Odisha Star Fight 2022
ଜିଲ୍ଲା 

ସଦର ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର

ସଦର ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର ବଲାଙ୍ଗିର : ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ କୃଷି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପ୍ରତ୍ୟେକ ଦିଗରେ ଅଞ୍ଚଳକୁ ଆଗେଇ ନେବାକୁ ହେବ । ଆପଣଙ୍କ ଭୋଟ ମଧ୍ୟ ସେହି ଦିଗରେ ଓ ଉଚିତ ପ୍ରାର୍ଥିକୁ ଯିବା ଆବଶ୍ୟକ । ତେଣୁ ମୋର ଅନୁରୋଧ ଆପଣମାନେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଯଶୋବନ୍ତି ବଘାରଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଅଞ୍ଚଳକୁ ଏକ ବିକାଶ ପଥରେ ଆଗେଇ ନେବେ ବୋଲି ବିଧାୟକ ନରସିଂହ ମିଶ୍ର ସଦର ବ୍ଲକରେ […]
Read More...
ଓଡ଼ିଶା 

ରାଜନୀତିରେ ପାଦ ଥାପିବେ ବର୍ଷା

ରାଜନୀତିରେ ପାଦ ଥାପିବେ ବର୍ଷା କେନ୍ଦ୍ରାପଡା: ଫେବୃଆରୀ ୧୫: ବାଜିରେ ଲାଗିଲା କେନ୍ଦ୍ରାପଡ଼ା ସାଂସଦଙ୍କ ରାଜନୈତିକ କ୍ୟାରିୟର । ଅନୁଭବଙ୍କୁ ଛାଡ଼ି ବର୍ଷାଙ୍କ ଉପରେ ଛାମୁଙ୍କ ଭରସା ଥିବା ଦେଖାଯାଉଛି। ଦଳୀୟ କାର୍ଯ୍ୟକ୍ରମରେ ସିନେମା ଡାଇଲଗ ମାରି ଲୋକଙ୍କ ମନ ଜିଣୁଥିବା କେନ୍ଦ୍ରାପଡ଼ା ସାଂସଦଙ୍କ ଆଗ ପରି ଦବଦବା ଆଉ ନାହିଁ । ତାଙ୍କୁ କୌଣସି କାର୍ଯ୍ୟକ୍ରମକୁ ଡକାଯାଉ ନାହିଁ । ପାରିବାରିକ ବିବାଦ କାରଣ ପାଇଁ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଉଥିବା କୁହାଯାଉଛି । ବିଜେଡି ମହିଳା ସଶକ୍ତିକରଣ ଉପରେ […]
Read More...
ଓଡ଼ିଶା 

ଶାସକ-ବିରୋଧୀ ଷ୍ଟାର ପ୍ରଚାରକଙ୍କ କାଦୁଅ ଫିଙ୍ଗା ରାଜନୀତି

ଶାସକ-ବିରୋଧୀ ଷ୍ଟାର ପ୍ରଚାରକଙ୍କ କାଦୁଅ ଫିଙ୍ଗା ରାଜନୀତି ଭୁବନେଶ୍ୱର: ଫେବୃଆରୀ ୦୯: ରାଜ୍ୟ ରାଜନୀତି ଜୋର ସୋରରେ ଚାଲୁଥିବାବେଳେ ବିରୋଧୀ-ଶାସକ ନିଜ ନିଜ ଭିତରେ କାଦୁଅ ଫିଙ୍ଗା ରାଜନୀତିର ମଙ୍ଗ ଧରିଥିବା ବିଭିନ୍ନ କାର୍ଯ୍ୟରୁ ଜଣା ପଡୁଛି। ଗୋଟିଏ ପଟେ ମଣ୍ଡିରେ ଉଷୁନା ଚାଉଳ ନଉଠାଇବା ପ୍ରତିବାଦରେ ବିଜେଡିର ବିକ୍ଷୋଭ ଓ ଅନ୍ୟପଟେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତକୁ ଜାଣିଶୁଣି ଖସାଇ ଦେଇଥିବାରୁ ବିକ୍ଷୋଭ କରିଛି ବିଜେପି। ଏ ନେଇ ଦୁହେଁ ଆପୋଷ କାଦୁଅ ଫିଙ୍ଗା ଫିଙ୍ଗି ହେଉଥିବା ଦେଖାଯାଉଛି। ଯେହେତୁ […]
Read More...
ଓଡ଼ିଶା 

