sambalpure headline
ଜିଲ୍ଲା 

ମଦ ଚାଲାଣ କରୁଥିବା ଡ୍ରାଇଭରଠାରୁ ଜବରଦସ୍ତି ଟଙ୍କା ଛଡାଇ ନେଲା ପୋଲିସ

ମଦ ଚାଲାଣ କରୁଥିବା ଡ୍ରାଇଭରଠାରୁ ଜବରଦସ୍ତି ଟଙ୍କା ଛଡାଇ ନେଲା ପୋଲିସ ସମ୍ବଲପୁର : ସମ୍ବଲପୁରରେ ଖାକିରେ ଫାଇଦା ଉଠାଉଛି ପୋଲିସ । ମଦ ପରିବହନ କରୁଥିବା ଗାଡି ଡ୍ରାଇଭରଙ୍କଠାରୁ ଜୋର ଜବରଦସ୍ତି ଟଙ୍କା ଛଡାଇ ନେଉଛି ପୋଲିସ । ଏଏସଆଇ ଭିକାରୀ ବେହେରାଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ପ୍ରତିବାଦରେ ଡ୍ରାଇଭରମାନେ ଆସି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଶନିବାର ସମ୍ବଲପୁର ଅଇଁଠାପାଲି ଛକରେ ଟ୍ରାଫିକ ଟିମ୍‌ ଟ୍ରାଫିକ ଚେକିଂ କରୁଥିଲେ । ଏହି ସମୟରେ ଖୋର୍ଦ୍ଧାରୁ ମଦ ନେଇ […]
Read More...
ଜିଲ୍ଲା  ଓଡ଼ିଶା 

ପୋଖରୀରୁ ଉଦ୍ଧାର ହୋଇଥିବା ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପୋଖରୀରୁ ଉଦ୍ଧାର ହୋଇଥିବା ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ସମ୍ବଲପୁର : ଜୁନ୍‌ ୨୨: ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ପଡ଼ିଆବାହାଲ ବନାଞ୍ଚଳର ବଡ଼ସାହି ବନ ସେକ୍ସନ ଅଧିନ ସାପଲହରାସ୍ଥିତ ପୋଖରୀ ଭିତରୁ କ୍ରେନ୍‌ ଯୋଗେ ଉଦ୍ଧାର କରାଯାଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । କ୍ରେନ୍‌ ଦ୍ୱାରା ପାଣିରୁ ଉଠିବା ପରେ ହାତୀ ନିସ୍ତେଜ ହୋଇଯାଇଥିଲା । ଚିକିତ୍ସକ ଟିମ୍‌ ବହୁ ଉଦ୍ୟମ କରି ମଧ୍ୟ ଦନ୍ତା ହାତୀକୁ ବଞ୍ଚାଇ ପାରିଲେ ନାହିଁ । ଡିଏଫ୍‌ଓ ବି . ନିଲାମ୍ବର ଏହି ସୂଚନା ଦେଇଛନ୍ତି । […]
Read More...
ଜିଲ୍ଲା 

ଗର୍ଜିଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦିବ୍ୟାର୍ଥୀ: ପୁନଃ ମୂଲ୍ୟାୟନ ଦାବୀରେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଗର୍ଜିଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦିବ୍ୟାର୍ଥୀ: ପୁନଃ ମୂଲ୍ୟାୟନ ଦାବୀରେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସମ୍ବଲପୁର : ଯୁକ୍ତ ୩ର ପଞ୍ଚମ ସେମିଷ୍ଟର ପୁନଃ ମୂଲ୍ୟାୟନ କରିବା ଦାବୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ବିଭିନ୍ନ ଜିଲ୍ଲାର କଲେଜ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ କିଛି ବର୍ଷ ଧରି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଛାତ୍ରଙ୍କ ସମସ୍ୟାକୁ ଆହୁରି ଜଟିଳ କରିଦେଇଛି । ଫଳସ୍ୱରୂପ ଚଳିତ ପଞ୍ଚମ ସେମିଷ୍ଟର ପରୀକ୍ଷା ମୂଲ୍ୟାୟନରେ ଗୁରୁତର ତ୍ରୁଟି ଓ ଅବହେଳା ଯୋଗୁଁ ଅଧିକାଂଶ କଲେଜର […]
Read More...
ଜିଲ୍ଲା 

