Congress
ଦେଶ- ବିଦେଶ 

ରାହୁଲ ଗାନ୍ଧୀଙ୍କ ବିହାର ଯାତ୍ରା ରୁଟରେ ସମସ୍ତ ଆସନରେ କଂଗ୍ରେସ ପଛରେ

ରାହୁଲ ଗାନ୍ଧୀଙ୍କ ବିହାର ଯାତ୍ରା ରୁଟରେ ସମସ୍ତ ଆସନରେ କଂଗ୍ରେସ ପଛରେ ପାଟନା : ବିହାର ନିର୍ବାଚନ ଫଳାଫଳ କେବଳ କଂଗ୍ରେସ ପାଇଁ ଏକ ଗମ୍ଭୀର ପରାଜୟ ନୁହେଁ ବରଂ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ବଡ଼ ଝଟକା, ଯିଏ ଏହି ବର୍ଷ ଆରମ୍ଭରେ ଭୋଟରମାନଙ୍କୁ ବୁଝାଇବା ପାଇଁ କହିଥିଲେ ବିଜେପି ଭୋଟ ଚୋରି କରୁଛି। ଗାନ୍ଧୀ ଚଳିତ ବର୍ଷ ଅଗଷ୍ଟରେ ଭୋଟର ଅଧିକାର ଯାତ୍ରାରେ ବାହାରିଥିଲେ।   ଏହି...
Read More...
ଦେଶ- ବିଦେଶ 

କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲକୁ ନୋଟିସ୍‌ ଦେଲା ଇଡି

କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲକୁ ନୋଟିସ୍‌ ଦେଲା ଇଡି ନୂଆଦିଲ୍ଲୀ: ଜୁନ୍‌ ୧: ନ୍ୟାସନାଲ ହେରଲï କେସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନୋଟିସ୍‌ ଜାରି କରିଛି । କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଓ ରଣଦୀପ ସୂରଜେୱାଲା ସାମ୍ବାଦିକ ସମ୍ମିଳନୀ ଡକାଇ କହିଛନ୍ତି ଯେ, ସୋନିଆ ଓ ରାହୁଲଙ୍କୁ ଜୁନ୍‌ ୮ ତାରିଖରେ ପଚରାଉଚରା ପାଇଁ ଇଡି ଡକାଇଛି । ତେବେ ଇଡିଙ୍କ ପଚରା ଉଚରା ଲାଗି ସୋନିଆ ନିଶ୍ଚିତ ଯିବେ ବୋଲି […]
Read More...
ରାଜନୀତି  ଦେଶ- ବିଦେଶ 

କଂଗ୍ରେସର କାର୍ଯ୍ୟର୍ନିବାହୀ ସଭାପତି ପଦ ଛାଡିଲେ ହାର୍ଦ୍ଦିକ

କଂଗ୍ରେସର କାର୍ଯ୍ୟର୍ନିବାହୀ ସଭାପତି ପଦ ଛାଡିଲେ ହାର୍ଦ୍ଦିକ ନୂଆଦିଲ୍ଲୀ: ମଇ ୧୮: ଆଜି ଗୁଜରାଟ କଂଗ୍ରେସର କାର୍ଯ୍ୟର୍ନିବାହୀ ସଭାପତି ହାର୍ଦ୍ଦିକ ଛାଡିଲେ ଦଳ । ସେ ଟୁଇଟ କରି ଲେଖିଛନ୍ତି ଯେ ଆଜି ମୁଁ ଦୃଢ ଆତ୍ମବିଶ୍ୱାସର ସହିତ ପଦରୁ ଏବଂ କଂଗ୍ରେସ ପାର୍ଟିର ମେଳିକ ସଦସ୍ୟ ପଦରୁ ଇସ୍ଥଫା ଦେଲି । ମୋ ସିଦ୍ଧାନ୍ତକୁ ମୋର ସମସ୍ତ ସହଯୋଗୀ ଓ ଗୁଜରାଟବାସୀ ଗ୍ରହଣ କରିବେ ବୋଲି ମୁଁ ସୁନିଶ୍ଚିତ । ମୋର ମନେହୁଏ, ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଭବିଷ୍ୟତରେ ମୁଁ ଗୁଜରାଟ ପାଇଁ […]
Read More...
ରାଜନୀତି  ଓଡ଼ିଶା 

