vaccination
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କମିଲା କୋର୍ବେଭାକ୍ସ ଟିକାର ଦାମ୍
Published On
By Samaya Live
ଭୁବନେଶ୍ୱର: ମଇ ୧୭: ୨୫୦ ଟଙ୍କାକୁ ଖସିଲା କୋର୍ବେଭାକ୍ସ ଟିକା ଦାମ । କୋର୍ବେଭାକ୍ସ ର୍ନିମାତା କମ୍ପାନୀ ବାୟୋଲୋଜିକାଲ-ଇ ଏହାର ଦର କମାଇଛି । ପୂର୍ବରୁ ଏହାର ଦାମ୍ ୮୪୦ ଟଙ୍କା ଥିବାବେଳେ ଏବେ ଏହାକୁ ୨୫୦ ଟଙ୍କା କରାଯାଇଛି । ତେବେ ଅନ୍ୟାନ୍ୟ ସବୁ ଚାର୍ଜର୍କୁ ମିଶାଇ ଡୋଜ୍ ପିଛା ଦର ୪୦୦ ଟଙ୍କା ହେବ । ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋର୍ବେଭାକ୍ସ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ । ଅନ୍ୟପଟେ ରାଜ୍ୟରେ ଦୈନିକ […]
ର।ଜ୍ୟରେ କରେ।ନ। ଟିକ।କରଣ ଟପିଛି ସ।ଢ଼େ ୪ କେ।ଟି
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୦୯: ର।ଜ୍ୟରେ କରେ।ନ। ଟିକ।କରଣ ଟପିଛି ସ।ଢ଼େ ୪ କେ।ଟି । ମେ।ଟ ଟିକ।କରଣ ସଂଖ୍ୟ। ୪କେ।ଟି ୫୨ଲକ୍ଷ ୮୪ହଜ।ର ୬୦୮ରେ ପହଞ୍ଚିଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ସ୍ୱ।ସ୍ଥ୍ୟକର୍ମୀମ।ନଙ୍କୁ ଶୁଭେଚ୍ଛା ଜଣ।ଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରେ।ନ। ବିରେ।ଧରେ ଚ।ଲିଥିବ। ଲଢ଼େଇରେ ଟିକ।କରଣ ଏକ ପ୍ରମୁଖ ଅସ୍ତ୍ର । ର।ଜ୍ୟ ଟିକ।କରଣରେ ଏକ ନୂତନ ମ।ଇଲଖୁଣ୍ଟ ହ।ସଲ କରିଛି ବେ।ଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । Glad to […]
ଦେଶରେ ୨୪ ଘଣ୍ଟାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୪୧୩୮୩ ଜଣ
Published On
By Samaya Live
ଦିଲ୍ଲୀ: ଜୁଲାଇ ୨୨: ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୩୮୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୩୮ ହଜାର ୬୫୨ ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି । ଆଜିର ସୁସ୍ଥ ସଂଖ୍ୟା ସହ ମୋଟ ଆଜି ପର୍ଯ୍ୟନ୍ତ ମୋଟ ୩ କୋଟି ୪ ଲକ୍ଷ ୨୯ ହଜାର ୩୩୯ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ମୋଟ୍ ଉପରେ ଆଜି ଦେଶରେ ସୁସ୍ଥତା ହାର ୯୭.୩୫ ପ୍ରତିଶତ ରହିଛି । […]

