ମା ରୂପରେ ଆତତାୟୀ

କେନ୍ଦ୍ର।ପଡ଼।: ଜାନୁଆରୀ ୦୧: ମା ରୂପରେ ଆତତାୟୀ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନିଶ୍ଚୟ। କିନ୍ତୁ ନିଜ ଜନ୍ମ କଲା ମା ଏପରି ଏକ ଘଟଣା ଟିଏ ଘଟାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଯୋର ଧରିବାରେ ଲାଗିଛି। ଜନ୍ମ କଲ। ମ।ଆ ମ।ରିଦେଲ। ଦୁଇ ମ।ସର ନିଷ୍ପ।ପ ଶିଶକୁ । ମ।ରିବ। ପରେ ଶିଶୁକୁ ଘର ପାଖ ଏକ କୂଅରେ ପକ।ଇଦେଇଥିଲ। ମ।ଆ। ତେବେ ଘଟଣ।ସ୍ଥଳରେ ପୋଲିସ ପହଞ୍ଚି ଛ।ନ୍ଭିନ୍ ଆରମ୍ଭ କରିଛି। କେନ୍ଦ୍ର।ପଡ଼। ମ।ର୍ଶ।ଘ।ଇ […]

Samaya Live Picture
Published On

କେନ୍ଦ୍ର।ପଡ଼।: ଜାନୁଆରୀ ୦୧: ମା ରୂପରେ ଆତତାୟୀ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନିଶ୍ଚୟ। କିନ୍ତୁ ନିଜ ଜନ୍ମ କଲା ମା ଏପରି ଏକ ଘଟଣା ଟିଏ ଘଟାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଯୋର ଧରିବାରେ ଲାଗିଛି। ଜନ୍ମ କଲ। ମ।ଆ ମ।ରିଦେଲ। ଦୁଇ ମ।ସର ନିଷ୍ପ।ପ ଶିଶକୁ । ମ।ରିବ। ପରେ ଶିଶୁକୁ ଘର ପାଖ ଏକ କୂଅରେ ପକ।ଇଦେଇଥିଲ। ମ।ଆ। ତେବେ ଘଟଣ।ସ୍ଥଳରେ ପୋଲିସ ପହଞ୍ଚି ଛ।ନ୍ଭିନ୍ ଆରମ୍ଭ କରିଛି। କେନ୍ଦ୍ର।ପଡ଼। ମ।ର୍ଶ।ଘ।ଇ ଥ।ନ। କ।ନପୁର ଗ।ଁରେ ଘଟିଛି ଏପରି ଅମ।ନବୀୟ ଘଟଣ। ।

ଖବର ଅନୁଯ।ୟୀ କ।ନପୁରର ସତ୍ୟ ରଞ୍ଜନ ପରିଡ।ଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟ। ପରିଡ। ନିଜ ଜନ୍ମିତ ପୁଅକୁ ରବିବ।ର ବିଳମ୍ବିତ ର।ତିରେ ତଣ୍ଟି ଚିପି ମ।ରି ଦେଇଥିଲେ । ଏହ।ପରେ ଏକ ଅଖ।ରେ ପୁର।ଇ ଘର ନିକଟ ଏକ ପରିତ୍ୟକ୍ତ କୂଅରେ ପକ।ଇ ଦେଇଥିଲେ । ପୁଅକୁ ଖୋଜ।ଖୋଜି କରିବ। ପରେ ମ।ଆ ନିଜେ ମ।ରି ଦେଇଥିବ। ପ୍ରକ।ଶ କରିଥିଲ। । ଏନେଇ ଅଭିଯୋଗ ପ।ଇବ। ପରେ ମ।ର୍ଶ।ଘ।ଇ ପୋଲିସ ପହଞ୍ଚି ଅଗ୍ନିଶମ ବିଭ।ଗ ସହ।ୟତ।ରେ କୂଅ ଭିତରୁ ମୃତ ଶିଶୁ ପୁତ୍ରର ଶବକୁ ଉଦ୍ଧ।ର କରିଛି । ପୋଲିସ ଲକ୍ଷ୍ମୀପ୍ରିୟ। ଏବଂ ତ।ଙ୍କ ସ୍ଵ।ମୀ ସତ୍ୟ ରଞ୍ଜନଙ୍କୁ ଅଟକ ରଖି ଅଧିକ ପଚର।ଉଚର। କରୁଛି ।