COVID-19
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କୋଭିଡ୍ ପାଇଁ ନିଜ ଦେଶକୁ ବିଦେଶୀ ଆଗନ୍ତୁକଙ୍କୁ ବାରଣ କରିଛି ସାଉଦୀ ଆରବ
Published On
By Samaya Live
ଜେଦ୍ଦା: ମଇ ୨୩: କିଛିଦିନ ହେବ କୋଭିଡ୍-୧୯ ପୁନଃ ସଂକ୍ରମଣ ଆରମ୍ଭ ଏବଂ ଦୈନିକ କୋଭିଡ୍ ସଂକ୍ରମଣରେ ଦ୍ରୁତ ବୃଦ୍ଧି ହେବାରୁ ଭାରତ ସମେତ ୧୬ଟି ଦେଶ ଭ୍ରମଣରୁ ବିରତ ରହିବା ଲାଗି ସାଉଦୀ ଆରବ ତାର ନାଗରିକମାନଙ୍କ ପ୍ରତି ନିଷେଧାଜ୍ଞା ଜାରି କରିଛି । ନିଷେଧାଜ୍ଞା ଜାରି କରିଥିବା ୧୬ ଦେଶ ମଧ୍ୟରେ ଭାରତ, ଲେବାନନ୍, ସିରିୟା, ତୁର୍କୀ, ଇରାନ୍, ଆଫଗାନିସ୍ତାନ, ୟେମେନ୍, ସୋମାଲିଆ, ଇଥିଓପିଆ, କଙ୍ଗୋ, ଲିବିୟା, ଇଣ୍ଡୋନେସିଆ, ଭିଏତନାମ, ଆର୍ମେନିଆ, ବେଲାରୁଷ୍ ଏବଂ […]
କମିଲା କୋର୍ବେଭାକ୍ସ ଟିକାର ଦାମ୍
Published On
By Samaya Live
ଭୁବନେଶ୍ୱର: ମଇ ୧୭: ୨୫୦ ଟଙ୍କାକୁ ଖସିଲା କୋର୍ବେଭାକ୍ସ ଟିକା ଦାମ । କୋର୍ବେଭାକ୍ସ ର୍ନିମାତା କମ୍ପାନୀ ବାୟୋଲୋଜିକାଲ-ଇ ଏହାର ଦର କମାଇଛି । ପୂର୍ବରୁ ଏହାର ଦାମ୍ ୮୪୦ ଟଙ୍କା ଥିବାବେଳେ ଏବେ ଏହାକୁ ୨୫୦ ଟଙ୍କା କରାଯାଇଛି । ତେବେ ଅନ୍ୟାନ୍ୟ ସବୁ ଚାର୍ଜର୍କୁ ମିଶାଇ ଡୋଜ୍ ପିଛା ଦର ୪୦୦ ଟଙ୍କା ହେବ । ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋର୍ବେଭାକ୍ସ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ । ଅନ୍ୟପଟେ ରାଜ୍ୟରେ ଦୈନିକ […]
ଭାରତରେ ସର୍ବାଧିକ କରୋନା ମୃତ୍ୟୁ ସଂଖ୍ୟା: କହିଲା ଡବ୍ଲଏଚଓ
Published On
By Samaya Live
ନୂଆଦିଲ୍ଲୀ: ମଇ ୦୬: କରୋନା ମୃତ୍ୟୁ ହାରକୁ ନେଇ ଡବ୍ଲìଏଚଓର ବୟାନ । ଏହି ବୟାନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦାବି ଉପରେ ପ୍ରଶ୍ନ ଉଠାଇଛି ଭାରତ । କୋଭିଡ୍ ମତକଙ୍କ ସଂଖ୍ୟା ଆକଳନରେ ଭାରତ ଆଗୁଆ ଥିବା ନେଇ କହିଛି ଡବ୍ଲìଏଚଓ । ତେବେ ଏହି ଦାବିକୁ ଖଣ୍ଡନ କରିବା ସହ ଏହା ସଠିକ୍ ନୁହେଁ ବୋଲି ଭାରତ କହିଛି। ଏହାସହ ଡବ୍ଲìଏଚଓର ଡାଟା ସଂଗ୍ରହ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରଶ୍ନ […]
ପୂର୍ବସ୍ଥିତିକୁ ଫେରିଛି ଦେଶର ବିମାନ ସେବା
Published On
By Samaya Live
ନୂଆଦିଲ୍ଲୀ: ମାର୍ଚ୍ଚ୧୬: କୋଭିଡ-୧୯ ପୂର୍ବସ୍ଥିତିକୁ ଫେରିଛି ଦେଶର ବିମାନ ସେବା। ଏୟାର ଟ୍ରାଫିକ ଏବେ ସ୍ୱଭାବିକ ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋମବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ଦେଶର ବିମାନକ୍ଷେତ୍ର ମହାମାରୀ ପୂର୍ବ ସ୍ଥିତିକୁ ଏବେ ଫେରିଆସିଛି। ସିନ୍ଧିଆ କହିଛନ୍ତି ଯେ କୋଭିଡ-୧୯ ପୂର୍ବରୁ ଦେଶରେ ଦୈନିକ ଯାତ୍ରୀଙ୍କ ଅଧିକତମ ସଂଖ୍ୟା ୪ ଲକ୍ଷ ପାଖାପାଖି ଥିଲା। ତେବେ ଗତ ଡିସେମ୍ବର ସୁଦ୍ଧା ଆମେ ୩.୮୩ ଲକ୍ଷ ପର୍ଯ୍ୟନ୍ତ ଆମେ ପହଞ୍ଚି […]
୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ୬, ୩୯୬ ସଂକ୍ରମିତ ଚିହ୍ନଟ ଏବଂ ୨୦୧ ମୃତ
Published On
By Samaya Live
ଦିଲ୍ଲୀ: ମାର୍ଚ୍ଚ ୦୪ :ଦେଶରେ କରୋନା ସଂକ୍ରମଣ କମିବାରେ ଲାଗୁଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ୩୯୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୪୫୦ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୮.୬୪ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୩ ଲକ୍ଷ ୬୭ ହଜାର ୭୦ […]
ଆଜିଠୁ ହଟିଲା ସହରାଞ୍ଚଳ ନାଇଟ୍ କର୍ଫ୍ୟୁ
Published On
By Samaya Live
ଭୁବନେଶ୍ୱର: ଫେବୃଆରୀ ୧୮: ରାଜ୍ୟରେ କୋହଳ ହେଲା କୋଭିଡ୍ କଟକଣା । ଆଜିଠୁ ହଟିଲା ସହରାଞ୍ଚଳ ନାଇଟ୍ କର୍ଫ୍ୟୁ । ବର୍ତ୍ତମାନ ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କଟକଣା କୋହଳ କରାଯାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ବର୍ତ୍ତମାନର କୋଭିଡ ସ୍ଥିତିରେ ସୁଧାର ଆସିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଚଳିତ ଥରର ଓମିକ୍ରନ ଭାରିଆଣ୍ଟ ଏତେ ମାତ୍ରାରେ ଲୋକଙ୍କୁ କ୍ଷତି ପହଞ୍ଚାଇ ନାହିଁ । […]
କାନାଡାରେ ଘୋଷଣା ହେଲା ଜରୁରୀକାଳୀନ ପରିସ୍ଥିତି
Published On
By Samaya Live
କାନାଡା: ଫେବୃଆରୀ ୧୬: ଟୀକାକରଣ ଆଦେଶ ସମେତ ବିଭିନ୍ନ କୋଭିଡ-୧୯ ସମ୍ବନ୍ଧୀୟ ପଦକ୍ଷେପ ବିରୋଧରେ ଟ୍ରକ ଚାଳକଙ୍କ ବିରୋଧର ଜବାବରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ୧୯୮୮ରେ ପ୍ରଣୟନ ହୋଇଥିବା ଜରୁରୀକାଳୀନ ଆଇନ କେବେ ବ୍ୟବହାର କରାଯାଇ ନଥିଲା। ସେ କହିଛନ୍ତି, ଆମେ ବେଆଇନ ଏବଂ ବିପଦପୂର୍ଣ୍ଣ କାର୍ଯ୍ୟକଳାପ ଜାରି ରଖିବାକୁ ଅନୁମତି ଦେବୁ ନାହିଁ । ତେବେ ବର୍ତ୍ତମାନ ଜରୁରୀକାଳୀନ ଶକ୍ତି ତୁରନ୍ତ କାର୍ଯ୍ୟକାରୀ ହେଲା ଏବଂ ଏହା […]
ଦିଲ୍ଲୀ ସମେତ 4 ରାଜ୍ୟରେ ଖୋଲିଲା ସ୍କୁଲ୍
Published On
By Samaya Live
ନୂଆଦିଲ୍ଲୀ: ଫେବୃଆରୀ ୦୭: ୯ ରୁ ୧୨ ଶ୍ରେଣୀ ପ।ଇଁ କ୍ଲ।ସ୍ ଆଜି ଦିଲ୍ଲୀ, ଉତ୍ତରପ୍ରଦେଶ, କେରଳ, ଓଡିଶ। ଏବଂ ବିହ।ରରେ ପୁନଃ ଆରମ୍ଭ ହୋଇଛି । ଦିଲ୍ଲୀରେ, ନର୍ସରୀରୁ ଅଷ୍ଟମ ଶ୍ରେଣୀ ପ।ଇଁ କ୍ଲ।ସ୍ ଫେବୃଆରୀ ୧୪ରୁ ଆରମ୍ଭ ହେବ । ଜ।ତୀୟ ର।ଜଧ।ନୀରେ ଛ।ତ୍ରମ।ନଙ୍କ ପ।ଇଁ ଅନଲ।ଇନ୍ କ୍ଲ।ସ୍ ମଧ୍ୟ ଜ।ରି ରହିବ ବୋଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣ। କରିଛନ୍ତି। ଗତ ସପ୍ତ।ହରେ କେନ୍ଦ୍ର କହିଛି ଯେ ପଜିଟିଭିଟି ହ।ର ୦ […]
