Odisha
ରାଜନୀତି  ଓଡ଼ିଶା 

ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ

ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ ଭୁବନେଶ୍ୱର : ମହିଳା ପୁଲିସ ଅଧିକାରୀଙ୍କୁ ବିରୋଧୀ ଦଳ ଆକ୍ରମଣ ଅଭିଯୋଗରେ ରାସ୍ତାକୁ ଓହ୍ଲାଇଛି ମହିଳା ବିଜୁ ଜନତା ଦଳ I ଗତକାଲି ଧନୁପାଲି ଆଇଆଇସିଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିବା ଘଟଣାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ କରାଯାଇଛି ପ୍ରତିବାଦ ସଭା । ପ୍ରତିବାଦ ସ୍ୱରୂପ ଜୟନାରାୟଣ ମିଶ୍ରଙ୍କୁ ବହିଷ୍କାର କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଜୟନାରାୟଣଙ୍କ କୁଶ ପୁତ୍ତଳିକା ଦାହ କରିଛି […]
Read More...
ରାଜନୀତି  ଓଡ଼ିଶା 

ବିଜେପିରୁ ଇସ୍ତଫI ଦେଲେ ଗମାଙ୍ଗ ବାପା ଓ ପୁଅ , ବିଆରଏସରେ ହେଇପାରନ୍ତି ସାମିଲ

ବିଜେପିରୁ ଇସ୍ତଫI ଦେଲେ ଗମାଙ୍ଗ ବାପା ଓ ପୁଅ , ବିଆରଏସରେ ହେଇପାରନ୍ତି ସାମିଲ ଭୁବନେଶ୍ୱର : ପଦ୍ମ ଛାଡିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ଏହା ସହିତ ବିଜେପିର ପ୍ରାଥମିକ ସଦସ୍ୟ ପଦ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ଉଭୟ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଏ ନେଇ ଭୁବନେଶ୍ୱରରେ ପ୍ରେସ୍‌ମିଟ ସୂଚନା ଦେଇଛନ୍ତି ଗିଗିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ । ୨୦୧୫ ଜୁନ୍‌ ୨୮ ତାରିଖରେ କଂଗ୍ରେସ […]
Read More...
ରାଜନୀତି  ଓଡ଼ିଶା 

୨୪ନିର୍ବାଚନ ପାଇଁ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ

୨୪ନିର୍ବାଚନ ପାଇଁ  ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ପାଖେଇ ଆସିଲାଣି ୨୪ ସାଧାରଣ ନିର୍ବାଚନ। ୩ ଦଳ ଆରମ୍ଭ କରିସାଲେଣି ନିଜ ନିଜ ପଲିଟିକାଲ ଷ୍ଟ୍ରIଟେଜି । ବାରମ୍ବାର ପରାଜୟର ମୁହଁ ଦେଖୁଥିବା ବିଜେପି ଏଥର ବଡ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ। ସେହିପରି ରାଜ୍ୟରେ ବିଜେଡି ପୁନଃ କ୍ଷମତା ଅକ୍ତିଆର କରିବାପାଇଁ କିଛି ବଡ ଯୋଜନା ଘୋଷଣା କରିପାରେ। ୨୦୦୯ରେ ବିଜେଡି ଦୁଇ ଟଙ୍କିଆ ଚାଉଳକୁ ପ୍ରସଙ୍ଗ କରିଥିବା ବେଳେ ୨୦୧୪ରେ ଟଙ୍କିକିଆ ଚାଉଳ ଏବଂ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ […]
Read More...
ଓଡ଼ିଶା  ଅପରାଧ 

ମହିଳା ପୁଲିସ ଏସଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ୩ ଗିରଫ

ମହିଳା ପୁଲିସ ଏସଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ୩ ଗିରଫ ଭୁବନେଶ୍ୱର : ମହିଳା ଥାନା ପୁଲିସ ଏସଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ୩ ଗିରଫ । ଅଭିଯୁକ୍ତଙ୍କ ସହ ବ୍ୟବହାର କରୁଥିବା ଇନୋଭା କାର୍‌କୁ ଜବତ କରାଯାଇଛି । ଗିରଫ କରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଘଟଣା ସମ୍ପର୍କରେ ପଚରା ଉଚରା କରୁଛି । ଅଭିଯୁକ୍ତମାନେ ସମସ୍ତେ ସହିଦନଗର ବସ୍ତି ଅଂଚଳର ଡ୍ରାଇଭର । ସେମାନେ ଟ୍ରାଭେଲ୍ସରୁ ଏହି ଗାଡି ଭଡାରେ ଆଣିଥିଲେ । ନୂଆବର୍ଷ ଦିନ ଅତ୍ୟଧିକ ମଦ୍ୟ ପାନ କରି ଏପରି କାଣ୍ଡ […]
Read More...
ଓଡ଼ିଶା  ଅପରାଧ 

