Odisha Election News 2022
ଓଡ଼ିଶା 

ତୃତୀୟ ଦିନରେ ଭୋଟ୍‌ ଗଣତି

ତୃତୀୟ ଦିନରେ ଭୋଟ୍‌ ଗଣତି ଭୁବନେଶ୍ୱର: ଫେବୃଆରୀ ୨୮: ଆଜି ଭୋଟ୍ ଗଣତିର ତୃତୀୟ ଦିନ। ଗତ ଦୁଇ ଦିନର ଗଣତି ପରେ ଏବେ ବୃହତ ବିଜୟ ଅଭିମୁଖେ ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇପଡ଼ିଛି ବିଜେପି ଓ କଂଗ୍ରେସ । ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତି ପରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି।ବିଜେଡି ୫୧୭ ସିଟ୍ରେ, ବିଜେପି ୩୧, କଂଗ୍ରେସ ୨୯ରେ ଏବଂ ଅନ୍ୟ ଦଳ ୭ଟି ସିଟ୍ରେ ବିଜୟୀ ହୋଇଛନ୍ତି […]
Read More...
ଓଡ଼ିଶା 

ଆଜିଠୁ ଭୋଟ୍‌ ଗଣତି

ଆଜିଠୁ ଭୋଟ୍‌ ଗଣତି ଭୁବନେଶ୍ୱର: ଫେବୃଆରୀ ୨୬: ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି । ୩ ଦିନ ଧରି ଚାଲିବ ଭୋଟ୍ ଗଣତି । ସକାଳ ୮ଟାରୁ ଏହା ଆରମ୍ଭ ହୋଇଛି। ୩ ଦିନରେ ୧,୫୬,୭୫୩ ଓ୍ୱାର୍ଡ ମେମ୍ବର, ୩୨,୮୬୦ ସରପଞ୍ଚ, ୨୭,୦୩୪ ସମିତି ସଭ୍ୟ ଓ ୩,୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସବୁ ଜିଲ୍ଲାର ବ୍ଲକ ସଦର ମହକୁମାରେ ଗଣତି କେନ୍ଦ୍ର […]
Read More...
ଜିଲ୍ଲା 

୨୬ରୁ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଭୋଟ ଗଣତି

୨୬ରୁ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଭୋଟ ଗଣତି ବୌଦ୍ଧ: ଫେବୃଆରୀ ୨୪: ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଗତ ଫେବୃୟାରୀ ୧୬ ତାରିଖରୁ ୨୦ତାରିଖ ଯାଏଁ ତିନୋଟି ପର୍ଯ୍ୟାୟରେ ସମୁଦାୟ ୯ଟି ଜିଲ୍ଲା ପରିଷଦ ଜୋନର ନିର୍ବାଚନ ସହ ପଞ୍ଚାୟତ ମତଦାନ ମଧ୍ୟ ସୁରୁଖୁରୁରେ ଶେଷ ହୋଇଯାଇଛି । ଜିଲ୍ଲାର ସମୁଦାୟ ୩ଲକ୍ଷ ୧୧ହଜାର ୬୫୩ଜଣ ମତଦାତା ଚଳିତ ନିର୍ବାଚନରେ ମତଦାନ କରିବାର ରହିଥିବାବେଳେ ୮୩.୪୩ ପ୍ରତିଶତ ମତଦାତା ନିଜର ମତଦାନ ୯୫୫ଟି ମତଦାନ କେନ୍ଦ୍ରରେ ନିଜର ମତଦାନ କରିଥିବା ବିଭାଗ ସୁତ୍ରରୁ ଜଣାପଡିଛି । […]
Read More...
ଓଡ଼ିଶା 

ପଞ୍ଚମ ପର୍ଯ୍ୟାୟ ମତଦାନ

ପଞ୍ଚମ ପର୍ଯ୍ୟାୟ ମତଦାନ ଭୁବନେଶ୍ୱର: ଫେବୃଆରୀ ୨୪: ଆଜି ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ଭୋଟ୍ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ମତଦାନ । ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନ ଏବଂ ଏହା ଅଧିନରେ ଆସୁଥିବା ୯୭୫ ପଂଚାୟତରେ ମତଦାନ ହେଉଛି ।ଏଥର ଭୋଟ୍ ଦେଉଛନ୍ତି ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର । ୧୩ ହଜାର ୫୧୪ଟି ବୁଥ୍ ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ […]
Read More...
ଓଡ଼ିଶା 

ଆଜି ହେଉଛି ସାନି ମତଦାନ

ଆଜି ହେଉଛି ସାନି ମତଦାନ ଭୁବନେଶ୍ୱର: ଫେବୃଆରୀ ୨୩: ପଞ୍ଚାୟତ ନିର୍ବାଚନରେ ଯେଉଁ ଅଞ୍ଚଳଗୁଡିକୁ ସାନି ମତଦାନ ହେବା ନେଇ ଘୋଷଣା କରାଯାଇଥିଲା ଆଜି ସେହି ଅଞ୍ଚଳମାନଙ୍କରେ ହେଉଛି ପୁନଃ ମତଦାନ। ମତଦାନ ସମୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ ବୁଥ୍ରେ ହେବ ମତଦାନ। ତେବେ ପ୍ରଥମ ପର୍ଯ୍ୟାୟରେ ମତଦାନ ରଦ୍ଦ ହୋଇଥିବା ବୁଥମାନଙ୍କରୁ ଯାଜପୁର ଜିଲ୍ଲାର ସର୍ବାଧିକ ୧୧ଟି ବୁଥ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ଓ ଭଦ୍ରକରେ ୫ଟି ବୁଥ୍, ଢେଙ୍କାନାଳରେ ୪ଟି ବୁଥ୍ରେ […]
Read More...
ଓଡ଼ିଶା 

