Hockey Men's World Cup 2023 News
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ହକି ବିଶ୍ୱକପ-୨୦୨୩: ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ନିଉଜିଲାଣ୍ଡ ଦଳ
Published On
By Samaya Live
ଭୁବନେଶ୍ୱର : ପଞ୍ଚମ ବିଦେଶୀ ହକି ଦଳ ନିଉଜିଲାଣ୍ଡ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି । ଏହାପରେ ଖେଳାଳିମାନଙ୍କୁ କଡ଼ା ସୁରକ୍ଷାରେ ହୋଟେଲକୁ ନିଆଯାଇଛି। ଜାନୁଆରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ-୨୦୨୩ I ଏହା ପୂର୍ବରୁ ଆଜି ମାଲେସିଆ ଓ ବେଲଜିୟମ୍ ଦଳ ହକି ବିଶ୍ୱକପରେ ଭାଗ ନେବା […]
ବିଶ୍ୱକପ୍ ହକି ୨୦୨୩: ବେଲଜିୟମ୍ ଟିମ୍ ପହଁଚିଲା ଭୁବନେଶ୍ୱର
Published On
By Samaya Live
ଭୁବନେଶ୍ୱର: ଚଳିତ ମାସ ୧୩ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ମହାକୁମ୍ଭ I ଏନେଇ ଚଳଚଞ୍ଚଳ ହୋଇଛି ଓଡିଶାର ରାଜଧାନୀ ଭୁବନେଶ୍ୱର ସହର । ବିଭିନ୍ନ ଦେଶର ଖେଳାଳୀମାନେ ଓଡିଶାରେ ପହଞ୍ଚୁଥିବା ବେଳେ ଆଜି ୩ୟ ଦଳ ଭାବରେ ବେଲିଜମ୍ ହକି ଟିମ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି I ଏହା ପୂର୍ବରୁ ଅନ୍ୟ ଦୁଇଟି ବିଦେଶି ହକି ଟିମ୍ ଚିଲି ଏବଂ ନେଦରଲାଣ୍ଡ ଓଡିଶାରେ ପହଞ୍ଚି ଥିବା ଜଣାପଡିଛି । ବେଲଜିୟମ୍ […]
ବିଶ୍ୱକପ ହକି ୨୦୨୩ : କେଉଁ ଦେଶ ଖେଳିଛି କେତେ ମ୍ୟାଚ
Published On
By Samaya Live
ଭାରତ-୯୫ ମ୍ୟାଚ୍ ନେଦରଲାଣ୍ଡସ୍ ପଛକୁ ସର୍ବାଧିକ ମ୍ୟାଚ୍ ଖେଳିଥିବା ଦେଶ ଭାବେ ଦ୍ୱିତୀୟରେ ରହିଛି ଭାରତ । ଆଗାମୀ ବିଶ୍ୱକପ୍ ଆୟୋଜନ କରୁଥିବା ଏହି ଦେଶ ପ୍ରଥମ ବିଶ୍ୱକପରୁ ହିଁ ଏପର୍ଯ୍ୟନ୍ତ ଭାଗ ନେଇଆସୁଛି । ବିଗତ ୧୪ ସଂସ୍କରଣ ମଧ୍ୟରେ ଭାରତ ଖେଳିଛି ମୋଟ ୯୫ ମ୍ୟାଚ୍ ଏବଂ ସେଥିରୁ ଜିତିଛି ୪୦ । ଏହାର ବିଜୟ ପ୍ରତିଶତ ରହିଛି ୪୨ । ୧୯୭୫ରେ ହିଁ କେବଳ ଥରେ ଜିତିଛି ବିଶ୍ୱକପ୍ । ସେହି ସଂସ୍କରଣ […]
ବିଶ୍ୱକପ ହକି ୨୦୨୩ : ନେଦରଲାଣ୍ଡସ୍ ଖେଳିଛି ସର୍ବାଧିକ ମ୍ୟାଚ୍
Published On
By Samaya Live
ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଥିଲା ବେଳେ ଲଗାତାର ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆୟୋଜକ ରହିଛି । ଏଥର ଭୁବନେଶ୍ୱର (କଳିଙ୍ଗ ଷ୍ଟାଡିୟମ୍) ଏବଂ ରାଉରକେଲା (ନବନିର୍ମିତ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ୍) ମିଳିତ ଭାବେ ଏହି ବିଶ୍ୱକପକୁ ଆୟୋଜନ କରୁଛନ୍ତି । ତେବେ କଳିଙ୍ଗ ଷ୍ଟାଡିୟମ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଆୟୋଜନର ସୁଯୋଗ ପାଇଥିଲା ବେଳେ ପ୍ରଥମ ଥର ପାଇଁ ରାଉରକେଲା ଏଥିରେ ଯୋଡ଼ି ହୋଇଛି । ଏଥର […]
