naveen pattnaik
ଖେଳ 

ଭାରତୀୟ ମହିଳା ହକି ଟିମରେ ଓଡିଆ ଝିଅଙ୍କ କମାଲ

ଭାରତୀୟ ମହିଳା ହକି ଟିମରେ ଓଡିଆ ଝିଅଙ୍କ କମାଲ ନୂଆଦିଲ୍ଲୀ: ଜୁନ ୨୪: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ପାଇଁ ଘୋଷଣା ହୋଇଛି । ଭାରତୀୟ ମହିଳା ହକି ଟିମ୍‌ ର ୧୮ ଜଣିଆ ଟିମରେ ଓଡିଆ ଝିଅ ଦୀପ୍‌ ଗ୍ରେସ ଏMାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଦୀପ ଗ୍ରେସ୍‌ ଏMାଙ୍କୁ ଭାରତୀୟ ମହିଳା ହକି ଟିମ୍‌ ର ଉପ ଅଧିନାୟକ ଭାବେ ଚୟନ କରାଯାଇଛି । ଏଥିପାଇଁ ଟ୍ୱିଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବିତା ପୁନିଆଙ୍କୁ କ୍ୟାପଟେନ ଦାୟିତ୍ୱ […]
Read More...
ଓଡ଼ିଶା 

ଇଟାଲି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଇଟାଲି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର: ଜୁନ ୨୦: ଆଜିଠୁ ଇଟାଲି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ନବୀନଙ୍କ ଦ୍ୱିତୀୟ ବିଦେଶ ଗସ୍ତ । ଇଟାଲୀରେ ପହଞ୍ଚିବା ପରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ୱାର୍ଲï ଫୁଡ୍‌ ପ୍ରୋଗ୍ରାମ, ପକ୍ଷରୁ ରୋମରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେଠାରେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାରେ ହୋଇଥିବା ରୂପାନ୍ତୀକରଣ ଉପରେ ବାର୍ତ୍ତା ଦେବେ ନବୀନ । ଖାଦ୍ୟ ପାଇଁ ଦିନେ ଅନ୍ୟ […]
Read More...
ପାଣିପାଗ 

ବନ୍ୟା ସ୍ଥିତି ନେଇ ସଜାଗ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ବନ୍ୟା ସ୍ଥିତି ନେଇ ସଜାଗ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଭୁବନେଶ୍ୱର: ଜୁନ ୧୮: ସମ୍ଭାବ୍ୟ ବାତ୍ୟା, ବନ୍ୟା ମୁକାବିଲା ପାଇଁ ଆଗରୁ ପ୍ରସ୍ତୁତ ରହିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ପିଇବା ପାଣି, ଔଷଧ ମହଜୁଦ ରଖିବା, ଦୁର୍ବଳ ବନ୍ଧ ମରାମତି ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଜଳବାୟୁ ପରିବର୍ତ୍ତନ ନେଇ ବିଭାଗ ତଦାରଖ କରିବ । ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ମଧ୍ୟ କହିଛନ୍ତି । ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟସ୍ତରୀୟ ବୈଠକ ପରେ ଏଭଳି […]
Read More...
ବିଶ୍ବ 

ପୋପ୍‌ଙ୍କୁ ଭେଟିପାରନ୍ତି ନବୀନ

ପୋପ୍‌ଙ୍କୁ ଭେଟିପାରନ୍ତି ନବୀନ ଇଟାଲି: ଜୁନ ୯: ପୋପ୍‌ଙ୍କୁ ଭେଟିପାରନ୍ତି ନବୀନ ! ଇଟାଲି ଗସ୍ତରେ ପୋପ୍‌ଙ୍କୁ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଇଟାଲି ଇନଭେଷ୍ଟର୍ସ ମିଟ୍‌ ଅବସରରେ ସାକ୍ଷାତ ସମ୍ଭାବନା ରହିଛି । ଏନେଇ ବୈଦେଶିକ ମନ୍ତ୍ରାଳୟରୁ ଅନୁମତି ମିଳିଥିବା ସୂଚନା ମିଳିଛି । ଇଟାଲୀରୁ ଫେରି ଦୁବାଇରେ ଅଟକିବେ ମୁଖ୍ୟମନ୍ତ୍ରୀ । ସେଠାରେ ଇନଭେଷ୍ଟର୍ସ ମିଟ୍‌ ଓ ପ୍ରବାସୀ ଓଡ଼ଇାଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
Read More...
ଓଡ଼ିଶା 

