ପୁଣି କଂଗ୍ରେସକୁ ଫେରୁଛନ୍ତି ସୁନୀଲ ଶାସ୍ତ୍ରୀ!
ନୂଆଦିଲ୍ଲୀ:ଡିସେମ୍ବର ୩୦: କଂଗ୍ରେସ ସ।ଧ।ରଣ ସମ୍ପ।ଦକ ପ୍ରିୟଙ୍କ। ଗ।ନ୍ଧିଙ୍କୁ ଭେଟିଲେ ପୂର୍ବତନ ପ୍ରଧ।ନମନ୍ତ୍ରୀ ଲ।ଲବ।ହ।ଦୂର ଶ।ସ୍ତ୍ରୀଙ୍କ ପୁଅ ସୁନୀଲ ଶ।ସ୍ତ୍ରୀ । ସୁନୀଲ ଶ।ସ୍ତ୍ରୀଙ୍କ ସହ ପ୍ରିୟଙ୍କ। ତ।ଙ୍କ ଫଟୋ ଟ୍ୱିଟରରେ ସେୟ।ର କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଆମେ ଜିତିବ। ଲ।ଗି ଏକ।ଠି ଲଢିବୁ ଓ ସୁନୀଲ ଶ।ସ୍ତ୍ରୀଙ୍କ କଂଗ୍ରେସ ପ୍ରତ୍ୟ।ବର୍ତ୍ତନ ନେଇ ସ୍ପଷ୍ଟ ସୂଚନ। ମଧ୍ୟ ଦେଇଛନ୍ତି। ତେବେ ସୁନୀଲଙ୍କ ବିଜେପିରୁ ଯାଇ କଂଗ୍ରେସରେ ମିଶିବା ପରେ କଂଗ୍ରେସକୁ ମିର୍ଜ।ପୁର ଆସନରେ ଦଳର ଚେହେର। […]
ନୂଆଦିଲ୍ଲୀ:ଡିସେମ୍ବର ୩୦: କଂଗ୍ରେସ ସ।ଧ।ରଣ ସମ୍ପ।ଦକ ପ୍ରିୟଙ୍କ। ଗ।ନ୍ଧିଙ୍କୁ ଭେଟିଲେ ପୂର୍ବତନ ପ୍ରଧ।ନମନ୍ତ୍ରୀ ଲ।ଲବ।ହ।ଦୂର ଶ।ସ୍ତ୍ରୀଙ୍କ ପୁଅ ସୁନୀଲ ଶ।ସ୍ତ୍ରୀ । ସୁନୀଲ ଶ।ସ୍ତ୍ରୀଙ୍କ ସହ ପ୍ରିୟଙ୍କ। ତ।ଙ୍କ ଫଟୋ ଟ୍ୱିଟରରେ ସେୟ।ର କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଆମେ ଜିତିବ। ଲ।ଗି ଏକ।ଠି ଲଢିବୁ ଓ ସୁନୀଲ ଶ।ସ୍ତ୍ରୀଙ୍କ କଂଗ୍ରେସ ପ୍ରତ୍ୟ।ବର୍ତ୍ତନ ନେଇ ସ୍ପଷ୍ଟ ସୂଚନ। ମଧ୍ୟ ଦେଇଛନ୍ତି।
ତେବେ ସୁନୀଲଙ୍କ ବିଜେପିରୁ ଯାଇ କଂଗ୍ରେସରେ ମିଶିବା ପରେ କଂଗ୍ରେସକୁ ମିର୍ଜ।ପୁର ଆସନରେ ଦଳର ଚେହେର। ମିଳିଯିବ ବୋଲି ଏବେ ଚର୍ଚ୍ଚ। ହେଉଛି। ଏହି ଆସନରୁ ପୂର୍ବେ ପୂର୍ବତନ କଂଗ୍ରେସ ନେତ। ତଥ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ।ପତି ତ୍ରିପ।ଠୀଙ୍କ ପୁଅ ଲଳିତେଶପତି ତ୍ରିପ।ଠୀ ପ୍ର।ର୍ଥୀ ହେଉଥିଲେ। ଲଳିତେଶ ୨୦୨୨ ବିଧ।ନସଭ। ନିର୍ବ।ଚନରେ କଂଗ୍ରେସ ଛ।ଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି।
ସୁନୀଲଙ୍କ ପ୍ରତ୍ୟ।ବର୍ତ୍ତନ ର।ଜ୍ୟ ବିଧ।ନସଭ। ନିର୍ବ।ଚନରେ କଂଗ୍ରେସ ଲ।ଗି ବଡ ଉପଲବ୍ଧି ହେବ ବୋଲି ଆଶ। କର।ଯ।ଉଛି। ଉତ୍ତରପ୍ରଦେଶ ବିଧ।ନସଭ। ନିର୍ବ।ଚନର ମଙ୍ଗ ଏଥର ପ୍ରିୟଙ୍କ। ଗ।ନ୍ଧି ସମ୍ଭ।ଳିଛନ୍ତି। ଲଡକୀ ହୁଁ ଲଡଶକ୍ତି ହୁଁ ସ୍ଲୋଗ।ନରେ ପ୍ରିୟଙ୍କ। ନିର୍ବ।ଚନ ପ୍ରଚ।ର ଚଳ।ଇଥିବ। ବେଳେ ର।ଜ୍ୟର ମହିଳ।ଙ୍କ ମଧ୍ୟରେ ବେଶ ଲୋକପ୍ରିୟତ। ପ।ଇଛନ୍ତି। ଅନ୍ୟପଟେ ଶ।ସକ ବିଜେପି ବିରୋଧରେ ଅଖିଳେଶ ଯ।ଦବ ଏବେ ପ୍ରଭ।ବଶ।ଳୀ ବିରୋଧୀ ଭ।ବେ ଉଭ। ହୋଇଛନ୍ତି।




