Odisha Police
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆଜି ଲିଙ୍ଗରାଜଙ୍କ ବାହୁଡା ଯାତ୍ରା
Published On
By Samaya Live
ଭୁବନେଶ୍ୱର: ଅପ୍ରେଲ ୧୩: ଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା । ରୁକୁଣାରଥରେ ବିଜେ ହୋଇ ରାମେଶ୍ୱର ମନ୍ଦିରରୁ ଆଜି ଫେରିବେ ବାବା। ସକାଳ ୬ଟା ୩୦ରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି ଶେଷ ପରେ ସାହାଣ ମେଳା ଦର୍ଶନ ଚାଲିଛି । ପରେ ଅନ୍ୟନୀତିକାନ୍ତି ସହ ଦିନ ୧ଟା ୩୦ରେ ପହଣ୍ଡି କରାଯିବ । ୩ଟା ୩୦ରେ ରଥ ଟଣା ଆରମ୍ଭ କରିବାକୁ ନିର୍ଘଣ୍ଟ ହୋଇଛି ।ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ହେବା ପାଇଁ ବ୍ୟାପକ ବ୍ୟବସ୍ଥା […]
ସୋରିଷପଦର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
Published On
By Samaya Live
ଭୁବନେଶ୍ୱର: ଫେବୃଆରୀ ୧୯: ନବରଙ୍ଗପୁର ସୋରିଷପଦର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟରରେ ସେ ଲେଖିଛନ୍ତି ନିର୍ବାଚନ ଡ୍ୟୁଟିରେ ବସ୍ ଦୁର୍ଘଟଣାରେ ସଂଖ୍ୟାଧିକ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ଜାଣି ମୁଁ ଦୁଃଖିତ। ଏପରି ଦୁଃଖ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି। ମେଡିକାଲରେ ଚିକିତ୍ସିତ ହେଉଥିବା ଆହତ ଓ ଗୁରୁତରମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ ସହ ମୃତକଙ୍କ ପରିବାରକୁ […]
ମା ରୂପରେ ଆତତାୟୀ
Published On
By Samaya Live
କେନ୍ଦ୍ର।ପଡ଼।: ଜାନୁଆରୀ ୦୧: ମା ରୂପରେ ଆତତାୟୀ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନିଶ୍ଚୟ। କିନ୍ତୁ ନିଜ ଜନ୍ମ କଲା ମା ଏପରି ଏକ ଘଟଣା ଟିଏ ଘଟାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଯୋର ଧରିବାରେ ଲାଗିଛି। ଜନ୍ମ କଲ। ମ।ଆ ମ।ରିଦେଲ। ଦୁଇ ମ।ସର ନିଷ୍ପ।ପ ଶିଶକୁ । ମ।ରିବ। ପରେ ଶିଶୁକୁ ଘର ପାଖ ଏକ କୂଅରେ ପକ।ଇଦେଇଥିଲ। ମ।ଆ। ତେବେ ଘଟଣ।ସ୍ଥଳରେ ପୋଲିସ ପହଞ୍ଚି ଛ।ନ୍ଭିନ୍ ଆରମ୍ଭ କରିଛି। କେନ୍ଦ୍ର।ପଡ଼। ମ।ର୍ଶ।ଘ।ଇ […]
ଆଜିଠୁ ଆରମ୍ଭ ହେବ ଆଇପିଏସ କନଫରେନ୍ସ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୧୬: ଆଜିଠ।ରୁ ଆରମ୍ଭ ହେବ ଆଇପିଏସ କନଫରେନ୍ସ। ଏକ।ଠି ହେବେ ର।ଜ୍ୟର ସମସ୍ତ ଆଇପିଏସ ଅଫିସର । ଆସନ୍ତ। ୧୮, ଶନିବ।ର ପର୍ଯ୍ୟନ୍ତ ଚ।ଲିବ ଆଲୋଚନ। । ତେବେ ଏଥର ବୈଠକରେ କିଏ ରଣନୀତି ପ୍ରସ୍ତୁତ କରିବେ ସେନେଇ ସନ୍ଦେହ । କ।ରଣ ପ୍ରତିବର୍ଷ ଡିଜିପିଙ୍କ ଅଧ୍ୟକ୍ଷତ।ରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥ।ଏ । ହେଲେ ଏଥର ଡିଜିପିଙ୍କ କ।ର୍ଯକ।ଳ ଆସନ୍ତ। ୩୧ ଡିସେମ୍ବରରେ ସରୁଛି । ତେଣୁ ପରବର୍ତ୍ତୀ ଡିଜିଙ୍କ ରଣନୀତି କିପରି […]
୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ
Published On
By Samaya Live
ବଡଗଡ: ଡିସେମ୍ବର ୦୨: ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ। ଗଞ୍ଜାମ ଜିଲ୍ଲା ବଡଗଡ ଧରାକୋଟ ସୀମାନ୍ତରେ ଗଞ୍ଜେଇ ଚାଷ ନଷ୍ଟକଲା ପୋଲିସ ପ୍ରଶାସନ। ବଡଗଡ ଥାନା ସାବା ଖରିପଲ୍ଲୀ ଅଞ୍ଚଳରେ ୩୦ ଏକର ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ ହୋଇଛି। ଆସିକା ଏସଡିପିଓଙ୍କ ନେତୃତ୍ୱରେ ଧରାକୋଟ ତହସିଲଦାର, ଅବକାରୀ ବିଭାଗ ଆଦିଙ୍କ ଉପସ୍ଥିତିରେ ଚଢାଉ କରାଯାଇଥିଲା। ବରଗଡ ସୋରଡା, ପାଟପୁର ଓ ଧରାକୋଟ ଥାନା ଅଧିକାରୀଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସଙ୍କ […]
ଅପରାଧ ଦୁନିଆର ବାଦଶାହା ଗ୍ୟାଙ୍ଗଷ୍ଟାର ହାଇଦରର ଖେଳ ଶେଷ
Published On
By Samaya Live
କେନ୍ଦ୍ରାପଡ଼ା: ଜୁଲାଇ ୨୫: ଗ୍ୟାଙ୍ଗଷ୍ଟର ସେକ ହାଇଦରର ପୋଲିସ ଏନ୍କାଉଣ୍ଟରରେ ମୃତ୍ୟୁ ହେବା ପରେ କେନ୍ଦ୍ରାପଡା ଅପରାଧ ଦୁନିଆର ବାଦଶାହା ହାଇଦରର ଖେଳ ଶେଷ ହୋଇଛି । ଶନିବାର ଦିନ ଚୌଦ୍ୱାର ଜେଲରୁ ତାକୁ ପୋଲିସ ବାରିପଦା ଜେଲ କୁ ନେଉଥିବା ବେଳେ ବାଲେଶ୍ୱର ସିମୁଳିଆ ଠାରେ ପରିଶ୍ରା କରିବା ବାହାନାରେ ସେ ଖସିପଳାଇଯିବାକୁ ଚେଷ୍ଟା କରୁଥିଲା I ଏହି ସମୟ ରେ ତାକୁ ଅଟକାଇବା ପାଇଁ ପୋଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା I ସେଥିରେ […]
ଭଦ୍ରକ ନିକଟରୁ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ଜବତ; ୪ ଗିରଫ
Published On
By Samaya Live
ଭଦ୍ରକ : ଜୁଲାଇ ୧୭: ଭଦ୍ରକ ପୋଲିସ ଚରମ୍ପା ନିକଟରେ 1 କୋଟିରୁ ଅଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି। ଲକଡାଉନ ଏବଂ କୋଭିଡ-୧୯ ସୁରକ୍ଷା ନିୟମ କାର୍ଯ୍ୟରେ ନିଯୁକ୍ତ ପୋଲିସ ଧାମରା ରେଳବାଇ ଓଭରବ୍ରିଜ୍ ଅନ୍ତର୍ଗତ NH-16 ର ଚରମ୍ପା ନିକଟରେ ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କୁ ନେଇ ଯାଉଥିବା ଏକ ଅଟୋ-ରିକ୍ସାକୁ ଅଟକାଇଥିଲା। ସନ୍ଦେହ ହେବାରୁ, ପୋଲିସ ଗାଡିରେ ଖୋଜାଖୋଜି କରି 1,090 ଗ୍ରାମ ଓଜନର ଆମଦାନୀ ଓ ରପ୍ତାନି ନିଷିଦ୍ଧ […]
ଓଡିଶା ପୋଲିସ ପାଇଁ ୯୦୫ ଟି ନୂଆ ପଦବୀ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
Published On
By Samaya Live
ଭୁବନେଶ୍ଵର : ଅଗଷ୍ଟ ୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପୋଲିସରେ ୯୦୫ ଟି ନୂଆ ପଦବୀକୁ ଅନୁମୋଦନ କରିଛନ୍ତି। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ନାଗରିକ କେନ୍ଦ୍ରିକ ସେବାର ଦକ୍ଷତାରେ ବିକାଶ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦବୀ ଗୁଡିକୁ ଅନୁମୋଦନ କରିଛନ୍ତି। ଓଡିଶା ପୋଲିସ ର ଦୃଢ ପଦକ୍ଷେପ ଯୋଗୁଁ ଓ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ମାଓବାଦୀ ଉପଦ୍ରବ କମିଛି । ରାଜ୍ୟରେ ଥିବା ୬ ଟି […]
