CRIME REPORT
ବିଶ୍ବ  ଅପରାଧ 

ଧରା ପଡିଲା ଆଉ ଏକ ଭଣ୍ଡବାବା: ଆଶ୍ରମରୁ ମିଳିଲା ୧୧ ଶବ

ଧରା ପଡିଲା ଆଉ ଏକ ଭଣ୍ଡବାବା: ଆଶ୍ରମରୁ ମିଳିଲା ୧୧ ଶବ ବ୍ୟାଙ୍କକ: ମଇ ୧୧: ଧରା ପଡିଲେ ଆଉ ଜଣେ ଭଣ୍ଡ ବାବା । ଥାଇଲାଣ୍ଡ ପୋଲିସ ଗିରଫ କରିଛି ଜଣେ ଭଣ୍ଡ ବାବାଙ୍କୁ । ଏହି ବାବା ଜଣଙ୍କ ରୋଗରୁ ରକ୍ଷା ପାଇବା ପାଇଁ ତାଙ୍କ ଅନୁଗତମାନଙ୍କୁ ନିଜ ମଳ-ମୂତ୍ର ପିଇବାକୁ କହୁଥିଲେ । ଥାୱି ନାନରା ନାମକ ଏହି ଭଣ୍ଡ ବାବାଙ୍କ ବୟସ ୭୫ ବର୍ଷ । ଏହି ବାବାଙ୍କୁ ଥାଇଲାଣ୍ଡର ଛୟାଫୁମରୁ ଗିରଫ କରିଛି ପୋଲିସ । ଏହି ବାବା ଜଣଙ୍କ ଛୟାଫୁମର ଏକ […]
Read More...
ଅପରାଧ 

ଧରା ପଡିଲେ କୋଟିପତି ପ୍ରାଣୀଧନ ନିରୀକ୍ଷକ

ଧରା ପଡିଲେ କୋଟିପତି ପ୍ରାଣୀଧନ ନିରୀକ୍ଷକ କଟକ: ମଇ ୦୫: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆଜି ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ୯ଟି ସ୍ଥାନରେ ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ ଚାଲିଛି। କଟକ ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି।ଜଗନ୍ନାଥ ରାଉତଙ୍କର ରଘୁନାଥପୁରରେ […]
Read More...
ଜିଲ୍ଲା  ଅପରାଧ 

ପ୍ରି ଆକ୍ଟିଭେଟେଡ୍ ସିମ୍‌ ମାମଲାରେ ୩ ଜଣଙ୍କୁ ସମନ

ପ୍ରି ଆକ୍ଟିଭେଟେଡ୍ ସିମ୍‌ ମାମଲାରେ ୩ ଜଣଙ୍କୁ ସମନ ଢେଙ୍କାନାଳ: ମଇ ୦୫: ପ୍ରି ଆକ୍ଟିଭେଟେଡ୍ ସିମକୁ ନେଇ ମାମଲା । ଢେଙ୍କାନାଳ ଜିଲ୍ଲାର ୩ ସର୍ଭିସ ପ୍ରୋଭାଇଡର ସଂସ୍ଥାର ମୁଖ୍ୟଙ୍କୁ ସମନ କରାଯାଇଛି । ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ଖୋଳତାଡ଼ ଜାରି ରହିଛି । ତାସହ ପ୍ରିଆକ୍ଟିଭେଟେଡ୍ ସିମ୍ କାରବାର ନେଇ ନଜର ରଖିବାକୁ ସବୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଚଢ଼ାଉ ପାଇଁ ଏସ୍ପିମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏପଟେ ଏହି ମାମଲାରେ […]
Read More...
ଦେଶ- ବିଦେଶ  ଅପରାଧ 

