Odisha COVID Data
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ରାଜ୍ୟରେ ଗୋଟିଏ ଦିନରେ ୧,୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୭ ମୃତ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୮: ଓଡ଼ିଶାରେ ୧,୨୧୫ ଜଣ ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I ସେଥିରୁ, ୭୫୩ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୪୬୨ ଜଣ ସ୍ଥାନୀୟ କେଶ I ୧,୨୧୫ ଜଣ ଙ୍କୁ ମିଶାଇ, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୧୦୭ କୁ ବୃଦ୍ଧି ପାଇଛି I ଗଂଜାମ ରୁ ୩୩୨ ଜଣ ଏବଂ ଖୋର୍ଦ୍ଧା ରୁ ୩୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I […]
ରାଜ୍ୟରେ ଆଜି ସୁସ୍ଥ ହେଲେ ୮୬୪ ଜଣ କରୋନା ଆକ୍ରାନ୍ତ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୬: ଓଡ଼ିଶାରେ ଆଜି ୮୬୪ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I ଓଡ଼ିଶାରେ ଆରୋଗ୍ୟ ଲାଭ କରିଥିବା ରୋଗୀ ଙ୍କ ସଂଖ୍ୟା ୧୬,୭୯୨ କୁ ବୃଦ୍ଧି ପାଇଛି I ଆଜି ସୁସ୍ଥ ହେଇଥିବା ରୋଗୀଙ୍କ ମଧ୍ୟରେ, ଗଂଜାମ ର ୪୩୨ ଜଣ, ରାୟଗଡା ର ୧୩୭ ଜଣ, ବରଗଡ ର ୩୧ ଜଣ, ଖୋର୍ଦ୍ଧା ର ୨୮ ଜଣ, କଟକ ଓ କେନ୍ଦୁଝର ର ୨୬ ଜଣ ଲେଖାଏଁ, ଭଦ୍ରକ ର ୨୩ […]
ଓଡ଼ିଶାରେ ସୁସ୍ଥ ହେଲେ ଆଉ ୭୨୮ ଜଣ କରୋନା ଆକ୍ରାନ୍ତ; ସୁସ୍ଥ ହେଲେଣି ମୋଟ ୧୫ ହଜାର ୯୨୮ ଜଣ
Published On
By Samaya Live
ଭୁବନେଶ୍ୱର : ଜୁଲାଇ ୨୫: ଆଜି ଓଡ଼ିଶାରେ ୭୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ୧୫,୯୨୮ ଜଣ ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I ସ୍ୱାସ୍ଥ୍ୟ ବିଭାଗ ର ଟ୍ୱଇଟ ଅନୁସାରେ, ଗଂଜାମ ଜିଲ୍ଲାର ୩୯୧ ଜଣ କରୋନା ରୋଗୀ ସୁସ୍ଥ ହେଇଥିବା ବେଳେ ଖୋର୍ଦ୍ଧା ରୁ ୪୯, କଟକ ରୁ ୪୩, ବାଲେଶ୍ୱର ରୁ ୩୩, ଯାଜପୁର ରୁ ୩୨, ଗଜପତି ରୁ ୨୩, ମୟୁରଭଞ୍ଜ ରୁ […]
ଭୁବନେଶ୍ୱର ରେ ଚିହ୍ନଟ ହେଲେ ୧୧୧ ଜଣ କରୋନା ସଂକ୍ରମିତ; ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୧୮୨୮ ହେଲା
Published On
By Samaya Live
ଭୁବନେଶ୍ୱର:ଜୁଲାଇ ୨୫: ୨୪ ଘଂଟାରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୧୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୬୨ ଟି Quarantine Case ଥିବା ବେଳେ ୪୯ ଟି Local Contact Case ଅଛି I ଅନ୍ୟପକ୍ଷରେ ୨୯ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I ଆଜି ସୁଦ୍ଧା ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୮ ରେ ପହଂଚିଛି I ସେଥିରୁ, ୮୬୩ ଜଣ ସୁସ୍ଥ ହେଇଛନ୍ତି ଏବଂ ୯୫୨ […]
