Odisha Municipal Election 2022 Local Issues
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଭୋଟର ତାଲିକାରେ ନାଁ ନଥିବାରୁ ଉତ୍ତେଜନା
Published On
By Samaya Live
ଭୁବନେଶ୍ୱର: ମାର୍ଚ୍ଚ ୨୪: ୧୯ ନମ୍ବର ୱାର୍ଡର ୨୯ ନମ୍ବର ବୁଥ୍ରେ ମତଦାନ ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ । ୧୦ଟି ପରିବାରର ପ୍ରାୟ ୩୫ ଜଣଙ୍କ ନାଁ ଭୋଟର ତାଲିକାରେ ନଥିବା ଅଭିଯୋଗ ଆଣି ମତଦାନ ବନ୍ଦ କରିଛନ୍ତି ।ଘଟଣାସ୍ଥଳରେ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ମଧ୍ୟ ସେମାନେ ନିଜ ଜିଦ୍ରେ ଅଟଳ ଅଛନ୍ତି। ଏନେଇ ଉତ୍ତ୍ୟକ୍ତ ଲୋକେ କହିଛନ୍ତି, ଆମର ଭୋଟ ଦେବାର ଅଧିକାର ଅଛି। ଯେପର୍ଯ୍ୟନ୍ତ […]
କଣ୍ଟାବାଞ୍ଜି ଏନ୍ଏସି ନିର୍ବାଚନ: କଂଗ୍ରେସର ମାରାଥନ ପ୍ରଚାରରେ କମ୍ପୁଛି ସହର
Published On
By Samaya Live
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଏନ୍ଏସି ନିର୍ବାଚନରେ ଏବେ ତିନି ପ୍ରମୁଖ ଦଳର ନେତା ମାନେ ପ୍ରଚାର ମଇଦାନରେ । ସହରର ୧୬ ଗୋଟି ୱାର୍ଡରେ କଂଗ୍ରେସ, ବିଜେପି ଓ ବିଜେଡି ନିଜ ସମର୍ଥକମାନଙ୍କ ସହ ପ୍ରଚାରରେ ଲାଗି ପଡିଛନ୍ତି । ୧୬ ଗୋଟି ୱାର୍ଡ ରେ ମୋଟ ୧୭୫୫୧ ଖଣ୍ଡ ଭୋଟର ଥିବା ବେଲେ କଂଗ୍ରେସ ଚଳିତ ନିର୍ବାଚନରେ ଅଧିକ ଭୋଟ ହାତେଇବା ପାଇଁ ନିଜର ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି । ସମସ୍ୟାର ଲମ୍ବା ଲାଇନ୍ ରହୁଥିବା […]
କଂଗ୍ରେସ କ୍ଷମତାକୁ ଆସିଲେ ପୌରାଞ୍ଚଳର ଗରିବ ଭୂମିହୀନଙ୍କୁ ଦିଆଯିବ ଘର ଓ ଜମିପଟ୍ଟା :ନରସିଂହ
Published On
By Samaya Live
ବଲାଙ୍ଗିର: ବଲାଙ୍ଗିର ପୌରାଞ୍ଚଳ ଏକ ବ୍ୟବସ୍ଥିତ ସହର । କି;ୁ ସମୟାନୁକ୍ରମେ ଜନସଂଖ୍ୟା ଓ ବିଭିନ୍ନ ଲୋକଙ୍କ ଆଗମନ ଯୋଗୁଁ ସହରରେ ଅନେକ ବସ୍ତି ଗଢି ଉଠିଛି । ପେଟପାଟଣା ପାଇଁ ସହରକୁ ଆସିଥିବା ଗରିବ ଭୂମୀହୀନ ନିଜ ସୁବିଧା ମୁତାବକ ଘର କରି ରହି ଗଲେଣି । ସେ ଭିତରୁ ଅନେକେ ବର୍ଷ ବର୍ଷ ଧରି ସରକାରୀ ଜମିରେ ମଧ୍ୟ ବସବାସ କରିବାକୁ ବାଧ୍ୟ ହେଉଛନ୍ତି । କି;ୁ ଗରିବ ଜନସାଧାରଣଙ୍କ ଅସୁବିଧାକୁ ଧ୍ୟାନ ନଦେଇ […]
କାହା ମୁଣ୍ଡରେ ଶିରିପା ବାନ୍ଧିବେ ହିଞ୍ଜିଳିବାସୀ
Published On
By Samaya Live
