ଆଜିଠୁ ଭୋଟ୍‌ ଗଣତି

ଭୁବନେଶ୍ୱର: ଫେବୃଆରୀ ୨୬: ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି । ୩ ଦିନ ଧରି ଚାଲିବ ଭୋଟ୍ ଗଣତି । ସକାଳ ୮ଟାରୁ ଏହା ଆରମ୍ଭ ହୋଇଛି। ୩ ଦିନରେ ୧,୫୬,୭୫୩ ଓ୍ୱାର୍ଡ ମେମ୍ବର, ୩୨,୮୬୦ ସରପଞ୍ଚ, ୨୭,୦୩୪ ସମିତି ସଭ୍ୟ ଓ ୩,୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସବୁ ଜିଲ୍ଲାର ବ୍ଲକ ସଦର ମହକୁମାରେ ଗଣତି କେନ୍ଦ୍ର […]

Samaya Live Picture
Published On

ଭୁବନେଶ୍ୱର: ଫେବୃଆରୀ ୨୬: ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି । ୩ ଦିନ ଧରି ଚାଲିବ ଭୋଟ୍ ଗଣତି । ସକାଳ ୮ଟାରୁ ଏହା ଆରମ୍ଭ ହୋଇଛି। ୩ ଦିନରେ ୧,୫୬,୭୫୩ ଓ୍ୱାର୍ଡ ମେମ୍ବର, ୩୨,୮୬୦ ସରପଞ୍ଚ, ୨୭,୦୩୪ ସମିତି ସଭ୍ୟ ଓ ୩,୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସବୁ ଜିଲ୍ଲାର ବ୍ଲକ ସଦର ମହକୁମାରେ ଗଣତି କେନ୍ଦ୍ର ଖୋଲା ଯାଇଛି। ଗଣତି କେନ୍ଦ୍ର ନିକଟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ବ୍ୟାରିକେଡ୍ କରାଯାଇଛି।