ଡ୍ୟୁଟି ସାରି ଫେରିବା ବେଳେ ମହିଳା ଏସ ଆଇଙ୍କୁ ଆକ୍ରମଣ ଉଦ୍ୟମ

ଡ୍ୟୁଟି ସାରି ଫେରିବା ବେଳେ ମହିଳା ଏସ ଆଇଙ୍କୁ ଆକ୍ରମଣ ଉଦ୍ୟମ ଭୁବନେଶ୍ୱର : ରାତି ଅଧରେ ଅଶାନ୍ତ ହେଉଛି ରାଜଧାନୀ I ଅସାମାଜିକଙ୍କ କବଳରୁ ନିସ୍ତାର ପାଉନାହାନ୍ତି ପୋଲିସ ଅଧିକାରୀ I ପୋଲିସ କୁ ଡରିବା ପରିବର୍ତ୍ତେ ମାରିବାପାଇଁ ଗୋଡ଼ାଉଛନ୍ତି I ଗତକାଲି ଏଇଭଳି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ I ଡ୍ୟୁଟି ସାରି ଫେରୁ ଥିବା ବେଳେ ମହିଳା ଥାନାର ସବ୍ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ପଡି ଯାଇଥିଲେ କିଛି ଅସାମାଜିକଙ୍କ ହାବୁଡ଼ରେ I ଏନେଇ ଶୁଭଶ୍ରୀ ନାୟକ ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି I ସୂଚନାନୁସାରେ,ଗତ […]
Read More...
ଓଡ଼ିଶା  ଅପରାଧ 

ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ମାମଲା: ଜେଲ୍ ଗଲେ ଜଗତସିଂପୁର ଡେପୁଟି କଲେକ୍ଟର

ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ମାମଲା: ଜେଲ୍ ଗଲେ ଜଗତସିଂପୁର ଡେପୁଟି କଲେକ୍ଟର ଭୁବନେଶ୍ୱର : ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ମାମଲାରେ ବନ୍ଧାହେଲେ ଜଗତସିଂହପୁରର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲ । ଗତକାଲି ଅପରାହ୍ନରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲେ ମଧ୍ୟ ଜାମିନ ନାମଞ୍ଜୁର ହେବାରୁ ଚିତ୍ତରଞ୍ଜନଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଆସନ୍ତା ଜାନୁଆରି ୧୦ ତାରିଖ ପର୍ଯ୍ୟନ୍ତ ସେ ବିଚାରବିଭାଗୀୟ ହାଜତରେ ରହିବେ ବୋଲି ଜଣାପଡ଼ିଛି। ସୂଚନାନୁସାରେ ଗତ ବୁଧୁବାର ଦିନ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜଗତସିଂହପୁର ସହରରେ […]
Read More...
ରାଜନୀତି  ଓଡ଼ିଶା 

ରାଜ୍ୟ କ୍ୟାବିନେଟ ରେ ଗୁରୁତ୍ତ୍ୱପୂର୍ଣ ନିଷ୍ପତ୍ତି, ୧୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ରାଜ୍ୟ କ୍ୟାବିନେଟ ରେ ଗୁରୁତ୍ତ୍ୱପୂର୍ଣ ନିଷ୍ପତ୍ତି, ୧୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହା ମଧ୍ୟରେ ଅନୁଗୁଳ ଜିଲ୍ଲାରେ ୨ଟି ପାଇପ୍‌ ଲାଇନ୍‌ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମତି ମିଳିଛି। ଅନ୍ୟପଟେ ରାଜ୍ୟର ସୁକ୍ଷ୍ମ ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (MSME) ଶିଳ୍ପ ପାଇଁ ନୂଆ ନୀତି ଆସିଛି। ସେହିପରି କ୍ୟାବିନେଟ୍‌ ବୈଠକରେ ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ […]
Read More...
ରାଜନୀତି  ଓଡ଼ିଶା 