ସ୍କୁଲ ପିଲାଙ୍କୁ ଦିଆଯିିବ ଅଲିମ୍ପିକ୍‌ ଶିକ୍ଷା

ସ୍କୁଲ ପିଲାଙ୍କୁ ଦିଆଯିିବ ଅଲିମ୍ପିକ୍‌ ଶିକ୍ଷା ଭୁବନେଶ୍ୱର: ବିଦ୍ୟାଳୟ ସ୍ତରରୁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ । ଅଲମ୍ପିକ ସମ୍ପର୍କିତ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଣୁ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ପ୍ରଚଳନ କରାଯିବ । ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ଟି ସ୍କୁଲରେ ଆରମ୍ଭ ହେବ ଏହି ଅଲିମ୍ପିକ ଶିକ୍ଷାଦାନ । ଚୀନ ଓ ଜାପାନର ଖେଳାଳିଙ୍କ ଭଳି ଖେଳାଳି ସୃଷ୍ଟି ଉଦ୍ଦେଶ୍ୟରେ କସରତ […]
Read More...
ଓଡ଼ିଶା 

ମୁଖ୍ୟମନ୍ତ୍ରୀଙ୍କ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ

ମୁଖ୍ୟମନ୍ତ୍ରୀଙ୍କ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ ଭୁବନେଶ୍ୱର: ଫେବୃଆରୀ ୨୨: ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଯାଇ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ। ଷ୍ଟାଡିୟମ ପରିସରରେ ର୍ନିମାଣାଧୀନ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ୧୨୦ କୋଟି ଟଙ୍କା ବିନିଯୋଗରେ ର୍ନିମାଣ କରାଯାଉଥିବା ଏହି ଷ୍ଟାଡିୟମ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ଦେଇଛନ୍ତି। ଏଥି ସହିତ ର୍ନିମାଣାଧୀନ ଟେନିସ ସେଣ୍ଟର ପ୍ରକଳ୍ପ ମଧ୍ୟ ପ୍ରଦର୍ଶନ କରିଥିଲେ।ଏହାପରେ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମର ମୁଖ୍ୟ ଫୁଟବଲ୍ […]
Read More...
ଓଡ଼ିଶା 

ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବିଜେଡି ସୁପ୍ରିମୋ

ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବିଜେଡି ସୁପ୍ରିମୋ ଭୁବନେଶ୍ୱର: ଫେବୃଆରୀ ୧୯: ସାରା ରାଜ୍ୟରେ ନିର୍ବାଚନୀ ମାହୋଲ । ଆଉ ଏହି ମାହୋଲରେ ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ନେଇ ଅପପ୍ରଚାର ଉପରେ ପଡିଲା ପୂର୍ଣ୍ଣଛେଦ୍ । ସବୁ ଗୁଜବକୁ ଫୁ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଲିଙ୍ଗରାଜ ମନ୍ଦିର ପରିସର ବୁଲି ଦେଖିଛନ୍ତି । କାର୍ଯ୍ୟକ୍ରମ ଅଧିନରେ ଲିଙ୍ଗରାଜ ମନ୍ଦିର ଓ ଆଖପାଖ ଅଞ୍ଚଳର ବିକାଶର ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଖାଲି ସେତିକି ନୁହେଁ ଦର୍ଶନ ସାରି ନିଜ ସ୍ୱାସ୍ଥ୍ୟକୁ ନେଇ ପ୍ରତିକ୍ରିୟା […]
Read More...
ଦେଶ- ବିଦେଶ  ଓଡ଼ିଶା 