ହିଞ୍ଜିଳିକାଟୁ: ମାର୍ଚ୍ଚ ୧୬: ହିଞ୍ଜିଳିକାଟୁ ମ୍ୟୁନସିପାଲଟି ଏନ୍ଏସିରୁ ପୌରପରିଷଦ ହେବା ପରେ ଏଠି ପ୍ରଥମ ଥର ପାଇଁ ହେବାକୁ ଯାଉଛି ପୌର ଭୋଟ୍ । ପୌରାଧ୍ୟକ୍ଷ ପଦ ପାଇଁ ମୈଦାନରେ ବିଜେଡି, ବିଜେପି ଓ କଂଗ୍ରେସ ତିନି ଦଳ ପ୍ରାର୍ଥୀ ଦେଇଥିଲା ବେଳେ ଜନତା କିନ୍ତୁ ପାୱାରରେ । ମ୍ୟୁନିସିପାଲଟି ମାନ୍ୟତା ପାଇଥିବା ବେଳେ ଏଠାରେ ବଢିଛି ଘର ଓ ସଫେଇ ଟିକସ । ଘର ଟିକସ ପାଖାପାଖି ୫ ଗୁଣା ଆଉ ସଫେଇ ଟିକସ ବର୍ଷକୁ […]
ସହରରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ନରସିଂହଙ୍କ ବଲାଙ୍ଗିର ନିର୍ବାଚନୀ ପ୍ରଚାର
Published On
By Samaya Live
ବଲାଙ୍ଗିର : ଅଞ୍ଚଳର ବିକାଶ ପାଇଁ ଲୋକେ ୨୦୧୪ ମସିହାରେ ବଡ ପରିବର୍ତ୍ତନ ଆଣିଥିଲେ । ସହରର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ପ୍ରତ୍ୟେକ ସହରବାସୀ ପାଖକୁ ତାହାର ଫାଇଦା ପହଞ୍ଚାଇବାରେ ପୌରପାଳିକାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । କି;ୁ ବିଗତ ତିନି ପାଳି ହେବ ବିଜେଡି ଦଳ ଅଧିନରେ ଥିବା ପୌରପାଳିକା ଓ ପୌର ପରିଷଦର ଅପାରଗତା ଯୋଗୁଁ ସହରବାସୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଯେପରି ଲୋକେ ବିଜେଡି ବିଧାୟକଙ୍କୁ […]
ଫୁଲବାଣୀରେ ପ୍ରତାପଙ୍କୁ ବିରୋଧ କଲେ ମହିଳା
Published On
By Samaya Live
ଫୁଲବାଣୀ: ଆଗକୁ ଆସୁଛି ପୌର ନିର୍ବାଚନ । ଏଥିପାଇଁ ବିଜେଡିର ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କୁ ସମର୍ଥନ କରି ମନ୍ତ୍ରୀ ପ୍ରତାପ ଜେନା ଫୁଲବାଣୀକୁ ପ୍ରଚାର ସକାଶେ ଯାଇଥିଲେ । ହେଲେ ସେଠାରେ ସେ ବେଶ୍ ହଟହଟ ହୋଇଛନ୍ତି । ସୂଚନା ଅନୁଯାୟୀ, ଫୁଲବାଣୀ ପୌର ପରିଷଦର ୮ ନମ୍ବର ୱାର୍ଡରେ ବିଜେଡିର ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥିନୀ ଏବଂ କାଉନସିଲର ପ୍ରାର୍ଥୀ ରାଜେନ୍ଦ୍ର ପାଢ଼ୀଙ୍କ ପାଇଁ ଭୋଟ ପ୍ରଚାର ମାଗିବାକୁ ଯାଇଥିଲେ ପ୍ରତାପ । ୱାର୍ଡରେ […]
ବିଧାୟକଙ୍କୁ ପ୍ରବଳ ମାଡ଼
Published On
By Samaya Live
ଚିଲିକା: ମାର୍ଚ୍ଚ ୧୨: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରବଳ ମାଡ଼। ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ ହୋଇଛି। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଏଥିରେ ବିଧାୟକ ଲହୁଲୁହାଣ ହୋଇଛନ୍ତି। ତାଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି। ବ୍ଲକରେ ପଶିବା ବେଳେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବାଣପୁରରେ ବିଜେପି କର୍ମୀଙ୍କ ଉପରେ ଯୋଜନାବଦ୍ଧ ଭାବେ ଗାଡ଼ି ମଡ଼ାଯାଇଛି […]
