨ଟି ଜଳବିଦ୍ୟୁତ୍ ପ୍ରକଳ୍ପ କ୍ଷତିଗ୍ରସ୍ତ
Published On
By Samaya Live Desk
କାଠମାଣ୍ଡୁ : ନେପାଳର ବୁଢ଼ୀ ଗଣ୍ଡକୀ ନଦୀରେ ଆସିଥିବା ଭୟାବହ ଆକସ୍ମିକ ବନ୍ୟା ଗୋରଖା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଆକସ୍ମିକ ବନ୍ୟାରେ ଏକ ଡଜନରୁ ଅଧିକ ଘର, ସେତୁ ଓ ଦୁଇଟି ଜଳବିଦ୍ୟୁତ୍ ପ୍ରକଳ୍ପ କ୍ଷତିଗ୍ରସ୍ତ ହେବା ପରେ ରବିବାର... ରିୟାଦ ବିମାନବନ୍ଦରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ, ୧୨ ମୃତ, ୧୦ ଭାରତୀୟଙ୍କ ସମେତ ୩୦୦ରୁ ଅଧିକ ଆହତ
Published On
By Samaya Live Desk
ରିୟାଦ: ସାଉଦି ଆରବର ରାଜଧାନୀ ରିୟାଦ ସ୍ଥିତ କିଙ୍ଗ୍ ଖାଲିଦ୍ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଶନିବାର ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ୧୦ ଜଣ ଭାରତୀୟ... ଦିଲ୍ଲୀରେ ଅଘୋଷିତ ଜରୁରୀ ପରିସ୍ଥିତି ଭଳି ସ୍ଥିତି : ସିଜେପି
Published On
By Samaya Live Desk
ନୂଆଦିଲ୍ଲୀ: ଦିଲ୍ଲୀରେ ଆନ୍ଦୋଳନକୁ ଦମନ କରିବା ପାଇଁ ପ୍ରଶାସନ ଜନଜୀବନକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି। କକ୍ରୋଚ ଜନତା ପାର୍ଟି (ସିଜେପି) ରବିବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିବାବେଳେ ଦଳର ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା ଏହି... ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସଙ୍କୁ ଦିଲ୍ଲୀ ପୁଲିସର ବର୍ବର ଆକ୍ରମଣ
Published On
By Samaya Live Desk
ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ରବିବାର ପ୍ରଦର୍ଶନ ଚାଲିଥିବାବେଳେ ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍ଙ୍କୁ ପୁଲିସ ଅତି ବର୍ବର ଆକ୍ରମଣ କରିବା ଘଟଣାକୁ ନେଇ ବିବାଦ ଆରମ୍ଭ ହୋଇଛି। ସିପିଏମ୍ ଅଭିଯୋଗ କରିଛି ଯେ, ସାଂସଦ... ଅହମଦାବାଦରେ ୧୦ଟି ସ୍କୁଲ୍କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ
Published On
By Samaya Live Desk
ଅହମଦାବାଦ: ଅହମଦାବାଦର ୧୦ଟି ଘରୋଇ ସ୍କୁଲ୍କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଆଜି ଧମକ ମିଳିଥିଲା। ଇମେଲ୍ ଯୋଗେ ଏହି ଧମକ ମିଳିବା ପରେ ସ୍କୁଲ୍ ପରିସରରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ତେବେ ପରେ ଏହା ଏକ ମିଥ୍ୟା ଧମକ ବୋଲି ସ୍ପଷ୍ଟ... ଜ୍ଞାନେଶ କୁମାରଙ୍କ ସୁରକ୍ଷା ବୃଦ୍ଧି କଲେ କେନ୍ଦ୍ର ସରକାର
Published On
By Samaya Live Desk
ନୂଆଦିଲ୍ଲୀ: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ରେ ଅନିୟମିତତା ଓ ଭୋଟ ଚୋରି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିସନର୍ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର... ବିହାର ଓ ତେଲେଙ୍ଗାନାରେ ସିଇସିଙ୍କ ଇସ୍ତଫା ଦାବିରେ ପଦଯାତ୍ରା
Published On
By Samaya Live Desk