ବଜାରକୁ ଆସିଲା କୋଭିଡର ୩ୟ ଡୋଜ୍ ଜାଇକଭ-ଡି
Published On
By Samaya Live
ନୂଆଦିଲ୍ଲୀ: ଫେବୃଆରୀ ୦୩: ଆରମ୍ଭ ହୋଇଛି କରୋନ। ଭ।ଇରସ୍ ଟିକ। ଜ।ଇକଭ୍-ଡିର ଯୋଗ।ଣ । ଏହା ତୃତୀୟ ଡୋଜ୍ ବିଶିଷ୍ଟ କୋଭିଡ୍ ଟିକ। । ତେବେ ପ୍ରତି ଡୋଜର ମୂଲ୍ୟ ୨୬୫ ଟଙ୍କ। ରଖାଯାଇଥିବା ବେଳେ ଡୋଜ୍ ନେବ। ପ।ଇଁ ଆପ୍ଲିକେଟରର ମୂଲ୍ୟ ୯୩ ଟଙ୍କ। ରଖ।ଯ।ଇଛି । ତେଣୁ ପ୍ରତି ଡୋଜର ମୋଟ୍ ମୂଲ୍ୟ ୩୫୮ ଟଙ୍କ। କରାଯାଇଛି । ଡିସିଜିଆଇ ଅନୁମତି ହିସାବରେ ଜ।ଇକଭ୍-ଡି ୧୨ ବର୍ଷରୁ ଅଧିକ ବୟସର ପିଲ।ଙ୍କୁ ଦିଆଯିବ । […]
କମୁଛି ଦେଶରେ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧.୬୧ ସଂକ୍ରମିତ ଏବଂ ୨ ଲକ୍ଷରୁ ଅଧିକ ସୁସ୍ଥ
Published On
By Samaya Live
ଦିଲ୍ଲୀ: ଫେବୃଆରୀ ୨ : କିଛି ଦିନ ହେବ ଲଗାତାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୧ ହଜାର ୩୮୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୮୧ ହଜାର ୧୦୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୪. ୯୧ ପ୍ରତିଶତ ରହିଛି […]
୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ
Published On
By Samaya Live
ଦିଲ୍ଲୀ: ଜାନୁଆରୀ ୨୫ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୫୫ ହଜାର ୮୭୪ ରହିଛି । ଗତକାଲି କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ଥିଲା ବେଳେ ଆଜି ୨ ଲକ୍ଷ ପାଖାପାଖି ରହିଛନ୍ତି, ଯାହା ଏକ ଆଶ୍ୱସ୍ତିକର କଥା । ସେହିପରି ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୬୭ ହଜାର ୭୫୩ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୩. ୧୫ […]
ସିଲ୍ ହେଲା ଏକ୍ସଆଇଏମବି
Published On
By Samaya Live
ଭୁବନେଶ୍ୱର: ଜାନୁଆରୀ ୦୮: ଭୁବନେଶ୍ୱର ସ୍ଥିତ ଜ।ଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟ।ନେଜମେଣ୍ଟରୁ ୩୧ ଛ।ତ୍ରଛ।ତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଉତ୍ତର ଜୋନ୍ ଜେଡିସି ପୁରନ୍ଦର ନନ୍ଦଙ୍କ ଉପସ୍ଥିତିରେ ହଷ୍ଟେଲକୁ ସିଲ୍ କରାଗଲା। ତେବେ ବିଏମସି ପକ୍ଷରୁ ଅନ୍ୟ ସମସ୍ତ ହଷ୍ଟେଲ ଛ।ତ୍ରଛ।ତ୍ରୀଙ୍କର ଆରଟିପିସିଆ ଟେଷ୍ଟ କର।ଯିବ। ସମସ୍ତ ଛ।ତ୍ରଛ।ତ୍ରୀ ଏବେ ସେହି ହଷ୍ଟେଲରେ ଆଇସୋଲେସନରେ ରହିବେ।