ଓଡ଼ିଶାରେ ଗୋଟିଏ ଦିନରେ ୧୫୯୪ କୋଭିଡ ପଜିଟିଭ ଚିହ୍ନଟ; ମୋଟ ୨୨ ହଜାର ୬୯୩
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୪: ଓଡ଼ିଶାରେ ୨୪ ଘଣ୍ଟା ରେ ୧୫୯୪ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୦୬୭ ଟି Quarantine case ଏବଂ ବାକି ୫୨୭ ଟି local contact case I ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩ ରେ ପହଂଚିଛି I ଗଂଜାମ ରୁ ସର୍ବାଧିକ ୭୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୩୨୦, କଟକ ରୁ ୧୩୬, ଭଦ୍ରକ ରୁ […]
ଓଡ଼ିଶାରେ ଗୋଟିଏ ଦିନରେ ୪୦୦ ସୁସ୍ଥ: ମୋଟ ସୁସ୍ଥ ହେଲେ ୧୩ ହଜାର ୩୧୦ ଜଣ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୧: ମଙ୍ଗଳବାର ଦିନ ରାଜ୍ୟରେ ୪୦୦ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ୧୩ ହଜାର ୩୧୦ ଜଣ ସୁସ୍ଥ ହେଇସାରିଲେଣି I ଆଜି ସୁସ୍ଥ ହେଇଥିବା ରୋଗୀଙ୍କ ମଧ୍ୟରେ, ଗଂଜାମ ର ୧୩୭ ଜଣ, କଟକ ର ୫୮ ଜଣ, ଖୋର୍ଦ୍ଧା ର ୪୬ ଜଣ, କୋରାପୁଟ ର ୪୧ ଜଣ, ଯାଜପୁର ର ୩୭ ଜଣ, କେନ୍ଦୁଝର ର ୧୪ ଜଣ, କେନ୍ଦ୍ରାପଡ଼ା ର […]
୬୧୨ ଜଣ ସୁସ୍ଥ ହେଲେ ଗୋଟିଏ ଦିନରେ; ଓଡ଼ିଶାରେ ମୋଟ ସୁସ୍ଥ ହେଲେଣି ୧୦,୪୭୬ ଜଣ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୧୫: ଓଡ଼ିଶାରେ ବୁଧବାର ଦିନ ୬୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଗଂଜାମ ରୁ ସର୍ବାଧିକ ୨୭୦ ଜଣ ସୁସ୍ଥ ହେଇଥିବା ବେଳେ ସୁନ୍ଦରଗଡ ରୁ ୮୪, କେନ୍ଦୁଝର ରୁ ୪୮, ଗଜପତି ରୁ ୩୫, ବାଲେଶ୍ୱର ରୁ ୩୧, ଖୋର୍ଦ୍ଧା ରୁ ୨୮, ନୟାଗଡ ରୁ ୨୫, ଯାଜପୁର ରୁ ୨୦, ମୟୁରଭଞ୍ଜ ରୁ ୧୫, କଟକ, କୋରାପୁଟ ଓ ଜଗତସିଂହପୁର ରୁ ୧୦ ଜଣ ଲେଖାଏଁ, ବରଗଡ ଓ […]
ଭୁବନେଶ୍ୱର ରେ ୫୧ ଓ କଟକ ରେ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୧୪: ଭୁବନେଶ୍ୱର ରେ ୨୪ ଘଂଟାରେ ଚିହ୍ନଟ ହେଲେ ୫୧ କରୋନା ସଂକ୍ରମିତ I ସେଥିରୁ, ୩୫ ଜଣ Quarantine ରେ ଥିଲେ ଏବଂ ୧୬ ଜଣ ଲୋକାଲ କେଶ I ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୫ ଜଣ I ଏହାକୁ ମିଶାଇ, ରାଜଧାନୀ ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬୯ ରେ ପହଂଚିଛି I ସେଥିମଧ୍ୟରୁ, ୩୬୧ ଜଣ ସୁସ୍ଥ ହେଇଥିବା ବେଳେ, ୩୯୭ ଜଣ ଚିକିତ୍ସିତ ହେଉଛନ୍ତି I […]