ନୂପୁର ଶର୍ମାଙ୍କ ବିବାଦୀୟ ବୟାନର ପ୍ରଭାବ: ସମ୍ବଲପୁରରେ ୧୪୪ ଧାରା ଜାରି

ନୂପୁର ଶର୍ମାଙ୍କ ବିବାଦୀୟ ବୟାନର ପ୍ରଭାବ: ସମ୍ବଲପୁରରେ ୧୪୪ ଧାରା ଜାରି ସମ୍ବଲପୁର : ଜୁନ୍‌ ୧୩: ପୂର୍ବତନ ଭାଜପା ପ୍ରବକ୍ତା ନୂପୁର ଶର୍ମା ଓ ନବୀନ ଜିନ୍ଦଲ ଦେଇଥିବା ବିବାଦୀୟ ବୟାନ ପାଇଁ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି କ୍ରମରେ ସମ୍ବଲପୁରଠାରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ରବିବାର ସନ୍ଧ୍ୟା ସମୟରେ ବିରୋଧ ପ୍ରଦର୍ଶନ ସମେତ ଜିଲାସ୍କୁଲ ଛକରୁ ଭିଏସଏସ ମାର୍ଗ, ଲକ୍ଷ୍ମୀ ଟକିଜ ଛକ ଦେଇ ଗୋଲବଜାର ଛକ ପର୍ଯ୍ୟନ୍ତ ଏକ ରାଲିର ଆୟୋଜନ କରାଯାଇଥିଲା । ତେବେ ଏହା ଦ୍ୱାରା ସାମ୍ପ୍ରଦାୟିକ […]
Read More...
ଜିଲ୍ଲା 

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଜରୁରୀ ବୈଠକ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଜରୁରୀ ବୈଠକ ସମ୍ବଲପୁର: ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକ ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କମିଟିର ଆବାହକ ସୁନ୍ଦରଗଡ଼ର ଅଶୋକ ଦାଶ, ସହ ଆବାହକ ସମ୍ବଲପୁରର ପ୍ରମୋଦ ଦାଶ ଏବଂ ଝାରସୁଗୁଡ଼ାର ରଘୁମଣୀ ପଟେଲ, ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇ ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗର ଅଗ୍ରଗତି ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ୱର ମିଶ୍ର ସଭାରେ ସଭାପତିତ୍ୱ କରିଥିବା […]
Read More...
ଜିଲ୍ଲା 

ଭିମସାରରେ ନମୁନା ପରୀକ୍ଷା ପାଇଁ ରୋଗୀ ହଟହଟା, ଖାଲି ପଡ଼ିଛି ୨୭ ଟେକ୍‌ନିସିଆନ ପଦ

ଭିମସାରରେ ନମୁନା ପରୀକ୍ଷା ପାଇଁ ରୋଗୀ ହଟହଟା, ଖାଲି ପଡ଼ିଛି ୨୭ ଟେକ୍‌ନିସିଆନ ପଦ ସମ୍ବଲପୁର : ଭିମସାରକୁ ଆସୁଥିବା ରୋଗୀମାନଙ୍କ ରକ୍ତ ନମୁନା ପରୀକ୍ଷା କରିବାକୁ ଆଞ୍ଚଳିକ ପରୀକ୍ଷା କେନ୍ଦ୍ର(ଆର୍‌ଡିସି) ରହିଛି । ରୋଗୀମାନେ ନଖାଇପିଇ ରକ୍ତ ନମୁନା ପରୀକ୍ଷା କେନ୍ଦ୍ରକୁ ସକାଳୁ ଆସିଲେ ବି ସକାଳ ୯ଟା ଆଗରୁ ତାହା ଖୋଲିବାର ନଜିର ନାହିଁ । ଏହା ଦ୍ୱାରା ବାଧ୍ୟ ହୋଇ ବହୁ ରୋଗୀ ଘରୋଇ ପରୀକ୍ଷା କେନ୍ଦ୍ରକୁ ଚାଲି ଯାଇଥାନ୍ତି । ୯ଟା ପୂର୍ବରୁ ଆଞ୍ଚଳିକ ପରୀକ୍ଷା କେନ୍ଦ୍ରରେ ରୋଗୀଙ୍କ ଲମ୍ବା ଲାଇନ ବଢ଼ି ଲମ୍ବି ଯାଇଥାଏ । […]
Read More...
ଜିଲ୍ଲା  ଅପରାଧ 

ସମ୍ବଲପୁରରେ ସାଇବର୍‌ ଠକେଇ: ଶସ୍ତାରେ ମୋବାଇଲ କିଣିବା ଲୋଭରେ ହେଲେ ହଟହଟା

ସମ୍ବଲପୁରରେ ସାଇବର୍‌ ଠକେଇ: ଶସ୍ତାରେ ମୋବାଇଲ କିଣିବା ଲୋଭରେ ହେଲେ ହଟହଟା ସମ୍ବଲପୁର : ସମ୍ବଲପୁର ସହରର ଅଇଁଠାପାଲିଟାରେ ସାଇବର୍‌ ଠକେଇର ଅଭିଯୋଗ ହୋଇଛି । ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜାର ଧବଳେଶ୍ୱର ସାହୁ(୨୨) ସାଇବର୍‌ ଠକଙ୍କ ଜାଲରେ ପଡ଼ି ୨୬ ହଜାର ଟଙ୍କା ହରାଇଥିବା ଅଭିଯୋଗ କରିଛନ୍ତି । ମୋବାଇଲ୍‌ ଲୋଭରେ ସେ ସାଇବର୍‌ ଠକଙ୍କ ଜାଲରେ ପଡ଼ିଥିଲେ । ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଅଇଁଠାପାଲି ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ […]
Read More...
ଜିଲ୍ଲା 