ଆଇପିଏସ୍ ସ୍ତରରେ ଅଦଳବଦଳ: ବଦଳିଲେ ସାଗରିକା, ଅନୁପ
Published On
By Samaya Live
ଭୁବନେଶ୍ୱର : ଜୁଲାଇ ୧୪: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ବିଭାଗ ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏମ୍ ଅକ୍ଷୟଙ୍କୁ ପୁଲିସ୍ ଗୃହନିର୍ମାଣ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ପୁଲିସ୍ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଥିବା ଆଇପିଏସ୍ ଲଳିତ ଦାସଙ୍କୁ ଅତିରିକ୍ତ ଡିଜି, ଯୋଗାଯୋଗ ଭାବେ ଅବସ୍ଥାପିତ କରାଯାଇଛି । […]
ଲକ୍ଡାଉନ୍ କୋହଳ କିନ୍ତୁ ପଳେଇନି କରୋନା; ସତର୍କ ରହିବାକୁ ପରାମର୍ଶ ଦେଲେ ସିପି
Published On
By Samaya Live
Edited by Papu Mohanty ଭୁବନେଶ୍ୱର: ସହରରେ ଲକ୍ଡାଉନ୍ କୋହଳ ହୋଇଛି କିନ୍ତୁ ଏହାର ଅର୍ଥ ନୁହେଁ ଯେ କରୋନା ପଳାଇଛି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ କରୋନା ପ୍ରତି ନଜର ଅନ୍ଦାଜ ନକରି ସତର୍କ ରହିବା ପାଇଁ କହିଛନ୍ତି ଭୁବନେଶ୍ୱର-କଟକର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡଙ୍ଗୀ କହିଛନ୍ତି ବିଭିନ୍ନ କାରଣରୁ ଡକଡାଉନ୍କୁ କୋହଳ କରାଯାଇଛି । […]
ମାଡ ମାରି ଫସିଲେ ଆଇଆଇସି ସନ୍ଧ୍ୟାରାଣୀ: ଜବାବ ତଲବ କଲେ ରାଜ୍ୟ ମାନବାଧିକାର କମିଶନ
Published On
By Samaya Live
Edited by Papu Mohanty ଭୁବନେଶ୍ୱର : May 19:ସହାୟତା ପାଇଁ ଥାନାକୁ ଆସିଥିବା ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ମାଡ ମାରି ଗୁରୁତର କରିଥିବା କେନ୍ଦୁଝର ପାଟଣା ଥାନା ଆଇଆଇସି ଏବେ ହରଡଘଣାରେ ପଡିଛି । କରୋନା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରି ରାଜ୍ୟ ବ୍ୟାପୀ ପୋଲିସ ପ୍ରଶଂସା ସାଉଁଟି ଥିଲାବେଳେ ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ କାର୍ଯ୍ୟ କଳାପ ପୋଲିସକୁ ନିନ୍ଦିତ କରିଛି । ଘଟଣାରୁ ଜଣାଯାଇଛି ଯେ ଜମି ବିବାଦକୁ […]
ପୋଲିସକୁ କରୋନା; ସୂଚନା ଦେଲା କମିଶନରେଟ୍ ପୋଲିସ
Published On
By Samaya Live
Edited By Papu Mohanty ଭୁବନେଶ୍ୱର : May 19: କମିଶନରେଟ୍ ପୋଲିସରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି କର୍ମଚାରୀଙ୍କୁ କୋଭିଡ଼୍ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ରାଜ୍ୟରେ ୧୦୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସଂପୃକ୍ତ ପୋଲିସ କର୍ମଚାରୀ ଜଣକ ରହିଛନ୍ତି । ସେ ଛୁଟିରେ ଥିଲେ ଓ […]

