ହକି ବିଶ୍ୱକପ-୨୦୨୩: ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ନିଉଜିଲାଣ୍ଡ ଦଳ
ଭୁବନେଶ୍ୱର : ପଞ୍ଚମ ବିଦେଶୀ ହକି ଦଳ ନିଉଜିଲାଣ୍ଡ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି । ଏହାପରେ ଖେଳାଳିମାନଙ୍କୁ କଡ଼ା ସୁରକ୍ଷାରେ ହୋଟେଲକୁ ନିଆଯାଇଛି। ଜାନୁଆରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ-୨୦୨୩ I ଏହା ପୂର୍ବରୁ ଆଜି ମାଲେସିଆ ଓ ବେଲଜିୟମ୍ ଦଳ ହକି ବିଶ୍ୱକପରେ ଭାଗ ନେବା […]
ଭୁବନେଶ୍ୱର : ପଞ୍ଚମ ବିଦେଶୀ ହକି ଦଳ ନିଉଜିଲାଣ୍ଡ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି । ଏହାପରେ ଖେଳାଳିମାନଙ୍କୁ କଡ଼ା ସୁରକ୍ଷାରେ ହୋଟେଲକୁ ନିଆଯାଇଛି। ଜାନୁଆରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ-୨୦୨୩ I
ଏହା ପୂର୍ବରୁ ଆଜି ମାଲେସିଆ ଓ ବେଲଜିୟମ୍ ଦଳ ହକି ବିଶ୍ୱକପରେ ଭାଗ ନେବା ପାଇଁ ଭୁବନେଶ୍ବରରେ ପହଞ୍ଚିଥିଲେ। ସେହିପରି ଗୁରୁବାର ଚିଲି ଦଳ ଭୁବନେଶ୍ୱର ପହଞ୍ଚିଥିବା ବେଳେ ବୁଧବାର ଦିନ ନେଦରଲାଣ୍ଡ୍ ଦଳର ଖେଳାଳିମାନେ ଭୁବନେଶ୍ୱର ପହଞ୍ଚିଥିଲେ।




