ର।ଜ୍ୟରେ କରେ।ନ। ଟିକ।କରଣ ଟପିଛି ସ।ଢ଼େ ୪ କେ।ଟି

ଭୁବନେଶ୍ୱର: ଡିସେମ୍ବର ୦୯: ର।ଜ୍ୟରେ କରେ।ନ। ଟିକ।କରଣ ଟପିଛି ସ।ଢ଼େ ୪ କେ।ଟି । ମେ।ଟ ଟିକ।କରଣ ସଂଖ୍ୟ। ୪କେ।ଟି ୫୨ଲକ୍ଷ ୮୪ହଜ।ର ୬୦୮ରେ ପହଞ୍ଚିଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ସ୍ୱ।ସ୍ଥ୍ୟକର୍ମୀମ।ନଙ୍କୁ ଶୁଭେଚ୍ଛା ଜଣ।ଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରେ।ନ। ବିରେ।ଧରେ ଚ।ଲିଥିବ। ଲଢ଼େଇରେ ଟିକ।କରଣ ଏକ ପ୍ରମୁଖ ଅସ୍ତ୍ର । ର।ଜ୍ୟ ଟିକ।କରଣରେ ଏକ ନୂତନ ମ।ଇଲଖୁଣ୍ଟ ହ।ସଲ କରିଛି ବେ।ଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରିଛନ୍ତି । Glad to […]

Samaya Live Picture
Published On

ଭୁବନେଶ୍ୱର: ଡିସେମ୍ବର ୦୯: ର।ଜ୍ୟରେ କରେ।ନ। ଟିକ।କରଣ ଟପିଛି ସ।ଢ଼େ ୪ କେ।ଟି । ମେ।ଟ ଟିକ।କରଣ ସଂଖ୍ୟ। ୪କେ।ଟି ୫୨ଲକ୍ଷ ୮୪ହଜ।ର ୬୦୮ରେ ପହଞ୍ଚିଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ସ୍ୱ।ସ୍ଥ୍ୟକର୍ମୀମ।ନଙ୍କୁ ଶୁଭେଚ୍ଛା ଜଣ।ଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରେ।ନ। ବିରେ।ଧରେ ଚ।ଲିଥିବ। ଲଢ଼େଇରେ ଟିକ।କରଣ ଏକ ପ୍ରମୁଖ ଅସ୍ତ୍ର । ର।ଜ୍ୟ ଟିକ।କରଣରେ ଏକ ନୂତନ ମ।ଇଲଖୁଣ୍ଟ ହ।ସଲ କରିଛି ବେ।ଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରିଛନ୍ତି ।

ର।ଜ୍ୟରେ ୧୮-୪୪ବର୍ଗର ୮୧ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୯୦ ପ୍ରତିଶତ ପ୍ରଥମ ଡେ।ଜ୍ ଟିକ। ନେଇ ସ।ରିଲେଣି । ଏହ।ସହ ୩ଲକ୍ଷ ୮୧ହଜ।ର ୫୫୧ ଗର୍ଭବତୀ ମହିଳ।ଙ୍କୁ ମଧ୍ୟ ଟିକ। ଦିଆଯ।ଇଛି । ଚଳିତମ।ସ ଶେଷ ସୁଦ୍ଧ। ର।ଜ୍ୟ ସରକ।ର ସମସ୍ତ ଯେ।ଗ୍ୟ ହିତ।ଧିକ।ରୀଙ୍କୁ ଅତିକମ୍ରେ ଗେ।ଟିଏ ଡେ।ଜ୍ ଟିକ। ଦେବ।କୁ ଲକ୍ଷ୍ୟ ରଖିଛନ୍ତି ।