ସ୍ମୃତି ସାଉଁଟିଛନ୍ତି ପଦ୍ମଶ୍ରୀ ତିର୍କୀ
Published On
By Samaya Live
ଓଡିଶାରେ ହକି ମହାକୁମ୍ଭ ଅବସରରେ ୪୦୦ ରୁ ଅଧିକ ଆନ୍ତର୍ଜାତୀୟ କ୍ୟାପ୍ ଅର୍ଜନ କରିଥିବା ଏକମାତ୍ର ଭାରତୀୟ ହକି ଖେଳାଳି ତଥା ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ଅତୀତର ସ୍ମୃତିକୁ ମନେ ପକାଇ କୁହନ୍ତି, ୧୯୯୮ ରେ ମୁଁ ମୋର ପ୍ରଥମ ବିଶ୍ୱକପ୍ ଖେଳିଥିଲି । ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ ମୁଁ ବିଶ୍ୱକପ୍ ଦଳର ଅଂଶ ଅଟେ । ସେତେବେଳେ ମୋ ପାଇଁ ଏହା ଏକ ବଡ଼ ଅନୁଭୂତି ଥିଲା […]
ହକି ବିଶ୍ୱକପ ୨୦୨୩ : କମ୍ପିବ କଳିଙ୍ଗ
Published On
By Samaya Live
ଓଡ଼ିଶା କ୍ରୀଡ଼ା ପାଇଁ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ ହେବାକୁ ଯାଉଛି । ପୁଣି ଥରେ ପଡ଼ିଆ ଭିତର ପ୍ରଦର୍ଶନ ଅପେକ୍ଷା ଅୟୋଜନ ସଫଳତା ପାଇଁ ଓଡ଼ିଶା ଚର୍ଚ୍ଚା ପରିଧିକୁ ଆସିଛି । ୨୦୨୩ରେ ମଧ୍ୟ ରହିବ । ୨୦୨୨ରେ ଓଡ଼ିଶା ଫିଫା ଯୁବା (୧୭ ବର୍ଷରୁ କମ୍) ବିଶ୍ୱକପର ଅନ୍ୟତମ ଆୟୋଜକ ଥିଲା । କଳିଙ୍ଗ ଷ୍ଟାଡିୟମରେ ଭାରତର ସମସ୍ତ ୩ ମ୍ୟାଚ୍ ସହ ମୋଟ ୬ ମ୍ୟାଚ୍ ଖେଳାଯାଇଥିଲା । ୨୦୨୩ ମସିହାରେ ମଧ୍ୟ […]
ପୁଲ୍ ରାଙ୍କିଙ୍ଗ୍ ବାଛିବାକୁ ଟାଇ ବ୍ରେକର ନିୟମ
Published On
By Samaya Live
ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହକି ବିଶ୍ୱକପ୍ ପାଇଁ ୧୬ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ । ସମସ୍ତ ଦଳଙ୍କୁ ନେଇ ୪ଟି ପୁଲ୍ କରାଯାଇଛି । ପ୍ରତି ପୁଲର ବିଜେତା ସିଧାସଳଖ କ୍ୱାର୍ଟରଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ତେବେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଦଳମାନଙ୍କୁ ନେଇ କ୍ରସ୍ଓଭର ମ୍ୟାଚ୍ ଖେଳାଯିବ । ଏମାନଙ୍କ ଭିତରୁ ଆଉ ୪ ଦଳ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହେବେ । ଯଦି ପୁଲ୍ ପର୍ଯ୍ୟାୟରେ ଏକାଧିକ ମ୍ୟାଚ୍ […]
ହକି ଆନ୍ଥେମ ପ୍ରସ୍ତୁତ କଲେ ପ୍ରେମ ଆନନ୍ଦ
Published On
By Samaya Live
ହକିକୁ ନେଇ ଓଡ଼ିଶା ଏବେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ୨୦୧୮ରେ ପ୍ରଥମଥର ପାଇଁ ଓଡ଼ିଶାରେ ହକି ବିଶ୍ୱକପ ହୋଇଥିବାବେଳେ ୨୦୨୩ ଲଗାତାର ଭାବେ ଦ୍ୱିତୀୟଥର ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ସମଗ୍ର ଓଡ଼ିଶା ଚଳଚଞ୍ଚଳ । ରାଜଧାନୀ ଭୁବନେଶ୍ୱର ଓ ଇସ୍ପାତ ନଗରୀ ରାଉରକେଲା ସଜେଇ ହୋଇଛି । ହକିକୁ ନେଇ ଓଡ଼ିଆଙ୍କ ଭିତରେ ଏକ ଭିନ୍ନ ଉନ୍ମାଦନା ସୃଷ୍ଟି ହୋଇଥିବାବେଳେ ଜଣେ ଓଡ଼ିଆ ଚର୍ଚ୍ଚାକୁ ଆସିଛନ୍ତି । ସେ […]
ବାରବାଟୀରେ ରଣବୀର ସିଂହ, ଦିଶା ପଟାନୀ ଦେଖାଇବେ ଜଲୱା
