Covid update
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ର।ଜ୍ୟରେ କରେ।ନ। ଟିକ।କରଣ ଟପିଛି ସ।ଢ଼େ ୪ କେ।ଟି
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୦୯: ର।ଜ୍ୟରେ କରେ।ନ। ଟିକ।କରଣ ଟପିଛି ସ।ଢ଼େ ୪ କେ।ଟି । ମେ।ଟ ଟିକ।କରଣ ସଂଖ୍ୟ। ୪କେ।ଟି ୫୨ଲକ୍ଷ ୮୪ହଜ।ର ୬୦୮ରେ ପହଞ୍ଚିଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ସ୍ୱ।ସ୍ଥ୍ୟକର୍ମୀମ।ନଙ୍କୁ ଶୁଭେଚ୍ଛା ଜଣ।ଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରେ।ନ। ବିରେ।ଧରେ ଚ।ଲିଥିବ। ଲଢ଼େଇରେ ଟିକ।କରଣ ଏକ ପ୍ରମୁଖ ଅସ୍ତ୍ର । ର।ଜ୍ୟ ଟିକ।କରଣରେ ଏକ ନୂତନ ମ।ଇଲଖୁଣ୍ଟ ହ।ସଲ କରିଛି ବେ।ଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । Glad to […]
୨୪ ଘଣ୍ଟାରେ ଦେଶରେ ୧୨, ୭୨୯ କରୋନା ସଂକ୍ରମିତ ଓ ୧୨, ୧୬୫ ସୁସ୍ଥ
Published On
By Samaya Live
ଦିଲ୍ଲୀ: ନଭେମ୍ବର ୦୫: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨, ୭୨୯ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୨, ୧୬୫ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୭ ଲକ୍ଷ ୨୪ ହଜାର ୯୫୯ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୪୮ ହଜାର ୯୨୨ ରହିଛି । ଅନ୍ୟପକ୍ଷେ, ଗତ ୨୪ […]
୨୪ ଘଣ୍ଟାରେ ଦେଶରେ ୧୮,୧୩୨ କରୋନା ସଂକ୍ରମିତ ଏବଂ ୨୧,୫୬୩ ସୁସ୍ଥ
Published On
By Samaya Live
ଦିିଲ୍ଲୀ: ଅକ୍ଟୋବର ୧୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮,୧୩୨ ରହିଛି । ସେହପରି ୨୪ ଘଣ୍ଟାରେ ୨୧, ୫୬୩ ଜଣ ସୁସ୍ଥ ହୋଇଛନ୍ତି । କେରଳରେ ସର୍ବାଧିକ ୧୦, ୬୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଆଜି ଅଧିକ ରହିଛି । ଯାହା ଏକ ଆଶ୍ୱସ୍ତିକର କଥା । ଦେଶରେ ସୁସ୍ଥତା ହାର ୯୮.୦୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ […]
୨୪ ଘଣ୍ଟାରେ ଦେଶରେ ୧୮, ୩୪୬ କରୋନ ସଂକ୍ରମିତ ଓ ୨୬୩ ମୃତ
Published On
By Samaya Live
ଦିଲ୍ଲୀ: ଅକ୍ଟୋବର ୦୫ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮,୩୪୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୯, ୬୩୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୭.୯୩ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୧ ଲକ୍ଷ ୫୦ ହଜାର ୮୮୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୫୨ […]
ଦେଶରେ କମୁଛି କରୋନା ସଂକ୍ରମଣ: ଆଜି ୧୮,୮୭୦ କରୋନା ସଂକ୍ରମିତ ଓ ୨୮,୧୭୮ ସୁସ୍ଥ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨୯ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮,୮୭୦ ରହିଛି । ଆଜିର ନୂଆ ଚିହ୍ନଟଙ୍କୁ ମିଶାଇ ଏବେ ଦେଶରେ ମୋଟ ୩ କୋଟି ୩୭ ଲକ୍ଷ ୧୬ ହଜାର ୪୫୧ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୮, ୧୭୮ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୮୩ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ […]
୨୪ ଘଣ୍ଟାରେ ରାଜ୍ୟରେ ୫୪୫ କରୋନା ସଂକ୍ରମିତ ଏବଂ ୬୫୩ ସୁସ୍ଥ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୨୮ : ଆଜି ରାଜ୍ୟରେ ୫୨, ୬୭୫ ସ୍ୱାବ ଟେଷ୍ଟ ମଧ୍ୟରୁ ୫୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୪ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୩୧୯ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୨୬ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୨୫ ହଜାର ୩୦୯ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି […]
