ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ
ଭୁବନେଶ୍ୱର: ଆଜି ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ମାଧ୍ୟମରେ ନିଜ ପରୀକ୍ଷା ଫଳ ଡାଉନ୍ଲୋଡ୍ କରିଛନ୍ତି । ଚଳିତ ବର୍ଷ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପାସ୍ ହାର ୯୨.୭୧% ରହିଛି । ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୯୪.୫୪% ଛାତ୍ରୀ ରହିଥିଲା ବେଳେ ୯୧.୨୫% ଛାତ୍ର ରହିଛନ୍ତି । ସୂଚନା ଥାଉଯେ, ଚଳିତ ବର୍ଷ […]
ଭୁବନେଶ୍ୱର: ଆଜି ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ମାଧ୍ୟମରେ ନିଜ ପରୀକ୍ଷା ଫଳ ଡାଉନ୍ଲୋଡ୍ କରିଛନ୍ତି । ଚଳିତ ବର୍ଷ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପାସ୍ ହାର ୯୨.୭୧% ରହିଛି । ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୯୪.୫୪% ଛାତ୍ରୀ ରହିଥିଲା ବେଳେ ୯୧.୨୫% ଛାତ୍ର ରହିଛନ୍ତି ।
ସୂଚନା ଥାଉଯେ, ଚଳିତ ବର୍ଷ ୨ଟି ଟର୍ମରେ ସିବିଏସ୍ଇ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏପ୍ରିଲ ୨୬ରୁ ଜୁନ୍ ୧୫ ଯାଏ ଦ୍ୱାଦଶ ପରୀକ୍ଷା ଏବଂ ଏପ୍ରିଲ ୨୬ରୁ ମେ ୨୪ ଯାଏ ସିବିଏସ୍ଇ ଦଶମ ପରୀକ୍ଷା ହୋଇଥିଲା ।




