Samaya Live News
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read...
ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟମୂଳକ ସାକ୍ଷାତ
Published On
By Samaya Live News
ଭୁବନେଶ୍ୱର: ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଭୟଙ୍କ ମଧ୍ୟରେ ଅଧଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିବା ଜଣାପଡ଼ିଛି ।
ଏହି ସାକ୍ଷାତକୁ ନେଇ ରାଜନୈତିକ... ଆମ୍ବୁଲାନ୍ସରେ ବିସ୍ଫୋରଣ ଘଟି ରୋଗୀଙ୍କ ମୃତ୍ୟୁ
Published On
By Samaya Live News
ମୟୁରଭଞ୍ଜ : ମୟୂରଭଞ୍ଜ ଜିଲା ଉଦଳା ହସ୍ପିଟାଲରେ ଘଟିଛି ଅଭବନୀୟ ଘଟଣା । ଗୁରୁବାର ରାତିରେ ହସ୍ପିଟାଲ ପରିସରରେ ରୋଗୀଙ୍କୁ ନେଇ ଯିବାକୁ ଥିବା ଆମ୍ବୁଲାନ୍ସ ଭିତରେ ଭୟଙ୍କର ବିସ୍ଫାରଣ ଘଟି ରୋଗୀ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ରୋଗୀଙ୍କୁ... ପୂଜା ପୂର୍ବରୁ ଶ୍ରମିକଙ୍କ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର
Published On
By Samaya Live News
ଭୁବନେଶ୍ୱର : ପୂଜା ପୂର୍ବରୁ ରାଜ୍ୟ ସରକାର ଶ୍ରମିକଙ୍କୁ ଖୁସି ଖବର ଦେଇନ୍ତି । ୬ ଟଙ୍କା ବୃଦ୍ଧି ହେଲା ଦୈନିକ ଭତ୍ତା ବା ମଜୁରୀ । ଅଣକୁଶଳୀ ଶ୍ରମିକ ୪୭୮ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ ୫୨୮ ଟଙ୍କା,କୁଶଳୀ ଶ୍ରମିକ ୫୭୮... IED ବିସ୍ପୋରଣରେ ଚାରି ଯବାନ ଗୁରୁତର
Published On
By Samaya Live News
ମାଲକାନଗିରି : ମାଓବାଦୀ ଖଞ୍ଜିଥିବା IED ନିଷ୍କ୍ରିୟ ବେଳେ ବଡ଼ ଧରଣର ବିସ୍ପୋରଣ ଘଟି ଚାରି ଯବାନ ଗୁରୁତର । ଛତିଶଗଡ଼ ସୁକମା ଜିଲ୍ଲାର ବେଜ୍ଜି ଥାନା ଏଲାର୍ମଡାଗୁ CRPF କ୍ୟାମ୍ପ ନିକଟରେ ଏହି ଅଘଟଣ ଘଟିଛି । ବୋମା ନିଷ୍କ୍ରିୟ... ହାତୀ -ମଣିଷ ଲଢେଇ, ୨ ମୃତ
Published On
By Samaya Live News
କୁଚିଣ୍ଡା /ହିନ୍ଦୋଳ : ଥମୁନାହିଁ ହାତୀ ମଣିଷ ଲଢେଇ । ଅନେକ ସମୟରେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ଅସମୟରେ ଯାଉଛି ଜୀବନ । ଏବେ ୧୦ଦିନ ମଧ୍ୟରେ ହାତୀ ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଢେଙ୍କାନାଳ... କ୍ୟାମ୍ପସ ନିର୍ବାଚନ ,ଆଜି ନାମାଙ୍କନ ପତ୍ର ଦାଖଲ
Published On
By Samaya Live News
ଭୁବନେଶ୍ୱର : ଦୀର୍ଘ ୮ବର୍ଷ ପରେ ସରଗରମ ହେଉଛି କ୍ୟାମ୍ପସ ରାଜନୀତି । ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରାର୍ଥୀ । ସକାଳ ୧୦ଟାରୁ ଗୋଟାଏ ଭିତରେ ନାମାଙ୍କନ ଭରିବେ ପ୍ରାର୍ଥୀ । ୨ ଟାରୁ ୪ଟା ଯାଏଁ ହେବ ପ୍ରାର୍ଥୀପତ୍ର... ଏସଆଇ ପରୀକ୍ଷା ସ୍କାମ , ମୁଖ୍ୟ ଅଭିଯୁକ୍ତ ମୁନ୍ନା ମହାନ୍ତି ଘରେ ଇଡି ଚଢ଼ାଉ
Published On
By Samaya Live News
ବାଙ୍କୀ: ବହୁ ଚର୍ଚ୍ଚିତ ଓଡିଶା ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ । ମୁଖ୍ୟ ଅଭିଯୁକ୍ତ ମୁନ୍ନା ମହାନ୍ତି ଘରେ ଇଡି ପକ୍ଷରୁ ଚଢ଼ାଉ ଜାରି... ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ
Published On
By Samaya Live News
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ପ୍ରସନ୍ନ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି ।... ସିବିଆଇ ପଞ୍ଝାରେ ଏକଲବ୍ୟ ସ୍କୁଲ ପ୍ରିନ୍ସିପାଲ
Published On
By Samaya Live News
ନୂଆପଡା : ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS) ର ଅଧ୍ୟକ୍ଷ (ପ୍ରିନ୍ସିପାଲ)। ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ସ୍କୁଲ୍ ପ୍ରିନ୍ସପାଲ୍ ସି. କ୍ରିଷ୍ଣାମୂର୍ତ୍ତି ନାଇଡୁଙ୍କୁ ଧରିଲା CBI... ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀ
Published On
By Samaya Live News
ଜଗତସିଂହପୁର : ଭିଜିଲାନ୍ସ ଜାଲରେ ଫସିଲେ ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀ-cum-ଜିଲ୍ଲା ପ୍ରକଳ୍ପ ସଂଯୋଜକ (DEO-DPC) କାର୍ଯ୍ୟାଳୟର ଜଣେ ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜା । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚନ୍ଦ୍ରଜିତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ... ଓଏଏସ ସ୍ତରରେ ଅଦଳବଦଳ
Published On
By Samaya Live News
ଭୁବନେଶ୍ୱର : ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ । ବଦଳିଲା ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କୁ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଗୀତାଞ୍ଜଳି ନାୟକଙ୍କୁ ଇଲେକ୍ଟ୍ରୋନିକ୍ସ ଓ... ଘର ଭିତରେ ବାଣ ବିସ୍ଫୋରଣ ଘଟି ବାପାଙ୍କ ମୃତ୍ୟୁ, ପୁଅ ସହ ୬ ଜଣ ଗୁରୁତର
Published On
By Samaya Live News
ଜଗତସିଂପୁର : ବାଣ ଭିଡାବେଳେ ଅଘଟଣ । ବିସ୍ଫୋରଣ ଘଟି ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ଘଟିଥିବାବେଳେ ପୁଅ ସହ ଅନ୍ୟ ୬ଜଣ ପରିବାର ସଦସ୍ୟ ଗୁରୁତର ହୋଇଛନ୍ତି । ଘଟଣା ଘଟିଛି ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧିନ ଚାନ୍ଦପୁର ଗାଁରେ... 
