ପୋଲିସକୁ କରୋନା; ସୂଚନା ଦେଲା କମିଶନରେଟ୍ ପୋଲିସ
Edited By Papu Mohanty ଭୁବନେଶ୍ୱର : May 19: କମିଶନରେଟ୍ ପୋଲିସରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି କର୍ମଚାରୀଙ୍କୁ କୋଭିଡ଼୍ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ରାଜ୍ୟରେ ୧୦୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସଂପୃକ୍ତ ପୋଲିସ କର୍ମଚାରୀ ଜଣକ ରହିଛନ୍ତି । ସେ ଛୁଟିରେ ଥିଲେ ଓ […]
Edited By Papu Mohanty
ଭୁବନେଶ୍ୱର : May 19: କମିଶନରେଟ୍ ପୋଲିସରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି କର୍ମଚାରୀଙ୍କୁ କୋଭିଡ଼୍ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ରାଜ୍ୟରେ ୧୦୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସଂପୃକ୍ତ ପୋଲିସ କର୍ମଚାରୀ ଜଣକ ରହିଛନ୍ତି । ସେ ଛୁଟିରେ ଥିଲେ ଓ ଫେରିବା ପରେ ତାଙ୍କ କରୋନା ଟେଷ୍ଟରୁ ପଜେଟିଭ୍ ମିଳିଥିଲା ।




