ଓଡ଼ିଶାରେ ସୁସ୍ଥ ହେଲେ ୩୮୮ ଜଣ; ମୋଟ ସୁସ୍ଥ ହେଲେଣି ୮,୩୬୦ ଜଣ

ଭୁବନେଶ୍ୱର: ଜୁଲାଇ ୧୧: ଓଡ଼ିଶାରେ ଆଜି ୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଗଂଜାମ ରୁ ସର୍ବାଧିକ ୧୮୭ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୩୭ ଜଣ, କେନ୍ଦୁଝର ରୁ ୩୧ ଜଣ, ଯାଜପୁର ରୁ ୨୭ ଜଣ, କଟକ ରୁ ୨୬ ଜଣ, ନୟାଗଡ ରୁ ୧୮ ଜଣ, ପୁରୀ ରୁ ୧୬ ଜଣ, ସମ୍ବଲପୁର ରୁ ୧୪ ଜଣ, ବାଲେଶ୍ୱର ରୁ ୧୧ ଜଣ, ଅନୁଗୁଳ ରୁ ୮ […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୧୧: ଓଡ଼ିଶାରେ ଆଜି ୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଗଂଜାମ ରୁ ସର୍ବାଧିକ ୧୮୭ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୩୭ ଜଣ, କେନ୍ଦୁଝର ରୁ ୩୧ ଜଣ, ଯାଜପୁର ରୁ ୨୭ ଜଣ, କଟକ ରୁ ୨୬ ଜଣ, ନୟାଗଡ ରୁ ୧୮ ଜଣ, ପୁରୀ ରୁ ୧୬ ଜଣ, ସମ୍ବଲପୁର ରୁ ୧୪ ଜଣ, ବାଲେଶ୍ୱର ରୁ ୧୧ ଜଣ, ଅନୁଗୁଳ ରୁ ୮ ଜଣ, କେନ୍ଦ୍ରାପଡ଼ା ରୁ ୬ ଜଣ, ଗଜପତି ଓ ଝାରସୁଗୁଡା ରୁ ୨ ଜଣ ଲେଖାଏଁ ଏବଂ ବରଗଡ,ଭଦ୍ରକ ଓ ଦେଓଗଡ ରୁ ଜଣେ ଲେଖାଏଁ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ, ଏ ପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେ ୮,୩୬୦ ଜଣ I
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ ରେ ପହଁଚିଥିବା ବେଳେ, ଏବେ ମୋଟ ୪୦୮୭ ଚିକିତ୍ସାଧୀନ ଅଛନ୍ତି I