୧ନମ୍ବରରେ ନବୀନ

୧ନମ୍ବରରେ ନବୀନ ମୁମ୍ବାଇ: ଜାନୁଆରୀ ୨୧: ଦେଶର ନଂ ୧ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ପାଇଲେ ନବୀନ। ଇଣ୍ଡିଆ ଟୁଡେ ସର୍ଭେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭ।ବେ ସ୍ଥ।ନ ପ।ଇଲେ ନବୀନ ପଟ୍ଟନାୟକ। ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ମୁଖ୍ୟମନ୍ତ୍ରୀ ନବୀନ । ଏହି ତାଲିକାରେ ଦ୍ୱିତୀୟରେ ଉତ୍ତରପ୍ରଦେଶ, ତୃତୀୟ ଆସ।ମ, ଚତୁର୍ଥରେ ତ।ମିଲନ।ଡୁ ଓ ପଞ୍ଚମରେ ମହ।ର।ଷ୍ଟ୍ର ରହିଛି । ଲୋକପ୍ରିୟତ।ରେ ନବୀନଙ୍କ ପଛକୁ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତ। ବ।ନ।ର୍ଜୀ । ୬୯.୯ ପ୍ରତିଶତ ଲୋକ ମମତ।ଙ୍କୁ ପସନ୍ଦ କରିଛନ୍ତି […]
Read More...
ଓଡ଼ିଶା 

କୋଭିଡ ସ୍ଥିତି ସମୀକ୍ଷ। କରିବେ ମୁଖ୍ୟମନ୍ତ୍ରୀ

କୋଭିଡ ସ୍ଥିତି ସମୀକ୍ଷ। କରିବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଜାନୁଆରୀ ୧୮: ଆଜି ଅପରାହ୍ନ ୫ ଟାରେ ର।ଜ୍ୟରେ କୋଭିଡ ସ୍ଥିତି ସମୀକ୍ଷ। କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । କରୋନ। ସଂକ୍ରମଣ ଗ୍ର।ଫ୍କୁ କମ୍ କରିବ।କୁ ର।ଜ୍ୟ ସରକ।ର ଅନେକ ପଦକ୍ଷେପ ନେଉଛନ୍ତି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ର।ଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷ। କରିଥିଲେ । ଆଜି ପୁଣି ଥରେ ବରିଷ୍ଠ ଅଧିକ।ରୀଙ୍କ ସହ ର।ଜ୍ୟରେ କୋଭିଡ ସଂକ୍ରମଣର ସ୍ଥିତି ସମୀକ୍ଷ। କରିବେ ମୁଖ୍ୟମନ୍ତ୍ରୀ ।
Read More...
ରାଜନୀତି  ଓଡ଼ିଶା 

ମ।ହ।ଙ୍ଗ। ଡବଲ ମର୍ଡର ଘଟଣ।: ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ମ।ହ।ଙ୍ଗ। ଡବଲ ମର୍ଡର ଘଟଣ।: ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ଭୁବନେଶ୍ୱର: ଜାନୁଆରୀ ୦୬: ମୁଖ୍ୟମନ୍ତ୍ରୀଙ୍କୁ କଡ଼। ସମ।ଲୋଚନ। କରିଛନ୍ତି କେନ୍ଦ୍ର ଉଚ୍ଚ ଶିକ୍ଷ।ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧ।ନ । ସେ କହିଛନ୍ତି ଆଜି ମ।ହ।ଙ୍ଗ। ଡବଲ ମର୍ଡର ଘଟଣ।ରେ ମୃତ କୁଳମଣୀ ବର।ଳ ଓ ତ।ଙ୍କ ସ।ଥି ଦିବ୍ୟସିଂହ ବର।ଳଙ୍କ ପ୍ରଥମ ଶ୍ର।ଦ୍ଧବ।ର୍ଷିକୀ । ତ।ଙ୍କୁ ବିଚ୍ ର।ସ୍ତ।ରେ ଗୁଳି କରି ହତ୍ୟ। କର।ଯ।ଇଥିଲ। । ଏହି ଘଟଣ।ରେ ଆଇନ୍ ମନ୍ତ୍ରୀଙ୍କ ନ।ଁ ଥିଲ। । କିନ୍ତୁ ସ୍ଥ।ନୀୟ ପୋଲିସ ବେଆଇନ୍ ଭ।ବେ ତ।ଙ୍କ ନ।ଁକୁ ମ।ମଲ।ରୁ ହଟ।ଇଦେଲ। […]
Read More...
ସ୍ୱାସ୍ଥ  ଓଡ଼ିଶା 