ପିସିସି ସଭାପତିଙ୍କ ଜୋରଦାର ଆଲୋଚନା

ପିସିସି ସଭାପତିଙ୍କ ଜୋରଦାର ଆଲୋଚନା ଭୁବନେଶ୍ବର: ଅପ୍ରେଲ ୨୬: ପିସିସି ପରିବର୍ତ୍ତନ ନେଇ ଭୁବନେଶ୍ୱରରେ ଆରମ୍ଭ ହେଲା ବୈଠକ। ପ୍ରଭାରୀ ଚେଲ୍ଲା କୁମାର ବିଧାୟକମାନଙ୍କ ସହ କରୁଛନ୍ତି ଜୋରସୋର ଆଲୋଚନା। ବୈଠକରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ବ୍ୟତୀତ ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି। ନେତା ନରସିଂହ ମିଶ୍ରଙ୍କ ସହ ଏନେଇ ଆଲୋଚନା ଚାଲିଥିଲା।ଏହାପରେ କାର୍ଯ୍ୟକାରୀ ସଭାପତି, ପୂର୍ବତନ ପିସିସି ସଭାପତି ଓ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା […]
Read More...
ରାଜନୀତି 

ସ୍ଥିତି ସମୀକ୍ଷା ପାଇଁ ଗୁଜରାଟ ଗସ୍ତରେ ପ୍ରଶାନ୍ତ କିଶୋରଙ୍କ ଟିମ୍

ସ୍ଥିତି ସମୀକ୍ଷା ପାଇଁ ଗୁଜରାଟ ଗସ୍ତରେ ପ୍ରଶାନ୍ତ କିଶୋରଙ୍କ ଟିମ୍ ଗାନ୍ଧିନଗର: ଅପ୍ରେଲ ୦୮: ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସର ସ୍ଥିତି ସମୀକ୍ଷା ପାଇଁ ଗୁଜରାଟ ପହଞ୍ଚିଛନ୍ତି ପ୍ରଶାନ୍ତ କିଶୋରଙ୍କ ଟିମ୍। ତେବେ ପ୍ରଶାନ୍ତ କଂଗ୍ରେସରେ ସାମିଲ ହେବେ କି ନା ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସଂକେତ ଦେଇନାହାନ୍ତି। ଗୁଜରାଟ କଂଗ୍ରେସ ୧୯୮୯ ପରଠାରୁ ଦ୍ୱିତୀୟବାର କ୍ଷମତା ଦଖଲ କରିପାରିନାହିଁ। ତେବେ ନିର୍ବାଚନରେ ଜିତିବା ଲାଗି ନୁହେଁ ଗୁଜରାଟ କଂଗ୍ରେସ ପ୍ରଶାନ୍ତଙ୍କୁ ସାଥୀରେ ରଖିବା ଲାଗି ବିଚାର କରୁଥିବା ଜଣାପଡିଛି। ଏ ବାବଦରେ କେନ୍ଦ୍ରୀୟ ନେତୃତ୍ୱ ଖୁବ୍ […]
Read More...
ରାଜନୀତି 

ନବଜୋତ ସିଂ ସିଦ୍ଧୁ ଦେଲେ ଇସ୍ତଫା

ନବଜୋତ ସିଂ ସିଦ୍ଧୁ ଦେଲେ ଇସ୍ତଫା ଅମୃତସର: ମାର୍ଚ୍ଚ୧୬: ପଞ୍ଜାବ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ନବଜୋତ ସିଂ ସିଦ୍ଧୁ ଟ୍ୱିଟ୍ କରି ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ୫ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏହି ରାଜ୍ୟଗୁଡ଼ିକର ରାଜ୍ୟ ସଭାପତିଙ୍କ ଇସ୍ତଫା ଦାବି କରିଥିଲେ ।ସିଦ୍ଧୁ ଇସ୍ତଫା ଦେଇ କହିଛନ୍ତି, କଂଗ୍ରେସ ସଭାପତିଙ୍କ ଇଚ୍ଛା ଅନୁଯାୟୀ ମୁଁ ପଞ୍ଜାବ କଂଗ୍ରେସ […]
Read More...
ରାଜନୀତି  ଦେଶ- ବିଦେଶ 