ଆଜି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

ଆଜି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୁବନେଶ୍ୱର: ଫେବୃଆରୀ ୨୨: ପଞ୍ଚାୟତ ନିର୍ବାଚନର ଆଜି ଚତୁର୍ଥ ଦିନ। ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ। ମୋଟ ୨୭ ଜିଲ୍ଲାର ୬୪ ବ୍ଲକରେ ହେଉଛି ଭୋଟ୍।୧୬୩ଟି ଜିଲ୍ଲା ପରିଷଦ ଜୋନ୍, ୧୨୫୪ ପଞ୍ଚାୟତରେ ଚାଲିଛି ମତଦାନ । ସେଥି ମଧ୍ୟରୁ ୧୭,୦୮୯ ବୁଥରେ ମତଦାନ ହେଉଥିବାବେଳେ ୨୫୬୩ ବୁଥ୍‌ ରହିଛି ଉତ୍ତେଜନା ପ୍ରବଣ । ଏହି ସବୁ ବୁଥମାନଙ୍କରେ କଡା ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ତେବେ ଭୋଟ ସରିଯାଇଥିବା ଅଞ୍ଚଳ ଗୁଡିକରେ ବାଲାଟ […]
Read More...
ଓଡ଼ିଶା 

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ଭୁବନେଶ୍ୱର: ଫେବୃଆରୀ ୨୧: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଏଥିପାଇଁ ପୋଲିଂ ପାର୍ଟ ଗତକାଲି ଠାରୁ ବୁଥ୍‌ ଅଭିମୁଖେ ଯାଇଛନ୍ତି । ତିନୋଟି ପର୍ଯ୍ୟାୟ ମତଦାନରେ ରାଜ୍ୟ ବ୍ୟାପି ହିଂସା ଓ ପୋଲିଂ ପାର୍ଟ ଉପରେ ହେଉଥିବା ଆକ୍ରମଣରୁ ବଞ୍ଚାଇବା ପାଇଁ ଆଗୁଆ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ବୁଥ୍‌ ରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷିତ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରଶାସନ ସବୁ ବନ୍ଦୋବସ୍ତ […]
Read More...
ଓଡ଼ିଶା 

ଭୋଟ ହିଂସାକୁ ନେଇ ନିର୍ବାଚନ କମିଶନରଙ୍କ ଭିନ୍ନ ମତ

ଭୋଟ ହିଂସାକୁ ନେଇ ନିର୍ବାଚନ କମିଶନରଙ୍କ ଭିନ୍ନ ମତ ଭୁବନେଶ୍ୱର: ଫେବୃଆରୀ ୧୯: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ବୁଥରେ ଦେଖାଦେଇଛି ବିଭିନ୍ନ ହିଂସା । କୋଉଠି ମାର-ପିଟ ତ କୋଉଠି ହତ୍ୟା ଧମକ ଦିଆଯାଉଥିବାବେଳେ ନିର୍ବାଚନକୁ ନେଇ ନିର୍ବାଚନ କମିଶନଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ । ନିର୍ବାଚନ କମିଶନର କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଭୋଟ ଗ୍ରହଣ ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, କାଁ ଭାଁ ଘଟଣାକୁ […]
Read More...
ଓଡ଼ିଶା 

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୁବନେଶ୍ୱର: ଫେବୃଆରୀ ୧୬: ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଆଜିଠୁ ଆରମ୍ଭ । ସକାଳ ୭ଟାରୁ ଅପରାହ@ ୧ଟା ପର୍ଯ୍ୟନ୍ତ ଚାଲିବ ଭୋଟ୍ । ପ୍ରତିଟି ବୁଥରେ ୩୦୦ରୁ ୫୦୦ ଭିତରେ ଭୋଟର୍ ଭୋଟ ଦେଇପାରିବେ । ଏହି ପର୍ଯ୍ୟାୟରେ ୨୨ ହଜାରରୁ ଅଧିକ ବୁଥ୍ ଥିବାବେଳେ ୩୩୫୭ ବୁଥ୍ ଉତ୍ତେଜନାପ୍ରବଣ ଚିହ୍ନଟ ହୋଇଛି । କୋଭିଡ୍ ଗାଇଡଲାଇନ୍ ଭିତରେ ଭୋଟ୍ ଗ୍ରହଣ ହେବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମତଦାନ କେନ୍ଦ୍ରରେ […]
Read More...
ଜିଲ୍ଲା  ରାଜନୀତି  ଓଡ଼ିଶା 