ଓଡ଼ିଶାରେ ସୁସ୍ଥ ହେଲେ ୩୮୮ ଜଣ; ମୋଟ ସୁସ୍ଥ ହେଲେଣି ୮,୩୬୦ ଜଣ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୧୧: ଓଡ଼ିଶାରେ ଆଜି ୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଗଂଜାମ ରୁ ସର୍ବାଧିକ ୧୮୭ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୩୭ ଜଣ, କେନ୍ଦୁଝର ରୁ ୩୧ ଜଣ, ଯାଜପୁର ରୁ ୨୭ ଜଣ, କଟକ ରୁ ୨୬ ଜଣ, ନୟାଗଡ ରୁ ୧୮ ଜଣ, ପୁରୀ ରୁ ୧୬ ଜଣ, ସମ୍ବଲପୁର ରୁ ୧୪ ଜଣ, ବାଲେଶ୍ୱର ରୁ ୧୧ ଜଣ, ଅନୁଗୁଳ ରୁ ୮ […]
କଟକ କ୍ୟାନ୍ସର ହସ୍ପିଟାଲରୁ ପୁଣି ୬ ପଜିଟିଭ୍
Published On
By Samaya Live
କଟକ : ଜୁନ ୨୯:କଟକରେ କରୋନା ତାର କାୟାବିସ୍ତାର କରୁଛି । ସ୍ଥାନୀୟ କ୍ୟାନ୍ସର ହସ୍ପିଟାଲରେ ପୁଣି ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି । ଚିହ୍ନଟ ହୋଇଥିବା ୬ଜଣଙ୍କ ମଧ୍ୟରୁ ୪ ଜଣ ରୋଗୀ ଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି ଆଟେଣ୍ଡାଣ୍ଟ ଓ ଆହାର କେନ୍ଦ୍ରର କର୍ମଚାରୀ । କ୍ୟାନସର ହସ୍ପିଟାଲରେ ଏପର୍ଯ୍ୟନ୍ତ ୫ ଜଣ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ […]
ଓଡ଼ିଶାରେ ୧୩୭ କରୋନା ସଂକ୍ରମିତ ସୁସ୍ଥ; ମୋଟ ସୁସ୍ଥ ହେଲେ ୪୭୪୩
Published On
By Samaya Live
ଭୁବନେଶ୍ୱର: ଜୁନ ୨୮: ଓଡ଼ିଶାରେ ଆଉ ୧୩୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କଲେ I ଏହାକୁ ମିଶାଇ, ଏ ପର୍ଯ୍ୟନ୍ତ ୪୭୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I ଆଜି ଗଂଜାମ ରୁ ୩୩ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୨୯ ଜଣ, କଟକ ରୁ ୨୨ ଜଣ, ବାଲେଶ୍ୱର ରୁ ୧୩ ଜଣ, ଯାଜପୁର ରୁ ୯ ଜଣ, କଳାହାଣ୍ଡି ରୁ ୬ ଜଣ, ଭଦ୍ରକ ରୁ ୪ […]
ଓଡିଶା ଚିହ୍ନଟ ହେଲେ ୨୬୪ ଜଣ ନୂଆ କରୋନା ସଂକ୍ରମିତ; ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୬୬୧୪ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଜୁନ ୨୮: ଓଡ଼ିଶାରେ ୨୬୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଲେ I ସେଥିମଧ୍ୟରୁ, ସର୍ବାଧିକ ୭୬ ଜଣ ଚିହ୍ନଟ ହେଲେ ଗଂଜାମ ଜିଲ୍ଲାରୁ I ଯାଜପୁର ରୁ ୪୧ ଜଣ ଚିହ୍ନଟ ହେଇଥିବା ବେଳେ , କେନ୍ଦୁଝର ରୁ ୨୫ ଜଣ, ଝାରସୁଗୁଡା ଓ ବରଗଡ ରୁ ୧୮ ଜଣ ଲେଖାଏଁ, ଖୋର୍ଦ୍ଧା ଓ ମୟୁରଭଞ୍ଜ ରୁ ୧୫ ଜଣ ଲେଖାଏଁ, ବାଲେଶ୍ୱର ଓ କଟକ ରୁ ୧୨ ଜଣ ଲେଖାଏଁ, ପୁରୀ […]