କଂଗ୍ରେସରେ ପଦ୍ମ ସମ୍ମ।ନ ଝଡ଼

କଂଗ୍ରେସରେ ପଦ୍ମ ସମ୍ମ।ନ ଝଡ଼ ନୂଆଦିଲ୍ଲୀ: ଜାନୁଆରୀ ୨୮: କଂଗ୍ରେସରେ ତେଜିଲ। ପଦ୍ମ ସମ୍ମ।ନ ଝଡ଼ । ପୁରୁଖ। ର।ଜନେତ। ତଥ। ଜ।ମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲ।ମନବୀ ଆଜ।ଦଙ୍କୁ ପଦ୍ମ ଭୂଷଣ ସମ୍ମ।ନ ନେଇ କଂଗ୍ରେସରେ ଝଡ଼ । କପିଲ ସିବଲ, ଶଶୀ ଥରୁର, ଆନନ୍ଦ ଶର୍ମ। ଓ ର।ଜ ବବର୍ଙ୍କ ଭଳି ବରିଷ୍ଠ ନେତ। ଆଜ।ଦଙ୍କୁ ଶୁଭେଚ୍ଛ। ଜଣ।ଇଥିବ। ବେଳେ, ଗ।ନ୍ଧୀ ପରିବ।ର ଅନୁଗତ ଜୟର।ମ ରମେଶ କଟ।କ୍ଷ କରିଛନ୍ତି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥ। ବରିଷ୍ଠ […]
Read More...
ରାଜନୀତି  ଦେଶ- ବିଦେଶ 

ବିଧାନସଭା ନିର୍ବାଚନ ପାଇଁ ସୋନିଆଙ୍କ ରଣନୀତି

ବିଧାନସଭା ନିର୍ବାଚନ ପାଇଁ ସୋନିଆଙ୍କ ରଣନୀତି ନୂଆଦିଲ୍ଲୀ: ଜାନୁଆରୀ ୨୭: ବିଧ।ନସଭ। ନିର୍ବ।ଚନ ପାଇଁ ଦେଶରେ ସରଗରମ ରହିଛି ମାହୋଲ। କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ହେବିେୱଟ ନେତା ଇସ୍ତଫ। ଦେଇ ଅନ୍ୟ ଦଳରେ ସ।ମିଲ ହେଉଛନ୍ତି । ଗତକ।ଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆର୍ପିଏନ୍ ସିଂହ କଂଗ୍ରେସ ଛ।ଡି ବିଜେପିରେ ସ।ମିଲ ହୋଇଛନ୍ତି । କଂଗ୍ରେସ ତ।ଙ୍କୁ ଚଳିତ ନିର୍ବ।ଚନରେ ଷ୍ଟ।ର ପ୍ରଚ।ରକ କରିଥିଲ। । ଏହ। ପରେ ମଧ୍ୟ ସେ ଦଳ ଛ।ଡି ବିଜେପିରେ ମିଶିଛନ୍ତି । ନିର୍ବ।ଚନୀ ରଣନୀତି […]
Read More...
ରାଜନୀତି  ଦେଶ- ବିଦେଶ 

ପୁଣି କଂଗ୍ରେସକୁ ଫେରୁଛନ୍ତି ସୁନୀଲ ଶାସ୍ତ୍ରୀ!

ପୁଣି କଂଗ୍ରେସକୁ ଫେରୁଛନ୍ତି ସୁନୀଲ ଶାସ୍ତ୍ରୀ! ନୂଆଦିଲ୍ଲୀ:ଡିସେମ୍ବର ୩୦: କଂଗ୍ରେସ ସ।ଧ।ରଣ ସମ୍ପ।ଦକ ପ୍ରିୟଙ୍କ। ଗ।ନ୍ଧିଙ୍କୁ ଭେଟିଲେ ପୂର୍ବତନ ପ୍ରଧ।ନମନ୍ତ୍ରୀ ଲ।ଲବ।ହ।ଦୂର ଶ।ସ୍ତ୍ରୀଙ୍କ ପୁଅ ସୁନୀଲ ଶ।ସ୍ତ୍ରୀ । ସୁନୀଲ ଶ।ସ୍ତ୍ରୀଙ୍କ ସହ ପ୍ରିୟଙ୍କ। ତ।ଙ୍କ ଫଟୋ ଟ୍ୱିଟରରେ ସେୟ।ର କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଆମେ ଜିତିବ। ଲ।ଗି ଏକ।ଠି ଲଢିବୁ ଓ ସୁନୀଲ ଶ।ସ୍ତ୍ରୀଙ୍କ କଂଗ୍ରେସ ପ୍ରତ୍ୟ।ବର୍ତ୍ତନ ନେଇ ସ୍ପଷ୍ଟ ସୂଚନ। ମଧ୍ୟ ଦେଇଛନ୍ତି। ତେବେ ସୁନୀଲଙ୍କ ବିଜେପିରୁ ଯାଇ କଂଗ୍ରେସରେ ମିଶିବା ପରେ କଂଗ୍ରେସକୁ ମିର୍ଜ।ପୁର ଆସନରେ ଦଳର ଚେହେର। […]
Read More...
ରାଜନୀତି 

