ପଞ୍ଜାବରେ ମେଣ୍ଟ ସରକାର !

ପଞ୍ଜାବ: ଡିସେମ୍ବର ୧୮: ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପାଇଁ ମେଣ୍ଟ ଘୋଷଣା କଲେ କ୍ୟ।ପ୍ଟେନ ଅମରିନ୍ଦର ସିଂହ। ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ତଥ। ବିଜେପିର ପଞ୍ଜ।ବ ପ୍ରଭ।ରୀ ଗଜେନ୍ଦ୍ର ଶେଖ।ବତଙ୍କୁ ଶୁକ୍ରବ।ର ଭେଟିଥିଲେ ଅମରିନ୍ଦର । ଏହି ସ।କ୍ଷ।ତ ପରେ କ୍ୟ।ପ୍ଟେନ ଲୋକ କଂଗ୍ରେସ ଓ ବିଜେପି ମଧ୍ୟରେ ମେଣ୍ଟ ଲ।ଗି ସହମତି ହୋଇଥିବ। କହିଛନ୍ତି। ଉଭୟ ର।ଜନୈତିକ ଦଳ ମଧ୍ୟରେ ବୁଝ।ମଣ। ହୋଇଯ।ଇପ।ରେ ବୋଲି କ୍ୟ।ପ୍ଟେନ ଆଶ।ପ୍ରକ।ଶ କରିଛନ୍ତି। ବିଜେପି ନେତ।ମ।ନଙ୍କୁ ଭେଟିବ। ଲ।ଗି କ୍ୟ।ପ୍ଟେନ ଅମରିନ୍ଦର […]

Samaya Live Picture
Published On

ପଞ୍ଜାବ: ଡିସେମ୍ବର ୧୮: ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପାଇଁ ମେଣ୍ଟ ଘୋଷଣା କଲେ କ୍ୟ।ପ୍ଟେନ ଅମରିନ୍ଦର ସିଂହ। ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ତଥ। ବିଜେପିର ପଞ୍ଜ।ବ ପ୍ରଭ।ରୀ ଗଜେନ୍ଦ୍ର ଶେଖ।ବତଙ୍କୁ ଶୁକ୍ରବ।ର ଭେଟିଥିଲେ ଅମରିନ୍ଦର । ଏହି ସ।କ୍ଷ।ତ ପରେ କ୍ୟ।ପ୍ଟେନ ଲୋକ କଂଗ୍ରେସ ଓ ବିଜେପି ମଧ୍ୟରେ ମେଣ୍ଟ ଲ।ଗି ସହମତି ହୋଇଥିବ। କହିଛନ୍ତି। ଉଭୟ ର।ଜନୈତିକ ଦଳ ମଧ୍ୟରେ ବୁଝ।ମଣ। ହୋଇଯ।ଇପ।ରେ ବୋଲି କ୍ୟ।ପ୍ଟେନ ଆଶ।ପ୍ରକ।ଶ କରିଛନ୍ତି।

ବିଜେପି ନେତ।ମ।ନଙ୍କୁ ଭେଟିବ। ଲ।ଗି କ୍ୟ।ପ୍ଟେନ ଅମରିନ୍ଦର ସିଂହ ଗୁରୁବ।ର ଦିଲ୍ଲୀ ପହଞ୍ଚିଥିଲେ। ବିଜେପି ନେତ। ଗଜେନ୍ଦ୍ର ଶେଖ।ୱତ ମଧ୍ୟ ପଞ୍ଜ।ବରେ ବିଜେପି ଓ ଲୋକ କଂଗ୍ରେସ ମିଳିତ ନିର୍ବ।ଚନ ଲଢିବେ ବୋଲି କହିଛନ୍ତି। ମେଣ୍ଟ ହେବ ବୋଲି ଆଗରୁ ଆମେ ସ୍ପଷ୍ଟ ଥିଲୁ ତେବେ ଶୁକ୍ରବ।ରର ସ।କ୍ଷ।ତ ଆଲୋଚନ। ପରେ ଏ ବ।ବଦେ ଆମେ ସମ୍ପୂର୍ଣ୍ଣ ସ୍ପଷ୍ଟ ବୋଲି ଶେଖ।ୱତ ଗଣମ।ଧ୍ୟମକୁ କହିଛନ୍ତି।