Published On
By Samaya Live
ବିଶ୍ୱକପ୍ ଆରମ୍ଭର ଦୁଇ ଦିନ ପୂର୍ବରୁ ୧୧ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଉଦଘାଟନୀ ଉତ୍ସବ । ଏହି ଉଦଘାଟନୀ ଉତ୍ସବର ଟିକେଟ୍ କେବଳ ଅନଲାଇନ୍ ବିକ୍ରି ହେବ । ଟିକେଟ୍ର ଦାମ୍ ୨୫୦ ଓ ୫୦୦ ଟଙ୍କା ରଖାଯାଇଛି । ଅତିଥି ରାଷ୍ଟ୍ର ସହ ସାରା ଦେଶରେ ଏକ ସୁନ୍ଦର ଅନୁଭବ ଦେବା ଲାଗି ଏହି ଉଦଘାଟନୀ ଉତ୍ସବକୁ ରୋମାଞ୍ଚକର କରିବାକୁ ଆୟୋଜକ ପୂରା ଜୋରସୋରରେ ଉଦ୍ୟମ ଚଲାଇଛନ୍ତି । ଏଥିରେ ସୋମ୍ୟାନ୍ସିପ୍, […]
ହକି ବିଶ୍ୱକପ୍୨୦୨୩: ଭୁବନେଶ୍ୱର ବିମାନ ବନ୍ଦରରେ ବେଲଜିୟମ୍ ଟିମ୍
Published On
By Samaya Live
ଭୁବନେଶ୍ୱର : ଜାନୁଆରୀ ୧୩ ରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ I ଭାଗ ନେବାପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି ବେଲିଜମ୍ ଦଳ । ତେବେ ତୃତୀୟ ବିଦେଶୀ ଦଳ ଭାବରେ ଏହି ଦଳ ଆଜି ଓଡିଶାରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ଅନ୍ୟ ଦୁଇଟି ବିଦେଶି ହକି ଟିମ୍ ଚିଲି ଏବଂ ନେଦରଲାଣ୍ଡ ଓଡିଶାରେ ପହଞ୍ଚି ଥିବା ଜଣାପଡିଛି । ତେବେ ବେଲଜିୟମ୍ ଟିମ୍ ୨୦୧୮ ମସିହାରେ ହୋଇତିବା ବିଶ୍ୱକପ୍ […]
ବିଶ୍ବକପ ଜିତିଲେ ପ୍ରତି ଭାରତୀୟ ହକି ଖେଳାଳିଙ୍କୁ ମିଳିବ ୧ କୋଟି ଟଙ୍କା ପୁରସ୍କାର : ମୁଖ୍ୟମନ୍ତ୍ରୀ
Published On
By Samaya Live
ରାଉରକେଲା : ଭାରତୀୟ ହକି ଟିମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ବିଶ୍ବକପ ଜିତିଲେ ପ୍ରତି ଖେଳାଳିଙ୍କୁ ୧ କୋଟି ଲେଖାଏଁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ରାଉରକେଲା ଗସ୍ତରେ ଯାଇ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିଅମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ I ଏହି ଅବସରରେ ଉପସ୍ଥିତ ଜନସାଧାରଣ ଓ କ୍ରୀଡାପ୍ରେମୀ ମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ଓଡିଶାର […]
ହକି ବିଶ୍ୱକପ ୨୦୨୩ : ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ ହକି ଟିମ୍
Published On
By Samaya Live
ଭୁବନେଶ୍ୱର : ଆଉ ୮ ଦିନ ପରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ ୨୦୨୩ ମହାକୁମ୍ଭ I ଭୁବନେଶ୍ୱର-ରାଉରକେଲା ଖେଳାଯିବ ଏହି ବିଶ୍ୱକପ । ଭାରତୀୟ ଦଳ ପରେ ପରେ ଆଜି ନେଦରଲାଣ୍ଡ ଟିମ ଭୁବନେଶ୍ୱରରବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛି । ଭୁବନେଶ୍ୱରରେ ନେଦରଲାଣ୍ଡ୍ସ ହକି ଟିମ୍ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରଥମ ବିଦେଶୀ ଦଳ ଭାବେ ନେଦରଲାଣ୍ଡ୍ସ ଭୁବନେଶ୍ୱରରେ […]

