ଓଡ଼ିଶାରେ ଗୋଟିଏ ଦିନରେ ୧୫୯୪ କୋଭିଡ ପଜିଟିଭ ଚିହ୍ନଟ; ମୋଟ ୨୨ ହଜାର ୬୯୩

ଭୁବନେଶ୍ୱର: ଜୁଲାଇ ୨୪: ଓଡ଼ିଶାରେ ୨୪ ଘଣ୍ଟା ରେ ୧୫୯୪ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୦୬୭ ଟି Quarantine case ଏବଂ ବାକି ୫୨୭ ଟି local contact case I ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩ ରେ ପହଂଚିଛି I ଗଂଜାମ ରୁ ସର୍ବାଧିକ ୭୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୩୨୦, କଟକ ରୁ ୧୩୬, ଭଦ୍ରକ ରୁ […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୨୪: ଓଡ଼ିଶାରେ ୨୪ ଘଣ୍ଟା ରେ ୧୫୯୪ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୦୬୭ ଟି Quarantine case ଏବଂ ବାକି ୫୨୭ ଟି local contact case I ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩ ରେ ପହଂଚିଛି I
ଗଂଜାମ ରୁ ସର୍ବାଧିକ ୭୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୩୨୦, କଟକ ରୁ ୧୩୬, ଭଦ୍ରକ ରୁ ୬୦, ସୁନ୍ଦରଗଡ ରୁ ୫୬, ବୌଦ ରୁ ୪୧, କୋରାପୁଟ ରୁ ୩୩, ମୟୁରଭଞ୍ଜ ରୁ ୩୨, ପୁରୀ ରୁ ୩୦, ବାଲେଶ୍ୱର ରୁ ୨୨, କେନ୍ଦୁଝର ରୁ ୨୦,କନ୍ଧମାଳ ରୁ ୧୭, ସମ୍ବଲପୁର ରୁ ୧୩, ନୟାଗଡ ଓ ଅନୁଗୁଳ ରୁ ୧୦ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ମାଲକାନଗିରି ରୁ ୯ ଜଣ ଲେଖାଏଁ, ଝାରସୁଗୁଡା ଓ ବରଗଡ ରୁ ୮ ଜଣ ଲେଖାଏଁ, ବଲାଙ୍ଗୀର ରୁ ୬ ଜଣ, ଯାଜପୁର ରୁ ୫ ଜଣ, ସୋନପୁର ରୁ ୪ ଜଣ, ନବରଙ୍ଗପୁର, ଜଗତସିଂହପୁର ଓ ଗଜପତି ରୁ ୩ ଜଣ ଲେଖାଏଁ, ଢେଙ୍କାନାଳ ରୁ ୨ ଜଣ ଏବଂ ନୂଆପଡା ଓ କଳାହାଣ୍ଡି ରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I