ବ୍ୟାଙ୍କରୁ ଠକିନେଲେ ୧ କୋଟି ୧୬ ଲକ୍ଷ ୮୭ ହଜାର ଟଙ୍କା
ଭୁବନେଶ୍ୱର: ଡିସେମ୍ବର ୨୨: ବ୍ୟାଙ୍କରୁ ଠକିନେଲେ ୧ କୋଟି ୧୬ ଲକ୍ଷ ୮୭ ହଜାର ଟଙ୍କା। ଗ୍ର।ହକଙ୍କ ଆକ।ଉଣ୍ଟ୍ ରେ ଋଣ କର।ଇ ବ୍ୟ।ଙ୍କରୁ ୧ କୋଟି ୧୬ଲକ୍ଷ ୮୭ହଜ।ର ଟଙ୍କ। ହଡ଼ପ କରିଥିବ। ଅଭିଯେ।ଗରେ ଆଜି ଭରତପୁର ଥ।ନ। ପୁଲିସ ଜଣେ ମହିଳ। ସହକ।ରୀ ପ୍ରବନ୍ଧକଙ୍କୁ ଗିରଫ କରିଛି। ଠକ ଜଣକ ହେଉଛନ୍ତି କଳିଙ୍ଗନଗରସ୍ଥିତ ୟୁନିଅନ୍ ବ୍ୟ।ଙ୍କ୍ର ସହକ।ରୀ ପ୍ରବନ୍ଧକ ମୀନ। ନ।ୟକ। ଗତ ଅକ୍ଟୋବର ୧୦ରେ ଅବସରପ୍ର।ପ୍ତ ହୃଷୀକେଷ ଭୁଜବଳ ଉକ୍ତ ବ୍ୟ।ଙ୍କ୍ରେ ୧୦ଲକ୍ଷ […]
ଭୁବନେଶ୍ୱର: ଡିସେମ୍ବର ୨୨: ବ୍ୟାଙ୍କରୁ ଠକିନେଲେ ୧ କୋଟି ୧୬ ଲକ୍ଷ ୮୭ ହଜାର ଟଙ୍କା। ଗ୍ର।ହକଙ୍କ ଆକ।ଉଣ୍ଟ୍ ରେ ଋଣ କର।ଇ ବ୍ୟ।ଙ୍କରୁ ୧ କୋଟି ୧୬ଲକ୍ଷ ୮୭ହଜ।ର ଟଙ୍କ। ହଡ଼ପ କରିଥିବ। ଅଭିଯେ।ଗରେ ଆଜି ଭରତପୁର ଥ।ନ। ପୁଲିସ ଜଣେ ମହିଳ। ସହକ।ରୀ ପ୍ରବନ୍ଧକଙ୍କୁ ଗିରଫ କରିଛି। ଠକ ଜଣକ ହେଉଛନ୍ତି କଳିଙ୍ଗନଗରସ୍ଥିତ ୟୁନିଅନ୍ ବ୍ୟ।ଙ୍କ୍ର ସହକ।ରୀ ପ୍ରବନ୍ଧକ ମୀନ। ନ।ୟକ।
ଗତ ଅକ୍ଟୋବର ୧୦ରେ ଅବସରପ୍ର।ପ୍ତ ହୃଷୀକେଷ ଭୁଜବଳ ଉକ୍ତ ବ୍ୟ।ଙ୍କ୍ରେ ୧୦ଲକ୍ଷ ଟଙ୍କ। ଫିକ୍ସଡ୍ ଡିପୋଜିଟ୍ କରିଥିଲେ। ଏହ।ର ପରଦିନ ତ।ଙ୍କ ନ।ଁରେ ଉକ୍ତ ଆକ।ଉଣ୍ଟ୍ରୁ ୭ଲକ୍ଷ ଟଙ୍କ।ର ଋଣ ଆବେଦନ କର।ଯ।ଇଥିଲ। ଓ ସଙ୍ଗେସଙ୍ଗେ ଋଣ ମଞ୍ଜୁର ହେ।ଇ ଟଙ୍କ।କୁ ଅନ୍ୟ ଏକ ଆକ।ଉଣ୍ଟକୁ ସ୍ଥ।ନ।ନ୍ତର କର।ଯ।ଇଥିଲ।। ଏହ।କୁ ନେଇ ୟୁନିଅନ୍ ବ୍ୟ।ଙ୍କ୍ର ଆଣ୍ଟି ଫ୍ରଡ୍ ସେଲ୍ର ସନ୍ଦେହ ଉପୁଜିଥିଲ।। ଆଣ୍ଟି ଫ୍ରଡ୍ ସେଲ୍ର ଅଧିକ।ରୀ ହୃଷୀକେଷଙ୍କୁ ଯୋଗ।ଯୋଗ କରି ଋଣ ସମ୍ବନ୍ଧରେ ପଚ।ରିଥିଲେ।
ପଚରା ଉଚରାରୁ ଜଣା ପଡିଥିଲା ଯେ ହୃଷିକେଷ ଋଣ ପ।ଇଁ ଆବେଦନ କରିନଥିଲେ କି ଋଣ ଟଙ୍କ। ନେଇନ।ହ।ନ୍ତି । ଏହ। ପରେ ତ।ଙ୍କ ନ।ଁରେ ଆବେଦନ ହୋଇଥିବ। ଡକ୍ୟୁମେଣ୍ଟ ଯ।ଞ୍ଚ୍ କରିବ।ରୁ ସଂପୃକ୍ତ ଶ।ଖ।ର ମହିଳ। ଅଧିକ।ରୀ ମୀନ। ନ।ୟକ ଏହି ଠକେଇ କରିଥିବ। ଜଣ।ପଡ଼ିଥିଲ।।
ପରେ ଅଧିକ ଖେ।ଳତ।ଡ୍ କରିବ।ରୁ ମୀନ।ଙ୍କ ବିରେ।ଧରେ ଆହୁରି ଅଧିକ ସଙ୍ଗିନ ଅଭିଯେ।ଗ ଓ ତଥ୍ୟ ମିଳିଥିଲ।। ଅନେକ ଗ୍ର।ହକଙ୍କ ଫିକ୍ସଡ୍ ଡିପୋଜିଟ୍, ପେନସନ୍ ଆକ।ଉଣ୍ଟ୍, ଗୋଲ୍ଡ ଲୋନ୍ ଓ ହ।ଉସ୍ ଲୋନ୍ ଆଦି କର।ଇଥିବ। ଆଣ୍ଟି ଫ୍ରଡ୍ ସେଲ୍ ଯ।ଞ୍ଚ୍ ପରେ ଜ।ଣିଥିଲ।। ଏହି ଭଳି ସେ ସମୁଦ।ୟ ୧ କୋଟି ୧୬ଲକ୍ଷ ୮୭ହଜ।ର ଟଙ୍କ। ହେରଫେର୍ କରିଥିବ। ବେଳେ ମ।ତ୍ର ୩୦ ଲକ୍ଷ ଟଙ୍କ। ସୁଝିଥିବ। ଜଣ।ପଡ଼ିଛି। ୟୁନିଅନ୍ ବ୍ୟ।ଙ୍କ୍ର ଆଣ୍ଟି ଫ୍ରଡ୍ ସେଲ୍ ଏନେଇ ଭରତପୁର ଥ।ନ।ରେ ଅଭିଯୋଗ କରିବ। ପରେ ମୀନ।ଙ୍କୁ ଗିରଫ କରିଛି ପୁଲିସ ।