ବ୍ୟାଙ୍କରୁ ୧୧ କୋଟି ଟଙ୍କାର ଠକେଇ

ବ୍ୟାଙ୍କରୁ ୧୧ କୋଟି ଟଙ୍କାର ଠକେଇ ରାଜସ୍ଥାନ: ଅପ୍ରେଲ ୧୯: ଦେଶରେ ଥମୁନି ବ୍ୟାଙ୍କ୍‌ ଠକେଇ । ରାଜସ୍ଥାନ ବାଲାଜୀର ଏକ ଷ୍ଟେଟ ବ୍ୟାଙ୍କରୁ ୧୧ କୋଟି ଟଙ୍କା ଗାୟବ ହୋଇଛି । ଏହି ମାମଲାରେ ସିବିଆଇକୁ ଏହାର ତଦନ୍ତ ଭାର ଦିଆଯାଇଛି ।ଏସ୍ବିଆଇ ବ୍ୟାଙ୍କର ଏହି ଶାଖାରୁ ଏତେ ପରିମାଣର ଟଙ୍କା କୁଆଡେ ଗଲା ତାହା ଜାଣିବା ପାଇଁ ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ସିବିଆଇର ତଦନ୍ତ ଦାବି କରାଯାଇଥିଲା । ଯାହାକାରଣରୁ ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିବାକୁ ହାଇକୋର୍ଟ ସିବିଆଇକୁ […]
Read More...
ଅପରାଧ 

୧.୪୧ କୋଟି ଟଙ୍କା ଠାବ

୧.୪୧ କୋଟି ଟଙ୍କା ଠାବ ଭୁବନେଶ୍ବର: ଅପ୍ରେଲ ୦୯: ଗିରଫ ହୋଇ ଜେଲ୍ ଯାଇଥିବା ଭଞ୍ଜନଗରର କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀଙ୍କ ଘରୁ ଆଜି ସକାଳେ ୧.୪୧ କୋଟି ଟଙ୍କା ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ଏକ କୁଡ଼ିଆରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍ ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା ଜବତ କରିଥିବା ଜଣାଯାଇଛି। ଏହାଛଡ଼ା ସେଠାରୁ ୩୫୪ […]
Read More...
ଅପରାଧ 

ଆଶାରାମଙ୍କ ଆଶ୍ରମରେ ନାବାଳିକାଙ୍କ ମୃତଦେହ

ଆଶାରାମଙ୍କ ଆଶ୍ରମରେ ନାବାଳିକାଙ୍କ ମୃତଦେହ ଉତ୍ତରପ୍ରଦେଶ: ଅପ୍ରେଲ ୦୯: ସବୁବେଳେ ଚର୍ଚ୍ଚାରେ ରହିଥିବା ଆଶାରାମ ବାପୁ ଏବେ ପୁଣି ବିବାଦ ଘେରରେ । ଜେଲରେ ବନ୍ଦୀ ଥିବା ଆଶାରାମଙ୍କ ଗୋଣ୍ଡା ସ୍ଥିତ ଆଶ୍ରମରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସେ ଆଶ୍ରମର ଏକ କାର୍ରୁ ନାବାଳିକାର ଶବ ମିଳିଛି। ତାର ବୟସ ୧୩-୧୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁସାରେ, ନଗର କୋତଭାଲି ଅନ୍ତର୍ଗତ ଭିମୌର ଅଞ୍ଚଳରେ ଏହି ଘଟଣା ଘଟିଛି। ଏଠାରେ ଆଶାରାମଙ୍କ ଆଶ୍ରମ ରହିଛି। ଗତ […]
Read More...
ଅପରାଧ 

ଫିଲିମ୍‌ କଥା ହେଲା ସତ !

ଫିଲିମ୍‌ କଥା ହେଲା ସତ ! କାଶ୍ମୀର: ଅପ୍ରେଲ ୦୫: ଫିଲ୍ମ ପରେ କଥା ହେଲା ସତ କାଶ୍ମୀର ପଣ୍ତିତଙ୍କ ଉପରେ ଆତଙ୍କୀ ଆକ୍ରମଣ। ଗତକାଲି ଠାରୁ କ୍ରମାଗତ ୪ ଥର ହେଲା ଦକ୍ଷିଣ କାଶ୍ମୀରର ଶୋପିଆନ୍ ଉପତ୍ୟାକାରେ ଆତଙ୍କୀ ହମଲା ଚାଲୁ ରହିଛି । କାଶ୍ମୀରୀ ପଣ୍ଡିତ ବାଲ୍ କୃଷ୍ଣଙ୍କ ଉପରେ ଆତଙ୍କବାଦୀ ମାନେ ଗୁଳି ଚାଳନା କରିଛନ୍ତି । ତାଙ୍କ ହାତ ଓ ଗୋଡରେ ଗୁଳି ବାଜିବାରୁ ତାଙ୍କୁ ଶ୍ରୀନଗରର ଏକ ଆର୍ମି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ୨୪ […]
Read More...
ଅପରାଧ 