ବିଭିନ୍ନ ମତଦାନ କେନ୍ଦ୍ରରେ ପହଞ୍ଚିଲେ ପ୍ରିଜାଇଡିଂ ଅଫିସର

ବିଭିନ୍ନ ମତଦାନ କେନ୍ଦ୍ରରେ ପହଞ୍ଚିଲେ ପ୍ରିଜାଇଡିଂ ଅଫିସର ଭୁବନେଶ୍ୱର: ଫେବୃଆରୀ ୧୫: ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଆସନ୍ତାକାଲିଠୁ ଆରମ୍ଭ ହେବ ଭୋଟ ପ୍ରକ୍ରିୟା । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ଦେଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୦୦ ଜିଲ୍ଲା ପରିଷଦ ଜୋନ୍ ଓ ପଂଚାୟତଗୁଡ଼ିକରେ ମତଦାନ ହେବ । ସେଥିପାଇଁ ଗତକାଲି ୧୧ଟି ଜିଲ୍ଲାରେ ପୋଲିଂପାର୍ଟି ପହଞ୍ଚିଥିବାବେଳେ ଆଜି ଆଉ ୧୯ ଜିଲ୍ଲାକୁ ପହଞ୍ଚିବ ପୋଲିଂପାର୍ଟି। ତେବେ ମାଓ ପ୍ରଭାବିତ ଅଞ୍ଚଳରେ […]
Read More...
ରାଜନୀତି  ଓଡ଼ିଶା 

ଆସନ୍ତାକାଲିଠୁ ଆରମ୍ଭ ହେବ ମତଦାନ ପ୍ରକ୍ରିୟା

ଆସନ୍ତାକାଲିଠୁ ଆରମ୍ଭ ହେବ ମତଦାନ ପ୍ରକ୍ରିୟା ଭୁବନେଶ୍ୱର: ଫେବୃଆରୀ ୧୫: ଆସନ୍ତ।କ।ଲି ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚ।ୟତ ନିର୍ବ।ଚନ ପ।ଇଁ ପ୍ରଥମ ପର୍ଯ୍ୟ।ୟ ମତଦ।ନ। ସକ।ଳ ୭ଟ।ରୁ ଦିନ ୧ଟ। ପର୍ଯ୍ୟନ୍ତ ହେବ ଭୋଟ୍ ଗ୍ରହଣ ।୬୭ ଲକ୍ଷ ୫୧ ହଜ।ର ଭୋଟର କରିବେ ମତଦାନ। ଏଥିପାଇଁ ୧୧ଟି ଜିଲ୍ଲ।କୁ ପୁଲିଂପ।ର୍ଟି ପହଞ୍ଚିସାରିଥିବାବେଳେ ଆଜି ୧୯ଟି ଜିଲ୍ଲ।କୁ ଯିବେ। ବ।ଲ।ଟ୍ ବକ୍ସ, ବ।ଲ।ଟ୍ ପେପର୍ ଓ ଅନ୍ୟ।ନ୍ୟ ସ।ମଗ୍ରୀ ସବୁକୁ ସୁରକ୍ଷିତ ଭାବରେ ବିଭିନ୍ନ ବୁଥକୁ ପଠାଯାଉଛି। ମ।ଓ ପ୍ରଭ।ବିତ ଅଞ୍ଚଳରେ ଶ।ନ୍ତିଶୃଙ୍ଖଳ।ର ସହ […]
Read More...
ଓଡ଼ିଶା 

୨ନମ୍ବର ଜିଲ୍ଲା ପରିଷଦ ପଞ୍ଚାୟତ : ଫୁଲ ବାସ୍ନାରେ ଶୁଭୁନି ଶଙ୍ଖନାଦ

୨ନମ୍ବର ଜିଲ୍ଲା ପରିଷଦ ପଞ୍ଚାୟତ : ଫୁଲ ବାସ୍ନାରେ ଶୁଭୁନି ଶଙ୍ଖନାଦ ଭୁବନେଶ୍ୱର: ନୀଳଗିରି ଉପଖଣ୍ଡର ଔପଦା ବ୍ଲକ ୨ନମ୍ବର ଜୋନ୍‌ରେ ଜିଲ୍ଲାପରିଷଦ ଭାବେ ଶାସକଦଳ ଓ ବିରୋଧି ଦଳ ମଧ୍ୟରେ କଡ଼ା ମୁକାବିଲା ହେଉଥିବା ଦେଖାଯାଉଛି । ଆଜିର ସ୍ଥିତିରେ ଫୁଲର ବାସ୍ନାରେ ଏବେ ଶଙ୍ଖ ସ୍ୱର ବେସୁରିଆ ହେବାକୁ ଲାଗିଛି । ସୂଚନା ଅନୁସାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦୁଇ ଇଟା ଭାଟି ମାଲିକଙ୍କ ପତ୍ନୀ ଜିଲ୍ଲା ପରିଷଦରେ ପ୍ରତିଦ୍ୱନ୍ଦିତାରେ ସାମିଲ ହୋଇଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜେନା ଲଢ଼ୁଥିବା ବେଳେ ବିଜେପି […]
Read More...

Advertisement