ନିର୍ବାଚନ ପୂର୍ବରୁ ସରଗରମ ପଞ୍ଜାବ ରାଜନୀତି।

ନିର୍ବାଚନ ପୂର୍ବରୁ ସରଗରମ ପଞ୍ଜାବ ରାଜନୀତି। ପଞ୍ଜାବ: ଡିିସେମ୍ବର୨୦: ନିର୍ବାଚନ ପୂର୍ବରୁ ସରଗରମ ହୋଇଛି ପଞ୍ଜାବ ରାଜନୀତି। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଯୋତ ସିଂ ସିଦ୍ଧୁ ଓ ଆମଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ମଧ୍ୟରେ ଚାଲିଛି ତୁତୁ ମେମେ। ଏପରି ସ୍ଥିତିରେ କେଜରିୱାଲଙ୍କ ଉପରେ ବର୍ଷିଛନ୍ତି ସିଦ୍ଧୁ। ତାଙ୍କୁ ମାସ୍କୋରେଡର ସମ୍ବୋଧନ କରି କହିଛନ୍ତି ଯେ ସେ ଦିଲ୍ଲୀର ବ୍ଲ।କ୍ ଫ।ର୍ମ ଆଇନ ବିଷୟରେ ଅବଗତ! ଏକ ବର୍ଷରୁ ଅଧିକ ସମୟ ପଞ୍ଜ।ବରେ ବିବ।ଦ ସହ ସଂଗ୍ର।ମ କରୁଥିବ। ଶ।ସକ କଂଗ୍ରେସ ପ।ଇଁ […]
Read More...
ରାଜନୀତି 

ପଞ୍ଜାବରେ ମେଣ୍ଟ ସରକାର !

ପଞ୍ଜାବରେ ମେଣ୍ଟ ସରକାର ! ପଞ୍ଜାବ: ଡିସେମ୍ବର ୧୮: ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପାଇଁ ମେଣ୍ଟ ଘୋଷଣା କଲେ କ୍ୟ।ପ୍ଟେନ ଅମରିନ୍ଦର ସିଂହ। ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ତଥ। ବିଜେପିର ପଞ୍ଜ।ବ ପ୍ରଭ।ରୀ ଗଜେନ୍ଦ୍ର ଶେଖ।ବତଙ୍କୁ ଶୁକ୍ରବ।ର ଭେଟିଥିଲେ ଅମରିନ୍ଦର । ଏହି ସ।କ୍ଷ।ତ ପରେ କ୍ୟ।ପ୍ଟେନ ଲୋକ କଂଗ୍ରେସ ଓ ବିଜେପି ମଧ୍ୟରେ ମେଣ୍ଟ ଲ।ଗି ସହମତି ହୋଇଥିବ। କହିଛନ୍ତି। ଉଭୟ ର।ଜନୈତିକ ଦଳ ମଧ୍ୟରେ ବୁଝ।ମଣ। ହୋଇଯ।ଇପ।ରେ ବୋଲି କ୍ୟ।ପ୍ଟେନ ଆଶ।ପ୍ରକ।ଶ କରିଛନ୍ତି। ବିଜେପି ନେତ।ମ।ନଙ୍କୁ ଭେଟିବ। ଲ।ଗି କ୍ୟ।ପ୍ଟେନ ଅମରିନ୍ଦର […]
Read More...
ରାଜନୀତି  ଓଡ଼ିଶା 

ଦରଦ।ମ ଓ ବେକ।ରୀ ପ୍ରସଙ୍ଗ: କେନ୍ଦ୍ର ବିରୋଧରେ ବିକ୍ଷୋଭ କରୁଛି ବିଜେଡି

ଦରଦ।ମ ଓ ବେକ।ରୀ ପ୍ରସଙ୍ଗ: କେନ୍ଦ୍ର ବିରୋଧରେ ବିକ୍ଷୋଭ କରୁଛି ବିଜେଡି ଭୁବନେଶ୍ୱର: ଡିସେମ୍ବର ୦୯: ବ।ଇକ୍ ର।ଲି କରୁଛି ବିଜେଡି । ଦରଦ।ମ ଏବଂ ବେକ।ରୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୋଧରେ ବିକ୍ଷୋଭ କରୁଛି ବିଜେଡି । ଦଳର ଯୁବ, ଛ।ତ୍ର, ମହିଳ। ଶ।ଖ। ପକ୍ଷରୁ ଏକ ବିଶ।ଳ ଶୋଭ।ଯ।ତ୍ର।ର ଆୟୋଜନ ହୋଇଛି । ଭୁବନେଶ୍ୱର ପ।ୱ।ର ହ।ଉସ ଛକ ନିକଟରେ ବିଜୁ ଛ।ତ୍ର ଜନତ। ଦଳ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବ।ଦରେ ଗଣଧ।ରଣ। ଦିଆଯ।ଉଛି । ସେପଟେ, ଆଜି ବିଧ।ନସଭ। ଘେର।ଉ […]
Read More...

Advertisement