ଶିଶୁକନ୍ୟାକୁ ହତ୍ୟା କରି କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ

ଶିଶୁକନ୍ୟାକୁ ହତ୍ୟା କରି କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ ସମ୍ବଲପୁର: ମାର୍ଚ୍ଚ ୨୫: ସମ୍ବଲପୁର କୁଚିଣ୍ଡା କସଡ଼ା ଗାଁରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ସମ୍ପୃକ୍ତ ଯୁବକ ୮ ବର୍ଷର ଶିଶୁକନ୍ୟାର ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲା। ଏହାପରେ ଶିଶୁକନ୍ୟାର କଟାମୁଣ୍ଡ ଧରି ଯୁବକ ଜଣକ ଗାଁରେ ବୁଲିଥିଲା। ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖି ଗ୍ରାମବାସୀ ତାଙ୍କୁ କାବୁ କରିଥିଲେ। ଏହାପରେ ପୋଲିସ ଜିମା ଦେଇଥିଲେ। ତେବେ କେଉଁ କାରଣ ପାଇଁ ଯୁବକ ଜଣକ ଶିଶୁକନ୍ୟାକୁ ହତ୍ୟା କଲେ, ସେନେଇ କୌଣସି ସ୍ପଷ୍ଟ ସୂଚନା […]
Read More...
ଜିଲ୍ଲା  ଅପରାଧ 

୪ ବେଆଇନ ମାଛ ଧରା ଟ୍ରଲର ଜବତ

୪ ବେଆଇନ ମାଛ ଧରା ଟ୍ରଲର ଜବତ ପୁରୀ: ଜାନୁଆରୀ ୩୧: ବେଆଇନ୍ ଭ।ବେ ମ।ଛ ମାରି ୪ ଟ୍ରଲର ଜବତ। ପୁରୀ ଜିଲ୍ଲ। ଦେବୀ ନଦୀ ମୁହ।ଁଣରେ ବେଆଇନ୍ ମ।ଛ ମ।ରୁଥିବ।ବେଳେ ବନ ବିଭ।ଗ, ତଟରକ୍ଷୀ ବ।ହିନୀ ଓ ସ।ମୁଦ୍ରିକ ମତ୍ସ୍ୟ ବିଭ।ଗ ଟିମ୍ ମିଳିତ ଚଢ଼।ଉ କରି ଏହି ସବୁ ଟ୍ରଲର ଜବତ କରିଛି। ଏହି ମ।ମଲ।ରେ ୩୨ କର୍ମଚ।ରୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ତେବେ ସ।ମୁଦ୍ରିକ ମତ୍ସ୍ୟ ବିଭ।ଗ ଉପନିର୍ଦ୍ଦେଶକଙ୍କ ନେତୃତ୍ୱରେ ଟିମ ରେଡ୍ କରିଥିଲ।। ଜବତ ଟ୍ରଲର […]
Read More...
ଅପରାଧ 

ବୁଲିବାଇ ଆପ୍‌ ମାମଲା: ଓଡିଶାରୁ ଧରାହେଲା ଅଭିଯୁକ୍ତ

ବୁଲିବାଇ ଆପ୍‌ ମାମଲା: ଓଡିଶାରୁ ଧରାହେଲା ଅଭିଯୁକ୍ତ ଭୁବନେଶ୍ୱର :ଜାନୁଆରୀ ୨୦: ବହୁ ଚର୍ଚ୍ଚିତ ବିବ।ଦୀୟ ବୁଲିବ।ଇ ଆପ୍ ମ।ମଲ।ରେ ଓଡିଶ।ରୁ ଜଣେ ଅଭିଯୁକ୍ତକୁ ଗିରଫ କଲ। ମୁମ୍ବ।ଇ ସ।ଇବର ସେଲ୍ । ନୟ।ପଲ୍ଲୀ ଅଞ୍ଚଳରୁ ଅଭିଯୁକ୍ତ ନୀରଜ ସିଂକୁ ଗିରଫ କଲ। ମୁମ୍ବ।ଇ ସ।ଇବର ସେଲ୍ । ଖବର ଅନୁଯ।ୟୀ, ବିବ।ଦୀୟ ବୁଲିବ।ଇ ଆପ୍ ତିଆରି କରିବ।ରେ ନୀରଜର ମୁଖ୍ୟ ଭୂମିକ। ଥିଲ। । ଗତ କିଛି ଦିନ ହେଲ। ନୀରଜକୁ ଖୋଜୁଥିଲ। ମୁମ୍ବ।ଇ ସ।ଇବର ସେଲ୍ । ଶେଷରେ ଓଡିଶ।ରୁ ନୀରଜକୁ ଧରିବ।ରେ […]
Read More...
ଜିଲ୍ଲା  ଓଡ଼ିଶା  ଅପରାଧ 