ସିଟି ବସରୁ ୧୧ ହରିଣ ଶିଙ୍ଗ ଜବତ

ସିଟି ବସରୁ ୧୧ ହରିଣ ଶିଙ୍ଗ ଜବତ ସମ୍ବଲପୁର : ସିଟି ବସରେ ହରିଣ ଶିଙ୍ଗ ଚାଲାଣ ହେଉଥିଲା । ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନାର ପାଟ୍ରୋଲିଂ ଟିମ୍‌ ଏ ନେଇ ଗତକାଲି ସକାଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ବିଭିନ୍ନ ଗାଡ଼ି ଯାଞ୍ଚ କରିଥିଲା । ଠେଲକୋଲୋଇ ଛକ ନିକଟରେ ସିଟି ବସ୍‌ (ଓଡି ୧୫ ବି ୧୯୩୨)କୁ ଅଟକାଇବା ସହ ପୁଲିସ ଟିମ୍‌ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଜଣଙ୍କ ଜରି ବ୍ୟାଗରୁ ୧୧ଟି ହରିଣ ଶିଙ୍ଗ ବାହାରି ଥିଲା […]
Read More...
ଜିଲ୍ଲା 

ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ ରାଜ୍ୟବ୍ୟାପୀ ୨୫ ଦିନିଆ ଶିକ୍ଷା ଅଭିଯାନ ଯାତ୍ରାର ଶୁଭାରମ୍ଭ

ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ ରାଜ୍ୟବ୍ୟାପୀ ୨୫ ଦିନିଆ ଶିକ୍ଷା ଅଭିଯାନ ଯାତ୍ରାର ଶୁଭାରମ୍ଭ ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁରେଇବାହଲ୍‌ ଗ୍ରାମରେ ରାଜ୍ୟ ସ୍ତରୀୟ ଲୋକ ସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ ରାଜ୍ୟବ୍ୟାପୀ ୨୫ ଦିନିଆ ଶିକ୍ଷା ଅଭିଯାନ ଯାତ୍ରାର ଶୁଭାରମ୍ଭ ହୋଇଛି । ନଭେମ୍ବର ୧୫ ବିର୍ସା ମୁଣ୍ଡା ଜୟନ୍ତୀରୁ ଆରମ୍ଭ ହେଉଥିବା ଏହି ଅଭିଯାନ ଆଜିକୁ ଏକ ସପ୍ତାହ ହୋଇଗଲାଣି । ଏହି ଅଭିଯାନ ଅନ୍ତର୍ଗତ ଦୁଇଟି ସଚେତନତା ରଥ ମାଲକାନଗିରି ଏବଂ ସୁନ୍ଦରଗଡରୁ ବାହାରି ପ୍ରାୟ ୨୦ […]
Read More...
ଜିଲ୍ଲା 

କୁଟୁରା ମୃତୁ୍ୟ ଘଟଣା,ସତ ଲୁଚାଉଛି ବନ ବିଭାଗ

କୁଟୁରା ମୃତୁ୍ୟ ଘଟଣା,ସତ ଲୁଚାଉଛି ବନ ବିଭାଗ ଜମନକିରା, ସେପ୍‌ଟେମ୍ବର ୨୮ : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ବଡ଼ରମା ରେଞ୍ଜ ଭୁତେଲ ସେକ୍ସନରେ ଗତ ୨୬ ତାରିଖରେ ଜବତ ହୋଇଥିବା କୁଟୁରାକୁ ନିର୍ଜଳୀୟନ ଯୋଗୁଁ ମୃତୁ୍ୟ ହୋଇଥିବା ଦର୍ଶାଇ ଶବ ବ୍ୟବଛେଦ ପରେ ତରବରିଆ ଭାବେ ବନ ବିଭାଗ ପକ୍ଷରୁ ପୋତି ଦେଇଥିବା ଜଣା ଯାଇଛି । ପ୍ରକୃତରେ ଶିକାରୀର ବନ୍ଧୁକ ଗୁଳିରେ କୁଟୁରାର ମୃତୁ୍ୟ ହୋଇଥିବା ନେଇ ଆଜି ସ୍ପଷ୍ଟ ହୋଇଛି । ଶିକାରୀ ନିଜେ ସ୍ୱୀକାର […]
Read More...

Advertisement