Sonia Gandhi
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ
Published On
By Samaya Live
ନୂଆଦିଲ୍ଲୀ: ଜୁନ ୨୮: ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଜଣେ ଦଳିତ ମହିଳା ଏହି ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ସୋନିଆଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନଙ୍କ ବିରୋଧରେ ଏହି ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ପରେ ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମାଧବନ ଜଣେ ଦଳିତ ମହିଳାଙ୍କୁ ଚାକିରି ଦେବେ ବୋଲି କହି ତାଙ୍କ ସହିତ […]
ବିପକ୍ଷବାଦୀଙ୍କ ସହ କଥା ହେଲେ ଦ୍ରୌପଦୀ ମୁର୍ମୁ
Published On
By Samaya Live
ନୂଆଦିଲ୍ଲୀ: ଜୁନ ୨୪: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି । କୁହାଯାଉଛି ଯେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ବିରୋଧୀ ଦଳର ନେତାଙ୍କଠାରୁ ସମର୍ଥନ ଲୋଡିଥିଲେ । ଏହି ନେତାମାନେ ତାଙ୍କୁ କଣ ଆଶ୍ୱାସନା ଦେଇଛନ୍ତି, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ଏହାରି ମଧ୍ୟରେ ଏବେ ଆଲୋଚନା ହେଉଛି […]
ରାହୁଲ ଗାନ୍ଧୀଙ୍କୁ ପୁଣି ଇଡିର ସମନ
Published On
By Samaya Live
ନୂଆଦିଲ୍ଲୀ: ଜୁନ ୨୧: ନ୍ୟାସନାଲ ହେରାଲï ଆର୍ଥିକ ହେରଫେର ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଇଡିର ସମନ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ପାଇଁ ତାଙ୍କୁ ସମନ କରାଯାଇଛି । ଏହା ପୂର୍ବରୁ ଗତ ସପ୍ତାହକ ମଧ୍ୟରେ ରାହୁଲ ଚାରି ଥର ଇଡି କାର୍ଯ୍ୟାଳୟକୁ ଆସି ଜେରାର ସମ୍ମୁଖୀନ ହୋଇଥିଲେ । ଗତ ୧୪, ୧୫,୧୬ ଓ ୨୦ ତାରିଖ ଚାରି ଦିନ ଧରି ଲଗାତାର ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନବାଣ କରିଥିଲା ଇଡି […]
୯ ବିଧାୟକଙ୍କୁ ଦିଲ୍ଲୀରୁ କଂଗ୍ରେସ ସୁପ୍ରିମୋଙ୍କ ଡାକରା
Published On
By Samaya Live
ନୂଆଦିଲ୍ଲୀ: ଜୁନ୍ ୨୧:ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡକରା ଆସିଛି । ଏଆଇସିସି ପକ୍ଷରୁ ଡକରା ହୋଇଥିବା ନେଇ କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି ସୂଚନା ଦେଇଛନ୍ତି । ଆଜି ସଂଧ୍ୟାରେ ଓଡ଼ିଶାର ୯ କଂଗ୍ରେସ ବିଧାୟକ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ରାହୁଲ, ସୋନିଆଙ୍କୁ ଇଡିର ନୋଟିସକୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ଡାକରା ହୋଇଛି । ଏଥିସହ ଦଳୀୟ ସଂଗଠନ ଉପରେ ଆଲୋଚନା ମଧ୍ୟ ହେବ ବୋଲି କହିଛନ୍ତି ତାରା […]
ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ
Published On
By Samaya Live
ନୂଆଦିଲ୍ଲୀ: ଜୁନ ୧୩: ନ୍ୟାସନାଲ ହେରାଲï ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ସମ୍ମୁଖରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବା ପାଇଁ ନିଜର ଯୋଜନା କରିଛି । ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିବେ । ନ୍ୟାସନାଲ ହେରାଲï ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଆସନ୍ତା ୨୩ ତାରିଖରେ ବି ହାଜର ହେବାକୁ ନିର୍ଦ୍ଦେଶ ରହିଛି […]
ବର୍ତ୍ତମାନ ସୁଧା କରୋନା ଆକ୍ରାନ୍ତ ସୋନିଆ ଗାନ୍ଧୀ
Published On
By Samaya Live
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ବି କରୋନା ଭାଇରସ୍ ସଂକ୍ରମିତ । ତାଙ୍କର ସଦ୍ୟତମ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ନିର୍ଦ୍ଧାରିତ ସମୟରେ ତାଙ୍କର କରୋନା ଟେଷ୍ଟ କରାଯିବ, ସେ ପର୍ଯ୍ୟନ୍ତ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚଳିତ ମାସରେ କରୋନା ସଂକ୍ରମିତ ହୋଇଥିଲେ । କରୋନା ସଂକ୍ରମିତ ହେବା ପୂର୍ବରୁ ସୋନିଆ ଗାନ୍ଧୀ ମେ ମାସରେ ରାଜସ୍ଥାନର ଉଦୟପୁରରେ ଆୟୋଜିତ […]
ଇଡିରେ ହାଜର ହେବା ପାଇଁ ରାହୁଲ ଗାନ୍ଧୀଙ୍କୁ ସାନି ସମନ୍ ଜାରି
Published On
By Samaya Live
ନୂଆଦିଲ୍ଲୀ: ଜୁନ ୩: ନ୍ୟାସନାଲ୍ ହେରାଲଡ ମାମଲାରେ ଜୁନ୍ ୧୩ରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ପାଇଁ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ପ୍ରତି ସାନି ସମନ୍ ଜାରି କରାଯାଇଛି । ପୂର୍ବରୁ ଏହି ମାମଲାରେ ଜୁନ୍ ୨ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ପାଇଁ ତାଙ୍କ ପାଖକୁ ସମନ୍ ପଠାଯାଇଥିଲା । କି;ୁ, ବିଦେଶ ଗସ୍ତରେ ଥିବା ଦର୍ଶାଇ ସେ ଏଜେନ୍ସି ନିକଟରେ ହାଜର ହେବା ପାଇଁ ଅଧିକ ସମୟ ଲୋଡ଼ିଥିଲେ । ଉଲ୍ଲେଖଯୋଗ୍ୟ, […]
ଇଡିରେ ହାଜର ହେବାକୁ ସମୟ ମାଗିଲେ ରାହୁଲ ଗାନ୍ଧୀ
Published On
By Samaya Live
ନୂଆଦିଲ୍ଲୀ: ଜୁନ ୨: ନ୍ୟାସନାଲ୍ ହେରାଲଡ୍ ଖବରକାଗଜ ସଂକ୍ରାନ୍ତ ମନି ଲଣ୍ଡରିଙ୍ଗ୍ ମାମଲାରେ ଜେରା ପାଇଁ ସମନ୍ ନେଇ ରାହୁଲ୍ ଗାନ୍ଧୀ ଇଡିରେ ହାଜର ହେବାକୁ ସମୟ ମାଗିଛନ୍ତି । ଗତକାଲି ଉପରୋକ୍ତ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ୍ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ସମନ୍ ପାଇଥିଲେ । ସମ୍ପ୍ରତି ରାହୁଲ୍ ଗାନ୍ଧୀ ବିଦେଶ ଗସ୍ତରେ ଅଛନ୍ତି ଏବଂ ଜୁନ୍ ୫ ତାରିଖରେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ସେ ସେଠାରୁ […]
କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲକୁ ନୋଟିସ୍ ଦେଲା ଇଡି
Published On
By Samaya Live
ନୂଆଦିଲ୍ଲୀ: ଜୁନ୍ ୧: ନ୍ୟାସନାଲ ହେରଲï କେସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନୋଟିସ୍ ଜାରି କରିଛି । କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଓ ରଣଦୀପ ସୂରଜେୱାଲା ସାମ୍ବାଦିକ ସମ୍ମିଳନୀ ଡକାଇ କହିଛନ୍ତି ଯେ, ସୋନିଆ ଓ ରାହୁଲଙ୍କୁ ଜୁନ୍ ୮ ତାରିଖରେ ପଚରାଉଚରା ପାଇଁ ଇଡି ଡକାଇଛି । ତେବେ ଇଡିଙ୍କ ପଚରା ଉଚରା ଲାଗି ସୋନିଆ ନିଶ୍ଚିତ ଯିବେ ବୋଲି […]
ନବଜୋତ ସିଂ ସିଦ୍ଧୁ ଦେଲେ ଇସ୍ତଫା
Published On
By Samaya Live
ଅମୃତସର: ମାର୍ଚ୍ଚ୧୬: ପଞ୍ଜାବ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ନବଜୋତ ସିଂ ସିଦ୍ଧୁ ଟ୍ୱିଟ୍ କରି ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ୫ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏହି ରାଜ୍ୟଗୁଡ଼ିକର ରାଜ୍ୟ ସଭାପତିଙ୍କ ଇସ୍ତଫା ଦାବି କରିଥିଲେ ।ସିଦ୍ଧୁ ଇସ୍ତଫା ଦେଇ କହିଛନ୍ତି, କଂଗ୍ରେସ ସଭାପତିଙ୍କ ଇଚ୍ଛା ଅନୁଯାୟୀ ମୁଁ ପଞ୍ଜାବ କଂଗ୍ରେସ […]
ବିଧାନସଭା ନିର୍ବାଚନ ପାଇଁ ସୋନିଆଙ୍କ ରଣନୀତି
Published On
By Samaya Live
ନୂଆଦିଲ୍ଲୀ: ଜାନୁଆରୀ ୨୭: ବିଧ।ନସଭ। ନିର୍ବ।ଚନ ପାଇଁ ଦେଶରେ ସରଗରମ ରହିଛି ମାହୋଲ। କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ହେବିେୱଟ ନେତା ଇସ୍ତଫ। ଦେଇ ଅନ୍ୟ ଦଳରେ ସ।ମିଲ ହେଉଛନ୍ତି । ଗତକ।ଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆର୍ପିଏନ୍ ସିଂହ କଂଗ୍ରେସ ଛ।ଡି ବିଜେପିରେ ସ।ମିଲ ହୋଇଛନ୍ତି । କଂଗ୍ରେସ ତ।ଙ୍କୁ ଚଳିତ ନିର୍ବ।ଚନରେ ଷ୍ଟ।ର ପ୍ରଚ।ରକ କରିଥିଲ। । ଏହ। ପରେ ମଧ୍ୟ ସେ ଦଳ ଛ।ଡି ବିଜେପିରେ ମିଶିଛନ୍ତି । ନିର୍ବ।ଚନୀ ରଣନୀତି […]
କଂଗ୍ରେସ ର କାର୍ଯ୍ୟକାରୀ କମିଟି ମିଟିଂ: ସୋନିଆ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତାବ ଦେଲେ
Published On
By Samaya Live
ନୂଆଦିଲ୍ଲୀ: ଅଗଷ୍ଟ ୨୪ : କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ସୋନିଆ ଗାନ୍ଧୀ ଦଳର ଶୀର୍ଷ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି, କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋନିଆ ଙ୍କ ଏହି ପଦରେ ରହିବା ସପକ୍ଷରେ ମତ ଦେଇଛନ୍ତି I କଂଗ୍ରେସ ର କାର୍ଯ୍ୟକାରୀ କମିଟି ମିଟିଂ ଚାଲିଥିବା ବେଳେ ଏହା ପ୍ରକାଶ ପାଇଛି I ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ତାଙ୍କୁ ଲେଖାଯାଇଥିବା ଚିଠି ର ଉତ୍ତର ଦେଇ, ସୋନିଆ ଲେଖିଛନ୍ତି ସେ […]