ସାରା ରାଜ୍ୟରେ ବିଜେପିର ସତ୍ୟାଗ୍ରହ

ସାରା ରାଜ୍ୟରେ ବିଜେପିର ସତ୍ୟାଗ୍ରହ ଭୁବନେଶ୍ବର: ରାଜନୀତିରେ ଅପରାଧୀକରଣ ପ୍ରତିବାଦରେ ଆଜିଠାରୁ ବିଜେପି ରାଜ୍ୟବ୍ୟାପୀ ସତ୍ୟାଗ୍ରହ ଆରମ୍ଭ କରିଛି । ଆଜି ରାଜ୍ୟର ସବୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ଆନ୍ଦୋଳନ କରିଛନ୍ତି ବିଜେପି କର୍ମୀ । ବିଜେଡିର ନିରଙ୍କୁଶ ଶାସନରେ ଓଡ଼ିଶା ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ବିଜେପି ଅଭିଯୋଗ କରିଛି। ସେଥିପାଇଁ ବିଜେପି ପକ୍ଷରୁ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ରାଜଧାନୀରେ ଆୟୋଜିତ ସତ୍ୟାଗ୍ରହରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ […]
Read More...
ରାଜନୀତି  ଓଡ଼ିଶା 

ଆଜି ବିଜେଡି ର ରୋପ୍ୟ ଜୟନ୍ତୀ

ଆଜି ବିଜେଡି ର ରୋପ୍ୟ ଜୟନ୍ତୀ ଭୁବନେଶ୍ୱର : ବିଜେଡି ପାଳନ କରୁଛି ରୌପ୍ୟ ଜୟନ୍ତୀ I ବିଜୁ ଜନତା ଦଳ ଆଜି ୨୫ ପୂରି ୨୬ ବର୍ଷରେ ପାଦ ଥାପିଛି I ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି I ଆଜି ପୁରୀ ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିନ ୧୧ଟା ୪୦ରେ ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚି ସଭାସ୍ଥଳକୁ ଯିବେ I ଏହାପରେ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ଦିବସ ସମାରୋହକୁ ଉଦଘାଟନ […]
Read More...
ସ୍ୱାସ୍ଥ  ଓଡ଼ିଶା 

ସମସ୍ତ ଜିଲ୍ଲାରେ କୋଭିଡ ଟେଷ୍ଟିଂ ବୃଦ୍ଧି କରାଯିବ : ସ୍ୱାସ୍ଥ୍ୟ ବିଭାଗ

ସମସ୍ତ ଜିଲ୍ଲାରେ କୋଭିଡ ଟେଷ୍ଟିଂ ବୃଦ୍ଧି କରାଯିବ : ସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମଣ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ତତ୍ପର I କୋଭିଡ କୁ ନେଇ ଆତଙ୍କିତ ନ ହୋଇ ସଚେତନ ରହିବାକୁ ସ୍ୱାସ୍ଥ୍ୟ ନିର୍ଦେଶ ବିଜୟ ମହାପାତ୍ର ଜନସାଧାରଣଙ୍କୁ ଅପିଲ କରିଛନ୍ତି I ରାଜ୍ୟରେ ଗତ ୩ ମାସ ମଧ୍ୟରେ କେବଳ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ବର୍ତ୍ତମାନ ସ୍ଥିତି ସୁରକ୍ଷିତ ରହିଛି । ତଥାପି ଏ ଦିଗରେ ସରକାର ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ପ୍ରକାର ବ୍ୟବସ୍ଥା […]
Read More...
ଓଡ଼ିଶା 

ଡ. ଗାୟତ୍ରୀବାଳା ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର

ଡ. ଗାୟତ୍ରୀବାଳା ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଭୁବନେଶ୍ୱର: ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ଓଡ଼ିଆ ଭାଷାରେ କବି ଡ. ଗାୟତ୍ରୀବାଳା ପଣ୍ଡା I ତାଙ୍କର କବିତା ସଂକଳନ ‘ଦୟାନଦୀ’ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ତାଙ୍କୁ ମିଳିଥିବା ଘୋଷଣା କରାଯାଇଛି । ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କାର ଅର୍ଥରାଶି ଓ ତାମ୍ର ଫଳକ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ପ୍ରଦାନ କରାଯିବ । ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର […]
Read More...
ରାଜନୀତି  ଓଡ଼ିଶା 

ବାଲେଶ୍ବରରେ ମୁଖ୍ୟମନ୍ତ୍ରୀ ,୧୮୦୬ କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର କଲେ ଶୁଭାରମ୍ଭ

ବାଲେଶ୍ବରରେ ମୁଖ୍ୟମନ୍ତ୍ରୀ ,୧୮୦୬ କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର କଲେ ଶୁଭାରମ୍ଭ ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତ କରି ସେଠାରେ ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୭୪ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୧୪୩୧ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ବାଲେଶ୍ବରର ସୋମନାଥପୁରଠାରେ ଏକ ନବନିର୍ମିତ ରେଳ ଓଭରବ୍ରିଜକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୫୬୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ସହାୟତା […]
Read More...

Advertisement