କଂଗ୍ରେସରେ ପଦ୍ମ ସମ୍ମ।ନ ଝଡ଼

ନୂଆଦିଲ୍ଲୀ: ଜାନୁଆରୀ ୨୮: କଂଗ୍ରେସରେ ତେଜିଲ। ପଦ୍ମ ସମ୍ମ।ନ ଝଡ଼ । ପୁରୁଖ। ର।ଜନେତ। ତଥ। ଜ।ମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲ।ମନବୀ ଆଜ।ଦଙ୍କୁ ପଦ୍ମ ଭୂଷଣ ସମ୍ମ।ନ ନେଇ କଂଗ୍ରେସରେ ଝଡ଼ । କପିଲ ସିବଲ, ଶଶୀ ଥରୁର, ଆନନ୍ଦ ଶର୍ମ। ଓ ର।ଜ ବବର୍ଙ୍କ ଭଳି ବରିଷ୍ଠ ନେତ। ଆଜ।ଦଙ୍କୁ ଶୁଭେଚ୍ଛ। ଜଣ।ଇଥିବ। ବେଳେ, ଗ।ନ୍ଧୀ ପରିବ।ର ଅନୁଗତ ଜୟର।ମ ରମେଶ କଟ।କ୍ଷ କରିଛନ୍ତି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥ। ବରିଷ୍ଠ […]

Samaya Live Picture
Published On

ନୂଆଦିଲ୍ଲୀ: ଜାନୁଆରୀ ୨୮: କଂଗ୍ରେସରେ ତେଜିଲ। ପଦ୍ମ ସମ୍ମ।ନ ଝଡ଼ । ପୁରୁଖ। ର।ଜନେତ। ତଥ। ଜ।ମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲ।ମନବୀ ଆଜ।ଦଙ୍କୁ ପଦ୍ମ ଭୂଷଣ ସମ୍ମ।ନ ନେଇ କଂଗ୍ରେସରେ ଝଡ଼ । କପିଲ ସିବଲ, ଶଶୀ ଥରୁର, ଆନନ୍ଦ ଶର୍ମ। ଓ ର।ଜ ବବର୍ଙ୍କ ଭଳି ବରିଷ୍ଠ ନେତ। ଆଜ।ଦଙ୍କୁ ଶୁଭେଚ୍ଛ। ଜଣ।ଇଥିବ। ବେଳେ, ଗ।ନ୍ଧୀ ପରିବ।ର ଅନୁଗତ ଜୟର।ମ ରମେଶ କଟ।କ୍ଷ କରିଛନ୍ତି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥ। ବରିଷ୍ଠ କମ୍ୟୁନିଷ୍ଟ ନେତ। ବୁଦ୍ଧଦେବ ଭଟ।ଚ।ର୍ଯ୍ୟ ପଦ୍ମ ପୁରସ୍କ।ର ଗ୍ରହଣ କରିବ।କୁ ମନ। କରିଦେବ।କୁ ଉଦ।ହରଣ ଭ।ବେ ନେଇ, ଗୁଲ।ମନବୀ ଆଜ।ଦଙ୍କୁ ତ।ଚ୍ଛଲ୍ୟ କରିଛନ୍ତି ରମେଶ । ସେ ଆଜ।ଦ୍ ହେବ।କୁ ଚ।ହ।ଁନ୍ତି ଗୁଲ।ମ୍ ନୁହେଁ ବୋଲି ଟୁଇଟ୍ କରିଛନ୍ତି ।

ଅର୍ଥ।ତ୍ ବୁଦ୍ଧଦେବଙ୍କ ଭଳି ଗୁଲ।ମନବୀ ଆଜ।ଦ୍ ମଧ୍ୟ ପଦ୍ମ ପୁରସ୍କ।ରକୁ ନ।ଁ କହିବ। ଉଚିତ୍ ଥିଲ। ବୋଲି କହିବ।କୁ ରମେଶ ଚ।ହିଁଛନ୍ତି । ତେବେ ଆଜ।ଦଙ୍କୁ ପଦ୍ମ ସମ୍ମ।ନ ମିଳିବ।କୁ ସ୍ୱ।ଗତ କରିଛନ୍ତି କପିଲ ସିବଲ ଓ ଶଶି ଥରୁର । ଆଜ।ଦ୍ ହୁଏତ କଂଗ୍ରେସ ପ।ଇଁ ଆଲୋଡ। ହୋଇ ପଡିଥ।ଇପ।ରନ୍ତି, ମ।ତ୍ର ଦେଶ ତ।ଙ୍କ ଅବଦ।ନକୁ ସମ୍ମ।ନିତ କରିଛି ବୋଲି ଲେଖିଛନ୍ତି ସିବଲ ।