Odisha Education
ଓଡ଼ିଶା 

ଆଜି ଅପରାହ୍ନରେ ପ୍ରକାଶ ପାଇବ CUET-PG ଫଳ

ଆଜି ଅପରାହ୍ନରେ ପ୍ରକାଶ ପାଇବ CUET-PG ଫଳ ଭୁବନେଶ୍ୱର : ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକର ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହୋଇଥିବା CUET-PG ବା ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ବୋଲି ୟୁଜିସି ଅଧ୍ୟକ୍ଷ ଏମ୍‌ ଜଗଦେଶ କୁମାର ସୂଚନା ଦେଇଛନ୍ତି । ଅପରାହ୍ନ ୪ଟାରେ ନ୍ୟାସନାଲ ଟେଷ୍ଟି ଏଜେନ୍‌ସି(ଏନଟିଏ) ପକ୍ଷରୁ ଫଳ ପ୍ରକାଶ କରାଯିବ । ପରୀକ୍ଷାର୍ଥୀମାନେ cuet.nta.nic.in େୱବସାଇଟ୍‌ ମାଧ୍ୟମରେ ସେମାନଙ୍କ ଫଳ ଯାଞ୍ଚ କରିପାରିବେ । ସୂଚନା ଥାଉଯେ,CUET-PG ପ୍ରବେଶିକା ପରୀକ୍ଷା ସେପ୍‌ଟେମ୍ବର ୧ରୁ ୧୨ ମଧ୍ୟରେ […]
Read More...
ଜିଲ୍ଲା 

ଶିକ୍ଷକ ନଥିବାରୁ ଧାରଣାରେ ୧୫୨ ଛାତ୍ରଛାତ୍ରୀ, ସ୍କୁଲରେ ତାଲା

ଶିକ୍ଷକ ନଥିବାରୁ ଧାରଣାରେ ୧୫୨ ଛାତ୍ରଛାତ୍ରୀ, ସ୍କୁଲରେ ତାଲା ଦେଓଗଡ଼ : ଶିକ୍ଷକ ଦିଅ । ନ ହେଲେ ସ୍କୁଲ ତାଲା ଖୋଲିବନି । ଆମେ ପାଠପଢ଼ାରେ ହଇରାଣ ହେଉଛୁ । ହେଲେ ଅଧିକାରୀମାନେ ଅଭିଯୋଗର ସମାଧାନ କରୁନାହାନ୍ତି । ଛାତ୍ରଛାତ୍ରୀମାନେ ଏଭଳି ଅଭିଯୋଗ କରି ସ୍କୁଲରେ ତାଲା ପକାଇଛନ୍ତି । ଗତ ଦୁଇଦିନ ହେବ ସ୍କୁଲ ଆଗରେ ବସି ଛାତ୍ରଛାତ୍ରୀମାନେ ଧାରଣା ଚଳାଇଛନ୍ତି । ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦେବଗଡ ଜିଲ୍ଲା ରିଆମାଳ ବ୍ଲକ […]
Read More...
ଓଡ଼ିଶା 

ଆଜିଠୁ ଆରମ୍ଭ ହେଲା ଯୁକ୍ତ ୩ ନାମଲେଖା

ଆଜିଠୁ ଆରମ୍ଭ ହେଲା ଯୁକ୍ତ ୩ ନାମଲେଖା ଆଜିଠାରୁ ଯୁକ୍ତ ୩ ପାଇଁ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛିଳ । ସାମ୍‌ସ ଓଡ଼ିଶା େୱବ୍‌ ସାଇଟ୍‌ ମାଧ୍ୟରେ ଛାତ୍ରଛାତ୍ରୀମାନେ ନିଜ ନାମ ଲେଖାଇଛନ୍ତି । ଏହି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଅଗଷ୍ଟ ୩୧ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେପେଫମ୍ବର ୨ରୁ […]
Read More...
ଓଡ଼ିଶା 

ବାହାରିଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳ

ବାହାରିଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ଭୁବନେଶ୍ୱର: ଆଜି ଅପରାହ୍ନଣରେ ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏନେଇ ‘ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌’ ଦଶମ ପରୀକ୍ଷା ଫଳ ଘୋଷଣା କରିଛି । ଚଳିତ ବର୍ଷ ୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଛନ୍ତି । ସିବିଏସ୍‌ସି ଅଫିସିଆଲ୍‌ େୱବସାଇଟ୍‌ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ରେଜଲ୍‌ଟ ଡାଉନ୍‌ଲୋଡ୍‌ କରିଛନ୍ତି । ସୂଚନା ଥାଉଯେ, ଚଳିତ ବର୍ଷ ୨ଟି ଟର୍ମରେ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏପ୍ରିଲ […]
Read More...
ଓଡ଼ିଶା 

