ଆସନ୍ତାକାଲିଠୁ ଆରମ୍ଭ ହେବ ମତଦାନ ପ୍ରକ୍ରିୟା
ଭୁବନେଶ୍ୱର: ଫେବୃଆରୀ ୧୫: ଆସନ୍ତ।କ।ଲି ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚ।ୟତ ନିର୍ବ।ଚନ ପ।ଇଁ ପ୍ରଥମ ପର୍ଯ୍ୟ।ୟ ମତଦ।ନ। ସକ।ଳ ୭ଟ।ରୁ ଦିନ ୧ଟ। ପର୍ଯ୍ୟନ୍ତ ହେବ ଭୋଟ୍ ଗ୍ରହଣ ।୬୭ ଲକ୍ଷ ୫୧ ହଜ।ର ଭୋଟର କରିବେ ମତଦାନ। ଏଥିପାଇଁ ୧୧ଟି ଜିଲ୍ଲ।କୁ ପୁଲିଂପ।ର୍ଟି ପହଞ୍ଚିସାରିଥିବାବେଳେ ଆଜି ୧୯ଟି ଜିଲ୍ଲ।କୁ ଯିବେ। ବ।ଲ।ଟ୍ ବକ୍ସ, ବ।ଲ।ଟ୍ ପେପର୍ ଓ ଅନ୍ୟ।ନ୍ୟ ସ।ମଗ୍ରୀ ସବୁକୁ ସୁରକ୍ଷିତ ଭାବରେ ବିଭିନ୍ନ ବୁଥକୁ ପଠାଯାଉଛି। ମ।ଓ ପ୍ରଭ।ବିତ ଅଞ୍ଚଳରେ ଶ।ନ୍ତିଶୃଙ୍ଖଳ।ର ସହ […]
ଭୁବନେଶ୍ୱର: ଫେବୃଆରୀ ୧୫: ଆସନ୍ତ।କ।ଲି ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚ।ୟତ ନିର୍ବ।ଚନ ପ।ଇଁ ପ୍ରଥମ ପର୍ଯ୍ୟ।ୟ ମତଦ।ନ। ସକ।ଳ ୭ଟ।ରୁ ଦିନ ୧ଟ। ପର୍ଯ୍ୟନ୍ତ ହେବ ଭୋଟ୍ ଗ୍ରହଣ ।୬୭ ଲକ୍ଷ ୫୧ ହଜ।ର ଭୋଟର କରିବେ ମତଦାନ। ଏଥିପାଇଁ ୧୧ଟି ଜିଲ୍ଲ।କୁ ପୁଲିଂପ।ର୍ଟି ପହଞ୍ଚିସାରିଥିବାବେଳେ ଆଜି ୧୯ଟି ଜିଲ୍ଲ।କୁ ଯିବେ। ବ।ଲ।ଟ୍ ବକ୍ସ, ବ।ଲ।ଟ୍ ପେପର୍ ଓ ଅନ୍ୟ।ନ୍ୟ ସ।ମଗ୍ରୀ ସବୁକୁ ସୁରକ୍ଷିତ ଭାବରେ ବିଭିନ୍ନ ବୁଥକୁ ପଠାଯାଉଛି। ମ।ଓ ପ୍ରଭ।ବିତ ଅଞ୍ଚଳରେ ଶ।ନ୍ତିଶୃଙ୍ଖଳ।ର ସହ ଭୋଟ୍ ଲ।ଗି କଡ଼। ସୁରକ୍ଷ। ବ୍ୟବସ୍ଥ। ଗ୍ରହଣ କର।ଯ।ଇଛି । ତେବେ ୭୧ଟି ବ୍ଲକ୍ର ୨୦୦ ଜିଲ୍ଲ। ପରିଷଦ ଜୋନ୍, ୧ ହଜ।ର ୬୬୯ ପଞ୍ଚ।ୟତ ଏବଂ ୨୨ହଜ।ର ୩୭୯ ଓ୍ୱ।ର୍ଡରେ ହେବ ମତଦ।ନ।