ଓଡିଶାରେ ୨ କୋଟିରୁ ଅଧିକ ଲୋକ ନେଲେଣି ଦ୍ୱିତୀୟ ଡୋଜ୍‌

ଓଡିଶାରେ ୨ କୋଟିରୁ ଅଧିକ ଲୋକ ନେଲେଣି ଦ୍ୱିତୀୟ ଡୋଜ୍‌ ଭୁବନେଶ୍ୱର: ଡିସେମ୍ବର ୨୯: ଟିକ।କରଣ କ୍ଷେତ୍ରରେ ଓଡ଼ିଶ। ନୂଆ ମ।ଇଲଷ୍ଟୋନ ହାସଲ କରିଛି। ଓମିକ୍ରନ ଭ।ରିଆଣ୍ଟ ଦ୍ରୁତ ଗତିରେ ବ୍ୟ।ପୁଥିବ। ବେଳେ ର।ଜ୍ୟ ସରକ।ର ଟିକ।କରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କିଭଳି ପ୍ରତ୍ୟେକ ଲୋକକୁ ଟିକ। ଦିଆଯିବ ସେଥିପ।ଇଁ ତୃଣମୂଳସ୍ତରରେ ପ୍ରଶ।ସନ ଉଦ୍ୟମ ଜ।ରି ରଖିଛି । ଆଉ ଏସବୁ ଭିତରେ ର।ଜ୍ୟରେ ୨ କୋଟିରୁ ଅଧିକ ଲୋକ କରୋନ। ଟିକ।ର ୨ୟ ଡୋଜ ନେଇଥିବ। ନେଇ ସୂଚନ। ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । […]
Read More...
ରାଜନୀତି  ଓଡ଼ିଶା 

ଏକ।ମ୍ର ପାଇଁ ୧୦୩ କୋଟି ଟଙ୍କ।ର ପ୍ରକଳ୍ପ ଲୋକ।ର୍ପିତ

ଏକ।ମ୍ର ପାଇଁ ୧୦୩ କୋଟି ଟଙ୍କ।ର ପ୍ରକଳ୍ପ ଲୋକ।ର୍ପିତ ଭୁବନେଶ୍ୱର: ଡିସେମ୍ବର ୨୮: ଭୁବନେଶ୍ୱରର ଏକ।ମ୍ର ନିର୍ବ।ଚନ ମଣ୍ଡଳୀରେ ୧୦୩ କୋଟି ଟଙ୍କ।ର ପ୍ରକଳ୍ପକୁ ଲୋକ।ର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । ପୁରୁଣ। ଭୁବନେଶ୍ୱର ଲିଙ୍ଗର।ଜ ମ।ର୍କେଟ କଂପ୍ଲେକ୍ସ ଲୋକାର୍ପଣ ଉତ୍ସବରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଏକ।ମ୍ର ଅଞ୍ଚଳର ବିକ।ଶ ପ।ଇଁ ପୁରୁଣ। ଭୁବନେଶ୍ୱରରେ ୨୪ ଘଣ୍ଟିଆ ଗୁଣ।ତ୍ମକ ପ।ନୀୟ ଜଳ ଯୋଗ।ଣ, ଧଉଳି ଶ।ନ୍ତିସ୍ତୂପର ପୁନରୁଦ୍ଧ।ର ଓ ସୌନ୍ଦର୍ଯ୍ୟକରଣ, କେଦ।ରଗୌରୀ ପ।ଣିର ବିଶୁଦ୍ଧକରଣ ଆଦି ଅନେକ ଗୁରୁତ୍ୱପୂର୍ଣ ପ୍ରକଳ୍ପ […]
Read More...

Advertisement