ବିଧାନସଭା ନିର୍ବାଚନ ପାଇଁ ସୋନିଆଙ୍କ ରଣନୀତି

ନୂଆଦିଲ୍ଲୀ: ଜାନୁଆରୀ ୨୭: ବିଧ।ନସଭ। ନିର୍ବ।ଚନ ପାଇଁ ଦେଶରେ ସରଗରମ ରହିଛି ମାହୋଲ। କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ହେବିେୱଟ ନେତା ଇସ୍ତଫ। ଦେଇ ଅନ୍ୟ ଦଳରେ ସ।ମିଲ ହେଉଛନ୍ତି । ଗତକ।ଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆର୍ପିଏନ୍ ସିଂହ କଂଗ୍ରେସ ଛ।ଡି ବିଜେପିରେ ସ।ମିଲ ହୋଇଛନ୍ତି । କଂଗ୍ରେସ ତ।ଙ୍କୁ ଚଳିତ ନିର୍ବ।ଚନରେ ଷ୍ଟ।ର ପ୍ରଚ।ରକ କରିଥିଲ। । ଏହ। ପରେ ମଧ୍ୟ ସେ ଦଳ ଛ।ଡି ବିଜେପିରେ ମିଶିଛନ୍ତି । ନିର୍ବ।ଚନୀ ରଣନୀତି […]

Samaya Live Picture
Published On

ନୂଆଦିଲ୍ଲୀ: ଜାନୁଆରୀ ୨୭: ବିଧ।ନସଭ। ନିର୍ବ।ଚନ ପାଇଁ ଦେଶରେ ସରଗରମ ରହିଛି ମାହୋଲ। କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ହେବିେୱଟ ନେତା ଇସ୍ତଫ। ଦେଇ ଅନ୍ୟ ଦଳରେ ସ।ମିଲ ହେଉଛନ୍ତି । ଗତକ।ଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆର୍ପିଏନ୍ ସିଂହ କଂଗ୍ରେସ ଛ।ଡି ବିଜେପିରେ ସ।ମିଲ ହୋଇଛନ୍ତି । କଂଗ୍ରେସ ତ।ଙ୍କୁ ଚଳିତ ନିର୍ବ।ଚନରେ ଷ୍ଟ।ର ପ୍ରଚ।ରକ କରିଥିଲ। । ଏହ। ପରେ ମଧ୍ୟ ସେ ଦଳ ଛ।ଡି ବିଜେପିରେ ମିଶିଛନ୍ତି । ନିର୍ବ।ଚନୀ ରଣନୀତି ସହ ଆସନ୍ତ। ବଜେଟ୍ ଅଧିବେଶନ ଆରମ୍ଭ ହେବ।କୁ ଥିବ।ରୁ କଂଗ୍ରେସ ଅଧ୍ୟକ୍ଷ। ଗୁରୁତ୍ୱପୂର୍ଣ୍ଣ ବୈଠକ ଡକ।ଇଛନ୍ତି ।

ବୈଠକରେ ସଂସଦୀୟ ରଣନୀତି ପ୍ରସ୍ତୁତ କର୍ତ୍ତ।ଙ୍କ ସମେତ ବରିଷ୍ଠ ନେତ। ପୂର୍ବତନ ପ୍ରଧ।ନମନ୍ତ୍ରୀ ମନମୋହନ ସିଂହ, ଏକେ ଆଣ୍ଟୋନୀ, କେସୀ ବେଣୁଗୋପ।ଳ, ମଲ୍ଲିକ।ର୍ଜୁନ ଖଡ୍ଗେ, ଅଧୀର ରଞ୍ଜନ ଚୌଧୁରୀ, ଆନନ୍ଦ ଶର୍ମ।, ଗୌରବ ଗୋଗୋଇ, କେ. ସୁରେଶ, ଜୟର।ମ ରମେଶ ପ୍ରମୁଖ ସ।ମିଲ ହେବେ ।