ପାଟନା: ପାଟନାରେ ଗୁରୁବାର ହାଇ-ଭୋଲଟେଜ୍ ରାଜନୈତିକ ଡ୍ରାମା ହୋଇଛି।। ଇଣ୍ଡି ମେଣ୍ଟ ଦଳଗୁଡ଼ିକ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ରାଜଭବନ ଅଭିମୁଖେ ‘ଆକ୍ରୋଶ ପଦଯାତ୍ରା’ କରୁଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ନେତା ତେଜସ୍ବୀ ଯାଦବଙ୍କୁ ପୁଲିସ ଅଟକ... ୟୁକ୍ରେନର ସାମରିକ ଶିବିର ଏବଂ ଶକ୍ତି ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ
Published On
By Samaya Live Desk
ମସ୍କୋ: କିଭ୍ ଓ ୟୁକ୍ରେନର ସାମରିକ ଶିବିର ଓ ଶକ୍ତି ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିଛି ରୁଷ। ଏହି ଆକ୍ରମଣରେ ୧୧ ଜଣ ପ୍ରାଣ ହରାଇଛନ୍ତି। ଆକ୍ରମଣରେ ସ୍ଥଳ, ସମୁଦ୍ର ଏବଂ ଆକାଶ ମାର୍ଗରୁ ନିକ୍ଷେପ କରାଯାଉଥିବା... ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଟ୍ରକ ସହିତ କାରର ମର୍ମନ୍ତୁଦ ଧକ୍କା: ୩ ଟେନିସ୍ ଖେଳାଳିଙ୍କ ମୃତ୍ୟୁ
Published On
By Samaya Live Desk
ଅଯୋଧ୍ୟା: ବୁଧବାର ସକାଳ ପ୍ରାୟ ୫ଟା ସମୟରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଆସୁଥିବା ଏକ ଦ୍ରୁତଗାମୀ ଏର୍ଟିଗା କାର ଟ୍ରକକୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ତିନି ଜଣ ଟେନିସ୍ ଖେଳାଳିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ... ଇସ୍ରାଏଲକୁ ବିମାନ ସେବା ପୁନଃ ଆରମ୍ଭ କରିବାକୁ ଫ୍ଲାଏଦୁବାଇର ପ୍ରୟାସ: ପ୍ରତ୍ୟାଖ୍ୟାନ କଲା ଜେରୁସାଲେମ
Published On
By Samaya Live Desk
ଜେରୁସାଲେମ:ଫ୍ଲାଏଦୁବାଇ ବିମାନରେ ଘଟିଥିବା ଘଟଣା ସମଗ୍ର ବିଶ୍ୱକୁ ଚକିତ କରିଛି। ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ କିପରି ମୌଳବାଦୀ ମାନସିକତା ଥିବା ଓମାନର ସହ-ପାଇଲଟ୍ ହମାମ୍ ଅଲ୍-ହମାମି ବିମାନକୁ ଧ୍ବଂସ କରିବାକୁ ଷଡଯନ୍ତ୍ର କରିଥିଲେ। ଏହି ସମୟରେ, ରିପୋର୍ଟ ଆସିଛି ଯେ,... ପାହାଡ଼ରୁ ପଥର ଖସି ଅବସରପ୍ରାପ୍ତ ବାୟୁସେନା ଅଫିସର ମୃତ
Published On
By Samaya Live Desk
ମେଟ୍ଟୁପାଲାୟମ୍: ବର୍ଷାରେ ଭିଜି ରହିଥିବା କୁନ୍ନୁର୍-ମେଟ୍ଟୁପାଲାୟମ୍ ପାହାଡ଼ିଆ ରାସ୍ତାର ବୁର୍ଲିୟାର୍ ନିକଟରେ ବୁଧବାର ସକାଳେ ଏକ ଚଳନ୍ତା କାର୍ ଉପରେ ବିରାଟ ଆକାରର ପଥର ଖସିପଡ଼ିବାରୁ ୬୪ ବର୍ଷୀୟ ଅବସରପ୍ରାପ୍ତ ବାୟୁସେନା ଅଫିସର ବି. କୃଷ୍ଣମୂର୍ତ୍ତୀଙ୍କର ମୃତ୍ୟୁ ଘଟିଛି। ଏହାବାଦ୍ ତାଙ୍କ... ରୁଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ପାଇଁ ଭାରତର ତ୍ରିପାକ୍ଷିକ ଶାନ୍ତି ପ୍ରସ୍ତାବ
Published On
By Samaya Live Desk
ନୂଆଦିଲ୍ଲୀ: ଦୀର୍ଘ ପାଞ୍ଚ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ୍ ଯୁଦ୍ଧର ସମାଧାନ ପାଇଁ ଭାରତ ପକ୍ଷରୁ ତିନୋଟି ଶାନ୍ତି ଏବଂ ଯୁଦ୍ଧବିରତି ପ୍ରସ୍ତାବ ଆଗତ କରାଯାଇଛି। ଗତମାସରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ କିଭ୍ ଗସ୍ତ ସମୟରେ ହସ୍ତାନ୍ତର କରାଯାଇଥିବା ଏହି... 