ପ୍ରାର୍ଥୀ ହେଉଛନ୍ତି ନିଜେ ନିଜର ଷ୍ଟାର ପ୍ରଚାରକ

ପ୍ରାର୍ଥୀ ହେଉଛନ୍ତି ନିଜେ ନିଜର ଷ୍ଟାର ପ୍ରଚାରକ ଭୁବନେଶ୍ୱର: ଏଥର ପ୍ରାର୍ଥୀମାନେ ନିଜର ପ୍ରଚାର କରିବା ପାଇଁ ଷ୍ଟାର ପ୍ରଚାରକଙ୍କ ସମର୍ଥନ ଚାହୁଁନାହାନ୍ତି । ସେମାନେ ନିଜ ନିଜର ଷ୍ଟାର ପ୍ରଚାରକ ସାଜିଛନ୍ତ । ଲୋକପ୍ରିୟତା କାର୍ଯ୍ୟଦକ୍ଷତା କାରଣରୁ ଭୋଟରମାନେ ମଧ୍ୟ ସେମାନଙ୍କୁ ସମର୍ଥନ କରୁଛନ୍ତି । କଟକ ସଦର ବ୍ଲକ୍‌ର କଳାପଡ଼ ପଞ୍ଚାୟତ । ସରପଞ୍ଚ ପାଇଁ ଏଥର ୪ଜଣ ସ୍ଥାନୀୟ ଲୋକପ୍ରିୟ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । କିଏ କହୁଛି ଲୋକମାନେ ଆମକୁ ସମର୍ଥନ କରୁଛନ୍ତି ତ’ ଆଉ କିଏ କହୁଛନ୍ତି ଦଳର […]
Read More...
ଓଡ଼ିଶା 

ନିର୍ବାଚନରେ ରାଜପରିବାର ସଦସ୍ୟା ଗୀତାଞ୍ଜଳି

ନିର୍ବାଚନରେ ରାଜପରିବାର ସଦସ୍ୟା ଗୀତାଞ୍ଜଳି ଭଞ୍ଜନଗର: ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ମଧ୍ୟ ବେଶ୍‌ ସେତେ ତେଜୁଛି । ପ୍ରଚାର କରିବା ପାଇଁ ବହୁ ପ୍ରାର୍ଥୀ ଷ୍ଟାର ପ୍ରଚାରକଙ୍କ ସାହାଯ୍ୟ ନେଉଛନ୍ତି । ହେଲେ ଗୀତାଞ୍ଜଳି ସୁଲକ୍ଷଣାଙ୍କ କଥା ଭିନ୍ନ । ସେ ପ୍ରଚାର ପାଇଁ କୌଣସି ଷ୍ଟାରଙ୍କ ସାହାଯ୍ୟ ନେଇ ନାହାନ୍ତି, କାରଣ ସେ ନିଜେ ହେଲେ ଜଣ ଷ୍ଟାର । ସେ ହେଉଛନ୍ତି ଧରାକୋଟ ରାଜପରିବାରର ତୃତୀୟ ପିଢ଼ି ସଦସ୍ୟା ତଥା ବର୍ତ୍ତମାନର ରାଜା ଭାବେ ଅଭିଷିକ୍ତ । […]
Read More...
ଓଡ଼ିଶା 

ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ହେଲାଣି ଷ୍ଟାର୍‌ କ୍ୟାମ୍ପନିଂ

ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ହେଲାଣି ଷ୍ଟାର୍‌ କ୍ୟାମ୍ପନିଂ ଭୁବନେଶ୍ୱର: ଫେବୃଆରୀ ୦୯: ଜୟଦେବ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପାଣିପାଗରେ ଆସିଲାଣି ଉଷ୍ମତା। ଏହି ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ଆସନ ସଂଖ୍ୟା ୬ । ମୁଖ୍ୟତଃ ଦଳୀୟ ସଂକେତରେ ଲଢୁଥିବା ପ୍ରାର୍ଥୀଙ୍କ ଉପରେ ଜନତାଙ୍କ ନଜର । କିଏ କରିବ ବାଜିମାତ୍‌ ସେନେଇ ଚର୍ଚ୍ଚା ବି ଜୋର ଧରିଲାଣି। ତେବେ ପ୍ରଚାର ମଇଦାନକୁ ଶାସକ ବିଜେଡି ଓ ପ୍ରମୁଖ ବିରୋଧୀ ଦଳ ବିଜେପି ଓହ୍ଲାଇ ସାରିଲେଣି। ମାତ୍ର କଂଗ୍ରେସ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳୁନି। ଏଠାରେ ଦୀର୍ଘ […]
Read More...
ଓଡ଼ିଶା 

ମଇଦାନରେ କଂଗ୍ରେସର ଷ୍ଟାର ପ୍ରଚାରକ

ମଇଦାନରେ କଂଗ୍ରେସର ଷ୍ଟାର ପ୍ରଚାରକ ଭୁବନେଶ୍ୱର: ଫେବୃଆରୀ ୦୮: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପିସିସି ପକ୍ଷରୁ ୨୦ ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ସେଥିରେ ସାଂସଦ ଡ. ଚେଲ୍ଲା କୁମାରଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜିବ ବିଶ୍ୱାଳ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପଞ୍ଚାନନ କାନୁନଗୋ, ସପ୍ତଗିରି ଉଲ୍ଲାକା, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସଂତୋଷ ସିଂ ସାଲୁଜା, […]
Read More...

Advertisement