୬୧୨ ଜଣ ସୁସ୍ଥ ହେଲେ ଗୋଟିଏ ଦିନରେ; ଓଡ଼ିଶାରେ ମୋଟ ସୁସ୍ଥ ହେଲେଣି ୧୦,୪୭୬ ଜଣ
ଭୁବନେଶ୍ୱର: ଜୁଲାଇ ୧୫: ଓଡ଼ିଶାରେ ବୁଧବାର ଦିନ ୬୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଗଂଜାମ ରୁ ସର୍ବାଧିକ ୨୭୦ ଜଣ ସୁସ୍ଥ ହେଇଥିବା ବେଳେ ସୁନ୍ଦରଗଡ ରୁ ୮୪, କେନ୍ଦୁଝର ରୁ ୪୮, ଗଜପତି ରୁ ୩୫, ବାଲେଶ୍ୱର ରୁ ୩୧, ଖୋର୍ଦ୍ଧା ରୁ ୨୮, ନୟାଗଡ ରୁ ୨୫, ଯାଜପୁର ରୁ ୨୦, ମୟୁରଭଞ୍ଜ ରୁ ୧୫, କଟକ, କୋରାପୁଟ ଓ ଜଗତସିଂହପୁର ରୁ ୧୦ ଜଣ ଲେଖାଏଁ, ବରଗଡ ଓ […]
ଭୁବନେଶ୍ୱର: ଜୁଲାଇ ୧୫: ଓଡ଼ିଶାରେ ବୁଧବାର ଦିନ ୬୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଗଂଜାମ ରୁ ସର୍ବାଧିକ ୨୭୦ ଜଣ ସୁସ୍ଥ ହେଇଥିବା ବେଳେ ସୁନ୍ଦରଗଡ ରୁ ୮୪, କେନ୍ଦୁଝର ରୁ ୪୮, ଗଜପତି ରୁ ୩୫, ବାଲେଶ୍ୱର ରୁ ୩୧, ଖୋର୍ଦ୍ଧା ରୁ ୨୮, ନୟାଗଡ ରୁ ୨୫, ଯାଜପୁର ରୁ ୨୦, ମୟୁରଭଞ୍ଜ ରୁ ୧୫, କଟକ, କୋରାପୁଟ ଓ ଜଗତସିଂହପୁର ରୁ ୧୦ ଜଣ ଲେଖାଏଁ, ବରଗଡ ଓ ପୁରୀ ରୁ ୬ ଜଣ ଲେଖାଏଁ, ବଲାଙ୍ଗୀର ରୁ ୫, କେନ୍ଦ୍ରାପଡ଼ା ରୁ ୩, କଳାହାଣ୍ଡି ଓ କନ୍ଧମାଳ ରୁ ୨ ଜଣ ଲେଖାଏଁ ଏବଂ ରାୟଗଡା ଓ ସମ୍ବଲପୁର ରୁ ଜଣେ ଲେଖାଏଁ ସୁସ୍ଥ ହେଇଛନ୍ତି I
ଓଡ଼ିଶାରେ ମୋଟ ୧୦,୪୭୬ ଜଣ ଏ ପର୍ଯ୍ୟନ୍ତ ସୁସ୍ଥ ହେଇସାରିଲେଣି I