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ଭୁବନେଶ୍ୱର: ଆଜି ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ନିଜ ପରୀକ୍ଷା ଫଳ ଡାଉନ୍‌ଲୋଡ୍‌ କରିଛନ୍ତି । ଚଳିତ ବର୍ଷ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଛାତ୍ରଛାତ୍ରୀ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପାସ୍‌ ହାର ୯୨.୭୧% ରହିଛି । ପାସ୍‌ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୯୪.୫୪% ଛାତ୍ରୀ ରହିଥିଲା ବେଳେ ୯୧.୨୫% ଛାତ୍ର ରହିଛନ୍ତି । ସୂଚନା ଥାଉଯେ, ଚଳିତ ବର୍ଷ […]
Read More...
ଓଡ଼ିଶା 

ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ

ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଭୁବନେଶ୍ୱର: ଜୁଲାଇ ୨୦: ଯୁକ୍ତ ଦୁଇ ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ମାସ ଅର୍ଥାତ୍‌ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସାମ୍‌ସ ଓଡ଼ିଶା ପୋର୍ଟାଲ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି େୱବସାଇଟ୍‌ରେ ଆଜି ଦିନ ୧୧ଟା ନାମଲେଖା ପାଇଁ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହୋଇଛି । ଯୁକ୍ତ ଦୁଇ ନାମଲେଖା ନେଇ କିଛି ଉକ୍ତ ସାଇଟ୍‌ରେ ନିର୍ଦ୍ଦିଷ୍ଟ ବିଜ୍ଞପ୍ତି […]
Read More...
ଓଡ଼ିଶା 

ଆସନ୍ତା ମାସ ୪ରେ ହେବ ଓଜେଇଇ

ଆସନ୍ତା ମାସ ୪ରେ ହେବ ଓଜେଇଇ ଭୁବନେଶ୍ୱ: ଜୁନ୍‌ ୦୧: ଚଳିତ ବର୍ଷ ପାଇଁ ଓଜେଇଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ସୂଚୀ ଅନୁସାରେ, ଆସନ୍ତା ମାସ ଅର୍ଥାତ୍‌ ଜୁଲାଇ ୪ ତାରିଖରେ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ । * ପ୍ରତିଦିନ ୩ଟି ସିଫ୍‌ଟରେ ପରୀକ୍ଷା ହେବ ଓ ସକାଳ ୯ରୁ ପରୀକ୍ଷା ଆରମ୍ଭ ହେବ । * ପ୍ରଥମ ଦିନରେ ଅର୍ଥାତ୍‌ ଜୁଲାଇ ୪ରେ ୩ଟି ଯାକ ସିଫ୍‌ଟରେ ଲାଟେରାଲ୍‌ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ […]
Read More...
ଓଡ଼ିଶା 

ଆସନ୍ତା ମାସ ୨ରୁ ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାଙ୍କନ

ଆସନ୍ତା ମାସ ୨ରୁ ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାଙ୍କନ ଭୁବନେଶ୍ୱର: ମେ ୨୮:ଆସନ୍ତା ମାସ ଜୁନ୍‌ ୨ରୁ ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ମିଳିଛି । ସୂଚନା ଅନୁସାରେ, ୨ଟି ପର୍ଯ୍ୟାୟରେ ଯୁକ୍ତଦୁଇ ଖାତା ମୂଲ୍ୟାୟନ ହେବ । ଜୁନ୍‌ ୨ରୁ ଜୁନ୍‌ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଖାତା ମୂଲ୍ୟାୟନ ହେଉଥିଲା ବେଳେ ଜୁନ୍‌ ୧୩ରୁ ୨୨ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ । ୬୪ କେନ୍ଦ୍ରରେ ଅଫ୍‌ଲାଇନ୍‌ […]
Read More...
ଓଡ଼ିଶା 