୨୪ ଘଣ୍ଟାରେ ଦେଶରେ ୧୮, ୭୯୫ କରୋନା ସଂକ୍ରମିତ ଓ ୨୫୮ ମୃତ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨୮ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮, ୭୯୫ ରହିଛି । ଆଜିର ନୂଆ ଚିହ୍ନଟଙ୍କୁ ମିଶାଇ ଏବେ ଦେଶରେ ମୋଟ୍ ୩କୋଟି ୩୬ ଲକ୍ଷ ୯୭ ହଜାର ୫୮୧ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୬, ୩୦ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୮୧ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ […]
୨୪ ଘଣ୍ଟାରେ ରାଜ୍ୟରେ ୫୩୯ କରୋନା ସଂକ୍ରମିତ ଏବଂ ୪୧୭ ସୁସ୍ଥ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୨୪ : ଆଜି ରାଜ୍ୟରେ ୬୮, ୮୧୮ ସ୍ୱାବ ଟେଷ୍ଟ ମଧ୍ୟରୁ ୫୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୭ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୩୧୬ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୨୩ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୨୩ ହଜାର ୧୩୩ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି […]
୨୪ ଘଣ୍ଟାରେ ଦେଶରେ ୩୧, ୩୮୨ କରୋନା ସଂକ୍ରମିତ ଓ ୩୧୮ ମୃତ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧, ୩୮୨ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୨,୫୪୨ ଜଣ ସୁସ୍ଥ ହୋଇଛନ୍ତି । ତେବେ କେରଳରେ ସର୍ବାଧିକ ୧୯, ୬୮୨ ଜଣ ଆଜି ଚିହ୍ନଟ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୭୮ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୮ ଲକ୍ଷ ୪୮ ହଜାର ୨୭୩ ଜଣ କରୋନାରୁ ସୁସ୍ଥ […]
୨୪ ଘଣ୍ଟାରେ ଦେଶରେ ୩୧,୯୨୩ କରୋନା ସଂକ୍ରମିତ ଓ ୩୧,୯୯୦ ସୁସ୍ଥ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨୩ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧, ୯୨୩ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୧,୯୯୦ ଜଣ ସୁସ୍ଥ ହୋଇଛନ୍ତି । ତେବେ କେରଳରେ ସର୍ବାଧିକ ୧୯, ୬୭୫ ଜଣ ଆଜି ଚିହ୍ନଟ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୭.୭୭ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୮ ଲକ୍ଷ ୧୫ ହଜାର ୭୩୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି […]
୨୪ ଘଣ୍ଟାରେ ରାଜ୍ୟରେ ୭୩୪ କରୋନା ସଂକ୍ରମିତ ଏବଂ ୫୬୦ ସୁସ୍ଥ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୨୨ : ଆଜି ରାଜ୍ୟରେ ୬୯, ୩୨୬ ସ୍ୱାବ ଟେଷ୍ଟ ମଧ୍ୟରୁ ୭୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦୧ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୪୨୪ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୧୦ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୨୧ ହଜାର ୯୫୦ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି […]
୨୪ ଘଣ୍ଟାରେ ଦେଶରେ ୨୬,୯୬୪ କରୋନା ସଂକ୍ରମିତ ଓ ୩୮୩ ମୃତ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨୨ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬, ୯୬୪ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୪,୧୬୭ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତଙ୍କ ଅପେକ୍ଷା କରୋନା ସୁସ୍ଥଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି, ଯାହ ଏକ ଆଶ୍ୱସ୍ତିକର କଥା । ସୁସ୍ଥତା ହାର ୯୭.୭୭ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୭ ଲକ୍ଷ ୮୩ ହଜାର ୭୪୧ ଜଣ କରୋନାରୁ […]