୩୦ ବର୍ଷ ପରେ ପୌରପରିଷଦରେ ପ୍ରତ୍ୟକ୍ଷ ନିର୍ବାଚନ
Published On
By Samaya Live
ଭବାନୀପାଟଣା : ଭାରତ ସ୍ୱାଧୀନତା ପରେ କଳାହାଣ୍ଡି ଜିଲ୍ଲାରେ ରାଜତନ୍ତ୍ରର ଅବସାନ ଘଟିଥିଲା । ଗଣତାନ୍ତ୍ରିକ ରାଷ୍ଟ୍ରରେ ମତଦାନ ଦେଇ ନିଜର ଜନ ପ୍ରତିନିଧି ବାଛିବା ଲୋକଙ୍କର ମୌଳିକ ଅଧିକାର ହେଲା । ଏହି ଆଧାରରେ କଳାହାଣ୍ଡି ରାଜ୍ୟ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ପରିଣତ ହେଲା । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଅନୁଯାୟୀ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଗଣତନ୍ତ୍ରର ମହାପର୍ବ ଆଧାରରେ ସ୍ୱାଧୀନ ଭାବେ ମତଦାନକୁ ପ୍ରାଧାନ୍ୟ ଦିଆଗଲା । ଏହି ଆଧାରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା […]
ବାଲେଶ୍ୱରରେ ଦଳଡିଆଁ ରାଜନୀତି
Published On
By Samaya Live
ବାଲେଶ୍ୱର: ମାର୍ଚ୍ଚ ୦୩: ଆଗକୁ ଆସୁଛି ପୌର ନିର୍ବାଚନ। ଏଥିପାଇଁ ବାଲେଶ୍ୱର ପୌର ଅଞ୍ଚଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହା ପୂର୍ବରୁ ଦଳ ଦଳ ମଧ୍ୟରେ ଦଳ ଡିଆଁ ଓ ମିଶ୍ରଣ ପର୍ବ ଦେଖାଗଲାଣି । ଆଜି ବିଜେପି ଦଳରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବାଲେଶ୍ଵର ମ୍ୟୁନ୍ସିପାଲଟିର ପୂର୍ବତନ ଉପାଧ୍ୟକ୍ଷା ରଶ୍ମିରେଖା ଦେବ ଆଜି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ସଦର ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ […]
ପୌର ନିର୍ବାଚନ ପାଇଁ ପାଗ ଭିଡିଲେଣି ବୌଦ୍ଧ ନେତା
Published On
By Samaya Live
ବୌଦ୍ଧ: ମାର୍ଚ୍ଚ ୦୧: ରାଜ୍ୟରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବୌଦ୍ଧରେ ନେତା ପାଗଭିଡା ଆରମ୍ଭ କରିଦେଇଛନ୍ତିି । ଜିଲ୍ଲାରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଲେଣି । ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୪ ତାରିଖ ଘୋଷଣା ହେବା ସହ ପରିଷଦଗୁଡିକର ଅଧ୍ୟକ୍ଷ ପଦବିଗୁଡିକ ପ୍ରତ୍ୟକ୍ଷ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଥିଲା । ମାର୍ଚ୍ଚ ୨ ତାରିଖରୁ ୭ ତାରିଖ […]

