ଆସନ୍ତା ମାସ ୪ରେ ହେବ ଓଜେଇଇ

ଭୁବନେଶ୍ୱ: ଜୁନ୍‌ ୦୧: ଚଳିତ ବର୍ଷ ପାଇଁ ଓଜେଇଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ସୂଚୀ ଅନୁସାରେ, ଆସନ୍ତା ମାସ ଅର୍ଥାତ୍‌ ଜୁଲାଇ ୪ ତାରିଖରେ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ । * ପ୍ରତିଦିନ ୩ଟି ସିଫ୍‌ଟରେ ପରୀକ୍ଷା ହେବ ଓ ସକାଳ ୯ରୁ ପରୀକ୍ଷା ଆରମ୍ଭ ହେବ । * ପ୍ରଥମ ଦିନରେ ଅର୍ଥାତ୍‌ ଜୁଲାଇ ୪ରେ ୩ଟି ଯାକ ସିଫ୍‌ଟରେ ଲାଟେରାଲ୍‌ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ […]

Samaya Live Picture
Published On

ଭୁବନେଶ୍ୱ: ଜୁନ୍‌ ୦୧: ଚଳିତ ବର୍ଷ ପାଇଁ ଓଜେଇଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ସୂଚୀ ଅନୁସାରେ, ଆସନ୍ତା ମାସ ଅର୍ଥାତ୍‌ ଜୁଲାଇ ୪ ତାରିଖରେ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ ।
* ପ୍ରତିଦିନ ୩ଟି ସିଫ୍‌ଟରେ ପରୀକ୍ଷା ହେବ ଓ ସକାଳ ୯ରୁ ପରୀକ୍ଷା ଆରମ୍ଭ ହେବ ।

* ପ୍ରଥମ ଦିନରେ ଅର୍ଥାତ୍‌ ଜୁଲାଇ ୪ରେ ୩ଟି ଯାକ ସିଫ୍‌ଟରେ ଲାଟେରାଲ୍‌ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ ।

* ସେହିପରି ଜୁଲାଇ ୫ରେ ଏମ୍‌.ଟେକ୍‌, ଏମ୍‌.ଆର୍ଚ, ଏମ୍‌.ଫାର୍ମ, ବି.ସିଏଟି ପରୀକ୍ଷା ହେବ ।

* ୬ ତାରିଖରେ ପ୍ରଥମ ଦୁଇଟି ସିଫ୍‌ଟରେ ଏମବିଏ, ଦ୍ୱିତୀୟ ସିଫ୍‌ଟରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ପରୀକ୍ଷା ହେବ ।

* ୮ ତାରିଖରେ ପ୍ରଥମ ଓ ଦ୍ୱିତୀୟ ସିଫ୍‌ଟରେ ବି.ଫାର୍ମ ପ୍ରବେଶିକା ପରୀକ୍ଷା ହେବ ।