ମା ରୂପରେ ଆତତାୟୀ

ମା ରୂପରେ ଆତତାୟୀ କେନ୍ଦ୍ର।ପଡ଼।: ଜାନୁଆରୀ ୦୧: ମା ରୂପରେ ଆତତାୟୀ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନିଶ୍ଚୟ। କିନ୍ତୁ ନିଜ ଜନ୍ମ କଲା ମା ଏପରି ଏକ ଘଟଣା ଟିଏ ଘଟାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଯୋର ଧରିବାରେ ଲାଗିଛି। ଜନ୍ମ କଲ। ମ।ଆ ମ।ରିଦେଲ। ଦୁଇ ମ।ସର ନିଷ୍ପ।ପ ଶିଶକୁ । ମ।ରିବ। ପରେ ଶିଶୁକୁ ଘର ପାଖ ଏକ କୂଅରେ ପକ।ଇଦେଇଥିଲ। ମ।ଆ। ତେବେ ଘଟଣ।ସ୍ଥଳରେ ପୋଲିସ ପହଞ୍ଚି ଛ।ନ୍ଭିନ୍ ଆରମ୍ଭ କରିଛି। କେନ୍ଦ୍ର।ପଡ଼। ମ।ର୍ଶ।ଘ।ଇ […]
Read More...
ଜିଲ୍ଲା  ଅପରାଧ 

ବ୍ୟାଙ୍କରୁ ଠକିନେଲେ ୧ କୋଟି ୧୬ ଲକ୍ଷ ୮୭ ହଜାର ଟଙ୍କା

ବ୍ୟାଙ୍କରୁ ଠକିନେଲେ ୧ କୋଟି ୧୬ ଲକ୍ଷ ୮୭ ହଜାର ଟଙ୍କା ଭୁବନେଶ୍ୱର: ଡିସେମ୍ବର ୨୨: ବ୍ୟାଙ୍କରୁ ଠକିନେଲେ ୧ କୋଟି ୧୬ ଲକ୍ଷ ୮୭ ହଜାର ଟଙ୍କା। ଗ୍ର।ହକଙ୍କ ଆକ।ଉଣ୍ଟ୍ ରେ ଋଣ କର।ଇ ବ୍ୟ।ଙ୍କରୁ ୧ କୋଟି ୧୬ଲକ୍ଷ ୮୭ହଜ।ର ଟଙ୍କ। ହଡ଼ପ କରିଥିବ। ଅଭିଯେ।ଗରେ ଆଜି ଭରତପୁର ଥ।ନ। ପୁଲିସ ଜଣେ ମହିଳ। ସହକ।ରୀ ପ୍ରବନ୍ଧକଙ୍କୁ ଗିରଫ କରିଛି। ଠକ ଜଣକ ହେଉଛନ୍ତି କଳିଙ୍ଗନଗରସ୍ଥିତ ୟୁନିଅନ୍ ବ୍ୟ।ଙ୍କ୍ର ସହକ।ରୀ ପ୍ରବନ୍ଧକ ମୀନ। ନ।ୟକ। ଗତ ଅକ୍ଟୋବର ୧୦ରେ ଅବସରପ୍ର।ପ୍ତ ହୃଷୀକେଷ ଭୁଜବଳ ଉକ୍ତ ବ୍ୟ।ଙ୍କ୍ରେ ୧୦ଲକ୍ଷ […]
Read More...

Advertisement