ମାଟ୍ରିକ ଭଳି ନବମ ପରୀକ୍ଷା ମଧ୍ୟ ଦେଲେନି ଛାତ୍ରଛାତ୍ରୀ, ଚିନ୍ତାରେ ରାଜ୍ୟ ବୋର୍ଡ

ମାଟ୍ରିକ ଭଳି ନବମ ପରୀକ୍ଷା ମଧ୍ୟ ଦେଲେନି ଛାତ୍ରଛାତ୍ରୀ, ଚିନ୍ତାରେ ରାଜ୍ୟ ବୋର୍ଡ ଭୁବନେଶ୍ୱର: ମେ ୧୭: ମାଟ୍ରିକ ପରୀକ୍ଷା ଭଳି ନବମ ପରୀକ୍ଷା ମଧ୍ୟ ହଜାରୁ ଅଧିକ ଛାତ୍ରଛାତ୍ରୀ ଦେଇ ନାହାନ୍ତି ବୋଲି ଆଜି ରାଜ୍ୟ ବୋର୍ଡ ସୂଚନା ଦେଇଛି । ଆଜି ପ୍ରକାଶିତ ନବମ ପରୀକ୍ଷାଫଳରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ତଥ୍ୟ ଅନୁସାରେ, ଚଳିତ ବର୍ଷ ମୋଟ ୧୪ ହଜାର ୯୩୫ ଛାତ୍ରଛାତ୍ରୀ ନବମ ପରୀକ୍ଷା ଦେଇନାହାଁନ୍ତି । ତେବେ ପରୀକ୍ଷା ନଦେବା ପଛରେ କାରଣ କ’ଣ ରହିଛି, ତାହାର ତଦନ୍ତ ହେବା ବୋଲି […]
Read More...
ଓଡ଼ିଶା 

ସ୍କୁଲକୁ ଆସୁନାହାନ୍ତି ୩୦% ପିଲା :ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ସ୍କୁଲକୁ ଆସୁନାହାନ୍ତି ୩୦% ପିଲା :ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଭୁବନେଶ୍ୱର: ମେ ୧୪: ମହାମାରୀ କୋରନା ପରେ ୩୦ ପ୍ରତିଶତ ପିଲା ଆଉ ସ୍କୁଲକୁ ଆସୁନାହାନ୍ତିି । ଚଳିତ ବର୍ଷ ୭୦ ପ୍ରତିଶତ ପିଲା ସ୍କୁଲ ଆସିଥିବା ବେଳେ ୩୦ ପ୍ରତିଶତ ପିଲା ସ୍କୁଲ ଆସିନାହାନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଏକ ରିପୋର୍ଟ ଅନୁସାରେ, ୧୨ଟି ଶ୍ରେଣୀର ପାଖାପାଖି ୬୦ ଲକ୍ଷ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପଢୁଛନ୍ତି । ଯଦି ସରକାରଙ୍କ ହିସାବକୁ ଦେଖାଯାଏ ତେବେ ୩୦ ପ୍ରତିଶତ ଅର୍ଥାତ୍‌ […]
Read More...
ଜିଲ୍ଲା 

କଳାହାଣ୍ଡି : ୧୪୫ ପରୀକ୍ଷା କେନ୍ଦ୍ରରେ ୨୨,୪୪୦ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ

କଳାହାଣ୍ଡି : ୧୪୫ ପରୀକ୍ଷା କେନ୍ଦ୍ରରେ ୨୨,୪୪୦ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ ଭବାନୀପାଟଣା : ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । କଳାହାଣ୍ଡି ଜିଲ୍ଲାରେ ୧୪୫ ପରୀକ୍ଷା କେନ୍ଦ୍ରରେ ରେଗୁଲାର ଓ ଏକ୍ସରେଗୁଲାର ୨୨ ହଜାର ୪୪୦ ଜଣ ପରୀକ୍ଷା ଦେବେ । ସେଥିପାଇଁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ଆସନ୍ତା ୨୯ ତାରିଖ ରୁ ମଇ ୭ ତାରିଖ ପର୍ଯ୍ୟନ୍ତ ମେଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ଜିଲ୍ଲାର ରେଗୁଲାର ୨୨ହଜାର ୧୧୪ ଜଣ ଓ ୨୯୬ ଜଣ […]
Read More...
ଜିଲ୍ଲା  ଓଡ଼ିଶା 

ଆଜିଠୁ ସକାଳୁଆ ସ୍କୁଲ୍‌

ଆଜିଠୁ ସକାଳୁଆ ସ୍କୁଲ୍‌ ଭୁବନେଶ୍ୱର: ଅପ୍ରେଲ୍‌ ୦୨: ଆଜିଠୁ ଆରମ୍ଭ ସକାଳୁଆ ସ୍କୁଲ୍। ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସକାଳୁଆ ସ୍କୁଲ୍ କରାଯାଇଛି। ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ୍ ଓ ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ ହେବ। ଗତ କିଛି ଦିନ ହେଲାଣି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ତେଣୁ ଛାତ୍ରଛାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ […]
Read More...

Advertisement